ବାରମ୍ବାର ମୋବାଇଲ୍ ହ୍ୟାଙ୍ଗ୍ ହେବାର ଆପଣ ବି ଅଛନ୍ତି ଚିନ୍ତିତ , ତେବେ ଆଜି ହିଁ ଆପଣାଇନିଅନ୍ତୁ ଏହି ତରିକା, ମିନିଟ୍ ରୁ ଦୂର ହେବ ସବୁ ସମସ୍ୟା..

ଆଜିକାଲି ଆପଣ ଯେତେ ବି ମହଙ୍ଗା ସ୍ମାର୍ଟଫୋନ୍ ନିଅନ୍ତୁ, ସେଥିରେ ଯେତେ ବି ମେମୋରୀ ବି ଥାଉ କିନ୍ତୁ ଫୋନ୍ ବାରମ୍ବାର୍ ହ୍ୟାଙ୍ଗ୍ ହୋଇଥାଏ, ଓ ସ୍ଲୋ ଚାଲିଥାଏ , ଏମିତି ଦେଖିବାକୁ ଗଲେ ଫୋନ୍ ନୁଆ ହେଉ କିମ୍ବା ପୁରୁଣା ହେଉ ସମୟକୁ ନେଇ ଫୋନ୍ ଆପେ ଆପେ ସ୍ଲୋ ହେବାରେ ଲାଗିଥାଏ , ଏମିତିରେ ଆମେ ବୁଝିପାରୁନାହୁଁ କି ଏହି ଫୋନ୍ କୁ କଣ କରାଯିବ କାରଣ ଯଦି ଆପଣ ବହୁତ ଅଧିକା ପଇସା ଦେଇ ଫୋନ୍ କିଣିଛନ୍ତି ତେବେ ଏତେ ଜଲଦି ରିପ୍ଲେସ୍ ବି ହୋଇପାରିବ୍ ନାହିଁ , ଏହା ଛଦା ଆପଣ ଯଦି ବୁଝିପାରୁନାହାନ୍ତି , ଆପଣଙ୍କ ଫୋନରେ ଏମିତି କଣ କରିବେ ଯାହା ଦ୍ୱାରା ଏହି ସମସ୍ୟା ସମାଧାନ ହୋଇଯିବ , ଆପଣଙ୍କୁ କହିଦେବୁ କି ଯଦି ଆପଣ ଏହି ସବୁ ସମସ୍ୟାରୁ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ ସମାଧାନର୍ ରାସ୍ତା କହିବାକୁ ଯାଉଛୁ , ଯାହା ଦ୍ୱାରା ଆପଣଙ୍କ ଚିନ୍ତା ଦୁର ହୋଇପାରିବ ।
ଆପଣ ବହୁତଥର ଦେଖିଥିବେ କି ବହୁତଥର ଆମର ସ୍ମାର୍ଟଫୋନ୍ ସ୍ଲୋ କିମ୍ବା ହ୍ୟାଙ୍ଗ୍ ହୋଇଯାଏ ତେବେ ଏହାର କାରଣରୁ ବହୁତଥର ଆମର ଜରୁରୀ କାମ ଅଟକିଯାଏ , ଏମିତିରେ ବହୁତ ସାରା ରାଗ ବି ଆସିଥାଏ, କେବେ କେବେ ବହୁତ ଜରୁରୀ କଲ୍ ବି ଆସିଥାଏ , ଓ ସେହି ସମୟରେ ଫୋନ୍ ହ୍ୟାଙ୍ଗ୍ ହୋଇଯାଏ , ଓ ଅଧିକା ଇରିଟେସନ୍ ସୃଷ୍ଟିକରିଥାଏ , ଏମିତି ସ୍ଥିତିରେ ବଞ୍ଚିବାପାଇଁ ଆପଣ ସବୁଠାରୁ ପ୍ରଥମେ ସ୍ମାର୍ଟଫୋନ୍ ରୁ ସେହି ସବୁ ଆପ୍ସ ହଟାଇଦିଅନ୍ତୁ ଯାହାର୍ ବହୁତ କମ୍ ବ୍ୟବହାର ହେଉଛି, କିମ୍ବା କେବେ ବି କରୁନାହାନ୍ତି , କିମ୍ବା ଅନଇନଷ୍ଟାଲ୍ କରିବାକୁ ଚାହୁଁନଥିଲେ , ତେବେ ସେହି ଆପ୍ସକୁ ଡିଜାବଲ୍ କରିଦିଅନ୍ତୁ , ଅସଲରେ ଅଦକାରୀ ଆପ୍ସ ସକାଶେ ଆମର ଫୋନ୍ ସ୍ଲୋ କାମ କରିବାକୁ ଲାଗିଥାଏ, କ୍ୟାଚେ ଡାଟା କ୍ଲିଅର୍ କରନ୍ତୁ , କ୍ୟାଚେ ଡାଟା କ୍ଲିଅର୍ କଲେ ଫୋନ୍ ଅଧିକା ସ୍ପିଡ୍ ହୋଇଯାଏ , ଏହା ଛଡା କ୍ୟାଚେ ଡାଟା କଲେ ସ୍ପେସ୍ ବି ବଢିଯାଏ
ଏହା ଛଡା ଆପଣଙ୍କୁ କହିଦେବୁ କି ଆପଣଙ୍କ ଫୋନ୍ ରେ କ୍ୟାଚେ ଡାଟା କ୍ଲିଅର୍ କଲାପରେ ଆପଣଙ୍କ ଫୋନ୍ ତ ସ୍ପିଡ୍ ହୋଇଯାଏ , ତାହା ସହ କ୍ୟାଚେ ଡାଟା ଡିଲିଡ୍ ହେଲେ ସ୍ପେସ୍ ରହିଯାଏ , ଓ ହ୍ୟାଙ୍ଗ୍ କମ୍ ହୋଇଯାଏ , ଏହାପାଇଁ ଫୋନର ସେଟିଙ୍ଗ୍ ରେ ଯାଇକରି ଷ୍ଟୋରେଜ୍ ରେ ଯିବାର ଅଛି , ସେଠାରେ ଏହି ଅପସନ୍ ଦେଖାଯିବ । ଆପଣ ତା ସହିତ Ccleaner ଜରିଆରେ ବି ନିଜ କ୍ୟାଚେ ଡାଟା କ୍ଲିନ୍ କରିପାରିବେ , ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କ ସ୍ମାର୍ଟଫୋନ୍ ରେ ସବୁବେଳେ ଫେସବୁକ୍ ଆପ୍ ବ୍ୟବହାର୍ କରୁଛନ୍ତି ତେବେ ଆଜି ଠାରୁ ଫେସବୁକ୍ ଲାଇଟ୍ ଆପ୍ ଚଲାଇବା ଆରମ୍ଭ କରିଦିଅନ୍ତୁ ଅସଲରେ ଫେସବୁଲ୍ ଲାଇଟ୍ ନା କେବଳ ଡାଟା ବଞ୍ଚାଇଥାଏ, ବର୍ଂ ଫୋନର ବେଗ ବି ଅଧିକା କରିଥାଏ, ତାହା ସହ ଫେସବୁକ୍ ର ଆପ୍ ଅଧିକା ସ୍ପେସ୍ ନେବାରୁ ଏହା ସ୍ଲୋ ଇଣ୍ଟରନେଟ୍ ହେଲେ ଫେସବୁକ୍ ଚଲାଇବାରେ ଅସୁବିଧା ଦେଖାଯାଏ
ଏଥିରେ ଫୋନର ବ୍ୟାଟେରି ଅଧିକା ଖର୍ଚ୍ଚ ହୋଇଥାଏ, ଓ ଫୋନ୍ ହ୍ୟାଙ୍ଗ୍ ହେବାର୍ ସମସ୍ୟା ଦେଖାଯାଏ , ଏମିତିରେ ଫେସବୁକ୍ ଲାଇଟ୍ ଆପ୍ ଭଲ ଅଟେ , କହିଦେବୁ କି ଯେବେ ଆପଣ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ତେବେ ସାଇଟ୍ ଗୁଡିକ ବହୁତ ଲେଟ୍ ରେ ଖୋଲିଥାଏ, ଏଥିରେ ଆପଣ ନିଜ ବ୍ରାଉଜର୍ କୁଯାଈକରି ଇମେଜ୍ କୁ ଡିସାବଲ୍ କରିଦିଅନ୍ତୁ , ଏମିତି କରିଲେ ସାଇଟ୍ ଫାଷ୍ଟ ଓପନ୍ ହେବ , ଓ ଇମେଜ୍ ଦେଖାଦେବ ନାହିଁ , ଓ ଆପଣ କେବଳ ଟେକଷ୍ଟ୍ ମେସେଜ୍ ପଢିପାରିବେ ।