December 6, 2024

Odia Express

Leading Odia News Portal of Odisha

ସାମ୍ନାକୁ ଆସିଲା ରିଲାୟନ୍ସ ଜିଓର ଅଫିସ୍ ଫଟୋ, ବିଶେଷତା ଜାଣିଲେ ଆପଣ ମଧ୍ୟ କହିବେ ସାବାସ – ଏବେ ଦେଖି ନିୟନ୍ତୁ..

ଯେବେ ରିଲାୟନ୍ସ ଜିଓ ନାଁ ନିଆ ଯାଏ ତେବେ ଏହା ସହ ଅମ୍ବାନୀ ପରିବାରର ବିଷୟରେ ଆଲୋଚନା ବି ହୋଇଥାଏ , ଧିରୁଭାଇ ଅମ୍ବାନୀ ଯିଏ ଏହି ବିଶାଳ ସାମ୍ରାଜ୍ୟକୁ ବଡ କରିଥିଲେ, ତାଙ୍କର ଦୁଇ ପୁଅ ସେହି ସାମ୍ରାଜ୍ୟକୁ ଆହୁରି ବିଶାଳକାୟ କରିବାରେ କୌଣସି ଚେଷ୍ଟା ଛାଡିନଥିଲେ,  ଆଜି ସେମିତି ରିଲାୟନ୍ସ କମ୍ପାନୀ ଭାଗ ବଣ୍ଟା ହୋଇଯାଇଛି, ଯେଉଁଠି ଧିରୁଭାଇ ଅମ୍ବାନୀଙ୍କ ଛୋଟ ପୁଅ ଅନିଲ୍ ଅମ୍ବାନୀ ରିଲାୟନ୍ସ ଡିଜିଟାଲ୍ ର ମାଲିକ ଅଟନ୍ତି , ବଡପୁଅ ଅନିଲ୍ ଅମ୍ବାନୀ ରିଲାୟନ୍ସ ଜିଓର କର୍ତ୍ତାଧର୍ତ୍ତା ଅଟନ୍ତି । ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ ବଡ ଟେଲିକମ୍ କମ୍ପାନୀ ମାନେ ରିଲାୟନ୍ସ ଜିଓ ଅଫିସ୍ ଭିତରର କିଛି ଫଟୋ ଦେଖାଇବାକୁ ଯାଊଛୁ , ଯାହାକୁ ଦେଖିବାପରେ ଆପଣ କହିବେ କି ଏମିତି ରିଲାୟନ୍ସ ଜିଓ ବଡ ନାଁ ହୋଇନାହିଁ , ଆଜି କା ସମୟରେ ସେମିତି ରିଲାୟନ୍ସ ଜିଓ ଆଜି କେଉଁ ପରିଚୟର ଆବଶ୍ୟକତା ପଡେନାହିଁ , ଆଜି ଆମର ଦେଶରେ ଜିଓ ନେଟୱାର୍କ ଧନୀରୁ ନେଇକରି ଗରିବ ଲୋକ ବ୍ୟବହାର କରୁଛନ୍ତି

ଏହାର ପଛରେ ଏକ ଖାସ୍ କାରଣ ଏହା କି ଜିଓ ଏକେଲା ଦେଶର ଏମିତି ନେଟୱାର୍କ ଅଟେ ଯାହାକୁ ଲୋକେ ମାଗଣାରେ ଇଣ୍ଟରନେଟ୍ ବ୍ୟବହାର କରିବାର ସୁବିଧା ଦେଇଛି, ଦେଶକୁ ଡିଜିଟାଲ୍ କରିବାପାଇଁ ରିଲାୟନ୍ସ ଜିଓ ଓ ମୁକେଶ ଅମ୍ବାନୀଙ୍କର ବହୁତ୍ ବଡ୍ ହାତ ଅଛି, ଏହି କଥାରେ ଆଉ କୌଣସି ଦ୍ୱିତୀୟ ରାୟ ନାହିଁ କି ଆଜି ରିଲାୟନ୍ସ ଜିଓ କାରଣରୁ ଦେଶରେ ସେମିତି ଲୋକ ଜଣେ ଅନ୍ୟଜଣଙ୍କ ସହ ଯୋଡି ହୋଇପାରୁଛନ୍ତି , ଯେବେ ଆଗରୁ ଇଣ୍ଟରନେଟ୍ ବିଷୟରେ ଜଣାନଥିଲା,

