କଣ ଆପଣ ଜାଣିଛନ୍ତି ମୁକେଶ ଅମ୍ବାନୀଙ୍କର ୨୪ ଘଣ୍ଟାର ଦିନଚର୍ଚ୍ଚା, ଜାଣନ୍ତୁ କିପରି ରହିଥାଏ ତାଙ୍କର ସିଡ୍ୟୁଲ୍ ଦିନରୁ ରାତି ଯାଏଁ..
ଲୋକପ୍ରିୟ ଫୋବର୍ସ ମ୍ୟାଗାଜିନ୍ ନିଜର ସଂସ୍କରଣରେ ମୁକେଶ ଅମ୍ବାନୀଙ୍କୁ ଏକ ଭଲ ଲିଡର୍ ରୁପରେ ନାଁ ପ୍ରକାଶିତ କରିଛନ୍ତି , କହିଦେବୁ କି ଏହି ମ୍ୟାଗାଜିନ୍ ରେ ମୁକେଶ ଅମ୍ବାନୀଙ୍କୁ ଦୁନିଆଁର ଟପ୍ ମୋଷ୍ଟ୍ ବିଜନେସ୍ ଲିଡରସ୍ ଙ୍କ ମଧ୍ୟରେ ୨୪ତମ ସ୍ଥାନ ପାଇଛନ୍ତି ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କର ଦୈନିକ ଜୀବନ ସହ କିଛି ଗୁରୁତ୍ୱପୁର୍ଣ୍ଣ ଜିନିଷ ବିଷୟରେ କହିବାକୁ ଯାଊଛୁ , ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।କହିଦେବୁ କି ଧୀରୁ ଭାଇ ଅମ୍ବାନୀ ଓ କୋକିଲା ବେନ୍ ଅମ୍ବାନୀଙ୍କ ବଡ ପୁଅ ମୁକେଶ୍ ଅମ୍ବାନୀ ନିଜର ୬୧ତମ ଜନ୍ମଦିନ ପାଳନ କଲେ , ମୁକେଶଙ୍କ ଦୈନଦିନ ଜୀବନ କଥା କହିଲେ ସେ ଦିନର ଆରମ୍ଭ ସକାଳ ପାଞ୍ଚ ଟାରୁ ହୋଇଥାଏ ପାଞ୍ଚଟାରେ ଉଠିବାପରେ ମୁକେଶ ଅମ୍ବାନୀ ପ୍ରଥମେ ନିଜ ଘରେ ତିଆରି ହୋଇଥିବା ପସର୍ନାଲ୍ ଜିମ୍ କୁ ଯାଆନ୍ତି
ସେଠାରେ ୱାର୍କଆଉଟ୍ କରନ୍ତି , ଏହାପରେ କିଛି ସମୟ ଚାହା ପିଇବାପରେ ସକାଳ ଖବରକାଗଜ ପଢନ୍ତି , କହିଦେବୁ କି ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଗୋଟେ ଲେଖାଏଁ ପର୍ସନାଲ୍ ଜିମ୍ ଅଛି , ଏହାପରେ ମୁକେଶ ସକାଳ ୬ଟାରୁ ୭।