September 11, 2024

Odia Express

Leading Odia News Portal of Odisha

ଆଜି ନୂଆ ହସକଥା : ଶିକ୍ଷକ- କୁହ ସଂସାରରେ ସବୁଠାରୁ ପୁରୁଣା ଜୀବ କିଏ ଅଟେ , ପପୁ କହିଲା ଜେବ୍ରା ଆଉ କାରଣ ଜାଣିବା ପରେ ସାରା ଶ୍ରେଣୀ ହସି ହସି ବେଦମ ହେଇଗଲେ..

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ଓ ଭାଇରାଲ୍ ହେବାରେ ଲାଗିଛି, ଏହି ଜୋକ୍ସକୁ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର୍ ମଜାଦାର୍ ସିଲସିଲା ।

୧) ଏକ କବି ନିଜ ସ୍ତ୍ରୀ ସହ ବସି ଟିଭି ଦେଖୁଥିଲା,  ତେବେ ତାର ପ୍ରେମିକାର ମିସକଲ୍ ଆସିଲା, ସେ ମେସେଜ୍ କରି ନିଜ ପ୍ରେମିକାକୁ ଜବାବ୍ ଦେଲା, କବି ଲେଖିଲେ- ପବନର ଲହଡି ହୋଇ, ତୁ ମୋର ଝରକାରେ ଆସି ଖଟ ଖଟ୍ କରିବୁ, ମୁଁ ବନ୍ଦ କବାଟରୁ ତୋଫାନକୁ ନିଜ ପାଖରେ ଧରିକି ରଖିଛି ।

୨) ହେ ଭଗବାନ ଇଏ ତ ମରିଗଲା, ଲାଗୁଛି ଏହାର ମୃତ୍ୟୁ ମରିବା ଦ୍ୱାରା ହୋଇଛି, ନାହିଁ ଏହାର ମୃତ୍ୟୁ ମରିବା ଦ୍ୱାରା ନୁହେଁ , ଜୀବନ ଚାଲିଯିବାରୁ ହୋଇଛି ।

୩) ପ୍ରେମୀ- ପ୍ରେମିକା ଯେବେ ଜଣେ ଅନ୍ୟ ଜଣଙ୍କୁ ବିବାହ କରିବାର ବଚନ ଦେଲା, ପ୍ରେମିକା- ଡାର୍ଲିଙ୍ଗ୍, ମୁଁ ଗୋଟେ କଥା କ୍ଲିଅର୍ କରିଦେଉଛି, ମୋତେ ଖାଇବା ତିଆରି କରିବା ଆସେ ନାହିଁ ।ପ୍ରେମୀ- କିଛି କଥା ନୁହେଁ ଡାର୍ଲିଙ୍ଗ୍, ମୁଁ ଆଗରୁ ସଫା ସଫା କହିଦେଉଛି, ମୁଁ କବି ଅଟେ, ମୋର ଘରେ ରାନ୍ଧିବାକୁ କିଛି ବି ନାହିଁ ।

୪) ପପୁ- ଆମେ ୪୫ ଜଣ ଭାଇ ଭଉଣୀ ଅଛୁ, ମୁନ୍ନା- କଣ ତୁମ ଘରର ଜନସଂଖ୍ୟା ନିୟନ୍ତ୍ରଣ କଲାବାଲା ଆସିନାହାନ୍ତି କି ? ପପୁ- ଆସି ତ ଥିଲେ , ତେବେ ଆମେ ପଢୁଥିଲୁ, ଓ ସେ କୋଚିଙ୍ଗ୍ କ୍ଲାସ ଭାବିକରି ଚାଲିବି ଗଲେ ।

୫) ଶିକ୍ଷକ- କୁହ ସଂସାରରୁ ସବୁଠାରୁ ପୁରୁଣା ଜୀବ କିଏ ? ପପୁ-ଜେବ୍ରା, ଶିକ୍ଷକ-ଆଶ୍ଚର୍ଯ୍ୟ ହୋଇ ସେ କେମିତି ? ପପୁ- ସେ ବ୍ଲାକ୍ ଆଣ୍ତ ହ୍ୱାଇଟ୍ ଅଟେ ନା ସେଥିପାଇଁ ।

