January 24, 2025

Odia Express

Leading Odia News Portal of Odisha

କମେଡି କିଙ୍ଗ ରାଜପାଲ ୟାଦବଙ୍କର ଜୀବନ ଶୈଳୀ ବିଷୟରେ,ଘର ,ଗାଡି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଏବେ ଜାଣିରଖନ୍ତୁ

ଆଜି ଆମେ ଜାଣିବା ବଲିଉଡର ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କ ବିଷୟରେ ଯାହାଙ୍କ ନାମ ହେଉଛି ରାଜପାଲ ଯାଦବ।ଆପଣ ତାଙ୍କ ଜୀବନ ଶୈଳୀ ବିଷୟରେ ପଢିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେକି ସେ କିପରି ତାଙ୍କ ଜୀବନରେ ଏପରି କଡା ଓ କଠିନ ପରିଶ୍ରମ କରି ନିଜକୁ ଏହି ସ୍ଥାନରେ ପହଞ୍ଚାଇ ବାରେ ସଫଳ ହୋଇଛନ୍ତି।ରାଜପାଲ ଯାଦବଙ୍କର ଜନ୍ମ ୧୬ ମାର୍ଚ୍ଚ ୧୯୭୧ ରେ ଦେହେରାଡୁନ,ଉତ୍ତର ପ୍ରଦେଶ ଠାରେ ଜନ୍ମ ଗ୍ରହଣ କରିଥିଲେ।ଆଉ ବର୍ତ୍ତମାନ ୨୦୨୦ ହିସାବରେ ଦେଖିଲେ ତାଙ୍କର ବୟସ ୪୦ ବର୍ଷ ହେବ।ରାଜପାଲ ଯାଦବ ନିଜର ବିଦ୍ୟାଳୟ ପାଠ ପଢା ନିଜ ଗାଁରେ କରିଥିଲେ।

ତାପରେ ସେ ଦିଲ୍ଲୀ ପଳେଇ ଆଇଲେ ଆଉ ସେଠାରେ ଦିଲ୍ଲୀ ଜାତୀୟ ବିଦ୍ୟାଳୟ ଅଫ ଡ୍ରାମା ଠାରେ ନିଜ ଆଡିମିଶନ କରେଇଲେ।ରାଜପାଳ ଯାଦବ ନିଜ ପେସାରୁ ଜଣେ କମେଡିଆନ,ହୋଷ୍ଟ,ଅଭିନେତା,ମଡେଲ,ଆଉ ଆଙ୍କର ଅଟନ୍ତି।ଆପଣଙ୍କୁ ଖୀ ରଖିବୁକି ରାଜପାଳ ଯାଦବ ଥରେ ୨୦୦୩ ରେ ଜେଲ ଯାଇଥିଲେ କାହିଁକିନା ସେ କୋର୍ଟରେ ନକଲି ଏଫିଡେବିଟ ଜମା କରେଇଥିଲେ।ସେଥିପାଇଁ ରାଜପାଳ ଯାଦବଙ୍କୁ ୧୦ ଦିନ ପାଇଁ ଜେଲ ଯିବାକୁ ପଡିଥିଲା।ରାଜପାଲ ୟାଦବ ଜଣେ ଅଭିନେତା ହେବା ପୂର୍ବରୁ ନିଜ ଜୀବନରେ ବହୁତ ଧକ୍କା ଖାଇଛନ୍ତି।ସେ ତାଙ୍କର ଇଣ୍ଟରଭ୍ୟୁ ରେ କହିଥିଲେ କି ସଫଳ ହେବା ପୂର୍ବରୁ ସେ ବହୁତ ଛୋଟ କାଟିଆ ଚାକିରୀ କରିସାରିଛନ୍ତି।

ରାଜପାଲ ଯାଦବ ନିଜ ଜୀବନର ଆରମ୍ଭ ୧୯୯୯ ରେ ଆସିଥିବା ଦିଲ କ୍ୟା କରେ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ।ଏହି ଚଳଚ୍ଚିତ୍ର ରେ ରାଜପାଲ ଜାଦବଙ୍କୁ କେହି ନୋଟିସ କରି ନଥିଲେ।ତାପରେ ସେ ଆଉ ୩ ଟି ଚଳଚ୍ଚିତ୍ର କଲେ ଯାହାର ନାମ ହେଉଛି ମସ୍ତ,ସୁଲ,ଜଙ୍ଗଲ।ତାପରେ ୨୦୦୦ରେ ଏକ ଚଳଚ୍ଚିତ୍ର ପ୍ରକାଶିତ ହେଇଥିଲା ଯାହାର ନାମ ହେଉଛି ପ୍ୟାର ତୁନେ କ୍ୟା କୀୟା।ଆଉ ଏହି ଚଳଚ୍ଚିତ୍ରରେ ରାଜପାଲ ଯାଦବ ଗୋଟେ ଓକିଲର ରୋଲ କରିଥିଲେ ଆଉ ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିଅରକୁ ଚାନ୍ଦ ଚାନ୍ଦ ଲଗେଇ ଦେଲା।ସେ ନିଜ ଜୀବନରେ ଭିଲିଆନ ରୋଲ ସହିତ କମେଡିଆନ ରୋଲ ମଧ୍ୟ କରିଛନ୍ତି।

ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ତାଙ୍କୁ ତାଙ୍କର ସଫଳତା ନକାରାତ୍ମକ ରୋଲ ପାଇଁ ମିଳିଥିଲା।ତାପରେ ସେ ନିଜ ଇଣ୍ଟରଭ୍ୟୁ ରେ କହିଥିଲେକି ତାଙ୍କୁ କମେଡି ରୋଲ କରିବାକୁ ବହୁତ ଭଲ ଲାଗେ।ସେ ଭିଲିଆନ ରୋଲ କରିଥିବା ଚଳଚ୍ଚିତ୍ର ଗୁଡିକ ହେଉଚି:-ମେ ମାଧୁରୀ ଡିକ୍ସିଟ ବନନା ଚାହତା ହୁଁ,ବେନି ଅର ବବଲୁ,ମେ ମେରି ପତ୍ନୀ ଅର ବୋ,ଲେଡିଜ ଟେଲର ଆଉ ଖୁସି।ରାଜପାଲ ଯାଦବ ଙ୍କୁ ସମ୍ପୂର୍ଣ୍ଣ ଦୁନିଆରେ ଫେମସ କରୁଥିବା ଚଳଚ୍ଚିତ୍ର ଗୁଡିକ ହେଲା ହଙ୍ଗାମା,ଚୁପ କେ,ଗରମ ମସାଲା,ଫିର ହେରାଫେରି ଆଉ ଢୋଲ।ଏହି ସବୁ ଚଳଚ୍ଚିତ୍ର ରାଜପାଳ ଜାଦବଙ୍କ ଅଭିନୟ ଜୀବନକୁ ଚାନ୍ଦ ଚାନ୍ଦ ଲଗେଇ ଦେଲା।୨୦୧୪ ରେ ରାଜପାଳ ୟାଦବ ଏକ ହଲିଉଡ଼ ଚଳଚ୍ଚିତ୍ରରେ କାମ କରିଥିଲେ ସେ ହେଉଛି ଭୋପାଲ ଆପ୍ରେୟର ଫର ରେନ।

ତାଙ୍କୁ ବହୁତ ଗୁଡିଏ ଜେମୁଟି ଆଇଫା,ଫିଲ୍ମ ଫେୟାର,ଜି ସିନେମା ଆୱାର୍ଡ଼ସ ମିଳିଛି ତାଙ୍କ ଚଳଚ୍ଚିତ୍ର ହଙ୍ଗାମା ଓ ଫିର ହେରା ଫେରି,ଚୁପକେ ଚୁପକେ ପାଇଁ।ତାଙ୍କ ଚଳଚ୍ଚିତ୍ର ଜଙ୍ଗଲ ପାଇଁ ତାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ଼ ମିଳିସାରିଛି।ଆଉ ତାଙ୍କୁ ୟସ ଭାରତୀ ଆଉ ଜମ୍ପଡ଼ ରତ୍ନ ଆୱାର୍ଡ଼ ମଧ୍ୟ ମିଳି ସାରିଛି।ଏବେ ଆସନ୍ତୁ ଜାଣିବା ତାଙ୍କ ପରିବାର ବିଷୟରେ,ତାଙ୍କର ପତ୍ନୀଙ୍କ ନାମ ହେଉଛି ରାଧା ୟାଦବ।ତାପରେ ତାଙ୍କ ଝିଅର ନାମ ହେଉଛି ଜ୍ୟୋତି ଯାଦବ।ଏବେ ଆସନ୍ତୁ ଜନିବା ତାଙ୍କର ଆୟ ବିଷୟରେ।ରାଜପାଳ ୟାଦବ ଗୋଟେ ଚଳଚ୍ଚିତ୍ର କରିବା ପାଇଁ ୫୦ ଲକ୍ଷ୍ୟ ନେଇ ଥାଆନ୍ତି।

ତାଙ୍କର ଅଧିକରୁ ଅଧିକ ରୋଜଗାର ତାଙ୍କର ବ୍ରାଣ୍ଡ ଏଣ୍ଡୋସ ମେଣ୍ଟରୁ ଆସିଥାଏ।ଜାହା ପାଇଁ ସେ ୩୦ ଲକ୍ଷ ଟଙ୍କା ନିଅନ୍ତି।ଆଉ ଏହା ବ୍ୟତୀତ ସେ କିଛି ନିଜର ଇନଭେସମେଣ୍ଟ କରିଛନ୍ତି ଯାହା କାରଣରୁ ସେ ଭଲ ରୋଜଗାର କରି ନିଅନ୍ତି।ରାଜପାଲ ୟାଦବଙ୍କର ନେଟ ୱର୍ଥ ହେଉଛି ୮୦ କୋଟି ଟଙ୍କା।ଆଉ ବିଗତ ୩ ବର୍ଷରେ ତାଙ୍କର ନେଟ ୱର୍ଥ ରେ ୮୦ % ବୃଦ୍ଧି ଆସିଛି।ତାଙ୍କ ପାଖରେ ମୁମ୍ବାଇର ମ୍ଲାଡ଼ ଏରିଆରେ ବଢିଆ ସୁନ୍ଦର ୫ କୋଟିର ଗୋଟେ ଘର ଅଛି।ତାଙ୍କୁ ସୌଖିନ କାର ରଖିବାକୁ ଭଲ ଲାଗେ।ଆଉ ତାଙ୍କ ପାଖରେ ୮୦ ଲକ୍ଷ୍ୟ ଟଙ୍କାର ଗୋଟେ ବିଏମଡବ୍ଲ୍ୟୁ କାର ଅଛି।ଆଉ ତାଙ୍କ ପାଖରେ ଗୋଟେ ଅଡ଼ି ଏ୮ ଅଛି ଯାହାର ଦାମ ୧ ୩୬ କୋଟି ଟଙ୍କା ଅଟେ।ଏହା ଥିଲା ରାଜପାଲ ୟାଦବଙ୍କର ଜୀବନ ଶୈଳୀ ଅଟେ।

Leave a Reply

Your email address will not be published. Required fields are marked *