January 18, 2025

Odia Express

Leading Odia News Portal of Odisha

ସକାଳୁ ସକାଳୁ କେଉଁ ଘରକୁ ଆଣନ୍ତୁ ଏହି ଗୋଟେ ଜିନିଷ, ପୁରା ହେବ ମନମୁତାବିକ ଧନ ପାଇବାର ସ୍ୱପ୍ନ

ଏହା ତ ସମସ୍ତେ ଜାଣିଛନ୍ତି କି ଏହି ବର୍ଷ ଆପଣଙ୍କ ଶେଷ ଚରମରେ ପହଞ୍ଚିସାରିଛି, ଏମିତିରେ ଯଦି ଆପଣ ନୁଆ ବର୍ଷର ସ୍ୱାଗତ ନୁଆ ଜିନିଷ ସହ କରିବେ , ତେବେ ବହୁତ ଭଲ ଲାଗିଥାଏ, ଏଥିରେ ଆପଣଙ୍କୁ ନୁଆ ବର୍ଷ ଅଧିକା ଖୁସିମୟ ହୋଇଯାଏ , ହଁ ଆଜ୍ଞା ନୁଆ ବର୍ଷକୁ ସୁନ୍ଦର ବନାଇବାପାଇଁ ଆପଣ ଘରେ ସେହି ଜିନିଷକୁ ବାହାର କରିଦିଅନ୍ତି , ଯାହା ଆପଣଙ୍କୁ ଖରାପ ଘଟଣାକୁ ମନେ ପକାଇଥାଏ , ଏହା ଛଡା ଯଦି ଘରେ ମନିପ୍ଲାଣ୍ଟ ଗଛ ଲଗାଇଛନ୍ତି , ତେବେଏହା ବହୁତ ଶୁଭ ହୋଇଥାଏ । ସେମିତି ଘର ମଧ୍ୟରେ ଗଛ ଲତା ରହିଲେ ବାତାବରଣ ସୁଦ୍ଧ ହୋଇଥାଏ , ଏବେ ଏମିତି ଚୋରି କରିବା ଖରାପ କଥା ହୋଇଥାଏ , କିନ୍ତୁ ଏମିତି ମାନାଯାଏ କି ଯଦି ମନିପ୍ଲାଣ୍ଟ ଗଛ କାହା ଘରୁ ଚୋରି କରି ନିଜ ଘରେ ଲଗାଇବେ ତେବେ ବହୁତ ଅଶୁଭ ହୋଇଥାଏ ।

ହଁ ଆଜ୍ଞା, ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ , କିନ୍ତୁ ଏହା ସତ ଅଟେ, ମନିପ୍ଲାଣ୍ଟ ର ଡାଳ ଗୁଡୀକ ବହୁତ ଜଲଦି ବଢିଥାଏ, ଏମିତିରେ ଆପଣ ବହୁତଥର ତାକୁ କାଟିବାକୁ ଦରକାର ପଡେ , ଏଥିପାଇଁ ଆପଣଙ୍କ ଘରେ କିଛି ମନିପ୍ଲାଣ୍ଟର ଡାଳ ଚୋରି କରି ନେଇବି ଯିବ , ତେବେ ତାହାପାଇଁ ଆପଣ ମନଦୂଃଖ କରିବା ଦରକାର ନାହିଁ, ହୋଇପାରେ କି ମନିପ୍ଲାଣ୍ଟର ଗଛ କିଣିବା ପରିବର୍ତ୍ତେ ଚୋରି କରି ଲଗାଇବାପାଇଁ ସେ ଚେଷ୍ଟା କରୁଛି, ଓ ଏଥିରେ ଆପଣ ଭୁଲ୍ କିଛି କରିବେ ନାହିଁ,  ବର୍ଂ ମନିପ୍ଲାଣ୍ଟର ଡାଳକୁ ପକାଇଦେବା ଅପେକ୍ଷା ନିଜ ଘରେ ରଖିବେ , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିଦେବୁ କି ମନିପ୍ଲାଣ୍ଟ ଗଛ କିପରି ଲଗାନ୍ତି । କହିଦେବୁ କି ଯଦି ମନିପ୍ଲାଣ୍ଟ ଗଛକୁ ଭୁଲ୍ ତରିକାରେ ଲଗାନ୍ତି , ତେବେ ଏଥିରେ ଧନ ବୃଦ୍ଧି ହେବାପରିବର୍ତ୍ତେ ଧନ କ୍ଷତି ହେବାର ଆଶଙ୍କା ବଢିଯାଏ

