ଆପଣ ବି କରିବାକୁ ଚାହୁଁଛନ୍ତି ଯଦି ନିଜ ଦିମାଗ୍ ତେଜ୍ , ଆଜିଠାରୁ ଆପଣାଇନିଅନ୍ତୁ ଏହି ଟିପ୍ସ..
ଦେଖିବାକୁ ଗଲେ ଆପଣଙ୍କ ସଫଳତା ପଛରେ କେଉଁ ଝିଅ କିମ୍ବା ଅନ୍ୟ କାହା ହାତ ହୋଇନଥାଏ , ବରଂ ଏଠାରେ କେବଳ ଓ କେବଳ ହାତ ହୋଇଥାଏ , ଆପଣଙ୍କ ଦିମାଗର, ହଁ ଆଜ୍ଞା, ଆପଣ ବହୁତ ଲୋକଙ୍କର ମୁହଁରୁ କିମ୍ବା ଫିଲ୍ମରେ ଶୁଣିଥିବେ କି ସବୁ ସଫଳ ବ୍ୟକ୍ତିର ସଫଲତା ପଛରେ କେଉଁ ମହିଳାର ହାତ ଥାଏ , ହୋଇପାରେ କି ଯାହା ବି ଆପଣ କରନ୍ତି ଓ ପରିଶେଷରେ ସଫଳତା ପାଆନ୍ତି ସେଥିରୁ ୨୪ ଘଣ୍ଟା ୭ ପ୍ରହର ଆପଣଙ୍କ ସାଥ୍ ଥିବେ କିନ୍ତୁ ଆପଣଙ୍କ ଦିମାଗ ହିଁ ଆପଣ ଦେଇଛନ୍ତି ନା, ଆପଣଙ୍କୁ କହିଦେବୁ କି କେଉଁ ବି କାମରୁ ସଫଳତା ପାଇବାପାଇଁ ଭଲ ସ୍ମରଣଶକ୍ତି ହେବା ବହୁତ ଗୁରୁତ୍ୱପୁର୍ଣ୍ଣ ମାନାଯାଏ , ଏବେ ଆପଣଙ୍କ ସଫଳତା କେଉଁ ବି କ୍ଷେତ୍ରରେ ହୋଇପାରେ , ଆପଣ ସେମିତି ପାଠ ପଢା କରୁଥିବା ଛାତ୍ର ହୁଅନ୍ତୁ କିମ୍ବା କେଉଁ ବିଜନେସ୍ ମ୍ୟାନ୍, ଯଦି ତାହାର ପାଖରେ ନିଜର ଦିମାଗ ନଥିବ ତେବେ ଆପଣ ଅନ୍ୟର ଭରସାରୁ ଅଧିକା ଦୁର ଯାଇପାରିବେ ନାହିଁ, ଓ ମଝି ରାସ୍ତାରେ କେଉଁଠି ପଡିଯିବେ
ଆମର ଖରାପ ମେମୋରି ସିଧା ପ୍ରଭାବ ଆମର କାମ ଉପରେ ପଡିଥାଏ , ଓ ଏହାର ଫଳାଫଳ ଏହା ବାହାରେ କି ଆମେ ସେହି କାମକୁ ଠିକ୍ ସେ ପୁରା କରିପାରିନଥାଉ, ଓ ଅଧା ଛାଡିଦେଇଥାଉ । ଆଜି ଯେଉଁ ପ୍ରକାରର ଆମେ ପୁରା ଭାବେ ଟେକ୍ନୋଲୋଜି ଉପରେ ଆଶ୍ରିତ ହେଉଛେ , ତାହାର କାରଣରୁ ଆମର ମନେ ରଖିବାର କ୍ଷମତା ବହୁତ ଅଧିକା ପ୍ରଭାବିତ୍ ହେଉଛି, କିନ୍ତୁ ଏହାପରେ ପୁରା ଦୁନିଆଁ ସାରା ସ୍ମରଣଶକ୍ତି ବଢାଇବା ଓ ମଜବୁତ୍ କରିବା ପାଇଁ ନାନାପ୍ରକାରର୍ ଖୋଜ୍ କରାଯାଉଛି, ଓ ଆଜି ଆମେ ଆପଣଙ୍କୁ ସେହି ଖୋଜ୍ ରୁ କିଛି ସହଜ ଟୀପ୍ସ ଆପଣଙ୍କପାଇଁ ନେଇକରି ଆସିଛୁ, ଯାହାକୁ ଆପଣାଇବାପରେ ଆପଣଙ୍କ ସ୍ମରଣଶକ୍ତି ବଢାଇପାରିବେ
