January 24, 2025

Odia Express

Leading Odia News Portal of Odisha

ଆଜି ଦିନର ସବୁଠୁ ମଜାଦାର୍ ହସକଥା : ସୋନୁ ମସ୍ତିରେ ସାଇକେଲ୍ ଚଲାଇକି ଯାଉଥିଲା ସିଏ ଗୋଟେ ସୁନ୍ଦରୀ ଝିଅକୁ ପଛରେ ଧକ୍କା ଦେଇଦେଲା ଆଉ ଯାହା କହିଲା ଶୁଣିଲେ ମୁଣ୍ଡରେ ହାତ ଦେବେ ଆପଣ…

ଆଜିକାଲି କର୍ମବ୍ୟସ୍ତତା ଭରା ଏହି ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାଗ୍ରସ୍ତ ରହିଥାଏ , ଚିନ୍ତାରେ ରହିଲେ ମଣିଷକୁ ନାନାପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଡାକ୍ତରଙ୍କ କଥା ମାନିଲେ ମଣିଷ ତେବେ ସୁସ୍ଥ୍ୟ ରହିପାରିବ ଯେବେ ସେ ନିଜ ମଧ୍ୟରେ ଖୁସିଥିବ ଆପଣ ସେ ଲୋକକଥା ତ ଶୁଣିଥିବେ କି “Laughter is the best Medicine” ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି, ଆମେ ବିଶ୍ୱାସ କରୁଛୁ କି ଏହାକୁ ପଢିବାପରେ ଆପଣ ବି ବିନା ହସି ରହିପାରିବେ ନାହିଁ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର୍ ମଜାଦାର୍ ସିଲସିଲା ।

୧) ସ୍ୱାମୀ ରାତିକୁ ବେଡରେ ଯାଇକରି ଧୀରେ ସେ ସ୍ତ୍ରୀପାଖରେ ଶୋଇପଡିଲା,  ସ୍ୱାମୀ-ଜାନୁ ଆଜି ଆଉଥରେ ହନିମୁନ୍ କରିବାକୁ ମନ ହେଉଛି, ସ୍ତ୍ରୀ-ଚିଡିକରି- ରୁହ ମ ତୁମକୁ ଖାଲି ରାତିରେ ପ୍ରେମ ଆସୁଛି, ଦିନରେ ତ ସାପ ସୁଙ୍ଗି ପଳାଉଛି

ସ୍ୱାମୀ ମୁହଁରୁ ସତ ବାହାରିଗଲା- ଆରେ କାହିଁକି ନା ରାତିରେ ଅନ୍ଧାର ହୋଇଥାଏ ,ଓଦିନରେ ତୁମର ମୁହଁ ଦେଖିବାକୁ ମୋର ମୁଡ୍ ହେଉନି, ତାପରେ ଚାରିଦିନରୁ ଛାତ ଉପରେ ମଶାଙ୍କର ସହ ସ୍ୱାମୀ ହନିମୁନ୍ କରିଲା ।

୨) ବିବାହର ପରଦିନ ଜଣେ ଲୋକର ସ୍ତ୍ରୀ ମରିଗଲା,  ବିଚରା ବହୁତ କାନ୍ଦୁଥିଲା,  ସାଙ୍ଗ- ଭାଇ କଣ ହେଇଥିଲା ଭାଉଜଙ୍କୁ ? ବ୍ୟକ୍ତି- କିଛି ନାହିଁ ବାସ୍ ଦହି ଖାଉଥିଲେ , ଓ ଖାଉ ଖାଉ, ସାଙ୍ଗ- ଆଚ୍ଛା ଗୋଟେ କଥା କହ ଦହି ଥିଲା କି ନାହିଁ ଆଉ ?

