January 18, 2025

Odia Express

Leading Odia News Portal of Odisha

ଆଜିର ମଜାଦାର୍ ୧୦ ନୂଆ ହସକଥା: ଜଣେ ମଦୁଆ FM କୁ ଫୋନ୍ କଲା କହିଲା- ମୋତେ ରୋଡ୍ ରେ ଗୋଟେ ପର୍ସ ମିଳିଲା , ଯେଉଁଥିରେ ୧୫ ହଜାର୍ କ୍ୟାଶ୍ ଥିଲା ଆଉ ତାପରେ ଯାହା କହିଲା ହସି ହସି ବେଦମ ହେଇଗଲା ସମସ୍ତେ..

ଆଜିକାଲି ଏହି ଷ୍ଟ୍ରେସ୍ ଭରା ଲାଇଫ୍ ରେ ମଣିଷ ଯେପରି ହସିବା ଭୁଲିଯାଇଛି , ସେ କାମରେ ଏତେ ମସଗୁଲ୍ ହୋଇଯାଇଛି , ନିଜ ପାଇଁ ସମୟ ବାହାର କରିପାରୁନାହିଁ , କିନ୍ତୁ ଏମିତି ବିଲକୁଲ୍ କରିବା ଉଚିତ୍ ନୁହେଁ । ଯଦି ଆପଣ ନିଜ ପାଇଁ ସମୟ ବାହାର କରିବେ ତେବେ ସେ ଦିନ ଦୁର ନାହିଁ ଯେବେ ନାନାପ୍ରକାରର ରୋଗ ଆପଣଙ୍କୁ ଘେରେଇନେବ , ଏଥିପାଇଁ ସୁସ୍ଥ୍ୟ ରହିବାପାଇଁ ପ୍ରଥମ ମନ୍ତ୍ର ହେଲା ନିଜ ପାଇଁ ଟିକିଏ ସମୟ ବାହାର କରିବା , ସୋସିଆଲ୍ ମିଡିଆରେ ବହୁତ ଗୁଡିଏ ଜୋକ୍ସ ଆସୁଛି  । ଯାହା ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି , ଆମେ ସେହି ଜୋକ୍ସଗୁଡିକରୁ କିଛି ଜୋକ୍ସ ଆପଣଙ୍କ ପାଇଁ ନେଇକରି ଆସିଛୁ , ଆସନ୍ତୁ ଜାଣିବା କେଉଁ ଜୋକ୍ସ ଯାହା ଆପଣଙ୍କୁ ହସାଇବ ।

୧)ସ୍ୱାମୀ- ଆଜିକାଲି ପାଦ ଚଟାଣରେ ପଡୁନି ମୋର , ସ୍ତ୍ରୀ- ପଡିବା ବି ଦରକାର ନାହିଁ ଏବେ ଚଟଣାକୁ ପୋଛିଚି ।

୨) ହାଇସ୍କୁଲରେ ପଢୁଥିବା ଦୁଇ ଝିଅ ପରସ୍ପର କଥା ହେଉଥିଲେ , ପ୍ରଥମ ଝିଅ- ଆରେ ମୋର ବାପା କହିଲେ କି ଏହିଥର ପରୀକ୍ଷାରେ ଫେଲ୍ ହେଲେ ତୋର ବାହାଘର କରାଇଦେବି , ଦ୍ୱିତୀୟ ଝିଅ- ତେବେ ତୁ କେତେ ପ୍ରସ୍ତୁତି କରିଛୁ ? ପ୍ରଥମ ଝିଅ- ଖାଲି ରିସେସ୍ପନର ଡ୍ରେସ୍ ନେବାର ବାକି ଅଛି ।

୩) ଅମରେନ୍ଦ୍ର ବାହୁବଳି ଝିଅମାନଙ୍କୁ ଓ ମହିଳାଙ୍କୁ କଣ ପାଇଁ ପସନ୍ଦ ଆସିଲା, ସେ ଦେଖିବାକୁ ସୁନ୍ଦର ଥିଲା ଏଥିପାଇଁ ନା, ସେ ମହାପରାକ୍ରମୀ ଥିଲା,  ଏଥିପାଇଁ ନା, ସେ ରୋମାଣ୍ଟୀକ୍ ଥିଲା ଏଥିପାଈଁ ବିଲକୁଲ୍ ନୁହେଁ , ସେ ଏଥିପାଇଁ< କାରଣ ସେ ପୁରା ସଭାରେ ସେ ସ୍ତ୍ରୀର ପକ୍ଷ ନେଇକରି କହିପାରିଲା କି ମା ତୁମେ ଭୁଲ୍ କହୁଛ , ଥିଏଟରରେ ୯୯ ପ୍ରତିଶତ ମହିଳାମାନେ ଏହି ଡାଇଲଗ୍ ପରେ ନିଜ ସ୍ୱାମିଙ୍କ ତରଫକୁ ଚାହୁଁଥିଲେ ।

