January 18, 2025

Odia Express

Leading Odia News Portal of Odisha

ନିଜ ପ୍ରଥମ ଫିଲ୍ମରୁ ରାତାରାତି ଷ୍ଟାର୍ ହୋଇଯାଇଥିଲେ ମହିମା ଚୌଧୁରୀ , ବହୁ ବର୍ଷ ପରେ ଦେଖାଯାଆନ୍ତି କିଛି ଏହି ପରି

ବଲିଉଡ୍ ଇଣ୍ତଷ୍ଟ୍ରିରେ ସମସ୍ତେ ନିଜ ଭାଗ୍ୟ ଆଜମାଇକୁ ଚାହଁନ୍ତି , କିନ୍ତୁ ସମସ୍ତଙ୍କ ଭାଗ୍ୟ ସେମିତି ଚମକିନଥାଏ , ଇଣ୍ତଷ୍ଟ୍ରିରେ ଭିତରେ ଏମିତି କଳାକାର ଅଛନ୍ତି , ଇଣ୍ତଷ୍ଟ୍ରିରେ ଏମିତିରେ ବହୁତ କଳାକାର ଅଛନ୍ତି ଯିଏକି ଫିଲ୍ମ ଇଣ୍ତଷ୍ଟ୍ରିରେ ଭିତରେ ସଫଳତା ପାଇବା ପାଇଁ ବହୁତ୍ ସଂଘର୍ଷ କରିଥିଲେ ,ସେଥିରୁ ଜଣେ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ନାଁ ଆସିଥାଏ , ହଁ ଆଜ୍ଞା, ମହିମା ଚୌଧୁରୀ ନିଜ ପ୍ରଥମ ଫିଲ୍ମରୁ ଭଲ ସଫଲତା ହାସିଲ୍ କରିଥିଲେ , ଆପଣଙ୍କୁ କହିଦେବୁ ମହିମା ଚୌଧୁରୀଙ୍କ ନିଜ କ୍ୟାରିୟରର ଆରମ୍ଭ ମଡେଲିଙ୍ଗ୍ ରୁ କରିଥିଲେ । ମଡେଲିଙ୍ଗ୍ କ୍ୟାରିୟର ସମୟରେ ସେ ବହୁତ୍  ବିଜ୍ଞାପନରେ କାମ କରିଥିଲେ । ମହିମା ଚୌଧୁରୀ ଜନ୍ମ ୧୩ ସେପ୍ଟମ୍ବର ୧୯୭୩ କୁ ଡାର୍ଜିଲିଙ୍ଗ୍ , ପଶ୍ଚିମ ବଙ୍ଗଳାରେ ହୋଇଥିଲା ଏହି  ଅବସରରେ ଆମେ ଆପଣଙ୍କୁ ଜୀବନରୁ ଯୋଡି ହୋଇଥିବା କିଛି ମହତ୍ତ୍ୱପୁର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ।

ଫିଲ୍ମ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମହିମା ଚୌଧୁରୀ ବଲିଉଡ୍ ରେ ଭଲ ନାଁ କମାଇଛନ୍ତି , ବହୁତ କମ୍ ଲୋକଙ୍କୁ ଜଣାଥିବ କି ତାଙ୍କର ପ୍ରକୃତ ନାଁ ରିତୁ ଚୌଧୂରି ଅଟେ,  ମହିମା ଚୌଧୁରୀଙ୍କ ବାପା ଉତ୍ତର ପ୍ରଦେଶର ବାସିନ୍ଦା ଅଟନ୍ତି , ଓ ତାଙ୍କ ମା ନେପାଳୀ ଅଟନ୍ତି , ମହିମା ଚୌଧୁରୀ  ନିଜ ହାଇସ୍କୁଲ୍ ପର୍ଯ୍ୟନ୍ତ ପାଠପଢା ଡାଉନ୍ ହିଲ୍ ସ୍କୁଲରୁ କରିଥିଲେ , ଏହାପରେ ସେ ଆଗକୁ ପଢିବାପାଇଁ ଲୋରେଟୋ କଲେଜ ଡାର୍ଜିଲିଙ୍ଗ୍ ଯାଈଥିଲେ,  ପାଠପଢା ଛାଡିକରି ସେ ମଡେଲିଙ୍ଗ୍ କରିବା ଓ ନିଜ କ୍ୟାରିୟର ବନାଇବା ପ୍ରୟାସ କରିଦେଲେ , ସେ ମଡେଲିଙ୍ଗ୍ ସମୟରେ ବହୁତ୍ ବିଜ୍ଞାପନରେ କାମ କରିଥିଲେ ।

