ଗୋଟେ ଫଟୋ ବାଛନ୍ତୁ, ଓ ଜାଣନ୍ତୁ କେଉଁଥିରେ ଅଦୃଶ୍ୟ ଶକ୍ତି କରୁଛି ଆପଣଙ୍କର ସାହାଯ୍ୟ…
ଯଦି ଆମେ ଜ୍ଞାନ ଓ ଅଧ୍ୟାମର କଥା କହିବା ତେବେ ଆମର ଆତ୍ମା ଏହି ପୃଥିବୀରେ ପାଦ ରଖିବାର ଭାବିଥାଏ, ତେବେ ସେ ପ୍ରଥମେ ଏହି କଥାର ଫଇସଲା କରି ନେଇଥାଏ , କି ଏହି ପୃଥିବୀକୁ ଆସିବାପରେ କିଏ କିଏ ସାହାଯ୍ୟ କରିବ , ଓ କିଏ ତାର ମାର୍ଗ ଦର୍ଶକ ହେବ , ଏହି ପୃଥିବୀରେ ଆସିବାପରେ ଆମର ପରିବାର , ଆମର ବନ୍ଧୁ, ଆମର ଗୁରୁ ଆମର ଶକ୍ତି ହୋଇଥାନ୍ତି , ଏଥିପାଇଁ ଆମେ ନିଜ ଶାରରୀକ ଶକ୍ତିବି କହିପାରିବା, ଏହା ଛଡା କିଛି ଶକ୍ତିଗୁଡିକ ଏମିତି ହୋଇଥାନ୍ତି , ଯିଏ ସବୁବେଳେ ଛାଇପରି ଆମର ସାଥିରେ ଚାଲନ୍ତି , ଓ ଭଲ ଓ ଖରାପ ଦୁହେଁ ପ୍ରକାରର ହୋଇଥାନ୍ତି , ଏମିତିରେ ଏହି ଶକ୍ତିକୁ ଆମେ ଦେବଦୁତ ଭାବି ଚଲିଥାନ୍ତି । ଏବେ ସେମିତି ଆମେ କେତେ ବି ସାମାନ୍ୟ କିମ୍ବା ନର୍ମାଲ୍ ଲୋକ ହେଇଥାଉ ନା କାହିଁକି ଏହି ଦୁନିଆଁରେସବୁ ମଣିଷ ଏମିତି ହୋଇଥାଏ , ଯାହାକୁ ଗୋଟେ ଥର ଦୈବିୟ ଶକ୍ତି ଅନୁଭବ ହୋଇଥାଏ , ହଁ ଯେପରି କେବେ କେବେ ଆମେ ନିଜ ସହ ଦୁର୍ଘଟଣାର ବିଷୟରେ ପୁର୍ବରୁ ଜାଣିପାରିଥାଉ, ଓ ସାବଧାନ ହୋଇଯାଉ, ଓ ବହୁତଥର ଏମିତି ବ୍ୟକ୍ତିଙ୍କ ସହ ବନ୍ଧୁତା କରି ନିଜକୁ ବଞ୍ଚାଇନେଉ, ଯିଏ ଆଗକୁ ଯାଇକରି ଧୋକା ଦେଇପାରନ୍ତି , ଜଣେଇଦେବୁ ଇ ଜୀବନରେ ଭଲ ଓ ଖରାପର ଚିହ୍ନଟ୍ ତେବେ ସଂମ୍ଭବ ହୋଇଥାଏ , ଯେବେ ଆମର ମାର୍ଗଦର୍ଶନ ଏକ ଭଲ ଆତ୍ମା ଓ ଶକ୍ତି କରୁଥିବ ।
ସେମିତି କିଛି ଲୋକଙ୍କର ଏହା ମାନିବା କଥା କି ଏହା କେଉଁ ପ୍ରକାରର ଶକ୍ତି ହୋଇନଥାଏ ବରଂ ପୁର୍ବ ଜନ୍ମର ବନ୍ଧୁ କିମ୍ବା ନିଜ ଲୋକ ହୋଇଥାନ୍ତି , ଏହି ବିଷୟରେ ଲୋକଙ୍କର କହିବାକଥା କି ବହୁତଥର ଆମର ପୁରୁଣା ସାଙ୍ଗ ଆମ ପରି ଶାରରୀକ ରୁପରେ ଜନ୍ମ ନେଇପାରନ୍ତି ନାହିଁ ,କିନ୍ତୁ ତାଙ୍କର ଆତ୍ମା ସବୁବେଳେ ସାଥିରେ ରହିଥାଏ, ଓ ଆମକୁ ବଞ୍ଚାଇଥାଏ, ଏଇ ଦେବଦୁତ ଇଶ୍ୱର ଓ ମଣିଷ ଦୁହେଁଙ୍କର ସଂମ୍ପର୍କ ହୋଇଥାଏ, ସେମିତି ଏବେଯେଉଂ ଫଟୋ ଆମେ ଆପଣଙ୍କ ଆଗରେ ଦେଖାଇବାକୁ ଯାଉଚୁ ସେହି ଗୋଟେ ଫଟୋରୁ ଗୋଟେ ବାଛିବାର ଅଛି , ଏହାପରେ ଆପଣ ନିଜେ ସେହି ବସ୍ତୁରୁ ଜାଣିପାରିବେ କି ଆପଣଙ୍କ ସହ କେଉଁ ଦେବଦୁତ କିମ୍ବା ଶକ୍ତି ମହଜୁତ୍ ଅଛି, ଓ ଆପଣଙ୍କ କିଏ ମାର୍ଗଦର୍ଶନ କରୁଛି ।
