ଜାଣନ୍ତୁ IPL ମ୍ୟାଚରେ ଚିୟରଲିଡର୍ ଙ୍କୁ ମିଳିଥାଏ ଏତେ ଟଙ୍କା, ଜାଣିଲେ ବିଶ୍ୱାସ କରିପାରିବେ ନାହିଁ ଆପଣ..
ଏଥିରେ କୌଣସି ସନ୍ଦେହ ନାହିଁ କି ଆଇପିଏଲ୍ ମ୍ୟାଚ୍ ହେଉ କିମ୍ବା କେଉଁ ବି ମ୍ୟାଚରେ ଚିୟରଲିଡର୍ କେତେ ମହତ୍ତ୍ୱ ରହିଥାଏ , ହଁ ଆଜ୍ଞା, ଚିୟରଲିଡର୍ ମ୍ୟାଚରେ ସମୟରେ ସେହି ଟିମ୍ ପାଇଁ ଚିୟର୍ ଲିଡର୍ ଚିୟର୍ କରନ୍ତି , ଯେଉଁ ଟିମ୍ ବାଜି ମାରିଥିବ , ମାନେ ଯଦି ଆମେ ସିଧା ଶବ୍ଦକୁ କହିଲେ କେଉଁ ବି ଟିମ୍ ର ତରଫରୁ ହୋଇନଥାନ୍ତି , ବାସ୍ତବରେ ଏମାନଙ୍କ କାମ କେବଳ ଡ୍ୟାନ୍ସ କରି ଖେଲାଳୀଙ୍କୁ ଚିୟର୍ କରିବା , ଏମାନଙ୍କ କାମ ଦେଖିବାକୁ ଯେତେ ସହଜ ଲାଗିଥାଏ , ସେତେ ସହଜ ହୋଇନଥାଏ , ଏବେ ଆପଣ ଏହି ବିଷୟରେ ଜାଣିବାକୁ ଚାହିଁବେ , ତେବେ ନିଜେ ବୁଝିପାରୁଥିବେ କି ଆମେ ଏମିତି କାହିଁକି କହୁଛୁ , ଜଣାଇଦେବୁ କି ଚିୟରଲିଡର୍ ଙ୍କ ଜୀବନ ଅସଲରେ ସେତେ ସହଜ ହୋଇନଥାଏ, ଯାହା ଆମେ ଭାବିଥାଉ । ହଁ ଆଜ୍ଞା ଏଠାରେ ପହଞ୍ଚିବାପାଇଁ ଏହି ଚିୟରଲିଡର୍ ଙ୍କୁ ବହୁତ୍ ପରିଶ୍ରମ କରିବାକୁ ପଡୀଥାଏ , ତେବେ କେଉଁଠି ଯାଇକରି ତାଙ୍କୁ ମ୍ୟାଚ୍ ମଧ୍ୟରେ ଏଣ୍ଟ୍ରି ମିଳିଥାଏ , ଏହା ଛଡା ତାଙ୍କୁ ମ୍ୟାଚ୍ ପୁରା ସମୟ ପ୍ରଦର୍ଶନ କରିବାକୁ ପଡିଥାଏ , ତାଙ୍କର ପ୍ରଦର୍ଶନ୍ କାରଣରୁ ନା ହିଁ ଖେଳାଳୀ ବରଂ ଦର୍ଶକ ମାନେ ବି ବେଶୀ ପ୍ରୋତ୍ସାହନ ହୁଅନ୍ତି
ଏଇ କାରଣରୁ ମ୍ୟାଚ୍ କୁ ବୁଝିବିଚାରି ଚିୟରଲିଡର୍ ଙ୍କୁ ବଛାଯାଏ , କହିଦେବୁ କି ଚିୟରଲିଡର୍ ମ୍ୟାଚ୍ ସମୟରେ ଯାହା ପରଫରମାନ୍ସ ଦିଅନ୍ତି , ତାହା ପାଇଁ ବହୁତ କିଛି କରିବାକୁ ପଡିଥାଏ , ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଚିୟରଲିଡରଙ୍କ ଜୀବନ ମୁସକିଲ୍ ଭରା ହୋଇଥାଏ , ତାଙ୍କୁ ଏହି ବଦଳରେ ଯେତେ ବି ପଇସା ମିଳେ ସେତିକି