February 6, 2025

Odia Express

Leading Odia News Portal of Odisha

୨୧ ବର୍ଷ ପରେ କାଜୋଲ୍ ଖୋଲିଲେ ନିଜ ବିବାହର ରହସ୍ୟ , କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ..

ଏହା ତ ସମସ୍ତେ ଜାଣିଛନ୍ତି କି ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ କାଜୋଲ୍ ନିଜ କ୍ୟାରିୟରର ଆରମ୍ଭରୁ ଅଭିନେତା ଅଜୟ ଦେବଗନଙ୍କ ସହ ବିବାହ କରିଦେଇଥିଲେ, ଏଇ ବିଷୟରେ କାଜୋଲଙ୍କ କହିବା କଥା କି ସେ ଏହା ଏଥିପାଇଁ କଲେ କାରଣ ନିଜ କ୍ୟାରିୟରରୁ ନିଜ ଜୀବନରେ ଟିକିଏ ଆରାମ ଚାହୁଁଥିଲେ , କହିଦେବୁ କି ଅଜୟ ଓ କାଜୋଲଙ୍କ ଦୁଇଟି ଛୁଆ ଅଛନ୍ତି, ଯାହାଙ୍କ ନାଁ ନ୍ୟାସା ଓ ଯୁଗ ଅଟେ । ଝିଅର ଜନ୍ମ ପରେ କାଜୋଲ୍ କେବଳ କିଛି ଫିଲ୍ମରେ କାମ କରିଥିଲେ,  ଯେପରି ଫନା, ୟୁ ମି ଔର୍ ହମ୍, ମାଇଁ ନେମ୍ ଇଜ୍ ଖାନ୍ , ବି ଓ ଔର୍ ଫ୍ୟାମିଲି, ରାଜୁ ଚାଚା, ଟୁନପୁର୍ ର ସୁପରହିରୋ ଆଦି ଫିଲ୍ମରେ କାମ କରିଥିଲେ । ସେ ଶେଷଥର ଫିଲ୍ମ ଶାହାରୁଖ୍ ଖାନ୍ ଙ୍କ ସହ କରିଥିଲେ , ଯାହା ତାଙ୍କର ଶେଷ ଫିଲ୍ମ ଥିଲା,  ସେମିତି ଆପଣଙ୍କୁ କହିଦେବୁ କି କାଜୋଲ୍ ଓ ଅଜୟଙ୍କ ବିବାହର ୨୧ ବର୍ଷ ହୋଇସାରିଛି, ଏହା ଛଡା କାଜୋଲଙ୍କ କହିବା କଥା କି ସେ ଏହି କଥାର ପୁରା ବିଶ୍ୱାସ ଥିଲା କି ବିବାହପରେ ବି ଫିଲ୍ମ କରିବେ

ଏହା ସହ କାଜୋଲ୍ ଙ୍କ କହିବା କଥା କି ସେହି ସମୟରେ ମୋର ବିବାହ କରିବାର ଫଇସଲା ବିଲକୁଲ୍ ଠିକ୍ ଥିଲା, ଓ ମୋତେ ବଲିଉଡ୍ ରେ କାମ କରୁଥିବାର ୧୦ ବର୍ଷ ହୋଇସାରିଛି, ଏଥିପାଇଁ ମୋତେ କିଛି ସମୟ ପାଇଁ କାମରୁ ବ୍ରେକ୍ ନେବାର ଦରକାର ଥିଲା,  ଯାହାଦ୍ୱାରା ଜିନିଷଗୁଡିକ ସଠିକ୍ ଭାବେ ବୁଝିପାରେ । ଏହା ଛଡା କାଜୋଲଙ୍କ ମୁତାବିକ ଗୋଟେ ବର୍ଷରେ ସେ ପାଞ୍ଚରୁ ଛଅଟି ଫିଲ୍ମ କରୁଥିଲେ,  ଓ ଏମିତିରେ ନା କେବଳ ଫିଲ୍ମରୁ ହିଁ କରିବାକୁ ଚାହୁଁନଥିଲେ, ନା ହିଁ ଏକେଲା ବଞ୍ଚିବାକୁ ଚାହୁଁଥିଲ୍,ଏଠାରୁ ବାହାରକୁ ଆସିବାପାଇଁ ସେ ବିବାହପରେ ବର୍ଷକୁ ଗୋଟେ ଫିଲ୍ମ କରିବାକୁ ଫଇସଲା କଲେ

କହିଦେବୁ କି କାଜୋଲ୍ ଛୁଆବେଳରୁ ବହି ପଢିବାର ସଉକ ରଖନ୍ତି  ଏହା ଛଡା କାଜୋଲ୍ ବଲିଉଡ୍ ରେ ନିଜ ଦମରେ ପାଦ ରଖିଥିଲେ,  ତାଙ୍କୁ ଅସଲ ପରିଚୟ ଦେବାରେ କିଙ୍ଗ୍ ଖାନ୍ ସାହାରୁଖଙ୍କ ହାତ ଅଛି । ଏହି କାରଣରୁ ସାହାରୁଖ୍ ଙ୍କ ସହ ତାଙ୍କ ଯୋଡି ବଲିଉଡ୍ ର ହିଟ୍ ଯୋଡିରୁ ଗୋଟେ ବୋଲି ଜଣାଯାଏ , ସେମିତି ଆପଣଙ୍କୁ କହିଦେବୁ କି ସହ ଦିଲୱାଲେ ଦୁହ୍ଲନିଆ ଲେ ଜାଏଁଙ୍ଗେ, କୁଛ୍ କୁଛ୍ ହୋତା ହୈ, ମାଇ ନେମ୍ ଇଜ୍ ଖାନ୍, ଦିଲୱାଲେ , କରନ୍ ଅର୍ଜୁନ୍, କଭି ଖୁସି କଭି ଗମ୍ ଆଦି ସଫଳ ଫିଲ୍ମରେ କାମ କରିଥିଲେ । ସେମିତି ଏହା କହିବା ଭୁଲ୍ ହେବନାହିଁ କି ଏହି ଯୋଡି ଆଜି ପର୍ଦାରେ ସେମିତି କମାଲ୍ ଦେଖାନ୍ତି, ଯେପରି ପୁର୍ବରୁ ଦେଖାଯାଆନ୍ତି ।

Leave a Reply

Your email address will not be published. Required fields are marked *