December 9, 2024

Odia Express

Leading Odia News Portal of Odisha

ଆପଣ ଯଦି ଏହି ତରିକା ଆପଣେଇବେ ତେବେ ଜୀବନରେ କେବେ ଖାଲି ହାତ ରହିବ ନାହିଁ ଆପଣଙ୍କ ପକେଟ୍ – ନିଶ୍ଚୟ ଜାଣିରଖନ୍ତୁ

ଆଜିର ସମୟରେ ସବୁ ବ୍ୟକ୍ତିର ବହୁତ ସାରା ଦରକାରିତା ପଡିଥାଏ , ଓ ସବୁ ଦରକାରିତାରୁ ସବୁଠାରୁ ବଡ ଦରକାରିତା ହୋଇଥାଏ ସବୁ ସମୟରେ ସବୁ ଜାଗାରେ ସମସ୍ତଙ୍କ ପାଖରେ ରହିବା ଜରୁରୀ ଯାହା ହେଲା ଧନ, ପଇସା, ଦେଖିବାକୁ ଗଲେ ପଇସା ଆଜି ସବୁଠାରୁ ଅଧିକା ଦରକାରିତା ହୋଇସାରିଛି, ସବୁ ବ୍ୟକ୍ତି ଚାହେଁ କି ତା ପାଖରେ ବହୁତ ସାରା ପଇସା ହେଉ ଯାହା ଦ୍ୱାରା ସେ ତାର ସାହାଯ୍ୟରେ ସେ ନିଜର ଦରକାରିତା ପୁରା କରିପାରିବ, କହିଦେବୁ କି ଆଜିର ମହଙ୍ଗା ଜମାନାରେ କମ୍ ପଇସାରେ କିଛି ବି ଆବଶ୍ୟକତା ପୁରା ହୋଇପାରୁନାହିଁ,  କିନ୍ତୁ ଏହାର ସବୁ ତରିକା ଅଛି ଯାହାକୁ ଆପଣ କରିନେଲେ ନିଶ୍ଚିତ ରୁପେ ଆପଣଙ୍କ ପାଖରେ ପଇସାର ବିଡା ଆସିଯିବ , ଓ ସବୁଠାରୁ ଖାସ୍ କଥା ଏହା କି ଏହା କେଉଁ ଭୁଲ୍ ତରିକା ନୁହେଁ , ତେବେ ଆସନ୍ତୁ ଜାଣିବା ସେହି ତରିକା ବିଷୟରେ ଯାହାର ସାହାଯ୍ୟରେ ଆପଣ ସବୁବେଳେ ନିଜ ପକେଟ୍ ରେ ପଇସା ରଖିପାରିବେ ।

ସବୁଠାରୁ ପ୍ରଥମେ କହିବାକୁ ଚାହିଁବୁ କି ଯଦି କେଉଁ କାମ ଆପଣ ପୁରା ଆତ୍ମବିଶ୍ୱାସର କରୁଛନ୍ତି ଓ ପରିଶ୍ରମ ବି କରୁଛନ୍ତି ତେବେ ବିଶ୍ୱାସର ସହ କହିପାରିବେ କି ସେ ପୁରା ହେବାକୁ କେହି ବି ଅଟକାଇପାରିବେ ନାହିଁ , ଆପଣଙ୍କୁ ଏହା ବି କହିଦେବୁ କି ଉନ୍ନତି ପାଇବାକୁ ହେଲେ ସବୁଠାରୁ ଅଧିକା ଜରୁରୀ ହୋଇଥାଏ କି ସବୁଠାରୁ ପ୍ରଥମେ ପରିଶ୍ରମ କରନ୍ତୁ , ଆପଣଙ୍କୁ ଏହା ବି ଜଣାଥିବ କି ପରିଶ୍ରମର ସହ ଆପଣ ନିଜର ଆତ୍ମବିଶ୍ୱାସ ବି ବନାଇ ରଖିବାର ଅଛି ସଫଳତା ନିଶ୍ଚିତ ଆପଣଙ୍କ ପାଦ ଛୁଇଁବ ।

