June 21, 2025

Odia Express

Leading Odia News Portal of Odisha

ପ୍ରଥମ ଥର ମିଥୁନ ଚକ୍ରବର୍ତ୍ତୀଙ୍କ ସମୁଦାୟ ସଂମ୍ପତ୍ତି ଆସିଲା ସାମ୍ନାକୁ , ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ବଲିଉଡ୍ ରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି କିଏ ବା ନଜାଣେ , ସେ ନିଜ କ୍ୟାରିୟରରେ ବହୁତ ଶାନଦାର୍ ଫିଲ୍ମ ଦେଇଛନ୍ତି , ଯାହାକୁ ଦର୍ଶକ ବହୁତ ପସନ୍ଦ ବି କରିଛନ୍ତି , ମିଥୁନ ଚକ୍ରବର୍ତ୍ତି ଆଜିର ସମୟରେ ଏକ ଜଣାଶୁଣା ଭାରତୀୟ ଅଭିନେତା,ପ୍ରଡୁସର୍, ଲେଖକ, ସାମାଜିକ କାର୍ଯ୍ୟକର୍ତ୍ତା, ଓ ପୁର୍ବତନ ସାଂସଦ ଅଟନ୍ତି , ମିଥୁନଙ୍କୁ ଡ୍ୟାନିଙ୍ଗ୍ ହିରୋ ଓ ତାଙ୍କର ଦେଶୀ ଅନ୍ଦାଜ ପାଇଁ ଜଣାଯାଏ , ମିଥୁନଙ୍କୁ ଫିଲ୍ମ ଡିସ୍କୋ ଡ୍ୟାନ୍ସରରୁ ଦେଶ ନୁହେଁ ବରଂ ବିଦେଶରେ ବି ବହୁତ ଲୋକପ୍ରିୟତା ମିଳିଥିଲା,  ମିଥୁନ ଟିଭିର ଲୋକପ୍ରିୟ ଶୋ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସରେ ଜର୍ଜ ରହିସାରିଛନ୍ତି ।ମିଥୁନ ନିଜ କ୍ୟାରିୟର ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ , ଓ ନିଜକୁ ଏକ ସୁପରଷ୍ଟାର୍ ରୁପରେ ସ୍ଥାପିତ କରିଲେ , ୧୬ ଜୁନ୍ କୁ କୋଲକାତାରେ ଜନ୍ମ ନେଇଥିବା ମିଥୁନଙ୍କ ଛୁଆବେଳର ନାଁ ଗୌରାଙ୍ଗ ଚକ୍ରବର୍ତ୍ତି ଥିଲା , ସେ ବଲିଉଡ୍ ରେ ୩୫୦ ରୁ ଅଧିକା ଫିଲ୍ମରେ ଅଭିନୟ କରିଛନ୍ତି

ଏହା ଛଡା ବଙ୍ଗଳା,ଓଡିଆ, ଭୋଜପୁରୀରେ ସେ ବହୁତ ସାରା ଫିଲ୍ମ କରିଛନ୍ତି । ବଲିଉଡ୍ ରେ ଦିଗଜ୍ଜ ଅଭିନେତାଙ୍କ ମଧ୍ୟରୁ ଜଣେ ମିଥୁନ ଚକ୍ରବର୍ତ୍ତି ଆଜିକାଲି ଦି ଡ୍ରାମା କମ୍ପାନୀରେ ନଜର ଆସୁଛନ୍ତି , ଏହି ଶୋରେ ମିଥୁନଙ୍କ ସହ ବଲିଉଡ୍ ର ପ୍ରସିଦ୍ଧ କମେଡିଆନ୍ ବହୁତ ଷ୍ଟାର୍ ଅଛନ୍ତି , ୧୯୭୬ ରେଆସିଥିବା ଫିଲ୍ମ ମୃଗ୍ୟା ରୁ ମିଥୁନ ନିଜ ଅଭିନୟ ଆରମ୍ଭ କରିଥିଲେ,  ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ହାସିଲ୍ କରିଥିବା କଳାକାରଙ୍କୁ ବର୍ଷ ବର୍ଷ ଲାଗିଯାଉଥିଲା,  କିନ୍ତୁ ମିଥୁନ ନିଜ ପ୍ରଥମ ଫିଲ୍ମ ମୃଗ୍ୟାରୁ ହିଁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ନିଜ ନାଁରେ କଲେ,  ତେବେ ଏହି ଫିଲ୍ମ ବେଷ୍ଟ ଫିଲ୍ମ ଓ ବେଷ୍ଟ ଡାଇରେକ୍ସନ୍ ଆୱାର୍ଡ ବି ପାଇଥିଲା< କିନ୍ତୁ ତେବେ ଏହି ଫିଲ୍ମ ବକ୍ସ ଅଫିସରେ ପୁରା ପ୍ଲପ୍ ହେଲା ।

