October 14, 2024

Odia Express

Leading Odia News Portal of Odisha

ପିଲାଦିନେ ପଢିଥିବା ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର – କୋଲକାତା ଭୁବନେଶ୍ୱର ଜାତୀୟ ରାଜପଥ ଏମାନଙ୍କ ମଧ୍ୟରୁ କେଉଁ ପ୍ରକାରର ସମ୍ପଦ ? ବୁଦ୍ଧିମାନ ହେଲେ ଉତ୍ତର ଦିୟନ୍ତୁ

ଆଜି ଆମେ ଏଠାରେ ଅର୍ଥଶାସ୍ତ୍ର ଉପରେ ଥିବା କେତେକ ସାଧାରଣ ଜ୍ଞାନ ଭିତ୍ତିକ କେତେଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଗୁଡିକ ପ୍ରାୟ ଆମେ ସମସ୍ତେ ପିଲାଦିନେ ବହିରେ ପଢ଼ିଛେ ଓ ଜାଣିଛେ ତେବେ ଆଜି ଆମେ ଏହାକୁ ପୁନରାବୃତି କରିବା ପାଇଁ ଯାଉଛୁ |ତେବେ ଆଜି ଆପଣ କେତେ ପ୍ରଶ୍ନ ର ସଠିକ ଉତ୍ତର ଦେଉଛନ୍ତି ତାହା ଜଣା ପଡିବ |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ଅର୍ଥ ଶାସ୍ତ୍ରର ଜନକ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଡାମ ସ୍ମିଥ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-କୋଲକାତା ଭୁବନେଶ୍ୱର ଜାତୀୟ ରାଜପଥ ଏମାନଙ୍କ ମଧ୍ୟରୁ କେଉଁ ପ୍ରକାରର ସମ୍ପଦ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାତୀୟ ସମ୍ପଦ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ନିମ୍ନ ଲିଖିତ ମଧ୍ୟରୁ କେଉଁଟି ସମ୍ପଦ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହାତବନ୍ଧା ଘଡ଼ି।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-କେଉଁଟି ଅଭୌତିକ ଦ୍ରଵ୍ୟ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡାକ୍ତରଙ୍କ ସେବା।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ନିମ୍ନୋକ୍ତ ମଧ୍ୟରୁ କେଉଁ ଉକ୍ତିଟି ଭୁଲ ?

କ)ସମସ୍ତ ପୁଞ୍ଜି ସମ୍ପଦ ଅଟେ ,ଖ)ମୁଦ୍ରା ସମ୍ପଦ ଅଟେ ,ଗ)ସବୁ ଦ୍ରବ୍ୟର ମୁଲ୍ୟ ଏକା ସାଙ୍ଗରେ ବଢେ ନାହିଁ କି କମେ ନାହିଁ ,ଘ)ଅର୍ଥନୀତି ଏକ ସାମାଜିକ ବିଜ୍ଞାନ।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁଦ୍ର ସମ୍ପଦ ଅଟେ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମ୍ପଦ ଅଟେ ?

କ)ଗାୟକଙ୍କ କଣ୍ଠ ସ୍ୱର ,ଖ)ଶିକ୍ଷକଙ୍କ ଦକ୍ଷତା ,ଗ)ବ୍ୟାଙ୍କ ଚେକ ,ଘ)ଜମି

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜମି।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ନିମ୍ନଲିଖିତ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ ?

କ)କୋଠା ବାଡ଼ି ,ଖ)ଗାଈ ,ଗ)ଯନ୍ତ୍ରପାତି ,ଘ)ଶହେ ଟଙ୍କିଆ ନୋଟ।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶହେ ଟଙ୍କିଆ ନୋଟ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ନିମ୍ନଲିଖିତ ମଧ୍ୟରୁ କେଉଁଟି ଖାଉଟି ଦ୍ରଵ୍ୟ ନୁହେଁ ?

କ)ସାର ,ଖ)ରେଫ୍ରିଜରେଟର ,ଗ)ପୋଷାକ ,ଘ)ମଟରଗାଡୀ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାର।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ନିମ୍ନ ଲିଖିତ ମଧ୍ୟରୁ କେଉଁଠି ଭୌତିକ ଦ୍ରଵ୍ୟ ନୁହେଁ ?