୩) ଦିନେ ଜଣେ ସ୍ୱାମୀ ନିଜ ଘରେ ଲାଇଟ୍ ଠିକ୍ କରୁଥିଲା , ତେବେ ତାର ସ୍ତ୍ରୀକୁ ଆବାଜ୍ ଲଗାଇଲା , ସ୍ତ୍ରୀ-କଣ ହେଲା, ସ୍ୱାମୀ- ଟିକିଏ ଏପଟକୁ ଆସ, ସ୍ତ୍ରୀ –ହଁ ଆସିଗଲି ଏବେ କୁହ, ସ୍ୱାମୀ- ଏଇଟି ଦୁଇଟି ତାର ଅଛି , ଟିକିଏ ଏଥିରୁ ଗୋଟେ ହାତରେ ଧରିବ, ସ୍ତ୍ରୀ-କଣପାଈଁ, ସ୍ୱାମୀ- ଆରେ ଧର ମ ଥରେ , ସ୍ତ୍ରୀ- ଏଇ ନିଅ ଧରିଲି, ସ୍ୱାମୀ-କଣ ହେଲା କିଛି ,ସ୍ତ୍ରୀ-ନାହିଁ ତ , ସ୍ୱାମୀ- ଆଛା ତାହାଲେ କରେଣ୍ଟ ଆଉଗୋଟେ ତାରରେ ଅଛି ।

୪) ଆଜି ମୋତେ ଗୋଟେ ଝିଅର ମେସେଜ୍ ଆସିଲା , ଝିଅ- ହାଇ, ପୁଅ- ହଁ , ଝିଅ- କେମିତି ଅଛ ? ପୁଅ- ହଁ ଭଲ, ଝିଅ- ତୁମେ କେତେ ପଢିଛ ? ପୁଅ- ତୁମେ ଯେତେ ପଢିଛ ଝିଅ- ତୁମର ଯେତେ ମାନେ ? ପୁଅ- ମୁଁ ବି ସେତିକି ଇଂରାଜୀ କହିକି ହିନ୍ଦୀରେ କହିବା ଆରମ୍ଭ କରିଦିଏ ।

୫) ପ୍ରେମରେ ଧୋକା ଖାଇକରି ରହିବା ଅପେକ୍ଷା ଭଲ ଅଟେକି ଆପଣ ରକ୍ତଦାନ କରିଦିଅନ୍ତୁ ,

୬) ପୁଅ- ମା ଯଦି ମୁଁ ଲଭ୍ ମ୍ୟାରେଜ୍ କରିବି ତ ? ମା- ଅଧିକା ଝିଅଙ୍କର ଚକ୍କରରେ ପଡନି, ଏହି ଝିଅ ବହୁତ ଚାଲାକ୍ ହୋଇଥାନ୍ତି , ପୁଅ- ନା ମା, ସେ ମା- ମୋତେ ଜଣାଅଛି ଏଇ କମିନି ପୁଅଙ୍କୁ ଫସାନ୍ତି, ପୁଅ- ଆରେ ମା ସକାଳୁ ବାପା କହୁଥିଲେ କି ତୁମ ଦୁଇଜଣଙ୍କ ଲଭ୍ ମ୍ୟାରେଜ୍ ହୋଇଥିଲା ।

୭) ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେଲା, ଅଧା ଦିନ ଚୁପ୍ ଚାପ୍ ରେ କଟିବାପରେ ସ୍ତ୍ରୀ ସ୍ୱାମୀର ପାଖରୁ ଆସିଲା କହିଲା,  ଟିକିଏ ବୁଝାମଣା କରିନିଅ, ଟିକିଏ ମୁଁ ବି କରୁଛି, ସ୍ୱାମୀ- ଠିକ୍ ଅଛି କଣ କରିବାର ଅଛି ? ସ୍ତ୍ରୀ- ମୋତେ ତୁମେ କ୍ଷମା ମାଗିନିଅ, ମୁଁ କ୍ଷମା କରିଦେବି ।