୬) ସ୍ତ୍ରୀ –ଉପମା କରିବି କି ? ସ୍ୱାମୀ-ନା, ସ୍ତ୍ରୀ-ଉପମା କରିବି କି ? ସ୍ୱାମୀ-ନାହିଁ , ସ୍ତ୍ରୀ- ଉପମା କରିବି ? ସ୍ୱାମୀ-ନା, ସ୍ତ୍ରୀ-ଉପମା କରିବି ? ସ୍ୱାମୀ- ଚିଲ୍ଲାଇକରି- ହଁ ବନାଅ, ସ୍ତ୍ରୀ ଠିକ୍ ଅଛି ତୁମରେ ଯେମିତି ଇଚ୍ଛା ,

୭) ସ୍ୱାମୀ –ବିବାହପୁର୍ବରୁ ତୁମେ ବହୁତ ଉପବାସ ରଖୁଥିଲ, ସ୍ତ୍ରୀ-ହଁ ୧୬ ସୋମବାର ବ୍ରତ ରଖୁଥିଲି, ସ୍ୱାମୀ-ଏବେ ତାହାଲେ କଣହେଲା ? ସ୍ତ୍ରୀ- ଏବେ ତୁମ ସହ ବାହାଘର ହୋଇଗଲା,  ମୋର ଉପବାସ ଉପରୁ ଭରସା ହିଁ ଉଠିଗଲା ।

୮) ସ୍ୱାମୀ- ଆରେ ତରକାରୀରେ ଲୁଣ ପକାଇନ କଣ ପାଇଁ ? ସ୍ତ୍ରୀ- ଆରେ ତରକାରୀ ଟିକିଏ ପୋଡିଯାଇଥିଲା ନା , ସ୍ୱାମୀ- ତେବେ ଲୁଣ କଣପାଇଂ ପକାଇଲ ? ସ୍ତ୍ରୀ- ଆମେ ଜଳିବା ଲୋକ ଉପରେ ଲୁଣ ପକାଉନୁ ।

୯) ଗୋଟେ ଅଟୋବାଲାର ବାହାଘର ହେଉଥିଲା, ଯେବେ ତାର ସ୍ତ୍ରୀ ସାତଫେରା ନେବାର ସମୟ ଆସିଲା ସେ ପାଖରେ ଆସି  କହିଲା ଟିକିଏ ପାଖରେ ବସ, ଏବେ ଆଉ ଜଣେ ବସିପାରିବ , ତାପରେ କଣ ହେବ ମଣ୍ତପରେ ଚପଲ ମାଡ ଆରମ୍ଭ

୧୦) ପପୁ- ଏମିତି କେଉଁ ଗୀତ ଅଛି ,ଯାହା ତୁମକୁ ପସନ୍ଦ୍ ଲାଗେ ? ଯାହା ତୁମେ ନିଜ ସ୍ତ୍ରୀ ସାମ୍ନାରେ ଗାଇପାରିବ ନାହିଁ ? ଚପୁ- ଜଣାନାହିଁ ୟାର୍- ତୁ କହିଦେ , ପପୁ- ମିତ୍ ନା ମିଲା ଦେ ମନ କା ।

୧୧) ଯେବେ ବି ଜୀବନରେ କେଉଁ ଝିଅର କମି ଅନୁଭବ ହୁଏ , ମୁଁ ୩-୪ ଟି କ୍ରାଇମ୍ ପେଟ୍ରୋଲର ଦେଖିନିଏ , ମନ ଆପେ ଆପେ ଶାନ୍ତ ହୋଇଯାଏ ।

୧୨) କାଲି ରାତିରେ ସ୍ୱୟଂ ଯମରାଜ ମୋର ସ୍ୱପ୍ନରେ ଆସିଲେ ଓ କହିଲେ , ମୁଁ ଜୀବନ ନେବାକୁ ଆସିଛି, ମୁଁ ବି କହିଦେଲି- ନେଇଯାଆନ୍ତୁ, ପଡୋଶୀ ଘରେ ରହୁଛି ।

୧୩) ଡାକ୍ତର୍- ମଦ ପିଉଛ ତ କସରତ ଓ ୱାର୍କିଙ୍ଗ୍ କରିବା ଜରୁରୀ ହୋଇଥାଏ , ସନ୍ତା- ସେମିତି ମୁଁ ମଦ ଭାଟି ଯାଏଁ ଖାଲି ପାଦରେ ଯାଏ ।