ଯଥେଷ୍ଟ ହୋଇନଥାଏ , ଆପଣଙ୍କୁ କହିଦେବୁ କି ସବୁ ଫ୍ରାଞ୍ଚାଇଜ୍ ନିଜ ଚିୟରଲିଡର୍ ସବୁ ମ୍ୟାଚ୍ ପାଈଁ ଛଅ ରୁ ଆଠ୍ ହଜାର ଟଙ୍କା ମିଳିଥାଏ , ସେମିତି ଆଇପିଏଲ୍ ସମୟରେ ଏକ ଚିୟରଲିଡର୍ ବାର୍ଷିକ ଆଧାରରେ ପଚିଶ ହଜାର ଡଲାର୍ କମଇଥାନ୍ତି ,ବର୍ତମାନ କରୋନା ସ୍ତିତି ପାଇଁ ଚିୟର ଗାର୍ଲ ମାନେ ଆଉ ନାଚିବାର ଦେଖାଯାଉନି ଏ ବର୍ଷ
ଏହା ଛଡା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆଇପିଏଲ୍ ମ୍ୟାଚ୍ ସମୟରେ ଚିୟରଲିଡର୍ ପ୍ରଦର୍ଶନ୍ କରିବାପାଇଁ କେବଳ ପଇସା ହିଁ ଦିଆଯାଏ , ମାନେ ଆଇପିଏଲ୍ ମ୍ୟାଚ୍ ସମୟରେ ଦୁଇଥର ଜାଗା ବଦଳାଇବା ସବୁ ଫ୍ରାଞ୍ଚାଇଜ୍ ହୋଟେଲ୍ ରେ ରହିବା, ଭୋଜନ କରିବା ଓ ବାକି ଯାତ୍ରାର ଖର୍ଚ୍ଚ ଚିୟରଲିଡରଙ୍କୁ ଉଠାଇବାକୁ ପଡିଥାଏ । ଏମିତି କହିବା ଭୁଲ୍ ହେବ ନାହିଁ ଏତେ ଖର୍ଚ୍ଚ କରିବାପରେ ବିଚାରି ଚିୟରଲିଡର୍ ଙ୍କ ପାଖରେ କିଛି ରହିନଥାଏ
ଯେବେ ଖେଳାଳୀଙ୍କୁ କେବଳ ଲୋକପ୍ରିୟତା ମିଳେ ବର୍ଂ କୋଟିଏ ଟଙ୍କା ପଇସା ଦିଆଯାଏ , ଏହା ସତ କି ଚିୟରଲିଡରଙ୍କ କାମ ଖେଳାଳୀଙ୍କୁ ଯେତେ ମୁସକିଲ୍ ହୋଇନଥାଏ , କାରଣ ଖେଳାଳୀ ନିଜ ପୁରା ସମୟର ସାଥିରେ ନେଇକରି ମ୍ୟାଚ୍ ଜିତିବାର ପ୍ରେସର୍ ହୋଇଥାଏ , କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ କି ଯଦି ଚିୟରଲିଡର୍ ସମୟ ଅନୁସାରେ ଖେଳାଳୀଙ୍କୁ ଚିୟର୍ କରନ୍ତେ ନାହିଁ , ତେବେ ଦର୍ଶକ ବି ମ୍ୟାଚ୍ ଦେଖିକରି ବୋର୍ ହୋଇଯାଇଥାନ୍ତେ ।
ଏଥିପାଇଁ ଆମେ ଏହା ହିଁ କହିବୁ କି ଚିୟରଲିଡର୍ ଙ୍କ ପ୍ରତି ଟିକିଏ ନ୍ୟାୟ୍ ଦେଖାନ୍ତୁ , ଓ ତାଙ୍କ ସ୍ୟାଲେରି ଟିକିଏ ବୃଦ୍ଧି କରନ୍ତୁ , ହୋଇପାରେ କି ସ୍ୟାଲେରି ବଢିବାପରେ ତାଙ୍କର ଜୋସ୍ ବଢିଯିବ , ଓ ସେ ଖେଳାଳୀଙ୍କୁ ଅଧିକା ଜୋସ୍ ପ୍ରୋତ୍ସାହନ କରିପାରିବେ ।