February 16, 2025

Odia Express

Leading Odia News Portal of Odisha

ଫିଲ୍ମ “ହମ୍ ସାଥ୍ ସାଥ୍ ହେଁ “ରେ ସଲମାନଙ୍କ ସହ ନଜର ଆସିଥିବା ଚୁଲବୁଲି ଶିଶୁ କଳାକାର ଆଜି ଦେଖାଯାଆନ୍ତି ଏତେ ସୁନ୍ଦର – ବଡ ହିରୋଇନ ତାଙ୍କ ଆଗେ ଫିକା..

୧୯୯୯ ର ଫିଲ୍ମ ହମ୍ ସାଥ୍ ସାଥ୍ ହୈ ରେ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା , ଏଥିରେ ସଲମାନ ଖାନ୍ , ସୈଫ୍ ଅଲ୍ଲୀ ଖାନ୍ ତବୁ, କରିସ୍ମା କାପୁର ଓ ସୋନାଲି ବେନ୍ଦ୍ରେ ପରି ନାଁ ସାମିଲ୍ ହୋଇଛି, ଯଦି ଏହି ଫିଲ୍ମ ଦେଖିଥିବେ ଏହିଫିଲ୍ମରେ ଏକ ଛୋଟ ଝିଅକୁ ନିଶ୍ଚିତ ନଜର ପକାଇଥିବେ , ସେ ଛୋଟ ଝିଅ ସଲମାନଙ୍କୁ ମାମା କହିଡାକୁଥିଲେ , କହିଦେବୁ କି ଏହି କ୍ୟୁଟ୍ ଶିଶୁ କଳାକାର ଜୋୟା ଅଫରୋଜ୍ ଅଟେ ଯିଏକି ଏବେ ୨୬ ବର୍ଷୀୟ ହୋଇସାରିଛନ୍ତି , ଓ ଆଜି ଜୋୟାଙ୍କ ଫଟୋ ଦେଖିକରି ଆପଣ ଚକିତ ହୋଇଯିବେ କି ଏହି ସେହି ଶିଶୁ କଳାକାର ନା ଆଉ କିଏ ।୧୦ ଜାନୁୟାରୀ ୧୯୯୪ କୁ ଜନ୍ମ ନେଇଥିବା ଜୋୟା ଅଫରୋଜ୍ ଙ୍କ କଥା କହିଲେ ତାଙ୍କର୍ ଜନ୍ମ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ହୋଇଥିଲା , ବହୁତ ସିରିଆଲ୍ସ, ଫିଲ୍ମରେ ଓ ବିଜ୍ଞାପନରେ ନଜର ଆସିଥିବା ମଡେଲ ଓ ଅଭିନେତ୍ରୀ ଜୋୟା ନିଜ କ୍ୟାରିୟରର ଆରମ୍ଭ ଜଣେ ଶିଶୁ କଳାକାର ରୁପେ ଆରମ୍ଭ କରିଥିଲେ

ଯିଏ ଆଜି ବହୁତ ଆଗକୁ ବାହାରି ସାରିଛନ୍ତି , ତାହା ସହ କହିଦେବୁ କି ଏହି ଫିଲ୍ମ କ୍ୟାରିୟରରେ ସେ ତାଙ୍କ ମା ବାପାଙ୍କ ପୁରା ସହଯୋଗ ଦେଖିବାକୁ ମିଳିଥିଲା , ଛୁଆବେଲରୁ ଜୋୟା ଏକେଲା କାଚ ସାମ୍ନାରେ ଅଭିନୟ କରୁଥିଲେ,  ଏତିକି ନୁହେଁ ସେ ବହୁତଥର ତାଙ୍କ ବାପା ତାଙ୍କୁ ଡ୍ରାମାବାଜ୍ କହୁଥିଲେ ଯେଉଁଥିରେ ସେ ଲାଜେଇ ଯାଉଥିଲେ , ବରଂ ସେ ଆସ୍ତେ ଆସ୍ତେ ଅଭିନୟ କରିବା ଲାଗୁଥିଲେ , ଯାହାପରେ ସେ ଏହାକୁ ଇଚ୍ଛା ଦୃଢିଭୁତ ହେଲା କି ସେ ଅଭିନେତ୍ରୀ ହେବେ , ଓ ଏହି ଫିଲ୍ମ ଜଗତକୁ ନିଜ କ୍ୟାରିୟର ରୁପେ ବାଛିନେଲେ ।

