ବିବାହର କେବଳ ଦୁଇ ଦିନ ପୁର୍ବରୁ ଏହି ଖ୍ୟାତାନାମା ଅଭିନେତ୍ରୀଙ୍କ ସହ ପ୍ରେମ କରୁଥିଲେ ସୁରେଶ୍ ରାଇନା, ନାଁ ଜାଣିଲେ ଆପଣ ହୋଇଯିବେ ଚକିତ…
ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ଲିଷ୍ଟରେ ଗୋଟେ ନାଁ ଆସେ ସୁରେଶ୍ ରାଇନା , ଆଯି ବି ତାଙ୍କୁ କେଉଁ ପରିଚୟର ଆବଶ୍ୟକତ ପଡେ ନାହିଁ , ସବୁବେଳେ ନିଜର ବଢିଆ ବ୍ୟାଟିଙ୍ଗ୍ ଓ ଭଲ ପ୍ରଦର୍ଶନ ପାଇଁ ସେ ଚର୍ଚ୍ଚିତ ରୁହନ୍ତି , ତେବେ ବର୍ତମାନ ସେ କ୍ରିକେଟ ଖେଳ ରୁ ଅବସର ନେଇ ସାରିଛନ୍ତି | ଆଜି ଆମେ ଆପଣଙ୍କୁ ତାଙ୍କର ଏମିତି ଏକ ଖବର ବିଷୟରେ ଅବଗତ କରାଇବାକୁ ଯାଊଛୁ, ଯାହାକୁ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ , ଆଜି ଏକ ବିବାହିତ ବ୍ୟକ୍ତି ରୁପରେ ଜଣାଯାଉଥିବା ରୈନାଙ୍କ ଆଫେୟାର୍ ବଲିଉଡ୍ ର ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସହ ଥିଲା ଆସନ୍ତୁ କହିବୁ ତାଙ୍କ ବିଷୟରେ ।ଆପଣଙ୍କୁ କହିଦେବୁ କି ଆମେ ଯେଉଁ ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ସୁରେଶ୍ ରୈନାଙ୍କର ଆଫେୟାର୍ କଥା କହୁଛୁ ସେ ଆଉ କେହି ନୁହେଁ ବଲିଉଡ୍ ଅଭିନେତ୍ରୀ ସ୍ମୃତି ହାସନ ଅଟନ୍ତି , କହିଦେବୁ କି ସ୍ମୃତି ହାସନ ଓ ସୁରେଶ ରୈନାଙ୍କ ପ୍ରେମ ସଂବନ୍ଧ ଚର୍ଚ୍ଚା ୨୦୧୩ ରେ ହେଉଥିବା ଆଇପିଏଲ୍ ମ୍ୟାଚ୍ ସମୟରେ ହେଉଥିଲା
ଯେବେ ରୈନାଙ୍କ ମ୍ୟାଚ୍ ଦେଖିବାକୁ ନିଜେ ସ୍ମୃତି ହାସନ ଆସିଥିଲେ, ୨୦୧୩ ରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ସମୟରେ ସୁରେଶ୍ ରୈନା ଚେନ୍ନାଇ ଟିମ୍ ସହ ଖେଳୁଥିବାର ଭଲ ପ୍ରଦର୍ଶନ କରିଥିଲେ, ଓ ମିଡିଆ ବି ତାଙ୍କର କ୍ରେଡିଟ୍ ଷ୍ଟାଡିୟମ୍ ରେ ଥିବା ସ୍ମୃତି ହାସନଙ୍କୁ କରିଦେଇଥିଲେ , ସୁତ୍ରରୁ ଜଣାଯାଏ କି ୨୦୧୩ ରେ ଖେଳାଯାଇଥିବା ସବୁ ଆଇପିଏଲ୍ ମ୍ୟାଚ୍ ସମୟରେ ସ୍ମୃତି ହାସନ କ୍ରିକେଟିୟର୍ ସୁରେଶ୍ ରୈନାଙ୍କ ପାଇଁ ଷ୍ଟାଡିୟମରେ ରହୁଥିଲେ, ସ୍ମୃତି ରୈନାଙ୍କର ଗୋଟିଏ ମ୍ୟାଚ୍ ବି ଛାଡିନାହାନ୍ତି , ସେହି ସମୟରୁ ସ୍ମୃତିଙ୍କୁ ଷ୍ଟାଡିୟମରେ ରହିବା ସୁରେଶ୍ ରୈନା ନିଜ ପାଇଁ ଲକି ମାନୁଥିଲେ ।
ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସାଊଥ୍ ସୁପରଷ୍ଟାର୍ କମଲ ହାସନଙ୍କ ଝିଅ ସ୍ମୃତି ହାସନ ସୁରେଶ୍ ରୈନା ୨୦୧୩ ଆଇପିଏଲ୍ ସିଜିନ୍ ସମୟରେ ବହୁତ ଘନିଷ୍ଠ ହୋଇଯାଇଥିଲେ, ସ୍ମୃତିଙ୍କୁ ନେଇକରି ରୈନାଙ୍କ ଅନ୍ଧବିଶ୍ୱାସ ଏତେ ବଢିଗଲା କି ଯେଉଁ ମ୍ୟାଚରେ ସେ ସାମିଲ୍ ହୋଇପାରୁନଥିଲେ , ରୈନାଙ୍କୁ ସେ ଫୋନ୍ କଇର୍ ମ୍ୟାଚ୍ ରେ ସାମିଲ୍ ହେବାପାଇଁ କଲ୍ କରୁଥିଲେ, ସ୍ମୃତିଙ୍କୁ ନ ଚାହିଁକରି ବି ମ୍ୟାଚ୍ ଦେଖିବାକୁ ଯିବାକୁ ପଡୁଥିଲା, କିଛି ସମୟ ପରେ ୨୦୧୫ ରେ ସୁରେଶ୍ ରୈନାଙ୍କ ବିବାହ ପ୍ରିୟଙ୍କାଙ୍କ ସହ୍ ଠିକ୍ ହୋଇଗଲା, ତାପରେ ସ୍ମୃତିଙ୍କ ସହ ଆଫେୟାର୍ ଖବର ଶେଷ ହୋଇଗଲା, କିନ୍ତୁ ଏହି ସମୟରେ ସବୁଠାରୁ ଅଧିକା ଆଶ୍ଚର୍ଯ୍ୟଜନକ କଥା ଏହା କି ପ୍ରିୟଙ୍କାଙ୍କ ବିବାହର ଦୁଇ ତିନି ଦିନ ପୁର୍ବରୁ ସୁରେଶ୍ ରୈନା ସ୍ମୃତି ହାସନଙ୍କୁ ଦେଖାକରୁଥିଲେ
ଓ ଏହା ଶୁଣିବାକୁ ମିଳୁଥିଲା କି ସେମାନେ ନିଜ ସଂମ୍ପର୍କ ବିଷୟରେ ମିଡିଆ ଆଗରେ କେବେ ଆଲୋକତିପାତ କରିନାହାନ୍ତି , କହିଦେବୁ କି ରୈନା ନିଜ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ୍ ଏକ ଭଲ ଜୀବନ ଅତିବାହିତ କରୁଛନ୍ତି , ଓ ଦୁହେଁଙ୍କ ଏକ ଝିଅ ଗ୍ରେସିଆ ବି ଅଛି , ସୁରେଶ୍ ରୈନା ଭାରତୀୟ କ୍ରିକେଟ୍ ଟିମର୍ ଏକ ମହାନ୍ ବ୍ୟାଟ୍ସମ୍ୟାନ୍ ଥିଲେ , ବଲିଉଡ୍ ଓ କ୍ରିକେଟ୍ ର ସଂମ୍ପର୍କ ବହୁତ ପୁରୁଣା ଅଟେ, ଏହାର ତାଜା ଉଦାହରଣ ବିରାଟ ଓ ଅନୁଷ୍କାଙ୍କ ଯୋଡି ଅଟେ, ସ୍ମୃତି ଓ ସୁରେଶ୍ ରୈନାଙ୍କ ଫ୍ୟାନ୍ ତାଙ୍କୁ ଜରୁର୍ ଏକା ସାଥେ ଦେଖିବାର ଆଶା କରୁଥିଲେ , କିନ୍ତୁ ଏମିତି ହୋଇପାରିଲା ନାହିଁ