ଅଭିନେତ୍ରୀ ମହିମା ଚୌଧୁରୀ ହିନ୍ଦୀ ସିନେମା ଜଗତରେ ନିଜ କ୍ୟାରିୟରର ଆରମ୍ଭ ପରଦେଶ ଫିଲ୍ମରୁ କରିଥିଲେ , ସେ ଏହି ଫିଲ୍ମରେ ଗଙ୍ଗାର ରୋଲ୍ ନିଭାଇଥିଲେ , ଫିଲ୍ମ ଭିତରେ ଅପୁର୍ବ ଅଗ୍ନିହୋତ୍ରୀ ଓ ସାହାରୁଖ୍ ଖାନ୍ ଙ୍କ ଅପୋଜିଟ୍ ରେ ସେ ନଜର ଆସିଥିଲ୍ , ତାଙ୍କର ପ୍ରଥମ ଫିଲ୍ମ ପରଦେଶ ବକ୍ସ ଅଫିସ୍ ରେ ସଫଳ ରହିଥିଲା,  ତାଙ୍କୁ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର୍ ଆୱାର୍ଡ୍ ମିଳିଥିଲା , ପରଦେଶ୍ ଯେମିତି ହିଟ୍ ଫିଲ୍ମ ରୁ ଏଣ୍ଟ୍ରି କରିଥିବା ମହିମା ଚୌଧୁରୀ  ନିଜ ସୁନ୍ଦରତା ପାଇଁ ଜଣାଯାଆନ୍ତି , କିନ୍ତୁ ଏବେ ତାଙ୍କ ଲୁକରେ ବହୁତ ପରିବର୍ତ୍ତନ ଆସିସାରିଛି , ଯଦି ତାଙ୍କ ଫଟୋଗୁଡିକ ଦେଖିବେ ତେବେ ଆପଣ ଚିହ୍ନି ବି ପାରିବେ ନାହିଁ ।

ମହିମା ଚୌଧୁରୀ ଅମିର୍ ଖାନ୍, ଐଶ୍ୱର୍ଯ୍ୟା ରାୟଙ୍କ ସହ ଆଡ୍ ସୁଟ୍ କରିଛନ୍ତି , ସେ ବହୁତ ବିଜ୍ଞାପନରେ ବି ନଜର ଆସିସାରିଛନ୍ତି , ମହିମା ଚୌଧୁରୀ ବିଜେ ଟିଭିରେ କାମ କରିଥିଲେ,  ଏହି ସମୟରେ ଡାଇରେକ୍ଟର ସୁଭାଷ ଘାଇଙ୍କ ନଜର ମହିମା ଚୌଧୁରୀଙ୍କ ଉପରେ ପଡିଲା , ଓ ସେ ନିଜ ଫିଲ୍ମ ପରଦେଶ ପାଇଁ ତାଙ୍କୁ ବାଛିଲେ , ଏହି ଫିଲ୍ମ ଭିତରେ ସେ ସାହାରୁଖ୍ ଖାନ୍ ଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ , ଏହି ଫିଲ୍ମ ଭିତରେ ମହିମା ଚୌଧୁରୀଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଇଥିଲା,  ଏହାପରେ ମହିମା ବହୁତ ଫିଲ୍ମରେ କାମ କରିଥିଲେ , କିନ୍ତୁ ତାଙ୍କର ଅଧିକାଂଶ ଫିଲ୍ମ କିଛି ଖାସ୍ କମାଲ୍ କରିପାରିଲା ନାହିଁ ।

ଖବର ଅନୁସାରେ ଏମିତି କୁହାଯାଉଛି କି ମହିମା ଚୌଧୁରୀଙ୍କ ଆଫେୟାର୍ ଟେନିସ୍ ଖେଲାଡି ଲିଆଣ୍ତର୍ ପେସ୍ ଙ୍କ ସହ ରହିଥିଲା,  ତାଙ୍କର ଆଫେୟାର୍ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା,  କିନ୍ତ୍ ତାଙ୍କର ସଂମ୍ପର୍କ୍ ଅଧିକା ଦିନ୍ ଯାଏଁ ଆଉ ଚାଳିପାରିଲା ନାହିଁ , ଓ ସେ ୨୦୧୩ ରେ ମହିମା ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇଗଲେ,  ଦୁହେଁଙ୍କ ଗୋଟିଏ ଝିଅ ଅଛି , ଯାହାର ନାଁ ଆରିୟାନା ଅଟେ । ମହିମା ଚୌଧୁରୀ ଆଉଥରେ ବଲିଉଡ୍ ରେ ନିଜ ଭାଗ୍ୟ ପରଖିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ସଫଳତା ମିଳିପାରିଲା ନାହୀଁ , ସେ ରିଆଲିଟି ଶୋରେ ବି ଚେଷ୍ଟା କଲେ କିନ୍ତୁ ସେଠାରେ ବି ତାଙ୍କୁ ନିରାଶାର ହାତ ଲାଗିଲା, ଏବେ ସେ ଇଣ୍ତଷ୍ଟ୍ରିର ପାର୍ଟିରେ , ଇଭେଣ୍ଟରେ ଓ ଫଟୋସୁଟ୍ ରେ ଭାଗ ନେବାର ନଜର ଆସିସାରିଛନ୍ତି । ଯଦି ତାଙ୍କ ଲୁକ୍ କଥା କହିବା ତେବେ ଆଗ ଅପେକ୍ଷା  ବହୁତ ବଦଳିଯାଇଥିବାର ନଜର ଆସିଛି ।

Leave a Reply

Your email address will not be published. Required fields are marked *