କ)ବହି ,ଖ)ଖାତା ,ଗ)ଶିକ୍ଷକଙ୍କ ଦକ୍ଷତା ,ଘ)କଲମ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶିକ୍ଷକଙ୍କ ଦକ୍ଷତା।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ନିମ୍ନଲିଖିତ ମଧ୍ୟରୁ କେଉଁଟି ମୁକ୍ତ ଦ୍ରଵ୍ୟ ନୁହେଁ ?

କ)ଖୋଲା ପଡ଼ିଆରେ ମିଳୁଥିବା ବାୟୁ ,ଖ)ବିଜୁଳି ପଙ୍ଖାରୁ ମିଳୁଥିବା ପବନ ,ଗ)ସୂର୍ଯ୍ୟା ଲୋକ ,ଘ)ନଦି କୁଳର ଜଳ।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଜୁଳି ପଙ୍ଖାରୁ ମିଳୁଥିବା ପବନ।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ନିମ୍ନଲିଖିତ ମଧ୍ୟରୁ କେଉଁଟି ମୁକ୍ତ ଦ୍ରଵ୍ୟ ଅଟେ ?

କ)ଧର୍ମ ଗ୍ରନ୍ଥ ଖ)ମନ୍ଦିରର ମାଗଣା ଭୋଜନ ଗ)ଜଙ୍ଗଲରୁ ମିଳୁଥିବା ଅମ୍ଳଜାନ ଘ)ଧର୍ମପ୍ରାଣ ବ୍ୟକ୍ତିଙ୍କ ଦାନ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜଙ୍ଗଲରୁ ମିଳୁଥିବା ଅମ୍ଳଜାନ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ଉପଯୋଗୀତାର ବିନାଶକୁ କଣ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉପଭୋଗ।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ନିମ୍ନଲିଖିତ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ ?

କ)ଭାରତ ରତ୍ନ ଉପାଧି ଖ)ମୋଟର କାର ଗ)ଟେଲିଭିଜନ ଘ)ଵହି

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ରତ୍ନ ଉପାଧି।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ଅର୍ଥଶାସ୍ତ୍ରରେ ଉପଯୋଗୀତାର ଅର୍ଥ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦ୍ରବ୍ୟର ଅଭାବ ପୁର୍ଣ୍ଣ କରିବାର କ୍ଷମତା।

ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-ନିମ୍ନଲିଖିତ ମଧ୍ୟରୁ କେଉଁଟି ପର୍ମ୍ପରାଗତ ଅତ୍ୟାବଶ୍ୟକତାର ଏକ ଉଦାହରଣ ?

କ)ଏକ ଉତ୍ତମ ବାସଗୃହ ଖ)ବିବାହ ପାଇଁ ଖର୍ଚ୍ଚ ଗ)ବିଜୁଳି ପଙ୍ଖା ଘ)ଛାତ୍ର ପାଇଁ ପୁସ୍ତକ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିବାହ ପାଇଁ ଖର୍ଚ୍ଚ।

ଏବେ ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୬:-କେଉଁଟି କର୍ମ ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକୀୟ ଅଭାବ ଅଟେ ?

କ)ହୀରା ଖଚିତ ମୁଦି ଖ)ରାଜକୀୟ ଖାଦ୍ୟ ଗ)ମୂଲ୍ୟବାନ ପୋଷାକ ଘ)ଶିକ୍ଷା

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶିକ୍ଷା।

ଏବେ ଆମେ ଜାଣିବା ସତର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୭:-କେଉଁଟି ପରମ୍ପରାଗତ ଅତ୍ୟାବଶ୍ୟକୀୟ ଅଭାବ ଅଟେ ?