୧୪) ଥରେ କ୍ଲାସରେ ମ୍ୟାଡାମ୍ ଛୁଆଙ୍କୁ ଏକ ପ୍ରଶ୍ନ ପଚାରିଲେ , ତୁମେ ସମସ୍ତଙ୍କ ମଧ୍ୟରୁ ବାହାଦୁର୍ ଛୁଆ କିଏ ଅଛ ? ମ୍ୟାଡାମ୍ ଙ୍କ ପ୍ରଶ୍ନ ଶୁଣିକରି ସବୁ ଛୁଆ ହାତ ଉପରକୁ ଟେକିଦେଲେ,  ଏହା ଦେଖିକରି ମ୍ୟାଡାମ୍ ଆଉଗୋଟେ ପ୍ରଶ୍ନ ପଚାରିଲେ,  ଆଚ୍ଛା କୁହ ତ, ଯଦି ତୁମର ସ୍କୁଲର ସାମ୍ନାରେ କିଏ ବମ୍ ରଖିଦିଏ ତେବେ ତୁମେ କଣ କରିବ ? ମ୍ୟାଡାମଙ୍କ ପ୍ରଶ୍ନଶୁଣିକରି ପପୁ ହାତ ଉଠାଇଲା ଓ କହିଲା- ଗୋଟେ ଦୁଇ ମିନିଟ୍ ଦେଖିବୁ, ଯଦି କିଏ ନେଇଯାଉଛି ତେବେ ଠିକ୍ ଅଛି ନହେଲ୍ ଷ୍ଟାଫ୍ ରୁମ୍ ରେ ରଖିଦେଇ ଆସିବୁ ।

୧୫) ସ୍ତ୍ରୀ କହିଲା- ତୁମ ପାଖରେ ମୋଜା ନାହିଁ, ଚାଲ୍ ମାର୍କେଟ୍, ଫେରିବାବେଳେ ସ୍ୱାମୀ ହାତରେ ତିନୋଟି ସାଲୱାର୍ ସୁଟ୍ ଓ ଦୁଇଟି ଶାଢି ଓ ଚାରୋଟି ଲେଙ୍ଗିନ୍ସ ଥିଲା,  ତାହା ସହ୍ ସ୍ୱାମୀକୁ ଏହା ଆଶ୍ୱାସନ ମିଳିଲାକି ଏହି ମାର୍କେଟରେ ଭଲ ମୋଜା ନାହିଁ , କେଉଁ ଅଲଗାଦିନ ଏକ ଭଲ ମଲକୁ ଯିବା ।

୧୬) ସ୍ତ୍ରୀ- ତୁମର ଦିମାଗ ଏକଦମ୍ ସଢିଯାଇଛି, ସ୍ୱାମି- ହଁ ବୋଧେ, ତୁମକୁ ଅଧିକା ଜଣାଅଛି, ସବୁଦିନ ଖାଉଛ ସବୁବେଳେ ଯେମିତି ।

୧୭) ଏକ ଝିଅ ସବୁଦିନ ଚୁପ୍ ଚାପ୍ ଏକ ପୁଅକୁ ଦେଖାକରୁଥିଲା,  ପୁଅ କହିଲା- ମୋତେ ତୁମର ହୃଦୟ ଦେଇଦିଅ, ଝିଅ କହିଲା- କାଲି ଦେବି, ଆଗାମୀଦିନ ଝିଅ କହିଲା- ଏହି ନିଅ, ପୁଅ କହିଲା- ଆରେ ଏଇଟା କଣ, ଏହା ତ ଛୁଆ ଅଛି, ଝିଅ-ହସିକରି କହିଲା- ଦିଲ୍ ତୋ ବଚ୍ଚା ହେ ଜି ।

୧୮) ଗୋଟେ ପୁଅ ରୋମାଣ୍ଟିକ୍ ଅନ୍ଦାଜରେ ନିଜ ପ୍ରେମିକାକୁ କହିଲା- ଦେଖ ଡାର୍ଲିଙ୍ଗ୍- ମୁଁ ତୁମର ଏହି ଘନ ବାଳ ପାଇଁ କଣ ନେଇକରି ଆସିଛି, ପ୍ରେମିକା –କେତେ ଭଲ ତୁମେ , ତୁମେ ବହୁତ ଭଲ ସେମିତି କଣ ନେଇକି ଆସିଛ ? ଝିଅ- ଆରେ ଉକୁଣି ବାହାର କରିବାପାଇଁ ପାନିଆଁ

Leave a Reply

Your email address will not be published. Required fields are marked *