February 14, 2025

Odia Express

Leading Odia News Portal of Odisha

କୋଲଗେଟ୍ ର ଏହି ଚମର୍କାରୀ ପ୍ରକିୟାକୁ କଲେ କେବଳ ୧ ମିନିଟ୍ ରେ ଗାୟବ ହୋଇଯିବ ଆଖି ତଳେ ଥିବା କଳା ଦାଗ

ଆଜିର ଯଦି ସୁନ୍ଦରତା କଥା କହିବା ତେବେ ଏଥିରେ କୌଣସି ସନ୍ଦେହ ନାହିଁ କି ଧନୀ ଲୋକ ନିଜକୁ ସୁନ୍ଦର ଦେଖାଯିବାପାଇଁ ଲକ୍ଷାଧିକ ପଇସା ଖର୍ଚ୍ଚ କରନ୍ତି , ହଁ ଆଜ୍ଞା, ଏମିତିରେ ସେମାନେ ବଜାରରୁ ମହଙ୍ଗା କ୍ରିମ୍ ବ୍ୟବହାର କରିଥାନ୍ତି , ସେମିତି ଯେଉଁ ଲୋକ ଗରିବ ହୋଇଥାନ୍ତି , ସେମାନଙ୍କୁ ଦୁଇ ସମୟର ଖାଇବାପାଇଁ ପଇସା କମାଇବା ମୁସକିଲ୍ ହୋଇଥାଏ, ଆଜିର ସମୟରେ କିଏ ବି ଧନୀ ହେଉ କିମ୍ବା ଗରିବ ସୁନ୍ଦର ଦେଖାଯିବାପାଇଁ ସମସ୍ତଙ୍କର ଇଚ୍ଛା ହୋଇଥାଏ,  ଏମିତିରେ ସେମାନେ ଯେତେ ବି ତରିକା କରିନିଅନ୍ତୁ ନା କାହିଁକି ସୁନ୍ଦରତା ମାମଲାରେ ସମସ୍ତେ ନିଜ ଚେହେରାକୁ ଚମକାଇବାକୁ ଚେଷ୍ଟା କରନ୍ତି , ଓ ଚେହେରାକୁ ସୁନ୍ଦର ବନାଇବାରେ ଆଖିର ବଡ ରୋଲ୍ ହୋଇଥାଏ । ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ୍ ହେଇଛି ,ଯାହା ଆଖିର କଳା ଦାଗ କୁ ମିନିଟ୍ ମଧ୍ୟରେ ଗାୟବ କରିଦେବ, ଏହି ପ୍ରକିୟା ବିଷୟରେ ଜାଣିଲେ ଆପଣଙ୍କୁ ବୋଧେ ହୁଏ ଆପଣଙ୍କ ହୋସ୍ ଉଡିଯିବ

କହିଦେବୁ କି ଏହି ଭିଡିଓ କୁ ଏବେ ପର୍ଯ୍ୟନ୍ତ କୋଟିଏ ଲୋକ ଦେଖିସାରିଛନ୍ତି , ସେମାନେ ଏହା ଉପରେ ନିଜ ନିଜର୍ ପ୍ରତିକ୍ରିୟା ବ୍ୟକ୍ତ କରିସାରିଛନ୍ତି , ତେବେ ଆସନ୍ତୁ ଏହି ପ୍ରକିୟା ବିଷୟରେ ବିସ୍ତାରରେ କହିବା, ଜଣାଇଦେବୁ କି ଏହି ପ୍ରକିୟା ବ୍ୟବହାର ଯଦି ଆପଣ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ କରିଥାନ୍ତି ତେବେ ଆପଣଙ୍କ ଆଖିର କଳାଦାଗ ଦୁର ହେବା ସହ  ଆପଣଙ୍କ ଚେହେରାରେ ଚମକ ବଢିଯିବ । କହିଦେବୁ କି ଏହି ପ୍ରକିୟା କରିବାପାଇଁ ଆପଣଙ୍କୁ ଏକ କୋଲଗେଟ୍, ଆଲୋବେରାଜେଲ୍ , ଏକ ଭିଟାମିନ୍ କ୍ୟାପସୁଲ୍ ଓ ଗୋଲାପଜଳ ଦରକାର ପଡିବ

ଖାଲି ଏହାପରେ ଆପଣଙ୍କୁ ଭିଟାମିନ୍ କ୍ୟାପସୁଲରୁ ତେଲକୁ ବାହାର କରିଦେବାର ଅଛି , ଓ ଏଥିରେ ଅଧା ଚାମଚ ଆଲୋବେରା ଓ ଅଧାଚାମଚ ଗୋଲାପ ଜଳ ପକାଇ ମିଶ୍ରଣ କରିବାର ଅଛି,   ତାପରେ ଏଇ ପେଷ୍ଟ ହୋଇଯିବାପରେ ଆପଣଙ୍କୁ ଏକ କଟନ୍ କନା ନେବାର ଅଛି, ଓ ଏଥିରେ ଟିକିଏ ଲଗାଇ ତାହାଉ ପେଷ୍ଟରେ ଲଗାଇଦେବାର ଅଛି , ଏହାପରେ ଏହି ଆଖିର କଳାଦାଗରେ ଲଗାଇଦେବାର ଅଛି,  କୋଲଗେଟ୍ ଲଗାଇକରି ତାହାର ଗୋଟେ ମିନିଟ୍ ପରେ ଧୋଇଦେବାର ଅଛି ।

ଏହାପରେ ପ୍ରସ୍ତୁତ କରାଯାଇଥିବା ପେଷ୍ଟ୍ ମାନେ ମିଶ୍ରଣକୁ ଆଖିର କଳାଦାଗରେ ଦୁଇ ମିନିଟ୍ ମସାଜ୍ କରନ୍ତୁ , ଏହା ଛଡା ଏହାକୁ ରାତି ସାରା ଲଗାଇ ସକାଳୁ ଧୋଇପାରିବେ , କହିଦେବୁକି ଏହି ପ୍ରକିୟା ଆପଣଙ୍କ ଆଖିର କଳାଦାଗ ଜଡରୁ ମିଟାଇ ଦେବ ।

Leave a Reply

Your email address will not be published. Required fields are marked *