୧) ପ୍ରଥମ ଫଟୋ- କହିଦେବୁ କି ଆପଣ ଯେଉଁ ପ୍ରଥମ୍ ଫଟୋ ଦେଖିଛନ୍ତି ତାହା ମହଜୁଦ୍ ଡେଣା ସର୍ବୋତ୍ତମ ଶକ୍ତି ସହ ସଂବନ୍ଧ ରଖୁଛି , ଏଥିପାଇଁ ଏହା ହିଲର୍ କିମ୍ବା ଡାକ୍ତରଙ୍କ ନାଁ ଦିଆଯାଇପାରେ ଯେଉଁ ଲୋକ ମାନସିକ ରୁପରେ ଚିନ୍ତିତ ଅଛନ୍ତି , ଯାହାଙ୍କ ଆତ୍ମା ଅଧିକା କଷ୍ଟରେ ହୋଇଥାଏ, ସେହି ଲୋକଙ୍କୁ ଏମାନେ ମାର୍ଗଦର୍ଶନ କରନ୍ତି , ଏହା ସହ ଯେଉଁ ଲୋକ ଯାତ୍ରା କରୁଛନ୍ତି , ଏହି ଶକ୍ତି ତାଙ୍କର ବି ସହାୟତା କରନ୍ତି , ଓ ତାଙ୍କୁ କଷ୍ଟରୁ ବଞ୍ଚାଇଥାନ୍ତି , କହିଦେବୁ କି ଏହି ଶକ୍ତିକୁ ରଶ୍ମୀର ସବୁଜ ରଙ୍ଗର ହୋଇଥାଏ , ଓ ଯଦି ଆପଣ ଏମାନଙ୍କ ସହ ସଂମ୍ପର୍କ କରିବାକୁ ଚାହୁଁଛନ୍ତି ତେବେ ଆପଣ ସବୁଜ କ୍ରିଷ୍ଟାଲ୍ ବ୍ୟବହାର କରିପାରିବେ ।
୨) ଦ୍ୱିତୀୟ ଫଟୋ- ଜଣେଇଦେବୁ କି ଏହି ଫଟୋ ସେହି ଶକ୍ତିର ପ୍ରତୀକ ହୋଇଥାଏ, ଯାହାକୁ ରକ୍ଷକ ବୋଲି ମାନାଯାଏ , ମାନେ ଯଦି ଆପଣଙ୍କୁ କେବେ ଡର ଲାଗେ ତେବେ ଏମିତି ଲାଗେ କି ଆପଣ ବିପଦରେ ଅଛନ୍ତି , ତେବେ ଏହି ଶକ୍ତିକୁ ମନେ ପକାଇପାରିବେ , କହିଦେବୁ କି ଏହାକୁ ନିଜ ହାତରେ ଖଣ୍ତା ଓ ଭାଲା ନେଇକରି ଦୁଶକ୍ତିକୁ ନାଶକରିଥାଏ , ଓ ଏହା ସହ ଏହାର ରଙ୍ଗ ନୀଳ କିମ୍ବା ସୁନେଲି ହୋଇଥାଏ ।
୩) ତୃତୀୟ ଫଟୋ- କହିଦେବୁ କି ଏହି ଫଟୋ ସଂରକ୍ଷକ କୁ ଦର୍ଶାଇଥାଏ, ଓ ଆପଣଙ୍କର୍ ଆତ୍ମାକୁ ଛୁଇଁଥାଏ, ଏହା ଆପଣଙ୍କୁ ବାହାର ବିପଦରୁ ବଞ୍ଚାଇପାରେ, ଓ ଏହା ଛଡା ଆପଣଙ୍କ ସନ୍ତାନ ଜନ୍ମ ସମୟରେ ଶକ୍ତି ସେଠାରେ ରହିଥାଏ, ଓ ସବୁ ସମୟରେ ଛୁଆଙ୍କ ଧ୍ୟାନ ରଖିଥାଏ, ଯେଉଁ ଲୋକ ଅଲଗା କାହାର ସାହାଯ୍ୟ କରନ୍ତି ତେବେ ସେମାନଙ୍କର ବି ଦାୟିତ୍ୱ ଓ ଧ୍ୟାନ ରଖେ , ଏହା ଛଡା ଏହି ଶକ୍ତିର ରଙ୍ଗ ନୀଳ ଓ ନାରଙ୍ଗି ହୋଇଥାଏ, ଏମିତିରେ ଏମାନେ ଖୁସି ଓ ଉତ୍ସବର ପ୍ରତୀକ ବୋଲି ଜଣାଯାଏ ।
୪) ଚତୁର୍ଥଫଟୋ- କହିଦେବୁ କି ଏହି ଚତୁର୍ଥ ଫଟୋ ନ୍ୟାୟ ଓ ସେବାରସହ ଆମର ପୁର୍ବଜ ଙ୍କ ସହ ସଂବନ୍ଧ ରଖେ , ଏହାର ଶକ୍ତି ଦର୍ଶାଇଥାଏ, ଯେଉଁ ଲୋକ ଅସୁବିଧାରେ ହୋଇଥାନ୍ତି , ମାନସିକ ରୁପରେ ଚିନ୍ତିତ ହୋଇଥାନ୍ତି , ସେମାନଙ୍କ ଜ୍ଞାନର ଖୋଜାରେ ରୁହନ୍ତି , ଓ ବୌଦ୍ଧିକ କ୍ଷମତା ପାଇବାକୁ ଚାହଁନ୍ତି , ସେମାନଙ୍କୁ ଏହି ଶକ୍ତି ସାହାଯ୍ୟ କରନ୍ତି ଆପଣ ଚନ୍ଦନ ଓ ଚମ୍ପାର ସାହାଯ୍ୟରେ ଏହି ଶକ୍ତିର ସହ ସଂମ୍ପର୍କ କରିପାରିବେ