October 14, 2024

Odia Express

Leading Odia News Portal of Odisha

କେଉଁ ରାଜା ମହଲା ଠାରୁ କମ ନୁହଁ ଦିଗଜ୍ଜ୍ ବ୍ୟାଟ୍ସମ୍ୟାନ୍ ସୁରେଶ୍ ରାଇନ୍ ଙ୍କ ବଙ୍ଗଳା , ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଆମର ଭାରତୀୟ ଟିମ୍ ର ଜଣାଶୁଣା କ୍ରିକେଟିୟର୍ ସୁରେଶ୍ ରାଇନା ନାଁରୁ ଆଜିକାଲି ସମସ୍ତେ ଜାଣିଛନ୍ତି , ଆଜିର ତାରିଖରେ ସେ କ୍ରିକେଟ୍ ର ଦୁନିଆଁରେ ଖାସ୍ ଓ ଉଚ୍ଚା ସ୍ଥାନରେ ନାଁ ବନାଇସାରିଛନ୍ତି । ସୁରେଶ୍ ରାଇନାଙ୍କ ନାଁ ଭାରତୀୟ ଇମ୍ ର କିଛି ଖାସ୍ ବ୍ୟାଟ୍ସମ୍ୟାନଙ୍କ ଲିଷ୍ଟରେ ସାମିଲ୍ କରାଯାଇଛନ୍ତି , ଓ ଏହାର କାରଣ ଶାନଦାର୍ ପାରି ଯାହା କାହାକୁ ଥରେ ଦେଖିବାକୁ ମିଳିଥାଏ , କିନ୍ତୁ ଏବେ କିଛି ଦିନ ହେବ ପ୍ରଥମେ ନିଜ ଫ୍ୟାନ୍ସଙ୍କୁ ସେ ଏକ ଦୁଃଖଦ ଖବର ଦେଇଥିଲେ ଯାହା ତାଙ୍କର ସନ୍ୟାସ ବିଷୟରେ ଜଣାଇଥିଲେ । ସେ କ୍ରିକେଟ୍ ଦୁନିଆଁରୁ ସନ୍ୟାସ ନେଇଯାଇଛନ୍ତି , ଏମିତିରେ ତାଙ୍କ ଫ୍ୟାନ୍ସ ଏହି ଖବର ରୁ ବହୁତ ଦୁଃଖୀ ଅଛନ୍ତି , କିନ୍ତୁ ସୁରେଶଙ୍କ ଫ୍ୟାନ୍ ଙ୍କ ପାଇଁ ଆଜି ବି ଭଲ ପାଇବା ଅଛି , ଆଗକୁ ରହିବାର ଅଛି , ଏବେ ସେ ନେଶନ୍ୟାଲ୍ ମ୍ୟାଚରେ ନୁହେଁ କିନ୍ତୁ ଇଣ୍ତିଆ ଭିତରେ ହେଉଥିବା  ଆଇପିଏଲ୍ ରେ ଦେଖାଯାଇପାରିବେ , ଏହି ନାମୀ ଖେଳାଳୀଙ୍କ ଲାଇଫ୍ ଷ୍ଟାଇଲ୍ ବହୁତ ଭଲ ଓ ଲକ୍ଜୁରୀ ଅଟେ , ଆଜି ଆମେ ଆପଣଙ୍କୁ ସୁରେଶ ରାଇନାଙ୍କ ଘରର କିଛି ଫଟୋ ଦେଖାଇବାକୁ ଯାଊଛୁ ।

