July 1, 2025

Odia Express

Leading Odia News Portal of Odisha

S,P ଓ R ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନଙ୍କର ଏହି ସତ୍ୟତା ଜାଣିନଥିବେ ଆପଣ – ଆଜି ହିଁ ଜାଣିନିଅନ୍ତୁ

ଏମିତି ତ ଦୁନିଆଁରେ ପୁଅ ହେଉ କି ଝିଅ, କିନ୍ତୁ ସମସ୍ତଙ୍କର ଅଲଗା ଅଲଗା ସ୍ୱଭାବ ହୋଇଥାଏ,  ସେମିତି ଯଦି ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଦେଖାଯାଏ ତେବେ ଯେଉଁ ବ୍ୟକ୍ତିର କୁଣ୍ତଳୀ ଯେପରି ହୋଇଥାଏ , ତାହାର ସ୍ୱଭାବ ସେପରି ହୋଇଥାଏ , ହଁ ଆଜ୍ଞା, ଏବେ ତ ଏହା ସମସ୍ତେ ଜାଣିଛନ୍ତି କି କେଉଁ ବି ବ୍ୟକ୍ତିର କୁଣ୍ତଳୀ ବନାଇବାପାଇଁ ତାର ନାଁ ବହୁତ ମହତ୍ତ୍ୱ୍ ରଖିଥାଏ , କାରଣ ବ୍ୟକ୍ତିର ନାଁର ଆଧାରରେ ହିଁ କୁଣ୍ତଳୀ ହୋଇଥାଏ , ଏମିତିରେ କେବେ କେବେ ମା ବାପା ନିଜ ଛୁଆଙ୍କ ନାଁ ଇଚ୍ଛା ଅନୁସାରେ ରଖିଦିଅନ୍ତି , ଓ କେବେ କେବେ ଛୁଆଙ୍କ ନାଁ ଜ୍ୟୋତିଷ୍ୟ ଆଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ରଖିଥାନ୍ତି , ବହୁତଥର ଆପଣ ଶୁଣିଥିବେ କି ଯେପରି ବ୍ୟକ୍ତିର ନାଁ ହୋଇଥାଏ , ସେମିତି ତାର କାମ ହୋଇଥାଏ ।

ମାନେ ଆମର କର୍ମ ଆମର ନାଁ ଉପରେ ନିର୍ଭର କରିଥାଏ , ଏମିତିରେ ନିଜେ ଅନ୍ଦାଜା ଲଗାଇପାରିବେ କି ବ୍ୟକ୍ତି ତାର ନାଁର କଣ ମହତ୍ତ୍ୱ ଅଛି, ଏବେ ଆମେ ଆପଣଙ୍କୁ ନାଁର୍ କିଛି ସନ୍ଦେଶ ଦେବୁନାହିଁ , ବରଂ ସେହି ଝିଅଙ୍କ ବିଷୟରେ କହିବୁ ଯାହାଙ୍କ ନାଁ ଇଂରାଜୀ ଅକ୍ଷର S,P ଓ Rଆରମ୍ଭ ହୋଇଥାଏ,  ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଥାଏ ତେବେ ଆପଣଙ୍କୁ ଏହି ବିଷୟରେ ପଢିବା ଉଚିତ୍ , ତେବେ ଆସନ୍ତୁ ବିସ୍ତାରରେ ଜାଣିବା ।

୧) ସ୍ୱଭାବ- ଯେଉଁ ଝିଅମାନଙ୍କର ନାଁ ଇଂରାଜୀ ଅକ୍ଷରରୁ ଏହି ତିନି ଅକ୍ଷରର ନାଁରେ ଆସେ , ସେମିତି ସେ ଝିଅମାନେ ବହୁତ ଚାଲାକ୍ ହୋଇଥାନ୍ତି , କିନ୍ତୁ କେବେ କେବେ ଏମାନେ ଲଢେଇ ଝଗଡା କରିବାରେ ବହୁତ ତତ୍ପର ରୁହନ୍ତି , ଏହି ଝିଅଙ୍କର ଏକ ଖାସ୍ କଥା ଏହି କି ଯେ କେବେ ବେକାରରେ କାହା ସହ ଲଢେଇ କରନ୍ତି ନାହିଁ , ଓ ନିଜ ବନ୍ଧୁଙ୍କୁ ସବୁବେଳେ ଖୁସ୍ ରଖନ୍ତି ।

୨) ବ୍ୟବହାର – ଜଣେଇଦେବୁ କି ଏହି ଝିଅମାନେ ଦେଖିବାକୁ ବହୁତ ସାଧାରଣ ପରି ଲାଗନ୍ତି କିନ୍ତୁ ବହୁତ ମସ୍ତିଖୋର୍ ଅଟନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅଧିକାଂଶ ଏହି ଅକ୍ଷର ବିଶିଷ୍ଟ ଝିଅମାନେ ନିଜ ଜୀବନ ପୁଅମାନଙ୍କ ସହ୍ ବିତାଇବାକୁ ପସନ୍ଦ କରନ୍ତି , ମାନେ ପୁଅମାନଙ୍କ ପରି କୁଲ୍ ରହିବା ପସନ୍ଦ ହୋଇଥାଏ , ଓ ତାଙ୍କ ପରି ହେବା ପସନ୍ଦ କରନ୍ତି , ବୋଧେ ଏହି କାରଣରୁ ଏମାନଙ୍କ ଅଧିକା ପୁଅ ସାଙ୍ଗ ହୋଇଥାନ୍ତି , ଏମିତି ଝିଅମାନେ ଆଖିରୁ ଲୁହ ବାହାର କରିବାରେ ପ୍ରଥମ ସ୍ଥାନରେ ରୁହନ୍ତି ।

୩) ପ୍ରେମ ର ପ୍ରତି ବ୍ୟବହାର- ଜଣେଇଦେବୁ କି ଏହି ଝିଅମାନଙ୍କୁ ଅଧିକା ପ୍ରେମ ଉପରେ ଭରସା ନଥାଏ, ଏହି ନାଁର ଝିଅମାନେ ଭାବନ୍ତି କି ଏମାନଙ୍କ ପରିବାର ଲୋକଙ୍କୁ ଏମାନଙ୍କ ଭଲ ପାଇବା ପସନ୍ଦ ହୁଏ ନାହିଁ,  ବୋଧେ ଏହି କାରଣରୁ ଏହି ନାଁର ଝିଅ କମ୍ ପ୍ରେମରେ ପଡିବାପସନ୍ଦ କରନ୍ତି , ଯଦି ତାଙ୍କୁ କେବେ କେଉଁ ପ୍ରେମରେ ପଡିଯାଆନ୍ତି ,ତେବେ ନିଜ ପ୍ରେମୀଙ୍କୁ କେବେ ଧୋକା ଦିଅନ୍ତି ନାହିଁ , ଓ ତାଙ୍କୁ ସଚ୍ଚା ପ୍ରେମ କରିଥାନ୍ତି , ମାନେ ଜୀବନସାରା ତାଙ୍କ ସାଥ୍ ଦିଅନ୍ତି ।

ଯଦି ଆପଣଙ୍କ ଜିବନରେ ଏହି ତିନି ଅକ୍ଷର ବାଲା ନାଁର ଝିଅ ଅଛନ୍ତି , ତେବେ ତୁରନ୍ତ ତାଙ୍କୁ ନିଜ ମନ କଥା କହିଦିଅନ୍ତୁ,  ନହେଲେ ବହୁତ ଡେରି ହୋଇଯିବ

Leave a Reply

Your email address will not be published. Required fields are marked *