ଏଥିପାଇଁଜରୁରୀ ହେବ କି ଯେଉଁ ପ୍ରକାରର ଆମେ ସବୁ ଶରୀରକୁ ମଜବୁତ୍ ଓ ସୁସ୍ଥ୍ୟ ରଖିବାପାଇଁ ଜିମ୍ ଯାଇଥାଉ, ଏକ୍ସରସାଇଜ୍ କରୁ କିମ୍ବା ଯୋଗା କରୁ, ଠିକ୍ ସେହି ପ୍ରକାରରେ ନିଜ ଦିମାଗକୁ କସରତ୍ କରିବାକୁ ହେବ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଦିମାଗ ଲଗାତାର ଆକ୍ଟିଭ୍ ରହୁ , ଓ ତାହା ପାଇଁ ଏହା ଭୌତ ହିଁ ଆବଶ୍ୟକ ହୋଇଥାଏ , ଆପଣ ନିଜ ଦିମାଗକୁ କସରତ୍ କରାନ୍ତୁ , ଯେପରି ଖାଲି ସମୟରେ କ୍ରସ୍ ୱାର୍ଡ, ସୁଡାକୋ, ପରି ମସ୍ତିଷ୍କ ଖେଳ ଖେଳିପାରିବେ , ଯାହାଦ୍ୱାରା ଆପଣଙ୍କ ଦିମାଗ ଭଲ ୱାର୍କଆଉଟ୍ ହୋଇଯାଏ , ଏହି ତରିକା ଦିମାଗର କ୍ଷମତା ବଢାଇବାପାଇଁ ଭଲ ଉପାୟ ଅଟେ
ଏହା ଛଡା କହିବାକୁ ଚାହିଁବୁ କି ମଣିଷ ଯେବେ ଯେବେ ଠୋକର୍ ଖାଇଥାଏ ତେବେ ସେ ସେଥିରୁ କିଛି ନୁଆ ଶିକ୍ଷା ଲାଭ କରେ, ସେହିପରି ଆପଣ ନିଜ ଦିମାଗକୁ ଯେତେ ଅସୁବିଧାରେ କାମ କରିବେ ତେବେ ଦିମାଗ ସେତେ ଅଧିକା ସାର୍ଫ ହୋଈଯିବ , ଏଥିପାଇଁ ଏହାକୁ ସକ୍ରିୟ କରିବାପାଇଁ କିଛି ନା କିଛି ନୁଆ ଶିଖିବାକୁ ଚେଷ୍ଟା କରନ୍ତୁ । ଆପଣ ଏହି କଥାକୁ ବହୁତଥର ଅନୁଭବ କରିଥିବେ କି ଆମର ଦିମାଗ ସବୁ ସୁଚନାକୁ ଚିତ୍ରର ରୁପରେ ଅଧିକା ସହଜରେ ମନେ ରଖିଥାଏ
ଏମିତିରେ କିଛି ବି ସୁଚନା ଯାହା ଆପଣଙ୍କ ପାଇଁ ବହୁତ ଅଧିକା ଜରୁରୀ ହୋଇଥାଏ , ତାହାକୁ ମ୍ୟାପିଙ୍ଗ୍ ଜରିଆରେ ଡାଇଗ୍ରାମ ମାଧ୍ୟମରେ ମନେ କରିବା ସବୁଠାରୁ ଭଲ ତରିକା ହୋଇଥାଏ , ଏମିତିରେ ଆପଣଙ୍କୁ ସେ ଜିନିଷ ଜଲଦି ଓ ଲମ୍ବା ସମୟ ପର୍ଯ୍ୟନ୍ତ ମନେ ରୁହେ , ଯାହା ଆପଣଙ୍କ ପାଇଁ ବହୁତ ସାହାଯ୍ୟ କାରୀ ପ୍ରମାଣିତ ହେବ