September 12, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ୨୦ ଟି ହସକଥା : ଗୋଟେ ଝିଅ ଦୌଡି ଦୌଡି ପୋଲିସ୍ ଷ୍ଟେସନ ଗଲା , ଓ ପୋଲିସ୍ କୁ କହିଲା ସାର୍ ମୋର ବୟଫ୍ରେଣ୍ତ ଦୁଇ ଦିନରୁ ନିଖୋଜ ଅଛି ତାପରେ ଯାହା କହିଲେ ହସିବେ ଆପଣ..

ଜୀବନକୁ ଟେନସନ ଫ୍ରୀ କରିବାପାଇଁ ପଢନ୍ତୁ ମଜାଦାର୍ ଜୋକ୍ସ , ଆମେ ବିଶ୍ୱାସ କରୁଛୁ କି ଏହି ଜୋକ୍ସଗୁଡୀକ ପଢିକରି ଆପଣଙ୍କ ମୁଡ୍ ଫ୍ରେସ୍ ହୋଇଯୀବ,

ପପୁ- ସାର୍ ମୋର ସାଙ୍ଗ ବହୁତ ଦିନରୁ ନିଖୋଜ ଅଛି । ପୋଲିସ୍- ଠିକ୍ ଅଛି ଶେଷଥର କେଉଁଠି ଦେଖିଥିଲ ? ପପୁ- ହ୍ୱାଟ୍ସଆପ୍ ର ଚ୍ୟାଟରେ ୩ ଦିନ ପୁର୍ବରୁ ଲାଷ୍ଟ ସିନ୍ କରିଥିଲା ସେ,  ପୋଲିସ୍ –ବାହାରକୁ ବାହାର୍ ।

ବ୍ୟକ୍ତି ଜାହାଜରୁ ଓହ୍ଲାଇଲା ଓ ପ୍ଲେନ୍ ଗେଟ୍ ପାଖରେ ଥିବା ଏୟାର ହୋଷ୍ଟେସ୍ କହିଲା- ଆଶା କରୁଛୁ ଫ୍ଲାଇଟ୍ ରେ ଘର ପରି ମାହୋଲ୍ ପାଇଥିବେ । ବ୍ୟକ୍ତି- ବିଲକୁଲ୍ ନୁହଁ , ଘରେ ତ ମୋର କେହି ଶୁଣନ୍ତି ନାହିଁ, ଏଠାରେ ବଟନ୍ ଦବାଇଲେ ଚାରି ଚାରିଜଣ ଆସିଯାଉଛନ୍ତି ।

ଗୋଟେ କଞ୍ଜୁସ୍ ବାପା ତାର ପୁଅକୁ ଏକ ଚଷମା ଦେଲା,  ଆଗାମୀ ଦିନ ପୁଅ ଚେୟାରରେ ବସି କିଛି ଭାବୁଥିଲା,  କଞ୍ଜୁସ୍ ବାପା ଚିଲ୍ଲାଇକରି କଣ ପୁଅ ପଢୁଛୁ ? ପୁଅ- ନା ବାପା, ବାପା-ତେବେ କିଛି ଲେଖୁଛୁ ? ପୁଅ-ନା ବାପା ବାପା- ତେବେ ଚଷମା ବାହାର କରିଦେଉନୁ କଣ ପାଇଁ ? ତୋତେ ତ ବେକାର୍ ଖର୍ଚ୍ଚ କରିବାରେ ଅଭ୍ୟାସ ହୋଇଯାଇଛି ।

ବଳଦ- କ୍ୟା ବୋଲତି ତୁ ? ଗାଇ- କ୍ୟା ମୈଁ ବୋଲୁ ବଳଦ- ଶୁଣ୍ , ଗାଇ-ଶୁଣା, ବଳଦ- ଆତି କା ଗୌଶାଳା, ଗାଇ- କ୍ୟା କରୁ ଆକେ ମେଁ ଗୌଶାଳା, ବଳଦ- ମୁଣ୍ତି ହିଲାଏଙ୍ଗେ, ଘାସ ଚବାଏଙ୍ଗେ, ଗୋବର ଫୈଲାଏଙ୍ଗେ ଓ କ୍ୟା ।

ଜଣେ ବ୍ୟକ୍ତି ବାବାଙ୍କ ସତସଙ୍ଗ ଶୂଣି ଘରକୁ ଆସିଲା,  ଘରେ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା , ଓ ଚାକରାଣୀକୁ ବାହା ହୋଇଗଲା,  ସଂମ୍ପର୍କୀୟ ଯେବ୍ ପଚାରିଲେ ଏମିତି କଣ ପାଇଁ କଲ , ବ୍ୟକ୍ତି କହିଲା- ବାବା କହିଥିଲେ କି ମାୟା ଛାଡିଦିଅ ଓ ଶାନ୍ତି ର ସାଥିରେ ରୁହ ।