ସୁରେଶ ରାଇନା କେଉଁ ପ୍ରକାରର ଫ୍ଲାଟ୍ସ ରେ ରହିବା ପସନ୍ଦ କରନ୍ତି ନାହିଁ , ସେ ନିଜର ଏକ ଘର ବନାଇଛନ୍ତି । ମିଡିଆ ରିପୋର୍ଟ୍ସ ଖବରରୁ ଜଣାଯାଏ କି ସୁରେଶ୍ ରାଇନା ଏହି ବଙ୍ଗଳାର ଦାମ୍ ପ୍ରାୟ ୧୮ ରୁ ୨୦ କୋଟି ଟଙ୍କାର ବୋଲି କହିଛନ୍ତି , ବାହାରୁ ବହୁତ ସୁନ୍ଦର ପବନ ସହ ଏହି ବଙ୍ଗଲା ଭିତରୁ ବହୁତ ଆଲିଶାନ୍ ଓ ଲକ୍ଜୁରିଅସ୍ ଅଟେ , ସୁରେଶ୍ ରାଇନା ଏହାର ଫର୍ଣ୍ଣୀସିଙ୍ଗ୍ ଉପରେ ବହୁତ ଧ୍ୟାନ ଦେଇଛନ୍ତି , ଆଜି ଆମେ ଆପଣଙ୍କୁ ତାଙ୍କ ଏହି ବଙ୍ଗଳାର କିଛି ଫଟୋ ଦେଖାଇବାକୁ ଯାଉଛୁ , ଯାହା ସେ ନିଜେ ସେୟାର୍ କରିଛନ୍ତି , ଓ କିଛି ମିଡିଆ ଦ୍ୱାରା ସାମ୍ନାକୁ ଆସିଛି ।

ବାହାରେ ଦେଖାଯାଉଥିବା ଏହି ବଙ୍ଗଳା ବହୁତ୍ ହିଁ ସୁନ୍ଦର ଦେଖାଯାଉଛି , ଭିତର କଥା କହିଲେ ରୈନା ନାନାପ୍ରକାରର ସୁବିଧା ଉପଲ୍ଲବ୍ଧ କରାଇଛନ୍ତି , ତଳେ ଆମେ କିଛି ଫଟୋ  ସେୟାର୍ କରିଛୁ , ଯାହାକ୍ରିକେଟିୟର୍ ସଚିନ୍ ତେନ୍ଦୁଲଙ୍କରଙ୍କ ଘରୁ ଆସିଛି , ଘରର ଇନଟେରିଅର୍ ବହୁତ୍ ରୋୟାଲ୍ ଲୁକ୍ସ ଦେଉଥିବା ସହ ସେ ଘରର କାଠର ବସ୍ତୁଗୁଡିକ ବହୁତ ବ୍ୟବହାର କରିଛନ୍ତି , ଯାହା ସୁନ୍ଦରତାରେ ଚମକ ଆଣୁଛି । ନିଜ ଓ ନିଜ ଝିଅର ସବୁ ଫଟୋ ସେ ନିଜ ଘରର ଏକ ସାଇଡ୍ ରେ ଲଗାଇଦେଇଛନ୍ତି

ଯାହା ସହ ଘରର୍ ଲିଭିଙ୍ଗ୍ ରୁମ୍ ସେ ନିଜ ଝିଅର ଏକ ବଡ ଫଟୋ ଲଗାଇଦେଇଛନ୍ତି , ଯାହା ବହୁତ ଶାନଦାର୍ ନଜର ଆସୁଛି , ଗାଡିର ସଉକିନ୍ ରୈନାଙ୍କ ସହ ଘର ବାହାରେ ସବୁ ଲକ୍ଜୁରୀ ଗାଡି ରଖିଛନ୍ତି , ଯାହାର ଦାମ୍ ପ୍ରାୟ ୬-୮ କୋଟି ଅଟେ , ମିଡିଆ ରିପୋର୍ଟ୍ସ୍ ରୁ ଜଣାଯାଏ କି ଯଦି ସୁରେଶ ରୈନାଙ୍କ ସମୁଦାୟ ସଂମ୍ପତ୍ତିର କଥା ଆସେ ତେବେ ପ୍ରାୟ ୧୫୦ କୋଟି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *