ଆଜିର ପୌରାଣିକ ପ୍ରଶ୍ନ ଉତ୍ତର – ଭଗବାନ ଶ୍ରୀ କୃଷ୍ଣଙ୍କର ଶଙ୍ଖର ନାମ କଣ ଅଟେ ?ମହାଭାରତରେ କେତୋଟି ପର୍ବ ଅଛି ? ସଠିକ ଉତ୍ତର ଦେଲେ ବୁଦ୍ଧିମାନ ବୋଲି ଜାଣିବେ

ଆଜି ଏଠାରେ ଆମେ ଆମ ଦେଶର ପୌରାଣିକ ସାଧାରଣ ଜ୍ଞାନ ଭିତ୍ତିକ ୨୫ ଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ଆମ ଶାସ୍ତ୍ର ରେ ଅନେକ ଗୁଡିଏ କଥା ବର୍ଣ୍ଣିତ ହେଇଚି |ତେବେ ସେଗୁଡିକ ଭିତରେ ଆମେ ଆଜି ଆପଣାକୁ କିଛି ନୂଆ ନୂଆ କଥା ସ୍ୱିକାହେଇବା ପାଇଁ ଯାଉଛୁ |ଯାହାର ପ୍ରଶ୍ନ ଓ ଉତର ଆପଣାକୁ ଆମେ କହିବୁ |କିନ୍ତୁ ଆପଣ ଚେଷ୍ଟା କରିବେ ପ୍ରଥମେ ଉତ୍ତର ଦେବାକୁ ଚେଷ୍ଟା କରିବେ |ଓ ଆପଣଙ୍କ ସାଙ୍ଗ ମାନକ ସହ ସେୟାର କରିବେ
ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-ଇନ୍ଦ୍ର ଦେଵଙ୍କ ବାହାନ କିଏ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଐରାଵତ ହସ୍ତୀ।
ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-କେଉଁ ଯୁଗରେ ଭଗବାନ ବିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତ୍ରେତୟାଯୁଗରେ।
ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ପ୍ରହ୍ଲାଦ କାହାର ପୁତ୍ର ଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହିରଣ୍ୟକାଶ୍ୟପଙ୍କର।
ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪ :- ଦ୍ରୌପଦୀଙ୍କ ଅନ୍ୟ ନାମ କଣ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଞ୍ଚାଳି।
ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ପ୍ରଭୁ ଶ୍ରୀ ରାମଙ୍କର ଗୁରୁ କିଏ ଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଶ୍ଵାମିତ୍ର।
ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ଭଗବାନ ଶ୍ରୀ କୃଷ୍ଣଙ୍କର ଗୁରୁ କିଏ ଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସନ୍ଦିପନୀ।
ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ପାଞ୍ଚଟି ପୁରାଣର ନାମ କଣ କୁହ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ରହ୍ମା,ବିଷ୍ଣୁ,ବାୟୁ,ଅଗ୍ନି,ଲିଙ୍ଗ।
ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:- କାହାର ପୁନଃ ଅବତାର ଶ୍ରୀଖଣ୍ଡି ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅମ୍ବା।
ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଯୁଗ କେତେ ପ୍ରକାରର ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪ ପ୍ରକାରର।
ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ଆମ ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁ ବରଣ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯାମି ଜିର ଯମ ଙ୍କର ଭଉଣୀ ଥଲେ।
ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ଆମ ହିନ୍ଦୁ ପୁରାଣ ଅନୁସାରେ ପ୍ରଥମେ କିଏ ମୃତ୍ୟୁବରଣ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯମ ରାଜା।
ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ମହାଭାରତ କିଏ ରଚନା କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବେଦବ୍ୟାସ।
ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ବେଦବ୍ୟାସ କହିବାରୁ କିଏ ମହାଭାରତ ଲେଖିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ରୀ ଗଣେଶ।
ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ମହାଭାରତରେ କେତୋଟି ପର୍ବ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୮ ଟି ପର୍ବ।
ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:- କର୍ଣ୍ଣଙ୍କର ପୁଅଙ୍କର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୃଷକେତୁ।
ଏବେ ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୬:-ଘଟୋତକ୍ଚଙ୍କର ପିତା ଓ ମାତାଙ୍କର ନାମ କଣ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭୀମ ଓ ହିଡିମ୍ବୀ।
ଏବେ ଆମେ ଜାଣିବା ସତର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୭:-ଭଗବାନ ଶ୍ରୀ କୃଷ୍ଣଙ୍କର ଶଙ୍ଖର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଞ୍ଚଜନ୍ୟ।
ଏବେ ଆମେ ଜାଣିବା ଅଠର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୮:-ଅର୍ଜୁନଙ୍କର ଶଙ୍ଖର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେବଦତ୍ତ।
ଏବେ ଆମେ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୯:-ଯୁଧିଷ୍ଠିରଙ୍କ ପରେ କିଏ ସିଂହାସନରେ ବସିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପରୀକ୍ଷିତ।
ଏବେ ଆମେ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୦:-ଗାନ୍ଧାରୀଙ୍କ ପିତାଙ୍କର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୁବଳ।
ଏବେ ଆମେ ଜାଣିବା ଏକୋଇଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୧:-କୁରୁକ୍ଷେତ୍ର ଯୁଦ୍ଧର ଧାରାବିବରଣୀ ରାଜା ଧୃତରାଷ୍ଟ୍ରଙ୍କୁ କିଏ ଦେଇଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସଞ୍ଜୟ।
ଏବେ ଆମେ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୨:-କୌରବଙ୍କ ମାତାଙ୍କ ନାମ କଣ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗାନ୍ଧାରୀ।
ଏବେ ଆମେ ଜାଣିବା ତେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୩:-ଭୀଷ୍ମଙ୍କର ପ୍ରକୃତ ନାମ କଣ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେଵବ୍ରତ।
ଏବେ ଆମେ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୪:-ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ରଙ୍କର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଶ୍ଵଥମା।
ଏବେ ଆମେ ଜାଣିବା ପଚିସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୫:-ଅର୍ଜୁନଙ୍କର ଧନୁର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗାଣ୍ଡିବ।
ଏବେ ଆମେ ଜାଣିବା ଛବିଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୬:- ଅର୍ଜୁନଙ୍କୁ ଗାଣ୍ଡିବ ଧନୁ କିଏ ଉପହାରରେ ଦେଇଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଗ୍ନିଦେଵ।
ଏବେ ଆମେ ଜାଣିବା ସତେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୭:-ଶକୁନିଙ୍କୁ କିଏ ବଦ୍ଧ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସହଦେଵ।
ଏହା ଥିଲା କେତେକ ପୁରାଣ ଗତ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।