February 12, 2025

Odia Express

Leading Odia News Portal of Odisha

ଯେଉଁ ଲୋକଙ୍କୁ ଚିନ୍ତିତ କରିଥାଏ କ୍ୟାନ୍ସରର ଭୟ ସେ ନିଶ୍ଚିତ ପଢନ୍ତୁ ଏହି ଖବର – ନିଶ୍ଚୟ ଏହି ଭିଟାମିନ ଖାଆନ୍ତୁ ..

ଏଥିରେ କୌଣସି ସନ୍ଦେହ ନାହିଁ କି ଚିକିତ୍ସା ଦୁନିଆଁରେ ଗତ ବହୁ ବର୍ଷରୁ କ୍ୟାନ୍ସର ବହୁତ ଦୃତ ଗତିରେ ବଢିବାରେ ଲାଗିଛି , ଏମିତିରେ କ୍ୟାନ୍ସରର ଚିକିତ୍ସା କରାଇବାପାଇଁ କିମୋଥେରାପି, ସର୍ଜରୀ, ଓ ନାନାପ୍ରକାରର ଉପାୟ କରାଯାଇଥାଏ , ଏମିତି ଉପାୟ ଯାହା ମହଙ୍ଗା ହେବା ସହ ରୋଗୀଙ୍କ ପାଇଁ ଖତରନାକ ହୋଇପାରେ , ସେମିତି ଆପଣଙ୍କୁ ଆମେ କହିବୁ କି ଏହି ଦୁନିଆଁରେ କିଛି ବି ରୋଗ ନାହିଁ , ସେମିତି ଯଦି ଆମେ ଆପଣଙ୍କୁ କହିବୁ କି ଏହି ଦୁନିଆଁରେ କ୍ୟାନ୍ସର ବୋଲି କିଛି ରୋଗ ନାହିଁ ତେବେ କଣ୍ ଆପଣ ମାନିବେ , ହଁ ଆଜ୍ଞା ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ ,କିନ୍ତୁ ଏହା ସତ ଅଟେ ଯଦି ଆମେ ସତ କହିବୁ ତେବେ ମନୁଷ୍ୟର ଶରୀରର କୋଷିକାରେ ହେଉଥିବା ଅନିୟନ୍ତ୍ରିତ ବୃଦ୍ଧି କୁ ହିଁ କ୍ୟାନ୍ସରର ନାଁ ଦିଆଯାଇଛି ।

କେବଳ ଏତିକି ନୁହେଁ ଏହା ଛଡା ଏହି ରୋଗର ଜରିଆରେ ଡାକ୍ତର ଭଲ କମାଇକରିନିଅନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଏହି ବିଷୟରେ ଲେଖାଯାଇଥିବା ଏକ ବୁକ୍ ଯାହାର ନାଁ ୱାର୍ଲଡ୍ ୱିଥ୍ ଆଉଟ୍ କ୍ୟାନ୍ସର ଅଟେ , ଯାହାଦୁନିଆଁ ସାରା ବହୁତ ଭାଷାରେ ଟ୍ରାନ୍ସଲେଟ୍ କରାଯାଇଛି, ତାଙ୍କର ଦାବା କି କ୍ୟାନ୍ସର କେଉଁ ରୋଗ ନୁହେଁ , ବରଂ ଶରିରରେ ଭିଟାମିନ୍ ବି ୧୭ ର ଅଭାବ କାରଣରୁ ହୋଇଥାଏ , କହିଦେବୁ କି ଏହି ବୁକରେ କ୍ୟାନ୍ସରରୁ ବଞ୍ଚିବାପାଇଁ କିଛି ଘରୋଇ ଉପାୟ କୁହାଯାଇଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ , ସବୁଠାରୁ ପ୍ରଥମେ କେଉଂ ପ୍ରକାରର ଅପରେସନ କିମ୍ବା ବଡ ଚିକିତ୍ସା କରାଇବା ପୁର୍ବରୁ ଆପଣଙ୍କୁ ଭଲ ଭାବେ ଯାଞ୍ଚ କରିନେବା ଦରକାର କି କ୍ୟାନ୍ସର ନାଁର କିଛି ରୋଗ ଅଛି କି ନାହିଁ,  ତାପରେ ଏହାକେବଳ ଭିଟାମିନ୍ ବି ୧୭ କମିର କାରଣରୁ ଏହା ହୋଇଥାଏ ।

