February 12, 2025

Odia Express

Leading Odia News Portal of Odisha

କ୍ୟାମେରା ପରି କାମ କରୁଥିବା ଆମ ଆଖି କେତେ ମେଗାପିକ୍ସେଲର ହୋଇଥାଏ – ଜାଣନ୍ତୁ ପୁରା ବିସ୍ତାରରେ – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ସୋସିଆଲ୍ ମିଡିଆରେ ଫଟୋ ଅପଲୋଡ୍ କରିବା ଏବେ ସେମିତି ସାଧାରଣ ହୋଇଯାଇଛି, ଏହି ଦିନରେ ସେଲଫି ନେବାର କଥା ସବୁଆଡେ ପ୍ରଚଳିତ ଅଛି । ଯେଉଁଠି ଦେଖିବେ ସେଠି ସବୁ ବ୍ୟକ୍ତି ସବୁ ମଉକାରେ ସେଲଫି ଓ ଫଟୋ ନେବାର ଦେଖା ହୋଇଯାଆନ୍ତି , ଯେଉଁଠି ପୁର୍ବ ଜମାନାରେ କେଉଁ ଖାସ୍ ମଉକାରେ ହିଁ ଫଟୋ ଉଠାଯାଉଥିଲା,  ସେମିତି ଏବେ ଫଟୋ ଉଠାଇବା ସାଧାରଣ କଥା ହୋଇସାରିଛି । ଓ ଏହା ଏଥିପାଇଁ ହୋଇଛି କାରଣ କ୍ୟାମେରା ଏବେ ସବୁ ହାତ ପର୍ଯ୍ୟନ୍ତ ପହଞ୍ଚିଯାଇଛି , ହଁ ଏବେ ମୋବାଇଲ୍ ସହ କ୍ୟାମେରା ସବୁ ବ୍ୟକ୍ତି ପାଖରେ ହୋଇଥାଏ ,ଯେବେ କେଉଁ ବ୍ୟକ୍ତି ମୋବାଇଲ୍ କିଣିଥାଏ ତେବେ ଏହି ପ୍ରଶ୍ନ ନିଶ୍ଚିତ ପଚାରିଥାଏ କି କ୍ୟାମେରା କେତେ ମେଗାପିକ୍ସେଲର ଅଟେ , ମୋବାଇଲ୍ କ୍ୟାମେରାର ମେଗାପିକ୍ସେଲ୍ ଜାଣିକରି ମୋବାଇଲ୍ କିଣିଥାନ୍ତି , ଯାହାଦ୍ୱାରା ଭଲ କ୍ୱାଲିଟି ଫଟୋ ଉଠାଇପାରିବେ , କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଯେଉଁ ଫଟୋ ଆମେ ନେଇଥାଉ ତାହା ଆମର ଆଖିରେ ସଫା ସଫା ଦେଖିଥାଉ, ଏମିତିରେ ଆମର ଆଖିରେ କେତେ ମେଗାପିକ୍ସେଲ୍ ହେବ ।

ଆଖିର ମେଗାପିକ୍ସେଲ୍ କଥା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟଚକିତ ହୋଇଥିବେ , କିନ୍ତୁ ଏହି କଥା ଭାବିବାର କଥା, ହଁ ଆଜ୍ଞା ଆଖିର ଆଧାର ବନାଇକରି କ୍ୟାମେରା ତିଆରି ହୋଇଛି , ଯେପରି ଆଖିର ଲେନ୍ସ ହୋଇଥାଏ , ସେମିତି କ୍ୟାମେରାର ବି ଲେନ୍ସ ହୋଇଥାଏ ,ଯେଉଁ ଭଳି ଆଖିର ରେଟିନା ହୋଇଥାଏ , ଯାହା ଦେଖାଯାଉଥିବା ଦୃଶ୍ୟ ଦିମାଗରେ ପହଞ୍ଚାଇଥାଏ , ସେହିପରି କ୍ୟାମେରାରେ ଏକ ଚିପ୍ ହୋଇଥାଏ,  ଏହା ଆପଣଙ୍କ ଆଖି ଓ କ୍ୟାମେରାରେ ସମାନତା ବୁଝିପାରିବେ , ସାଇନ୍ସରେ ଆପଣ ଏହା ନିଶ୍ଚିତ ପଢିଥିବେ କି ଯେବେ ଆଲୋକ କେଉଁ ଜିନିଷ ଦ୍ୱାରା ପ୍ରତିବିମ୍ବ ହୋଇ ଆମର୍ ଆଖିର ରେଟିନା ରେ ପଡିଥାଏ,  ତେବେ ସେହି ବସ୍ତୁ ର ପ୍ରତିବିମ୍ବ ରେଟିନା ଉପରେ ହୋଇଥାଏ , ରେଟିନାରେ ହେଉଥିବା ପ୍ରତିବିମ୍ବ ଆମର ମସ୍ତିଷ୍କରେ ପହଞ୍ଚାଇଥା,ଏ ଏହାଦ୍ୱାରା ଆମେ କେଉଁ ଜିନିଷକୁ ଦେଖିକରି ବୁଝିପାରିଥାଉ ।

