February 14, 2025

Odia Express

Leading Odia News Portal of Odisha

ବାଳବୀର୍ ରେ ଦେଖାଯାଉଥିବା କ୍ୟୁଟ୍ ମେହେର୍ ଏବେ ହୋଇଯାଇଛନ୍ତି ଏତେ ବଡ , ଦେଖିବାକୁ ଲାଗୁଛନ୍ତି ଅଧିକା ସୁନ୍ଦର…

ସମୟ ଏତେ ଜଲଦି ବଦଳୁଛି କିଛି ଜଣାପଡିନଥାଏ । କେବେ କେଉଁଟ୍ଃଇ ଆମେ କେଉଁଠି ପହଞ୍ଚିଯାଇଥାଉ କିଛି ଏମିତି ଆମକୁ ଲାଗୁଥାଏ କି ଯେବେ ଆମେ ଏହି ବାଳ କଳାକାରଙ୍କୁ  ଦେଖନ୍ତି ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ଏମିତି ଏକ କଳାକାର ଦେଖାଯିବାକୁ ଯାଉଛୁ ଯାହା ଆପଣ ବହୁତ ଛୋଟ ବେଳରୁ ଦେଖିଥିବେ କିନ୍ତୁ ଆଜି ବହୁତ ବଦଳିଯାଇଛି । ହଁ ଆମେ କଥା କହୁଛୁ ଟିଭିରେ ଆସୁଥିବା ଟିଭି ସିରିଆଲ୍ ବାଲବୀରଙ୍କ କ୍ୟୁଟ୍ ଛୁଆ ମେହେର୍ ଦଗଲିଙ୍କ ବିଷୟରେ ଯାହା ଆଜି ବହୁତ ବଦଳିଯାଈଛନ୍ତି । ସନ୍ ୨୦୧୨ ରେ ଏହି ଶୋର ଆରମ୍ଭ ହୋଇଥିଲା , ଓ ୨୦୧୬ ରେ ଏହା ବନ୍ଦ ହୋଇଗଲା, କିନ୍ତୁ ଏବେ ଏହି ଶୋ ବନ୍ଦ ହେବାର ଅଧିକା ସମୟ ହୋଇନଥିଲା<  ଏତେ ଦିନ ପରେ ବାଳସଖି ଏବେ ଆହୁରି ବଦଳିଯାଇଛନ୍ତି ଯାହାକି ଚିହ୍ନିବା ମୁସକିଲ୍ ହୋଇଯାଇଛନ୍ତି , ହଁ ଆଜ୍ଞା ଆପଣଙ୍କୁ କହିଦେବୁ କି ସିରିଆଲ୍ ବାଲବୀରରେ ବାଳରଖିଙ୍କ ଅଭିନୟ କରୁଥିବା ଛୁଆର ନାଁ ଅସଲି ନାଁ ଅନୁଷ୍କା ସେନ୍ ଅଟେ ।

ସିରିଆଲ୍ ବାଲବୀର ଟିଭିରେ ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ଚାଳିଥିଲା, ସେମିତି ଆପଣଙ୍କୁ କହିଦେବୁ କି ଅନୁଷ୍କା ଦେବୋ କା ଦେବ ମହାଦେବ, ୟହାଁ ମୈ ଘର୍ ଘର୍ ଖେଲି ପରି ଟିଭି ଧାରାବାହିକରେ କାମ କରିସାରିଛନ୍ତି , କିନ୍ତୁ ନିଜ କ୍ୟୁଟ୍ ଅନୁଷ୍କା ଏବେ ଅଧିକା ସୁନ୍ଦର ହୋଇସାରିଛନ୍ତି , ଓ ଏହି କାରଣରୁ ସୋସିଆଲ୍ ମିଡିଆ ତାଙ୍କର ଫଲୋଅର୍ସରେ ସଂଖ୍ୟା ଲଗାତାର ବଢିବାକୁ ଯାଉଛି । ଅନୁଷ୍କା କେବଳ ଇନଷ୍ଟାଗ୍ରାମରେ ନୁହେଁ ବରଂ ପୁରା ୟୁଟ୍ୟୁବ୍ ରେ ବହୁତ ପପୁଲାର୍ ଅଛନ୍ତି,

ୟୁଟ୍ୟୁବରେ ସେ ନିଜ ଭିଡିଓଜ୍ ସେୟାର୍ କରୁଛନ୍ତି ଓ ତାଙ୍କ ଚ୍ୟାନେଲ୍ ରେ ଏବେ ୭୮୭୯ ସବ୍ ସ୍କ୍ରାଇବର୍ ଅଛନ୍ତି, ଅନୁଷ୍କା ଏବେ ୧୫ ବର୍ଷର ଅଟନ୍ତି , ଏତେ କମ୍ ବୟସରେ ସେ ସୋସିଆଲ୍ ମିଡିଆରେ ପପୁଲାର୍ ହୋଇସାରିଛନ୍ତି , ଅନୁଷ୍କା ଅଭିନୟ ସହ ଡ୍ୟାନ୍ସ ବି ସଉକ ରଖନ୍ତି । ସେ ଶାମକ ଡାବର୍ ଡ୍ୟାନ୍ସ ଏକାଡେମୀ ରୁ ଟ୍ରେନିଙ୍ଗ୍ ନେଉଛନ୍ତି , ଅନୁଷ୍କା ସବୁଠାରୁ ପ୍ରଥମେ ରଙ୍ଗ୍ ଦେ ବସନ୍ତିର ଡାଇରେକ୍ଟର ରାକେଶ୍ ଓମ୍ ପ୍ରକାଶ ମେହେରା ସ୍ପଟ୍ କରିଥିଲେ,  ସେ ଅନୁଷ୍କାଙ୍କୁ ହମକୋ ହୈ ଆଶା ମ୍ୟୁଜିକ୍ ଭିଡିଓ ରେ ମଉକା ଦିଆଯାଈଥିଲା ।

Leave a Reply

Your email address will not be published. Required fields are marked *