୪) ଶିକ୍ଷକ- ପପୁ ତୁ ବହୁତ ଅଧିକା କହୁଛୁ , ପପୁ- ଏହା ମୋର ଖାନଦାନୀ ପରମ୍ପରା ଅଟେ , ଶିକ୍ଷକ- କଣ ମତଲବ ତୋର ? ପପୁ-ସାର୍ ମୋର ଜେଜେବାପା ଏକ ଫେରିବାଲା ଥିଲେ , ଓ ମୋର ବାପା ଏକ ଶିକ୍ଷକ,  ଶିକ୍ଷକ – ଓ ତୋର ମା ବିଷୟରେ କହ , ମତଲବଅ କଣ ଅଟେ , ସାର୍ ସେ ଜଣେ ମହିଳା ଥିଲେ ।

୫) ଗୋଟେ ଛୁଆ ନିଜ ମାକୁ ବହୁତ ପିଟିବାପରେ,  ନିଜ ବାପାକୁ ପଚାରିଲା ଆପଣ କେବେ ପାକିସ୍ଥାନ ଯାଈଛନ୍ତି , ବାପା-ନା ପୁଅ ! ପୁଅ- କେବେ ଆଫଗାନିସ୍ଥାନ ଯାଇଛ ? ପାପା-ନା ପୁଅ! ପୁଅ- ତେବେ ଏହି ଆତଙ୍କବାଦୀ ଆଇଟମ୍ କେଉଁଠୁ ଆଣିଲ ?

୬) ଦୁଇ ଛାତ୍ର ରାତିରେ ପଢୁଥିବାବେଳେ , ପ୍ରଥମ- କେତେଟା ବାଜିଛି ସାଙ୍ଗ, ଦ୍ୱିତୀୟ ଛାତ୍ର- ଉଠିଲା,  ଓ ଏକ ପଥର ସାମ୍ନା ବାଲା ଗାର୍ଲସ୍ ହଷ୍ଟେଲରେ ଫିଙ୍ଗିଦେଲା,  ସେପଟୁ ଗୋଟେ ଝିଅ ବାହାରକୁ ଆସିଲା , ଓ କହିଲା-କମିନା ଏବେ ତ ଶୋଇଯାଅ, ରାତିର ଦୁଇଟା ବାଜିଛି ।

୭) ମୋର ପ୍ରେମର କେବଳ ଦୁଇଟି ସାକ୍ଷୀ ଥିଲେ,  ଜଣେ ସେ ଓ ଦ୍ୱିତୀୟ ତାର ଜେଜେମା, ଜଣେ ଖସିଗଲା , ଓ ଦ୍ୱିତୀୟ ଏଇ ଦୁନିଆଁ ଛାଡି ଚାଲିଗଲା ।

୮) ଦିଲ୍ଲୀ ବାଲାଙ୍କ ନୁଆ ସମସ୍ୟା, ମେଟ୍ରୋ ଟ୍ରେନରୁ ଓହ୍ଲାଇ ମିନି ବସ୍ ଧରିନିଅ, ଯେପରି ଗାର୍ଲଫ୍ରେଣ୍ତକୁ ଦେଖାକରି ଫେରି ସ୍ତ୍ରୀ ପାଖରେ ପହଞ୍ଚିଗଲେ ।

୯) କଣ ଫାଇଦା ଏମିତି ପାଠପଢାର , ୧୧ ହଜାର ୧୧ ଶହେ ୧୧ ନ ଲେଖିପାରିବ , ଚେଷ୍ଟା କରିଦେଖିନିଅ, ଲେଖିଦେଲେ ତ ଫଟୋ ଉଠାଇ ପଠାଇଦେବ , ନୋଟ୍- ଅଙ୍କରେ ଲେଖିବାର ଅଛି ।

୧୦) ମଣିଷର ଦିମାଗ ୨୪ ଘଣ୍ଟା କାମ କରିଥାଏ , କେବଳ ଦୁଇଥର ହିଁ ବନ୍ଦ ହୋଇଯାଏ , ପ୍ରଥମ –ପରୀକ୍ଷା ସମୟରେ , ଓ ଦ୍ୱିତୀୟ- ସ୍ତ୍ରୀ ପସନ୍ଦ କରୁଥିବା ସମୟରେ ।