ଆପଣଙ୍କୁ କହିଦେବୁ କି ସଲମାନ ମିଥୁନ ଦାଦାଙ୍କ ବଡ ଫ୍ୟାନ୍ ଅଟନ୍ତି , ଶୋରେ ବଜରଙ୍ଗୀ ଭାଇଜାନ୍ ରେ ମିଥୁନ ଦାଙ୍କ ବହୁତ ରାଜ୍ ଖୋଲିକରି କହିଲେ କି ଡିସ୍କୋ ଡ୍ୟାନ୍ସର୍ ଯେବେ କ୍ୟାରିୟର ଆରମ୍ଭ କରିଥିଲେ ତେବେ ଆରମ୍ଭର ଦିନରୁ ଚାରି ସିଫ୍ଟ କାମ କରୁଥିଲେ,  ସଲମାନ କହିଲେ କି ସେ ଏକ ସେଟ୍ କୁଯାଉଥିଲେ , ସେଠାରେ ସିନ୍ ସୁଟ୍ କରିବାପରେ ବିନା ବ୍ରେକ୍ ରେ ଦ୍ୱିତୀୟ ସୁଟିଙ୍ଗ୍ ପାଇଁ ବାହାରିଯାଉଥିଲେ,  କାମ ପ୍ରତି ଲଗନ ଓ ତାଙ୍କର୍ ପରିଶ୍ରମ ଇଣ୍ତଷ୍ଟ୍ରିରେ ନୁଆ ଲୋକଙ୍କୁ ଶିଖା ଦେଇ ଆସିଛି,  ଆଜି ତାଙ୍କ ପାଖରେ ୨୫୮ କୋଟି ସଂମ୍ପତ୍ତି ଅଛି ବୋଲି ଚର୍ଚ୍ଚା ହେଉଛି

ଏଥିରୁ ସବୁଠାରୁ ଅଧିକା ତାମିଲନାଡୁର ଉଂଟି, ମସିନାଗୁଡି ଓ କର୍ଣ୍ଣାଟକର ମୈସୁରରେ କୋଟିଏ ଟଙ୍କା ଲକ୍ଜୁରୀ ହୋଟେଲ୍, ଅଛି ,ମିଥୁନ ଦା କିଛି ସମୟ ପୁର୍ବରୁ ମିଡିଆ ସହ କଥାବାର୍ତ୍ତାରେ ତାଙ୍କ ସହ ଯୋଡି ହୋଇଥିବାକଥା କହିଥିଲେ,  ମୋନାର୍କ ହୋଟେଲ୍ ର ଅଫିସିଆଲ୍ ୱେବସାଇଡ୍ ରେ ମିଳିଥିବା ସୁଚନା ଅନୁଯାୟୀ ଉଟିରେ ଆଇ ହୋଟେଲ୍ ରେ ୫୯ ରୁମ୍ , ୪ ଟି ଲକ୍ଜୁରୀ ସୁଟରସ୍, ହେଲଥ୍ ଫିଟନେସ୍ ସେଣ୍ଟର୍, ସ୍ୱିମିଙ୍ଗ୍ ପୁଲ୍, ଲେଝାର୍ ଡିସ୍କ ଥିଏଟର୍, ମିଡ୍ ନାଇଟ୍ କାଓ ବୟ ବାର୍ ଆଣ୍ତ ଡିସ୍କ ସହ କିଡସ୍ କର୍ଣ୍ଣର୍ ବି ଫିଚର୍ ଅଛି ।

ମସିନାଗୁଡିର ବଙ୍ଗଳା କଥା କହିଲେ ଏଠାରେ ୧୬ ଟି ଏସି ବଙ୍ଗଲା, ୧୪ ଟି ଟ୍ୱିନ୍ସ ମଚାନ୍, ୪ ଟି ଷ୍ଟାଣ୍ତାର୍ଡ ରୁମ୍ , ମଲିଟିକୁସନ୍ ରେଷ୍ଟୁରାଣ୍ତ, ଓ ଚିଲଡ୍ରେନ୍ ପ୍ଲେ ଗ୍ରାଉଣ୍ତ ସହ ହର୍ଷ ରାଇଡିଙ୍ଗ୍ ଓ ଜିପ୍ ରୁ ଜଙ୍ଗଲ୍ ରାଇଡ୍ ପରିଯିବାର ସୁବିଧା ଅଛି,  ଓ ତାହା ଛଡା ଏଠାରେ ନୋନ୍ ଏସି ମଚାନ୍, ବଙ୍ଗଲା, କର୍ଟେଜ୍ , ବି ଅଛି , ତାହା ସହ ମୈଶୁର୍ ସ୍ଥିତ ହୋଟେଲ୍ ରେ ୧୭ ବେଲ୍ ଫର୍ଣ୍ଣୀସଡ୍ ଏସି କଟେଜ୍, ୨ ଏସି ସୁଟସ୍ ତଥା ଓପନ୍ ଏୟାର୍ ମଲଟିକୁସନ୍ ରେଷ୍ଟୁରାଣ୍ଟ ସହ ସ୍ୱିମିଙ୍ଗ୍ ପୁଲ୍ ,ଟେବୁଲ୍ ଟ୍ରାଭେଲ୍ ରିଲେଟେଡ୍ ସର୍ଭିସ୍ ଦିଆଯାଏ ।

Leave a Reply

Your email address will not be published. Required fields are marked *