ମାଲିକର ପୁଅ- ଗରମ ଦିନ ଆସିଯିବାରୁ ୱାଟର୍ ପାର୍କ ଯିବାକୁ କହୁଥିଲା<  ଓ ଏକ ଆମର ସମୟ ଥିଲା,  ଯେବେ ଶଳା ଚଟାଣରେ ପାଣିପକାଇ ମାଛ ହୋଇ ମଜା ନେଉଥିଲେ ଆମେ ।

ଦିନେ ପପୁ ନିଜ ଶାଳୀ ସହ ବସି କଥା ହେଉଥିଲା<  ପପୁ-ରୋମାଣ୍ଟୀକ୍ ହୋଇ-ମୁଁ ବି ଅନ୍ଧ ଥିଲି, ଯାହା ତୁମର୍ ଭଉଣୀକୁ ଦେଖିବାକୁ ଆସିଲି, କିନ୍ତୁ ସେହି ସମୟରେ ତୁମ ଉପରେ ନଜରପଡିଲା ନାହିଁ , ଶାଳି-ହଁ ତାହା ସହ ତୁମେ ବୋକା ବି ଥିଲ ଯେ ମୋର ଇସାରା ବୁଝିପାରିଲ ନାହିଁ , ଏହା ଶୁଣିବାପରେ ବିଚରା ପପୁ ଏବେ ବି ପଶ୍ଚାତାପ କରୁଛି ।

ଦିନେ ମାଷ୍ଟର୍ ସାହେବ ଏଟିଏମ୍ ଗଲେ ପଇସା ବାହାର କରିବାକୁ ତ ଏଟିଏମ୍ ଖରାପ ଥିଲା,  ଚେକ୍ ବୁକ୍ ମାଷ୍ଟରଜୀଙ୍କ ପାଖରେଥିଲା,  ବ୍ୟାଙ୍କ୍ ଚାଲିଗଲେ ସେ ଏକ ହଜାର ଚେକ୍ ଭରିକରି କ୍ୟାଶିୟରକୁ ଦେଲେ , କ୍ୟାଶିୟର୍ କହିଲା ପାଞ୍ଚ ହଜାରରୁ କମ୍ ହେଲେ ଚାର୍ଜ ଲାଗିବ , ମାଷ୍ଟର୍ ଜି ଆଉ ଗୋଟେ ଚେକ୍ ଛଅ ହଜାରର ଭରିଲେ ଓ କ୍ୟାଶିୟରକୁ ଦେଇଦେଲେ ତେବେ ସେ ଛଅ ହଜାର ଦେଇଦେଲା , ଏବେ ମାଷ୍ଟର୍ ଜୀ ଏକ ହଜାର ଟଙ୍କା ପକେଟ୍ ରେ ରଖିଲେ ଓ ପାଞ୍ଚ୍ ହଜାର ଜମାର ପର୍ଚି ଭରିକରି କ୍ୟାଶିୟରକୁ ଜମା କରିଦେଲେ , ଏବେ କ୍ୟାଶିୟର କାମୁଡିଦେଲା ଭଳି ନଜରରେ ଅନେଇଥିଲା,  ମାଷ୍ଟରଜୀ କହିଲେ ଯାହା ଏହି ନିୟମ ବନାଇବା ସାହେବ ଅଛନ୍ତି ,ନା ତାଙ୍କୁ  ଟ୍ୟୁସନରେ ମୁଁ ହିଁ ପଢାଇଥିଲି , କହିଦେବ ଗୁରୁଜି ଆସିଥିଲେ ।

ସାନ୍ତା- ମୁଁ ତୁମକୁ ବାହାହେବାକୁ ଚାହୁଁଛି , ଝିଅ- କିନ୍ତୁ ମୁଁ ତୁମଠୁ ବଡ ଅଟେ, ପୁରା ଗୋଟେ ବର୍ଷ , ସାନ୍ତା- କିଛି କଥା ନୁହେଁ ମୁଁ ଗୋଟେ ବର୍ଷ ପରେ ବାହାହେବି,

୩ଜଣ ସାଙ୍ଗ ମଦ ପିଇବାପରେ ଏକ ଅଟୋବାଲା ପାଖକୁ ଆସନ୍ତି ଅଟୋବାଲାଙ୍କୁ ଜଣାଥାଏ କି ଏହି ତିନିଜଣ ପିଇକରି ଆସିଛନ୍ତି , ସେ ଖାଲି ଇଞ୍ଜିନ୍ ଚାଲୁ କରି ବନ୍ଦ କରିଦିଏ , ଓ କହିଲା କି ଆମେ ପହଞ୍ଚିଗଲୁ, ପ୍ରଥମ ସାଙ୍ଗ ତାକୁ ପଇସା ଦେଇଥାଏ , ଦ୍ୱିତୀୟ ସାଙ୍ଗ ଧନ୍ୟବାଦ କହିଥାଏ,  ତୃତୀୟ ସାଙ୍ଗ ତାକୁ ଏକ ଚାପୁଡା କଷିଦିଏ , ଅଟୋବାଲାକୁ ଲାଗିଥାଏ କି ମୂଁ ଯାହା କଲି ବୋଧେ ଏହାକୁ ଜଣାପଡିଗଲା, ତାପରେ ସେ ସାହାସକରି ପଚାରେ କଣପାଇଂ ମାରିଲ, ତୃତୀୟ ଲୋକ- ଆଗାମୀ ଥର ଅଟୋ ଧୀରେ ଚଲାଇବୁ ।

