ଯଦି ଆପଣଙ୍କ ଘରେ ଅଛି ପିମ୍ପୁଡି, ତେବେ ବୁଝିନିଅନ୍ତୁ କି ହେବାକୁ ଅଛି କିଛି ଏମିତି କି – ନିଶ୍ଚୟ ଜାଣିରଖନ୍ତୁ..

ଏମିତି ତ ପିମ୍ପୁଡି ସବୁ ଘରେ ଦେଖିବାକୁ ମିଳେ , ଓ ଏହା ଦେଖିବାକୁ ଏମାନେ ବହୁତ ମାମୁଲି ଲାଗନ୍ତି , ଯାହାଙ୍କୁ ସହଜରେ କୁଦି ପାରିବେ , କିନ୍ତୁ ଶାସ୍ତ୍ରର ଅନୁସାରେ ଘରେ ପିମ୍ପୁଡି ହେବାର ଏକ ଅଲଗା ମହତ୍ତ୍ୱ ହୋଇଥାଏ, ହଁ ଆଜ୍ଞା ଏମିତି ମାନାଯାଏ କି ପିମ୍ପୁଡି ବହୁତପ୍ରକାରର ରହସ୍ୟ ଉଜାଗର କରିଥାଏ, ଯଦି ଆପଣ କେବେ ପିମ୍ପୁଡି କୁ ଦେଖିଥିବେ ତେବେ ଆପଣ ନିଜେ ବୁଝିପାରିବେ କି ପିମ୍ପୁଡି ବି ପରସ୍ପର ପରି ମଣିଷଙ୍କ ପରି କଥା ହୁଅନ୍ତି, ତାଙ୍କର ଭାଷା ଆମର ବୁଝିବା ମୁସକିଲ୍ , କିନ୍ତୁ ସେମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତାକୁ ବୁଝିପାରନ୍ତି ।ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯଦି ପିମ୍ପୁଡିର ଏକ ସମୁହ ମିଶିଯିବେ ତେବେ ଏକ ବଡ ତାର କାଟିବାର୍ କ୍ଷମତ ରଖନ୍ତି ।
ଯଦି ସିଧା ଶବ୍ଦରେ କହିବା ତେବେ ପିମ୍ପୁଡି ମଣିଷକୁ କାମୁଡନ୍ତି , କିନ୍ତୁ ମଣିଷ ତାଙ୍କ ଠାରୁ କିଛି ଶିଖିବା ଉଚିତ୍ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯଦି ଆପଣଙ୍କ ଘରେ ପିମ୍ପୁଡି ରହୁଛନ୍ତି , ତେବେ ତାହାର କଣ ମତଲବ ହୋଇଥାଏ , ସବୁଠାରୁ ପ୍ରଥମେ ଶାସ୍ତ୍ରର ଅନୁସାରେ ଏମିତି କୁହାଯାଏ କି ଯଦି ଆପଣଙ୍କ ଘରେ ଅଚାନକ ଦାନା ଏକାଠି କରୁଥିବାର ପିମ୍ପୁଡି ଦେଖାଯିବେ ତେବେ ଏହାର ମତଲବ ହୋଇଥାଏ କି ଆସୁଥିବା ସମୟରେ ଆପଣଙ୍କ ଘରେ କିଛି ଅନିଷ୍ଟ ହେବାର୍ ଅଛି ।
ସେମିତି ବହୁତ ସାରା ପିମ୍ପୁଡି ଏକା ସାଙ୍ଗରେ ଗୋଟେ ଲାଇନ୍ ରେ ଚାଲିଲେ ଅଧିକା ବର୍ଷା ହେବାର ସଙ୍କେତ ହୋଇଥାଏ, ଏହା ସହ ଭଲ ଫସଲ ହେବାର ସଙ୍କେତ ଦେଇଥାଏ, ଏହା ଛଡା ଯଦି ଘରେ ଲାଲ କଲର ପିମ୍ପୁଡି ମୁହଁରେ ଅଣ୍ତା ନେଇକରି ଯାଉଥିବାର ଦେଖାଯିବେ ତେବେ ଜାଣିବେ କି ପୁରା ଦିନ ଶୁଭ ଯିବାର ଅଛି, ହଁ ଆଜ୍ଞା ଏମିତିରେ ପିମ୍ପୁଡିକୁ ଦେଖିବାରେ ଶୁଭ ହୋଇଥାଏ, ଓ ଏହା ସହ କୁହାଯାଏ କି ଯେଉଁ ଲୋକ ପିମ୍ପୁଡିକୁ ଅଟା ଖୁଆନ୍ତି , ଓ ଛୋଟ ପିମ୍ପୁଡିକୁ ଚାଉଳ ଦିଅନ୍ତି ସେମାନେ ସିଧା ବୈକୁଣ୍ଠ ଯାଆନ୍ତି, ଏହା ଛଡା ଯଦି ଚାଷି ପିମ୍ପୁଡିକୁ ଚିନି ଓ ଅଟା ଦୁହେଁ ପକାଇବେ ତେବେ ସେ କରଜରୁ ମୁକ୍ତ ହୋଇଯିବେ