ଏହା ଛଡା ଯଦି କଥା ହେବା ଆପଣଙ୍କ ନିଜର ଆବଶ୍ୟକତା ବିଷୟରେ ତେବେ ଏହି ସଂସାରରରେ ବହୁତ ସାରା ବ୍ୟକ୍ତି ଅଛନ୍ତି ଯିଏ ଧନୀ କିମ୍ବା ଗରିବ ହୋଇଥାନ୍ତି , କିନ୍ତୁ କଥା ଏହା କି ଆପଣ ଖୁସି କେଉଁ ଜିନିଷରେ ଅଛନ୍ତି , ଜରୁରୀ ନୁହେଁ କି ଧନୀ ଲୋକ ହିଁ ସବୁବେଳେ ମହଙ୍ଗା ଜିନିଷ ପାଇକରି ଖୁସି ରହିପାରିବ , ବହୁତଥର ଏପରି ବି ହୋଇଥାଏ କି ଆପଣଙ୍କ ଖୁସିର ଏକ ବହୁତ ଶସ୍ତା ଜିନିଷ ବି ହୋଇଥାଏ,  ଓ ବହୁତ ଦାମିକା ଜିନିଷକୁ ବି ଆପଣଙ୍କ ମନକୁ ଶାନ୍ତି ଦେଇପାରେ ନାହିଁ , ଏଥିପାଇଁ କହିବାକୁ ଚାହିଁବୁ କି ଆପଣଙ୍କ ପାଇଁ ଅଧିକା ଭଲ ହେବ କି ଆପଣ ନିଜ ଆବଶ୍ୟକତାକୁ ବୁଝନ୍ତୁ , ଓ ନିଜ ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ ।

ସବୁ ମଣିଷଙ୍କୁ ନିଜର ଏକ ବଜେଟ୍ ବନାଇ ରଖିବା ଉଚିତ୍ , ଯାହା ଦ୍ୱାରା ସେ ତାର ଆମଦାନୀ ଅନୁସାରେ ଖର୍ଚ୍ଚ କରିପାରିବ , ଓ ଆବଶ୍ୟକତା ପାଇଁ ଜମାପୁଞ୍ଜି ବି ଏକାଠି କରିପାରିବ , ଏହା ସହ ଆପଣଙ୍କୁ କହିଦେବୁ କି ଆମଦାନୀ ଓ ବଜେଟ୍ ସହ ସବୁଠାରୁ ଜରୁରୀ ହୋଇଥାଏ କି ଆପଣ ଯେତେ ବି କମାନ୍ତୁ ସେ ଅଧିକା ହେଉ କିମ୍ବା କମ୍ ସେଥିରୁ କିଛି ସଞ୍ଚୟ କରି ରଖିନେବା ଉଚିତ୍ , ଏମିତି ଦେଖାଯାଇଛି କି ମଣିଷ ଅଧିକା ପଇସା କମାଇଥାଏ , କିନ୍ତୁ ଖର୍ଚ୍ଚ୍ ତାର ଦୁଇଗୁଣା ଅଧିକା କରେ,  ଓ ଯିଏ କମାଇଥାଏ ସିଏ ନିଶ୍ଚିତ ଭାବେ ପଇସାକୁ ଖର୍ଚ୍ଚ କରେ ଏମିତି ଦୁହେଁ ପଟୁ ଦେଖିଲେ ମଣିଷକୁ ଦରକାର ନିଜ କମାଇର କିଛି ଭାଗ ବଞ୍ଚାଇକରି ରଖିବା ଯାହାଦ୍ୱାରା ତାର ଅସୁବିଧାର ସମୟରେ କିଛି କାମକୁ ଆସିଯିବ , କହିହେବନି କେତେ ବେଳେ କେବେ କେଉଁ ଅସୁବିଧା ପଡିଯିବ

Leave a Reply

Your email address will not be published. Required fields are marked *