ଛୁଆ ନିଜ ମାକୁ କହେ ମା ଗାନ୍ଧୀଙ୍କର ମୂଣ୍ତରେ ବାଳ କଣପାଇଁ ନଥିଲା, ମା-କାରଣ ପୁଅ ସେ ସବୁବେଳେ ସତ କହୁଥିଲେ,  ଛୁଆ- ଓ ଏବେ ମୁଁ ବୁଝିଲି ତୁମେ ମହିଳାମାନେ ବାଳ ଏତେ ଲମ୍ବା କଣ ପାଇଁ ରଖିଛ ?

ଏଇ ଚୁଟକୁଲା କେବଳ ଦିଲ୍ଲୀବାଲା ବୁଝିପାରିବେ , କଲେଜ କ୍ଲର୍କ – ପୁଅ ଏହି ଫର୍ମ ତୁମେ ଭୁଲ୍ ଭରିଛ, ଏଠାରେ ଘରର ଠିକଣା ନାହିଁ ନିଜ ନାଁ ଲେଖିଥାନ୍ତ, ବିଦ୍ୟାର୍ଥୀ- ବିକାଶପୁରି ମୋର ହିଁ ନାଁ ଅଟେ,  କଲେଜ କ୍ଲର୍କ- ଆଛା ତୋର୍ ବାପା ନାଁ , ବିଦ୍ୟାର୍ଥୀ- ଜନକପୁରି , କଲେଜ କ୍ଲର୍କ- ଆଛା ତୁମ ଜେଜେବାପାଙ୍କ ନାଁ , ବିଦ୍ୟାର୍ଥୀ-ତ୍ରିଲୋକପୁରୀ, କଲେଜ କ୍ଲର୍କ- ହେ ଭଗବାନ , ପୁଅ ଯାଉ ଯାଉ ତୋ ମା ନାଁ ବି କହିଦେ , ବିଦ୍ୟାର୍ଥୀ-ମାୟାପୁରୀ- କଲେଜ କ୍ଲର୍କ –ମୁଁ କିଛି ଜାଣିନି, ତୁମର କଲେଜରେ ଆଡମିଶନ୍ କରିବାକୁ ହେଲେ ତୁମ ସହ କେହି ପରିବାର ସଦସ୍ୟ ଆସିଚନ୍ତି କି ବିଦ୍ୟାର୍ଥୀ- ମୋର ବଡ ଭାଇ ଓ ଭଉଣୀ ଆସିଛନ୍ତି, କଲେଜ କ୍ଲର୍କ- ଆପଣଙ୍କ ନାଁ ? ଭାଇ –ଗୋବିନ୍ଦ୍ ପୁରି ଭଉଣୀ –ସୀମା ପୁରୀ

ପପୁ-ରାଗରେ ନିଜ ସ୍ତ୍ରୀକୁ ଫୋନ୍ ଲଗାଇଲା , ପପୁ- କେଉଁଆଡେ ଗଲ ରାତି ୧୦ଟା ହେଲାଣୀ- ଏତେ ରାତି କାହା ସହ ଅଛ , ସ୍ତ୍ରୀ-ଆରେ ଜାନୁ ଏଠାରେ ଜାମ୍ ହୋଇଛି,  ପପୁ- ଓହଃ କେବେ ଆସିବ , ସ୍ତ୍ରୀ-ଜଣାନାହିଁ କାରଣ ଏବେ ତ ପ୍ରଥମ ଜାମ୍ ଲାଗିଛି ।

ଏକ ଝିଅ ଦୌଡି ଦୌଡି ପୋଲିସ୍ ଷ୍ଟେସନ ଗଲା ଓ ପୋଲିସ୍ କୁ କହିଲା- ସାର୍ ମୋର ବୟଫ୍ରେଣ୍ର୍ର ୨ ଦିନରୁ ନିଖୋଜ ହୋଇଯାଇଛି  ପୋଲିସ୍ ବାଲା- ଘରେ କିଛି କହିକ୍ ଯାଇଥିଲା କି ? ଝିଅ ମୁଁ ତାକୁ ଫିଲ୍ମର ଟିକେଟ୍ ମଗାଇଥିଲି, ପୋଲିସ୍ ବାଲା- ଚିନ୍ତା କରନାହୀଁ , ଚାଲ ତୁମକୁ ଦେଖାଇଦେବି ଫିଲ୍ମ

Leave a Reply

Your email address will not be published. Required fields are marked *