୮) ଏକ କବି ନିଜ ସ୍ତ୍ରୀର ସହ ବସିକରି ଟିଭି ଦେଖୁଥିଲା, ତେବେ ତାର ପ୍ରେମିକାର ଏକ ମିସ୍ କଲ୍ ଆସିଲା , ସେ ମେସେଜ୍ ର ଜବାବ୍ ଦେଲା କବି- ପବନର ଲହଡୀ ହୋଇକରି ତୁ ମୋର ଝରକା ଖଟ୍ ଖଟ୍ କର , ମୁଁ ବନ୍ଦ ଝରକାରୁ ତୋଫାନକୁ ମୁଁ ଧରିକି ରଖିଛି ।

୯) ଏବେ ତ ବେଶୀଅଧିକା ହେଇଗଲା କି କିଏ ଏହି ଗୁମର କରୁଛି କି ଆକ୍ଟିଭା ସାଇଲେନ୍ସରରେ ସ୍ତ୍ରୀର ନାଁ ଲେଖିଲେ ବୁଲେଟ୍ ପରି ସାଉଣ୍ତ୍ ଆସିଥାଏ ।

୧୦) ପ୍ରାଇଭେଟ୍ ସ୍କୁଲର ଆଉ ଏକ ଆଇଟମ୍ ବଢିଗଲା , ଛୁଆଙ୍କ ମାସ୍କ ଓ ସ୍ୟାନିଟାଇଜର୍ ସ୍କୁଲ୍ ରୁ କିଣିବାକୁ ପଡିବ, ବାହାର ହେଲେ ଚଳିବ ନାହିଁ ।

୧୧) ଜର୍ଜ ଏହି ବୟସରେ ଝିଅକୁ କମେଣ୍ଟ କରୁଛ ? ତୁମେ କ୍ଷମା ପାଇବାଯୋଗ୍ୟ ନୁହେଁ , ୮୦ ବର୍ଷର ବୁଢା କହିଲା- ସାହେବ୍ ମୋର ତ୍ ଶୁଣନ୍ତୁ , ଜର୍ଜ- କିଏ-୨୦-୨୨ ବର୍ଷରପୁଅ ନାହିଁ ଯେ ତୁମର କଥା ଶୁଣିବ , ବୁଢା- ସାହେବ- ଏହା ୬୦ ବର୍ଷ ପୁରୁଣା କେସ୍ ଅଟେ,  ଯାହାକୁ କମେଣ୍ଟ କରିଥିଲି ସେ ନିଜ ନାତି ସହ ଆସିଛି ,

୧୨) ବାରରେ ଦୁଇଟି ଲୋକ ମଦ ପିଉଥିଲେ , ଜଣେ ଯିଏ ମଦର ନିଶାରେ ଚୁର୍ ଥିଲା,  ସାଙ୍ଗ ତୋର ମା ବହୁତ ସୁନ୍ଦର ଅଟେ, ସେ ମୋତେ ବହୁତ ଭଲ ଲାଗେ,  ମରୁଛି ତାଙ୍କ ଉପରେ,  ଏଇ ବୟସରେ ହିରୋଇନ୍ ଲାଗୁଛନ୍ତି , ବାରରେ ଏକଦମ୍ ଚୁପଚାପ୍, ଲୋକେ ଭାବିଲେ କି କିଛି ଗଣ୍ତଗୋଳ ହେବ , ତେବେ ଆଉଜଣେ କହିଲା, ଘର ଚାଲ ତୁମକୁ ନିଶା ହୋଇଯାଇଛି ବାପା ।

୧୩) ସୋନୁ ମସ୍ତିରେ ସାଇକେଲ୍ ଚଲାଇଯାଉଥିଲା,  ସେ ଏକ ସୁନ୍ଦର ଝିଅର୍ ପଛରେ ଧକ୍କା ଦେଇଦେଲା, ଝିଅ- ଅନ୍ଧ ଟା କିରେ – ବେଲ୍ ବଜାଇପାରୁନଥିଲୁ କି ତୁ ? ସୋନୁ- ପୁରା ସାଇକେଲ୍ ତ ମାରିଦେଲା , ଏବେ କଣ ଘଣ୍ଟି ଅଲଗା ପକାଇ ମାରିବି ?

Leave a Reply

Your email address will not be published. Required fields are marked *