ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଅମୃତଭଣ୍ତାର ସେବନ , ଜଡରୁ ଶେଷ କରିଦେବ , ସବୁ ରୋଗ…
ଆଜିର ସମୟରେ ବୋଧେ ଏମିତି କେଉଁ ବ୍ୟକ୍ତି ଥିବ ଯିଏ ସୁସ୍ଥ ରହିବାକୁ ଚାହୁଁନଥିବ , କିନ୍ତୁ ଏହି କଥା ସତ କି ଏହି କର୍ମବ୍ୟସ୍ତତା ମଧ୍ୟରେ କିଏ ବି ସୁସ୍ଥ୍ୟ ରହିବା ଅସଂମ୍ଭବ ପରି ଲାଗୁଛି, କାରଣ ପଇସା କମାଇବା ଚକ୍କରରେ ନିଜକୁ ସମୟ କେହି ଦେଇପାରୁନାହାନ୍ତି , ଏତିକି ନୁହେଁ ଏମିତି ବହୁତଥର ହୁଏ କି ଲୋକେ ନିଜ କର୍ମବ୍ୟସ୍ତ ଜୀବନ ମଧ୍ୟରେ ଲାଇଫ୍ ଷ୍ଟାଇଲ୍ ଓ ଖାଦ୍ୟପେୟ ସହ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରଖିପାରୁନାହାନ୍ତି , କାରଣ ଏହା ବହୁତ କଠିନ ଅଟେ । ଏତିକି ନୁହେଁ ଆପଣଙ୍କୁ କହିଦେବୁ କି ଆମମାନଙ୍କ ମଧ୍ୟରୁ ବହୁତସାରା ଲୋକ ଏମିତି ଥିବେ ଯିଏ ଏହି ଜିନିଷକୁ ନେଇକରି ଚିନ୍ତିତ ରହୁଥିବେ , କିନ୍ତୁ ଆପଣଙ୍କୁ କହିଦେବୁ କି ଏଥିରୁ ନିପଟିବାପାଇଁ କିଛି ଉପାୟ ଅଛି ଯାହାକୁ ଆପଣାଇବାପରେ ଆପଣ ନିଜ ସ୍ୱାସ୍ଥ୍ୟ ଓ ଶରୀର ମଧ୍ୟରେ ସନ୍ତୁଳନ ରଖିପାରିବେ , ହଁ ଆଜ୍ଞା, ଆଜି ଆମେ କହିବାକୁ ଯାଊଛୁ ସେହି ଜିନିଷ ବିଷୟରେ ଯାହାର ନାଁ ଅମୃତଭଣ୍ତା ଅଟେ, ହଁ ଆଜ୍ଞା, ଏମିତି ଏକ ଫଳ ଅଛି ଯାହା ଆପଣଙ୍କୁ କେଉଁଠି ବି ସହଜରେ ମିଳିଯିବ, ଯଦି ଆପଣଙ୍କ ପାଖରେ ଜାଗା ଅଛି ତେବେ ଆପଣ ଏହି ଗଛ ଲଗାଇପାରିବେ ।
କହିଦେବୁ କି ଏହା ଏମିତି ଏକ ଫଳ ଅଟେ ଯାହା କଞ୍ଚା ଖାଇଲେ ଫାଇଦା ହୋଇଥାଏ , ଆମମଧ୍ୟରୁ ଅଧା ଲୋକ ଅସନ୍ତୁଳିତ ସମୟରେ ଖାଇବା ଓ ଅଫିସ୍ ରେ ଲମ୍ବା ସମୟରେ ବସିକରି କାମ କରିବା କାରଣରୁ ଶରୀରର ଓଜନ ବଢିବାକୁ ଲାଗେ , ସବୁଦିନ ସକାଳୁ ଅମୃତଭଣ୍ତା ସେବନ କରିଲେ ଓଜନ କମ୍ ହୋଇପାରେ, ହଁ ଆଜ୍ଞା କହିଦେବୁ କି ଆମର ଶରୀରରେ ମେଟାବଲିଜିମ୍ ପ୍ରକିୟାରେ କିଛି ଫ୍ରୀ ରେଡିକଲ୍ ତିଆରି ହୋଇଥାଏ, ଯାହା ମାତ୍ରାରୁ ଅଧିକା ସେବନ କରିବା ଜରୁରୀ ହୋଇଥାଏ , କିନ୍ତୁ ଯେବେ ଏହା ଅଧିକା ମାତ୍ରାରେ ହୋଇଥାଏ , ତେବେ ଏହା କ୍ଷତି ପହଞ୍ଚାଇଥାଏ ।
ଅମୃତଭଣ୍ତାରେ ଉଚ୍ଚ ପରିମାଣରେ ଫାଇବର୍ ମହଜୁତ୍ ଥାଏ, ତାହା ସହ ଭିଟାମିନ୍ ସି ଓ ଆଣ୍ଟିଏକ୍ସିଡେଣ୍ଟ ରେ ଭରପୁର୍ ହୋଇଥାଏ, ଏହି ଗୁଣକୁ ନେଇ କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରିତ କରିବାପାଇଁ ପ୍ରଭାବଶାଳୀ ହୋଇଥାଏ , ଏହା ଛଡା ଏହାର ସେବନ ରୁ ରୋଗ ପ୍ରତିରକ୍ଷା କ୍ଷମତା ଭଲ ଭାବେ ରୋଗ ଦୁର କରିଥାଏ , ଅମୃତଭଣ୍ତାଆପଣଙ୍କ ଶରୀରରେ ଆବଶ୍ୟକୀୟ ଭିଟାମିନ୍ ସି ପୁରା କରିଥାଏ, ଏମିତିରେ ଯଦି ଆପଣ ସବୁଦିନ କିଛି ମାତ୍ରା ଅମୃତଭଣ୍ତା ଖାଉଛନ୍ତି ତେବେ ଆପଣ ରୋଗ ହେବାର ଆଶଙ୍କା କମ୍ ହୋଇଯାଏ ।
ଏତିକି ନୁହେଁ ଆପଣଙ୍କୁ କହିଦେବୁ କି ଅମୃତଭଣ୍ତାରେ ଫାଈବର୍ ଭରପୁର୍ ମାତ୍ରାରେ ଅଛି, କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ କରିବାରେ ଅମୃତଭଣ୍ତା ଉପଯୋଗୀ ଅଟେ, ଅମୃତଭଣ୍ତା ନିୟମିତ ସେବନରେ ବଢୁଥିବା କୋଲେଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ କରିହେବ ,ଅମୃତ ଭଣ୍ତା ସେବନରେ ତନ୍ତ୍ର ସକ୍ରିୟ ହୋଇଥାଏ, ଯାହା ଏକ ପାଚକ ଏଞ୍ଜାଇମ୍ ହୋଇଥାଏ ତାହା ସହ ଏଥିରେ ଡାଇଟ୍ରି ଫାଇବର୍ସ ବି ହୋଇଥାଏ , ଯାହାର କାରଣରୁ ପାଚନ କ୍ରିୟା ସଠିକ୍ ରହିଥାଏ, ଯାହା ଛୁଆଙ୍କୁ କମ୍ ବୟସରେ ଚଷମା ଲଗାଇବାପାଇଁ ରୋକିଥାଏ , ତାହା ସହ ଅମୃତଭଣ୍ତା ଓ ଲେମ୍ବୁ ବହୁତ ଲାଭକାରୀ ହୋଇଥାଏ ।