୧୧) ଶୁଣିଛି ପ୍ରେମର ଆରମ୍ଭ ଲଢେଇ ଝଗଡାରୁ ହୋଇଥାଏ , ଏହା ଭାବିକରି ମୁଁ ତାର ମୁଣ୍ତକୁ ଇଟା ଫିଙ୍ଗିଦେଲି , ଯାହା ଦ୍ୱାରା ଆରମ୍ଭ ଭଲ ସେ ହେଉ ।

୧୨) ଥରେ ପପୁର ଗାର୍ଲଫ୍ରେଣ୍ତ ତାକୁ ଫୋନ୍ କଲା, କହିଲା- ହେଲୋ ଜାନୁ- ମୁଁ କାଲିଠାରୁ ତୁମକୁ ଦେଖାକରି ଆସିପାରିବି ନାହିଁ , ପପୁ-କଣପାଇଁ ? ଗାର୍ଲଫ୍ରେଣ୍ତ- କାଲି ଜରୁରୀ କାମ ଅଛି,  ପପୁ-ଓହଃ , ଚାଲ କିଛି କଥା ନୁହେଁ ତୁମର ଗିଫ୍ଟ ଅନ୍ୟ କାହାକୁ ଦେଇଦେବି, ଗାର୍ଲଫ୍ରେଣ୍ତ- ଜାନୁ ମୋର ମତଲବ ଥିଲା କି କାଲି ଆସିପାରିବିନି ଏଇ ସକାଶେ କି , ଆଜି ଆମେ ଦେଖା କରିପାରିବା ?

୧୩) ଟିକିଏ ବର୍ଷା ହେଇନି କି ପେପରରେ ଓଦାହୋଇ ଝିଅଙ୍କର ଫଟୋ ଆସିଯାଏ , ଯେପରି ଆମ ପୁଅମାନେୱାଟରପ୍ରୁଫ୍ ଜନ୍ମ ନେଇଛୁ  ।

୧୪) ବାପା-ପୁଅ ତୁ ଫେଲ୍ କେମିତି ହେଲୁ ? ପୁଅ- ବାପା ପେପରରେ ପ୍ରଶ୍ନ ଏପରି ଆସିଥିଲା ଯାହା ମୋତେ ଜଣାନଥିଲା, ବାପା- ଭଲ, ତ ତୁ ଉତ୍ତର କେମିତି ଲେଖିଲୁ ? ପୁଅ- ମୁଁ ବି ଉତ୍ତରରେ ଏମିତି ଲେଖିଲି, ଯାହା ମାଷ୍ଟରଙ୍କୁ ବି ଜଣାନଥିଲା ।

୧୫) ପଡୋଶିନୀକୁ ଲଗାତାର ଶକ୍ତ ସହକାରେ ସ୍ୱାମୀକୁ ସ୍ତ୍ରୀ କହିଲା- ସୁନ୍ଦର ତ ମୁଁ ବି ଅଟେ, ସେମିତି ପାଖକୁ ଡାକିଦିଅ , ନହେଲେ ରାଣାସାହେବଙ୍କୁ ପଚାରିଦିଅ ।

୧୬)ଶିକ୍ଷକ- ଯାହା ଆମେ କାହାଣୀ ପଢିଛେ , ଏବେ ସେଥିରୁ କିଛି ପ୍ରଶ୍ନ ପଚାରିବି । ଚିଣ୍ଟୁ- ସାର୍ ପଚାରନ୍ତୁ । ଶିକ୍ଷକ- ତୁମକୁ ଦେଖାକରି ଖୁସି ଲାଗିଲା,  ଏହା କିଏ କହିଲା ? ଚିଣ୍ଟୁ- ଖୁସିର ବାପା ଖୁସିର ମାମାକୁ କହିଲେ ।

୧୭) ଜଣେ ମଦୁଆ ଏଫ୍ ଏମ୍ ରେ ଫୋନ୍ କଲା,  ମଦୁଆ- ମୋତେ ତିଲକ ରୋଡରେ ଏକ ପର୍ସ ମିଳିଲା,  ଯେଉଁଥିରେ ୧୫୦୦୦ ଟଙ୍କା କ୍ୟାଶ୍, ଏକ ଆଇଫୋନ୍ ୬ ପ୍ଲସ୍ ଏକ କ୍ରେଡିଟ୍ କାର୍ଡ ଓ କେଉଁ ସୀମା ନାଁର ଆଇଡି ମିଳିଛି, ରେଡିଓ ଜକି କହିଲା-ବାଃ, ତେବେ ସେହି ପର୍ସକୁ ଆପଣ ଫେରାଇବାକୁ ଚାହିଁବେ ? ମଦୁଆ- ନା, ମୁଂ ଚାହୁଁଛି କି ସିମାଜୀଙ୍କ ପାଇଁ ଏକ ଦୂଃଖଭରା ଗୀତ ପ୍ଲେ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *