ମାତ୍ର ୪ ଦିନ ଏହାକୁ ପିଇବା ଦ୍ୱାରା ହାଡ଼ କମଜୋରି, ଅନିନ୍ଦ୍ରା, ଥକିଯିବା ଓ ୯୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର କମି ହେବନାହିଁ
 
                ହାଡ଼ ମଜବୁତ ତ ସବୁ ମଝବୁତ।ଆପଣମାନେ ଜାଣିଥିବେ ଆଜିକାଲି ଆଣ୍ଠୁ ଦରଜ, ଅଣ୍ଟା ଦରଜ ହେବା ବା ଶରୀରର ଅନ୍ୟ କୌଣସି ଅଙ୍ଗରେ ଯନ୍ତ୍ରଣା ହେବ ଏହା ସାଧାରଣ କଥା ହୋଇଗଲାଣି। ପୂର୍ବରୁ ଏହି ସମସ୍ୟା ବୃଦ୍ଧ ଲୋକମାନଙ୍କୁ ହେଉଥିଲା କିନ୍ତୁ ଏବେ ଏହି ସମସ୍ୟା ଛୋଟ ଛୋଟ ଓ କମ ବୟସର ପିଲାଙ୍କୁ ବି ହେଉଛି। ବହୁତ କମ ବୟସରେ ସେମାନଙ୍କ ହାଡ଼ରେ ଯନ୍ତ୍ରଣା ହେବାରେ ଲାଗୁଛି।ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଆମର ସଠିକ ଖାଦ୍ୟପେୟ ନହେବା ଓ ବସିରହିବା।ସୂର୍ଯ୍ୟଙ୍କ କିରଣ ନବାଯିବା ଓ ବ୍ୟାୟାମ ଉତ୍ୟାଦି ନକରିବା ଏହି ସମସ୍ୟାର ପ୍ରମୁଖ କାରଣ ଅଟେ। ଏହା ସହ ଶରୀର କମଜୋର ହେବା, କ୍ୟାଲସିୟମର କମି ମଧ୍ୟ ଦେଖାଯାଉଛି। ଯଦି ଆପଣଙ୍କର ମଧ୍ୟ ଏହିସବୁ ସମସ୍ୟା ଦେଖାଯାଉଛି। ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଜିନିଷ ନେଇକି ଆସିଛୁ ଯାହାକୁ ପିଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଯିବ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ ଓ ବ୍ୟବହାର କରିବେ।

ଏଥିପାଇଁ ପ୍ରଥମେ ନିଅନ୍ତୁ ଶୁଖିଲା ନଡ଼ିଆ ଓ କାଜୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶୁଖିଲା ନଡ଼ିଆରେ ଭରପୁର ମାତ୍ରାରେ ଆଇରନ ଥାଏ ଯାହା ଶରୀରର ରକ୍ତ ଅଭାବ ଦୂର କରିବା ସହିତ ଶରୀରରେ ଶକ୍ତି ବଢ଼ାଇଥାଏ ଓ ମନକୁ ଚଞ୍ଚଳ କରିଥାଏ। ଏହା ସହିତ କାଜୁରେ ଅନେକ ଆବଶ୍ୟକ ତତ୍ୱ ଥାଏ ଆପଣ ଜାଣିଥିବେ। ଯାହା ଆମ ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ। ଏହା ଆମ ହାଡ଼କୁ ମଧ୍ୟ ମଝବୁତ କରିବ। ଏହା ପରେ ଆପଣଙ୍କୁ ନେବାକୁ ହେବ ଧଳା ଖସା।ଯଦି ଆପଣଙ୍କର ଶରୀରରେ କୌଣସି ସ୍ଥାନରେ ବି ବିନ୍ଧା ହେଉଛି ଏହା ସେଥିପାଇଁ ସବୁଠୁ ଲାଭଦାୟକ।କାରଣ ଏଥିରେ କ୍ୟାଲସିୟମ ଭରପୁର ମାତ୍ର ରେ ଅଛି।ଏହା ପରେ ଆବଶ୍ୟକ କିଛି ମିଶ୍ରି ଏହା ବି ଆପଣଙ୍କୁ ବହୁତ ଫାଇଦା ଦେବ ତାହା ସହ ଏକ ଗ୍ଲାସ କଞ୍ଚା କ୍ଷୀର ନିଅନ୍ତୁ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଶୁଖିଲା ନଡ଼ିଆ ସେତିକି ନିଅନ୍ତୁ ଯାହାକୁ ପେଷିଲେ ଦୁଇ ଚାମଚ ହେବ। ଏହା ପରେ ୮ ଟି କାଜୁ ନିଅନ୍ତୁ।୩ ଚାମଚ ଧଳା ଖସା ନିଅନ୍ତୁ ଓ ମିଠା ପାଇଁ ମିଶ୍ରି ନିଅନ୍ତି। ଏହାକୁ ସବୁ ଭଲସେ ଗ୍ରାଇଣ୍ଡିଙ୍ଗ କରି ପାଉଡର ପ୍ରସ୍ତୁତ କରନ୍ତୁ। ଏହା ସହ ଆମକୁ ମଧୁରୀ ମଧ୍ୟ ଆବଶ୍ୟକ।ଏହାକୁ ଖାଇବା ଦ୍ଵାରା ଆମ ଶରୀରରେ ୨୧ ପ୍ରକାର ଫାଇଦା ହୋଇଥାଏ। ଏବେ ସେହି ଏକ ଗ୍ଲାସ ଖୀରରେ ଏକ ଚାମଚ ମଧୁରୀ ମିଶାଇ ଫୁଟାନ୍ତୁ। ଯେବେ ଏହା ଅଳ୍ପ ଗରମ ହେବ ସେଥିରେ ପ୍ରସ୍ତୁତ ପାଉଡ଼ର୍ରରୁ ଏକ ବା ଦେଢ଼ ଚାମଚ ଖୀରରେ ମିଶାନ୍ତୁ।
ଏହା ପରେ କ୍ଷୀର ଗରମ ହୋଇଯିବା ପରେ ତାହାକୁ ଅଳ୍ପ ଥଣ୍ଡା କରି ହାଲକା ଗରମ ଥିବା ଅବସ୍ଥାରେ ପିଅନ୍ତୁ ଏହା କମଜୋରି ଓ ହାଡ଼ ଶକ୍ତ ପାଇଁ ବହୁତ ଭକ ଲାଭ ଦେଇଥାଏ। ତାହା ସହିତ ଏହା ଆପଣଙ୍କ କ୍ୟାଲସିଅମ ମାତ୍ର ମଧ୍ୟ ବଢ଼ାଇବ। ଏହାକୁ ଆପଣ ଦିନରେ ନେବା ଭଲ କିନ୍ତୁ ଯେଉଁମାନଙ୍କୁ ରାତିରେ ନିଦ ହେଉନାହିଁ ସେମାନେ ଏହାକୁ ରାତିରେ ଶୋଇବା ପୂର୍ବରୁ ପିଇବା ଭଲ।ଏହାକୁ ସର୍ବଦା ଅଳ୍ପ ଗରମ ଅବସ୍ଥାରେ ପିଅନ୍ତୁ। ଏହାକୁ ସକାଳେ ଖାଇବା ପରେ ବା ରାତିରେ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ପିଇବା ଉଚିତ।

 
                         
                                 
                                 
                                