ଅଭିନେତ୍ରୀଙ୍କର ଫିଲ୍ମ କ୍ୟାରିୟର୍ କଥା କହିଲେ ସେ ସୈଫ୍ ଅଲ୍ଲୀ ଖାନ୍, କରିସ୍ମା କାପୁର୍, ସଲମାନ ଖାନ୍ ଓ ଅଭିଷେକ ବଚନଙ୍କ ସହ ଫିଲ୍ମ କରିଛନ୍ତି,  ତାଙ୍କର ଆଇଡିଆଲ୍ କଥା କହିଲେ ସେ ପ୍ରିୟଙ୍କା ଚୋପ୍ରା ଓ ଦିପିକା ପାଦୁକୋଣଙ୍କୁ ବାଛନ୍ତି , କେବଳ ୩ ବର୍ଷ ବୟସରେ ଫିଲ୍ମ୍ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତ୍ରୀ ଜୋୟା ଏବେ ଆସିଥିବା ଫିଲ୍ମ ହିମେଶ୍ ରେସମିଆଁଙ୍କ ଏକ୍ସପୋଜରେ କାମ କରିଥିଲେ । ଜୋୟା ପ୍ରାରମ୍ଭିକ ସମୟରେ ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ନିଜ ମାଙ୍କ ସହ ଅଡିସନ୍ ରେ ଯାଉଥିଲେ,  ସେ କହିଲେ କି କେମିତି ମା ତାଙ୍କ ସାଥ୍ ଦେଉଥିଲେ,  ଏହି ସମୟରେ ଫିଲ୍ମ ହମ୍ ସାଥ୍ ସାଥ୍ ହେଁର ଅଡିସନ୍ ପାଇଁ ଜୋୟା ନିଜ ମାଙ୍କ ସହ ଆସିଥିଲେ , ଜଣେ ଶିଶୁ କଳାକାର ତାଙ୍କୁ ଆମେ ସାତ ଆଠ ଅଟନ୍ତି , ଜୟ ମାତା ଦି, ଓ ସୋନପରି ସିରିଆଲ୍ ରେ ଦେଖାଯାଇଥିଲା ।

ଛୁଆବେଲର କାହାଣୀ କହିକରି ଜୋୟା କହିଲେ କି ସେହି ସମୟରେ ସେ ନିଜ ପାଠପଢାର ଚିନ୍ତା କରୁଥିଲେ , କିନ୍ତୁ ଏହାପରେ ସେ କହିଲେ କି କିପରି ନିଜ ପାଠପଢା ଓ କ୍ୟାରିୟର୍ ମଧ୍ୟରେ ବ୍ୟାଲ୍ୟାନ୍ସ କରି ଚାଲିଥିଲେ,  ସେ ସକାଳୁ ସ୍କୁଲ୍ ଯାଉଥିଲେ,  ଓ ତାପରେ ଘରକୁ ଆସି ଆରାମ କରୁଥିଲେ,  ଓ ତାପରେ ସୁଟ୍ ପାଇଁ ବାହାରିଯାଉଥିଲେ , ସେମିତି ଆଜି ଜୋୟା ଅଭିନୟରୁ ଏହି ଦୁନିଆଁରେ ଜଣାଶୁଣା ନାଁ କମାଇସାରିଛନ୍ତି , ଆଜି ତାଙ୍କର ଲକ୍ଷାଧିକ ଫଲୋଅର୍ସ ଓ ଫ୍ୟାନ୍ସ ଅଛନ୍ତି , ତାଙ୍କର ପପୁଲାରିଟି ଅନ୍ଦାଜା ଆପଣ ତାଙ୍କ ସୋସିଆଲ୍ ମିଡୀଆ ଏକାଉଣ୍ଟରେ ଫ୍ୟାନ୍ସଙ୍କ ଫଲୋଇଙ୍ଗ୍ ଦେଖିଲେ ଜାଣିପାରିବେ , ସେମିତି ଜୋୟା ନିଜ  ଫ୍ୟାନ୍ସଙ୍କ ବହୁତ ପାଖରେ ରୁହନ୍ତି ଓ ବହୁତଥର ନିଜ ବଢିଆ ବଢିଆ ଫଟୋଗୁଡିକ ସୋସିଆଲ୍ ମିଡୀଆରେ ସେୟାର୍ କରନ୍ତି

Leave a Reply

Your email address will not be published. Required fields are marked *