ହଁ ଆଜ୍ଞା ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘର୍ ଏହି ଗଛ ସଠିକ୍ ଦିଗରେ ଲଗାଯାଏ , ତେବେ ଏହା ନା କେବଳ ଘରେ ସୁଖ ସମୃଦ୍ଧି ବଢାଇଥାଏ, ବରଂ ଏହା ଆପଣଙ୍କ ଆର୍ଥିକ କ୍ଷତିରୁ ବଞ୍ଚାଇଥାଏ , କହିଦେବୁ କି ମନିପ୍ଲାଣ୍ଟର ଗଛ ଦକ୍ଷିଣପୁର୍ବ ଦିଗରେ ଲଗାଇବା ଉଚିତ୍ , ଏହା ଘରେ ସକରାତ୍ମକ ଉର୍ଜା ବାସ କରାଇଥାଏ,  ଆପଣଙ୍କୁ ଜଣେଇଦେବୁ କି ଗଣେଷଜୀ ଏହି ଦିଗର ଦେବତା ବୋଲି ଜଣାଯାଏ । ଓ ଶୁକ୍ର ଏହି ଦିଗରେ ପ୍ରତିଧିନିତ୍ୱ କରିଥାନ୍ତି , ଏବେ ଏମିତି ସମସ୍ତଙ୍କୁ ମାଲୁମ୍ ଥିବ କି ଗଣେଷଜୀ ଆମର ଜୀବନରେ ଅମଙ୍ଗଳ ସ୍ଥିତିକୁ ବିନାଶ କରନ୍ତି , ଓ ଶୁକ୍ର ବି ସୁଖ ସମୃଦ୍ଧି ଆଣିବାରେ ଜଣାଯାଆନ୍ତି ।

ଏମିତିରେ ଆପଣ ବୁଧବାର କିମ୍ବା ଶୁକ୍ରବାର ଦିନ ଏହି ଗଛକୁ ଘରକୁ ଆଣିପାରିବେ , ଏହା ଛଡା ଏହି ଗଛକୁ ଭୁଲ୍ ରେ ଇଶାନକୋଣରେ କିମ୍ବା ଉତ୍ତର୍ ପୁର୍ବ ଦିଗରେ ଲଗାଇବେ ନାହିଁ , ଏଥିପାଇଁ କାରଣ ଏହି ଦିଗରେ ନକରାତ୍ମକ ଉର୍ଜା ଆସିଥାଏ , କହିଦେବୁ କି ଏହି ଦିଗରେ ଆପଣ କଦଳୀର ଗଛ କିମ୍ବା ତୁଳସୀଙ୍କ ଗଛ ଲଗାଇପାରିବେ , କାରଣ ଏହି ଦିଗରେ ପ୍ରତିନିଧି ବୃହସ୍ପତି ଗ୍ରହ ହୋଇଥାନ୍ତି , ଏହା ଛଡା ଏହି କଥାକୁ ଧ୍ୟାନ ରଖିବେ କି ମନିପ୍ଲାଣ୍ଟ ଗଛ ବେଲ୍ କିମ୍ବା କେଉଁ ଗଛର ବେଲ୍ ଘରେ ତଳେ ଲଟାଇକରି ରଖନ୍ତୁ ନାହିଁଂ କାରଣ ଏହା ଅଶୁଭ ହୋଇଥାଏ ।

ଏଥିରେ ଘରେ ହେଉଥିବା ଆମଦାନୀ ଓ ବୃଦ୍ଧି ମାଟିରେ ଚାଲିଯାଏ , ଏମିତିରେ ଆପଣ ଚାହିଁଲେ କେଉଁ ଡୋରିରେ ଗଛକୁ ଉପରେ ଟଙ୍ଗାଇ ରଖିପାରିବେ ,ଏହା ସହ ଯେଉଁ ପ୍ରକାର ଆପଣ ସବୁଦିନ ତୁଳସୀ ମାଙ୍କ ପୁଜା କରୁଛନ୍ତି , ସେମିତି ସବୁଦିନ ମନିପ୍ଲାଣ୍ଟରେ ପାଣିଦେବାକୁ ହେବ , ଯଦି ସିଧା ଶବ୍ଦରେ କହିବା ତେବେ ମନିପ୍ଲାଣ୍ଟର ପୁରା ଦେଖାଶୁଣା କର୍ବେ,  ଓ ହୋଇପାରେ ଏହା ଭାଙ୍ଗିଯାଇଥିବା ପତ୍ରକୁ ଗଛରୁ ବାହାର୍ କରିଦେବେ , ଯାହା ଦ୍ୱାରା ମନିପ୍ଲାଣ୍ଟ ଗଛ ରୁ ଆପଣଙ୍କୁ ଲାଭ ମିଳିବ , ଯଦି ଆଅଣ ନିଜ ଧନର ବୃଦ୍ଧି କରିବାକୁ ଚାହୁଁଛନ୍ତି , ତେବେ ତୁରନ୍ତ ମନିପ୍ଲାଣ୍ଟର୍ ଗଛ ଚୋରି କରି କିମ୍ବା କିଣିକରି ନିଜ ଘରେ ଲଗାଇଦିଅନ୍ତୁ, ଓ ଧନର ବୃଦ୍ଧି ପାଆନ୍ତୁ

Leave a Reply

Your email address will not be published. Required fields are marked *