ସେମିତି ଯଦି ଆଖିର ମେଗାପିକ୍ସେଲ୍ କଥା କହିବା ତେବେ ବୈଜ୍ଞାନିକମାନେ ଏହାକୁ ରିସର୍ଚ୍ଚ କରିଥିଲେ,  ଯେଉଁଥିରେ ଜଣାପଡିଲା କି ଏକ ସାଧାରଣ ବ୍ୟକ୍ତିର ଆଖିରେ ୨୪x୨୪ ପିକ୍ସେଲର ହୋଇଥାଏ , ଯାହା ୫୭୬ ମେଗା ପିକ୍ସେଲର ବରାବର୍ ହୋଇଥାଏ , ମାନେ ଏକ ସାଧାରଣ ବ୍ୟକ୍ତି ଆଖିରେ ୫୭୬ ମେଗାପିକ୍ସେଲର ହୋଇଥାଏ,  ଯାହା ଅଧିକା ପାୱାରଫୁଲ୍ ଅଟେ, ଆପଣଙ୍କୁ ଏହା ବି କହିଦେବୁ କି ମଣିଷଙ୍କ ଆଖିର ଏକ ଜାଗାରେ ଫୋକସ୍ କରିଲେ କେବଳ ୨ ମିଲିସେକେଣ୍ତ ସମୟ ଲାଗେ, ଏମିତି ମଣିଷର ଆଖିରେ ଯେତେ ପାୱାରଫୁଲ୍ କ୍ୟାମେରା ଆବିସ୍କାର କରାଯାଇନାହିଁ , ଓ ବୋଧେ ହୋଇପାରିବନାହିଁ ।

ସେମିତି ମଣିଷଙ୍କ ଆଖିର ମେଗାପିକ୍ସେଲ୍ ବିଷୟରେ ଆପଣ ଜାଣିନେଲେ  , ଆମର ଆଖି ୫୭୬ ମେଗାପିକ୍ସେଲର ଅଟେ ସେମିତି କଣ ଆପଣଙ୍କୁ ଜଣାଅଛି କି ଆଖି, ଦିମାଗ ପରେ ଆମ ଶରୀରରେ ଅନ୍ୟ ସବୁଠାରୁ ଜଟିଳ ଅଙ୍ଗ ଅଟେ,  ଯେଉଁଥିରେ ୨୦ ଲକ୍ଷ ପାର୍ଟସ୍ ହୋଇଥାଏ , ଓ ଏହା ପ୍ରତି ଘଣ୍ଟା ୪,୫ କେବି, (୦,୦୩୪ ଏମ୍ ବି) ସୁଚନା ଆଦାନ ପ୍ରଦାନ ଆମର ଆଖି କରିଥାଏ,  ସେମିତି ଆପଣ ଅନୁଭବ କରିଥିବେ କି ଅଧିକା କାନ୍ଦିଲେ ଆମର ନାକରୁ ପାଣି ବାହାରେ,  କଣ ଆପଣଙ୍କୁ ଜଣା ଅଛି କି ଏମିତି କଣ ପାଇଁ ହୋଇଥାଏ , ଏମିତି ଏଥିପାଇଁ ହୁଏ କାରଣ କାନ୍ଦିଲେ ଆମର ନାକର ରାସ୍ତାରୁ ଲୁହ ବାହାରିଥାଏ ।

Leave a Reply

Your email address will not be published. Required fields are marked *