December 14, 2024

Odia Express

Leading Odia News Portal of Odisha

ପାଦରେ ଲେମ୍ବୁ ଲଗାଇବାପରେ ଯାହା ହେବ , ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ..

ଏହା ତ ସମସ୍ତେ ଜାଣିଛନ୍ତି କି ଲେମ୍ବୁର ବ୍ୟବହାର ସାଧାରଣତଃ ଲେମ୍ବୁର ଆଚାର ବନାଇବା ଓ ଲେମ୍ବୁର ପାଣି ବନାଇବାରେ କରାଯାଏ , ଏହା ଛଡା କେଉଁ ଜିନିଷରେ ଖଟା କରିବାପାଇଁ ଲେମ୍ବୁର ବ୍ୟବହାର କରାଯାଏ , ଯେପରି ସାଲାଡ୍ କିମ୍ବା କ୍ଷୀରର ପନୀର କରିବାପାଇଁ ଲେମ୍ବୁ ବହୁତ ଲାଭକାରୀ ହୋଇଥାଏ , ଆଜି ପର୍ଯ୍ୟନ୍ତ ଆପଣ ଲେମ୍ବୁର୍ ବ୍ୟବହାର କେବଳ ଖାଇବା ପିଇବା ଜିନିଷରେ କିମ୍ବା ଓଜନ କମ୍ କରିବାପାଇଁ କରିଥିବେ , କିନ୍ତୁ କଣ ଆପଣ କେବେ ଆପଣ ଲେମ୍ବୁର ବ୍ୟବହାର ପାଦରେ କରିଛନ୍ତି , ହଁ ଆଜ୍ଞା , ଆଜି ଆମେ ଆପଣଙ୍କୁ କହିବୁ ଲେମ୍ବୁକୁ ପାଦରେ ଲଗାଇଲେ କଣ ଫାଇଦା ହୋଇଥାଏ , ଏହି ବିଷୟରେ ଜାଣିବାପରେ ଆପଣଙ୍କ ପାଦରେ ଲେମ୍ବୁ ବ୍ୟବହାର ନକରି ରହିପାରିବେ ନାହିଁ । ସେମିତି ଆପଣଙ୍କୁ ଜଣେଇଦେବୁ କି ଲେମ୍ବୁର ପ୍ରୟୋଗ ସ୍ୱାସ୍ଥ୍ୟ ସଂବନ୍ଧି ବହୁତ ମେଡିସିନ୍ ବନାଇବାରେ କରାଯାଏ , ତାହା ଏଥିପାଇଁ କାରଣ ଲେମ୍ବୁର ମଧ୍ୟରେ ବହୁତ ସାରା ଭିଟାମିନ୍ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ,  ଏହା ହେଲା ଲେମ୍ବୁ ସହ କିଛି ଫାଈଦା ବିଷୟରେ କିନ୍ତୁ ଆପଣଙ୍କୁ ଏବେ ଆମେ ଲେମ୍ବୁ ପାଦରେ ଲଗାଇବାର ଫାଇଦା ବିଷୟରେ କହିବୁ ।

୧) କହିଦେବୁ କି ଯେଉଁ ଲୋକଙ୍କର ପାଦ ସବୁବେଳେ ଗରମ ରହିଥାଏ , ମାନେ ସବୁବେଳେ ଜ୍ୱର ପରି ସମସ୍ୟା ହୋଇଥାଏ, ସେହି ଲୋକଙ୍କୁ ପାଦରେ ଲେମ୍ବୁ ଲଗାଇବା ଉଚିତ୍ , ହଁ ଆଜ୍ଞା ଆପଣ ଚାହିଁଲେ ଲେମ୍ବୁ କୁ ହାଲକା ହାତରେ ପାଦରେ ଲଗାଇପାରିବେ , ମାନେ ପାଦରେ ମାଲିସ୍ କରିପାରିବେ , କହିଦେବୁ କି ଏମିତି ଲୋକଙ୍କୁ ପାଦରେ ଲେମ୍ବୁ ଲଗାଇବା ଫାଈଦାଦାୟକ ହୋଇପାରିବ ।

୨) ଏହା ଛଡା ଯେଉଁ ଲୋକଙ୍କୁ ମୁଣ୍ତ ବିନ୍ଦା ଓ ଅନିଦ୍ରା ଆଦି ଠିକ ଭାବେ ନିଦ ନ ଆସିବା କିମ୍ବା ନିଦ ଭାଙ୍ଗିଯିବା ଆଦି ସମସ୍ୟା ହେଉଛି , ତାଙ୍କ ପାଇଁ ପାଦରେ ଲେମ୍ବୁ ଲଗାଇବା ଫାଇଦାୟକ ହୋଇପାରିବ , ଏହା ଦ୍ୱାରା ଆପଣଙ୍କୁ ଭଲ ନିଦ୍ରା ଆସିବ , ଓ ମୁଣ୍ତବିନ୍ଧା ବି ଗାୟବ ହୋଇଯୀବ , ଲେମ୍ବୁ ଭିତରେ ବହୁତ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ସି ମିଳିଥାଏ,  ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଭିଟାମିନ୍ ସି ଏହି ସବୁ ସମସ୍ୟାରୁ ମୁକ୍ତି ଦେବାପାଇଁ ସାହାଯ୍ୟକାରୀ ହୋଇଥାଏ,  ଏହି କାରଣରୁ ଆମେ ଆପଣଙ୍କୁ ପାଦରେ ଲେମ୍ବୁ ଲଗାଇବାର ଉପଦେଶ ଦେଉଛୁ।

ଆମେ ବିଶ୍ୱାସ କରୁଛୁ କି ଏହା ପୁର୍ବରୁ ଆପଣ କେବେ ଲେମ୍ବୁର ବ୍ୟବହାର ବିଷୟରେ ଶୁଣିନଥିବେ , ଏବେ ଆପଣଙ୍କୁ ନୁଆ ନୁଆ ଜିନିଷ ବିଷୟରେ କହିବା କଥା ଆମ ଦାୟିତ୍ୱ , ତାକୁ ଆପଣାଇବା ଓ ଅନଦେଖା କରିବା ଏହା ଆପଣଙ୍କ ଉପରେ ନିର୍ଭର କରେ , କାରଣ ଯେବେ ପର୍ଯ୍ୟନ୍ତ ଆପଣ କେଉଁ ନୁଆ ଜିନିଷକୁ ଆପଣାଇବେ ନାହିଁ , ତେବେ ପର୍ଯ୍ୟନ୍ତ ତାର ଫାଈଦା ବିଷୟରେ ଅବଗତ ହୋଇପାରିବେ ନାହିଁ , ଏଥିପାଇଁ ଯେଉଁ ଲୋକେ ଏହି ସମସ୍ୟାରେ ପିଡିତ ଅଛନ୍ତି , କେବଳ ଥରେ ନିଜ ପାଦରେ ଲେମ୍ବୁ ରଗଡିକରି ହାଲକା ହାତରେ ଲଗାଈଦେଖନ୍ତୁ , ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ

Leave a Reply

Your email address will not be published. Required fields are marked *