ବାସ୍ତବରେ ଜିଓ ଦେଶକୁ ଆଗକୁ ନେବାପାଇଁ ବହୁତ ଭଲ ପଦକ୍ଷେପ ନେଇଥିଲା,  ଏହାପାଇଁ ପୁରା ଦେଶ ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ କହିବ,  ରିଲାୟନ୍ସ ସବୁ ଜିଓ ୟୁଜରଙ୍କୁ ସ୍ମାର୍ଟ କରିବାପାଇଁ ତିନିମାସର ଲମ୍ବା ଅନ୍ତରାଳରେ ଇଣ୍ଟରନେଟ୍ ଫ୍ରି ଦେଇକରି ଜିଓ ଉପଯୋଗ କରିବାର ଏକ ଅଭ୍ୟାସ ଦେଇଥିଲା, କମ୍ ଦାମରେ ଇଣ୍ଟରନେଟ୍ ରପୁରା ବ୍ୟବହାର କରିବା ଜିଓର ଉପଭୋକ୍ତା ବହୁତ ଭଲ ଭାବରେ ଜାଣିଛନ୍ତି ।

ଆପଣଙ୍କୁ କହିଦେବୁ କି କିଛି ଲୋକଙ୍କର ମନରେ ଏହି ପ୍ରଶ୍ନ ଆସୁଥିବ କି ଜିଓର ମାଲିକ ମୁକେଶ ଅମ୍ବାନୀ ନିଜ ଅଫିସ୍ ରେ କାମ କରୁଥିବା କର୍ମଚାରୀଙ୍କ ସହ କଥା ହେଉଥିବେ କି ନାହିଁ , ସେ ଏତେ ବଡ ବ୍ୟକ୍ତିତ୍ୱ ଅଟନ୍ତି , କିନ୍ତୁ କହିଦେବୁ କି ଆପଣଙ୍କ ଏହି ଧାରଣା ବିଲକୁଲ୍ ଭୁଲ୍ ଅଟେ,  ବରଂ ଏଠାରେ ଓଲଟା ସିଚ୍ୟୁଏସନ୍ ଅଟେ, ମୁକେଶ ଅମାନୀ ନିଜ କର୍ମଚାରୀଙ୍କ ସହ ପୁରା ବସିକରି ଖୋଲାଖୋଲି କଥା ହୁଅନ୍ତି , ଆପଣ କେବେ ଭାବିନଥିବେ କି ଜିଓ ଅଫିସ୍ ରେ ଗୋଟେ ହେଲେ ବି କେବିନ୍ ନାହିଁ କାରଣ ଏଠାରେ ସମସ୍ତେ ବିନା କେବିନ୍ ରେ ଓପନ୍ ରେ ବସି କାମ କରନ୍ତି

ଏହା ସହ ମୁକେଶ ଅମ୍ବାନୀଙ୍କର ବି ନିଜର କ୍ୟାବିନ୍ ନାହିଁ, ସମସ୍ତେ ଏକାଠି ଖୋଲା ଭାବରେ ବସି କାମ କରନ୍ତି , ସେ ମାଲିକ ହେଉ କିମ୍ବା କର୍ମଚାରି କହିଦେବୁ କି ରିଲାୟନ୍ସ ଜିଓ ଅଫିସ୍ ନବି ମୁମ୍ବାଈର ଠାଣେ ବେଲାପୁର୍ ରୋଡରେ ଅଛି , ଓ ଏହି ଅଫିସ୍ ହେର୍ମୋର୍ ମିଲର୍ ରିଚ୍ ଆୱାର୍ଡ ମିଳିସାରିଛି, ଯାହାକି ବହୁତଥର କମରସିଆଲ୍ ବିଲଡୀଙ୍ଗ୍ ଙ୍କୁ ଦିଆଯାଏ , ଏହି ଅଫିସ୍ ରେ ପ୍ରାୟ ଆଠମହଲା ବିଶିଷ୍ଟ ଅଟେ,  ଓ ଅଫିସ୍ ମଧ୍ୟରେ ହାଇଟେକ୍ ସୁବିଧା ସବୁ ଅଛି

Leave a Reply

Your email address will not be published. Required fields are marked *