କ)ବିବାହ ଉତ୍ସବ ଖ)ଧୂମ୍ରପାନ ଗ)ଅନ୍ତ୍ୟେଷ୍ଟ୍ରିକ୍ରିୟା ଘ)ଶିକ୍ଷାଗ୍ରହଣ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶିକ୍ଷାଗ୍ରହଣ।

ଏବେ ଆମେ ଜାଣିବା ଅଠର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୮:-ନିମ୍ନଲିଖିତ ମଧ୍ୟରୁ କେଉଁଟି ପରିପୁରକ ଅଭାବର ଏକ ଉଦାହରଣ ଅଟେ ?

କ)ପେଟ୍ରୋଲ ଓ ଡିଜେଲ ଖ)ଚା ଓ କଫି ଗ)ଚା ଓ ଚିନି ଘ)ଚପଲ ଓ ଜୋତା

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚା ଓ ଚିନି।

ଏବେ ଆମେ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୯:-ମାନବୀୟ ଅଭାବର ଅର୍ଥ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋଟେ ଦ୍ରଵ୍ୟ ବା ସେବା ପାଇବାର ଇଛା।

ଏବେ ଆମେ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୦:-ନିମ୍ନଲିଖିତ ମଧ୍ୟରୁ କେଉଁଠି ମାନବୀୟ ଅଭାବର ବୈଶିଷ୍ଟ୍ୟ ନୁହେଁ ?

କ)ଅଭାବ ଅସୀମ ଖ)ଅଭାବ ଗୁଡିକ ପ୍ରତିଯୋଗିତା ଗ)ଅଭାବ ସମୂହ ପରିତୃପ୍ତିକ୍ଷମ ଘ)ଅଭାବ ଗୁଡିକ ପୌନପୁନିକ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଭାବ ସମୂହ ପରିତୃପ୍ତିକ୍ଷମ।

ଏବେ ଆମେ ଜାଣିବା ଏକୋଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୧:-ଅର୍ଥନୈତିକ ସମସ୍ୟାର ମୂଳକାରଣ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅସୀମ ମାନବୀୟ ଅଭାବ ଓ ଦରକାରୀ ସମ୍ବଳର ସ୍ଵଛତା।

ଏବେ ଆମେ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୨:-ନିମ୍ନଲିଖିତ ମଧ୍ୟରୁ କେଉଁଠି ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ ?

କ)ଦେଶର ରପ୍ତାନି ଖ)ହୀରାକୁଦରୁ ମିଳୁଥିବା ଉପକାରିତା ଗ)ହିରୋ ମୋଟର ସାଇକଲର ଚାହିଦା ଘ)ଗଡ଼ରେଜ କମ୍ପାନିର ନିୟୋଜନ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେଶର ରପ୍ତାନି।

ଏବେ ଆମେ ଜାଣିବା ତେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୩:-ନିମ୍ନଲିଖିତ ମଧ୍ୟରୁ କେଉଁଠି ବ୍ୟଷ୍ଟି ଅର୍ଥନୀତିର ବିଷୟ ବସ୍ତୁ ନୁହେଁ ?

କ)ଇସ୍ପାତ କାରଖାନର ଲାଭ ଖ)ବିହନ ନିଗମର କ୍ଷତି ହିସାବ ଗ)ଦେଶର ଗରିବଙ୍କ ସଂଖ୍ୟା ଘ)ମାରୁତି କମ୍ପାନୀର ଉତ୍ପାଦନ।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେଶର ଗରିବଙ୍କ ସଂଖ୍ୟା।

ଏବେ ଆମେ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୪:-ଦୁଷ୍ପ୍ରାପ୍ୟ ଓ ମନୋନୟନକୁ ଭିତ୍ତି କରି ଅର୍ଥଶାସ୍ତ୍ରର ସଂଜ୍ଞା କିଏ ଦେଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରବିନ୍ସ।

ଏବେ ଆମେ ଜାଣିବା ପିଚିସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୫:-କିଏ ଅର୍ଥ ଶାସ୍ତ୍ରକୁ ଆସୁରିକ ମତବାଦ ବା ଧନ ଦେବୀଙ୍କ ବାଣୀ ବୋଲି ସମାଲୋଚନା କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କାର୍ଲିଲ।

ଏହା ଥିଲା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ।

Leave a Reply

Your email address will not be published. Required fields are marked *