୩୦ ମଧ୍ୟରେ ସ୍ୱିମିଙ୍ଗ୍ ପୁଲ୍ ରେ ସ୍ୱିମିଙ୍ଗ୍ କରନ୍ତି , ଓ ଏହାରେ ଜଳଖିଆ ଖାଇଥାନ୍ତି , ଜଳଖିଆରେ ସେ ଅମୃତଭଣ୍ତା ଜୁସ୍, ଦାଲିଆ କିମ୍ବା ଦହି ସହ ମିଶି ରୁଟି ନେବା ପସନ୍ଦ କରନ୍ତି ,ଯଦି ରବିବାର ହୋଇଥାଏ , ତେବେ ସେହି ଦିନ ସେ ଜଳଖିଆରେ ଇଟିଲି ସାମ୍ବର ଖାଇବା ପସନ୍ଦ କରନ୍ତି , ଏହା ଛଡା ଯଦି ଖାଇବାର କଥା ଆସେ ତେବେ ମୁକେଶ ଅମ୍ବାନୀ ମୁମ୍ବାଇର ମାଟୁଙ୍ଗା ସ୍ଥିତ ମୈସୁର୍ କ୍ୟାଫେ ତାଙ୍କର ପସନ୍ଦର ରେଷ୍ଟୁରାଣ୍ଟ ଅଟେ ।
ଏହାପରେ ସକାଳ ୯ ରୁ ୯,୩୦ ମଧ୍ୟରେ ମୁକେଶ ନିଜ ରୁମ୍ ର ଅଫିସ୍ ଯିବାପାଇଁ ରେଡି ହୁଅନ୍ତି, ଓ ଯିବାପୁର୍ବରୁ ସେ ନିଜ ଘରର ୨୧ତମ ଫ୍ଲୋର୍ ରେ ତିଆରି ହୋଇଥିବା ପର୍ସନାଲ୍ ଅଫିସ୍ ରେ କିଛି ଜରୁରୀ ଫାଇଲ୍ କଲେକ୍ଟ କରନ୍ତି , ଓ ପ୍ରାୟ ୧୦ ଟା ବେଳେ ନରିମନ ପଏଣ୍ଟରେ ହୋଇଥିବା ହେଡ୍ ଅଫିସ୍ ଯାଆନ୍ତି , ମୁକେଶ ଅମ୍ବାନୀଙ୍କୁ ଜନ୍ ଏକେ ତାଙ୍କର ପସନ୍ଦର ସୁଟ୍ ଅଟେ, ସେ ଡାର୍କ ପେଣ୍ଟ ସହ ଧଳା ସାର୍ଟ ପିନ୍ଧନ୍ତି , ଏହାପରେ ସକାଳ ୧୦ ଟା ରୁ ୧୧ ମଧ୍ୟରେ ତାଙ୍କ ଅଫିସ୍ ରେ ସମୟ କଟେ, ରାତିର ପ୍ରାୟ ୧୦ ରୁ ୧୧ଟା ମଧ୍ୟରେ ମୁକେଶ ଅମ୍ବାନୀ ଘରକୁ ଫେରନ୍ତି , ଓ ସବୁଠାରୁ ପ୍ରଥମେ ନିଜ ରୁମ୍ କୁ ଯାଇକରି ଡ୍ରେସ୍ ଚେଞ୍ଜ କରନ୍ତି, ତାପରେ ନିଜ ସ୍ତ୍ରୀ ନୀତା ଅମ୍ବାନୀଙ୍କ ସହ ଡିନର୍ କରନ୍ତି
ଡିନରରେ ମୁକେଶ ଅମ୍ବାନୀ ରୁଟି ତରକାରୀରେ ଡାଲି ,ଭାତ ଓ ସାଲାଡ୍ ଆଦି ସାଧାରଣ ଖାଦ୍ୟ ଖାଇବା ପସନ୍ଦ କରନ୍ତି , ଏହା ଛଡା ମୁକେଶ ଅମ୍ବାନୀଙ୍କୁ ଗୋଟେ ସପ୍ତାହରେ ଥରେ ସାଉଥ୍ ଇଣ୍ତିଆ ଓ ଗୁଜୁରାଟି ଖାଦ୍ୟ ଖାଇବାକୁ ପସନ୍ଦ ହୋଇଥାଏ , ଖାଦ୍ୟ ଖାଇବାପରେ ସେ ୧୨ ରୁ ୨ ଟା ପର୍ଯ୍ୟନ୍ତ ନିଜ ସ୍ତ୍ରୀ ସହ ଦିନ ସାରାର କଥା ସେୟାର୍ କରନ୍ତି, ଓ ତାହାପରେ ଦୁଇ ରୁ ୨,୩୦ ମଧ୍ୟରେ ଅଫିସ୍ ର କିଛି କାମ ସାରି ଶୋଇ ପଡନ୍ତି