ବାସ୍ତବରେ ଏହି କମିର କାରଣରୁ ରୋଗର ନାଁ ଦେଇକରି ଚିକିତ୍ସା କ୍ଷେତ୍ରରେ ଭଲ ଆୟ ହୋଇଯାଏ , ଡାକ୍ତର ଏହି ରୋଗକୁ ପୁରା ଏକ ବ୍ୟବସାୟ କରିନେଇଛନ୍ତି , ଏହାର ଫାଇଦା ରୋଗୀଙ୍କୁ କମ୍ ଓ ଚିକିତ୍ସକଙ୍କୁ ଅଧିକା ହୋଇଥାଏ,  ଏବେ କାରଣ କ୍ୟାନ୍ସର ଶରୀରରେ ଭିଟାମିନ୍ କମି କାରଣରୁ ହୋଇଥାଏ , ତେବେ ଏହି ଭିଟାମିନ୍ ଅଭାବକୁ ପୁରା ନା କେବଳ କ୍ୟାନ୍ସରକୁ କମ୍ କରାଯାଈପାରିବ,  ବରଂ ଏଥିରୁ ବଞ୍ଚିପାରିବେ । ମାମଲା ଠିକ୍ ସେମିତି ଅଟେ , ଯେପରି ବର୍ଷରୁ ସ୍କର୍ବୀ ର ରୋଗ କାରଣରୁ ଲକ୍ଷାଧିକ ଲୋକଙ୍କର ଜୀବନ ଚାଲିଯାଇଥିଲା,  କିନ୍ତୁ ପରେ ଏହାର ଖୋଜ୍ କରିବାପରେ ସତ ସାମ୍ନାକୁ ଆସିଲା କିଛି ରୋଗ ନୁହେଁ ଏଇଟା, ବରଂ ଶରୀରରେ ଭିଟାମିନ୍ ସି କମି କାରଣରୁ ହୋଇଥାଏ , ଖାଲି କ୍ୟାନ୍ସରକୁ ନେଇକରି ଏମିତି ବିଚାରଧାରା ହୋଇଛି

ଏଥିପାଇଁ ଆମେ କହିବାକୁ ଚାହିଁବୁ କି ଲୋକଙ୍କୁ କ୍ୟାନ୍ସରରୁ ଡରିବା କିମ୍ବା ଏହି କାରଣରୁ ନିଜ ମାନସିକ ସନ୍ତୁଳନ ହରାଇବା କିଛି ଦରକାର ପଡିବ ନାହିଁ , ହଁ ଆଜ୍ଞା , ବାସ୍ତବରେ ମଣିଷର ସ୍ଥିତିକୁ ବୁଝିକରି ଏହାର ବୈକଳ୍ପିକ ଉପାୟ ଆପଣାଇବା ଦରକାର ଅଛି । ସେମିତି କହିଦେବୁ କି ଏହି କମିକୁ ପୁରା କରିବାପାଇଁ ଫ୍ରୁଟ୍ ଷ୍ଟୋନ୍, ଖୁବାନି, ସେଓ, ପିଚ, ନାସପାତି, ଫଳିଆ, ଅଙ୍କୁରିତ ଡାଲି, ଓ ଅନାଜ, ମସୁର ସହ ବାଦାମ ବି ଭିଟାମିନ୍ ବି ୧୭ ପ୍ରାପ୍ତି କରିପାରିବେ , ଏହା ଛଡା ମେଲବେରି, ଷ୍ଟ୍ରୋବେରି, ବ୍ଲାକ୍ ବେରି, କପାସ, କିମ୍ବା ଆଳସୀର ମଞ୍ଜି, ଯଉ ର ଡାଲିଆ, ଓଟ୍ସ, ବ୍ରାଉନ୍ ରାଇସ୍, ଧାନ, କଦୁ, ଜୁଆ, ଅଙ୍କୁରିତ ଗହମ, କୁଟଟୁ, ଜଇ, ବାଜରା, କାକୁ ପରି ଚିକଣା ବାଲା ସୁଖିଲା ଖାଦ୍ୟରେ ଭିଟାମିନ୍ ୧୭ ଭଲ ସ୍ରୋତ ଅଛି , ଏହି ଜିନିଷର ସେବନ ନିଜ ଡାଇଟ୍ ରେ ସାମିଲ୍ କରି ଆପଣ କ୍ୟାନ୍ସର ପରି ରୋଗକୁ ଶରୀରରୁ ଦୁରେଇପାରିବେ

Leave a Reply

Your email address will not be published. Required fields are marked *