December 8, 2024

Odia Express

Leading Odia News Portal of Odisha

ସୁନା ଠାରୁ ଦାମିକା ହୋଇଥାଏ ଏହି କମଳାର ଚୋପା, ଏହାର ଅନୋଖା ଫାଇଦା ବିଷୟରେ ଜାଣିଲେ ଚକିତ ହୋଇଯିବେ ଆପଣ

ଆଜି ଆମେ ଆପଣଙ୍କୁ କିଛି ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ନଜାଣି କରି ଆପଣ ଅଳିଆ ଗଦାରେ ପକାଇଦିଅନ୍ତି , ହଁ ଆଜ୍ଞା ବିଶ୍ୱାସ କରନ୍ତୁ ଏହି ଜିନିଷଗୁଡିକ ଅଳିଆ ଗଦାରେ ପକାଇଥାନ୍ତି ଓ ଭାବିଥାନ୍ତି କି ଏହା ଏକ ବର୍ଯ୍ୟବସ୍ତୁ ଅଟେ,  ଯଦି ଆପଣଙ୍କୁ ଏହି ଜିନିଷ ବିଷୟରେ ପୁରା ସୁଚନା ମିଳିବ , ତେବେ ଆପଣ ନିଜେ କହିବେ କି ଆପଣ କେତେ ଅଧିକା କ୍ଷତି କରୁଛନ୍ତି , ଏହା ଛଡା ଆପଣ କିଛି ଜିନିଷ ଅଳିଆ ଗଦାରେ ପକାଇଦିଅନ୍ତି , ଯାହା ଆପଣଙ୍କ ପାଇଁ ବହୁତ ଫାଈଦାଦାୟକ ହୋଇଥାଏ,  କିନ୍ତୁ ଆପଣଙ୍କୁ ସେଥିରୁ ଭରପୁର୍ ଗୁଣ ବିଷୟରେ ଜଣାହୋଇନଥାଏ , ଯାହାର କାରଣରୁ ତାକୁ ଆପଣ ପକାଇଦିଅନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଆମେ ଏଠାରେ ଫଳର ବିଷୟରେ କହୁଛୁ ।

କହିଦେବୁ କି ଫଳର ଜୁସ୍ ଛଡା ଫଳର ଚୋପା ବହୁତ ପୋଷକ ତତ୍ତ୍ୱରେ ଭରପୁର୍ ହୋଇଥାଏ , ବୋଧେ ଏହି କାରଣରୁ କିଛି ଲୋକ ଫଳର ଚୋପାର ବ୍ୟବହାର କରନ୍ତି , ଯାହାକି ଫେସପ୍ୟାକ୍ ବନାଇବାରେ କାମଦେଇଥାଏ , ଏମିତି ବହୁତ କମ୍ ଲୋକ ଏହି ବିଷୟରେ ଜାଣିଛନ୍ତି କି ଫଳର ଚୋପା ଯେତିକି ତ୍ୱଚାପାଇଁ ଫାଈଦାଦାୟକ ହୋଇଥାଏ , ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ , ଆଜି ଆମେ ଆପଣଙ୍କୁ କମଳାର ଚୋପାରୁ କିଛି ଆଶ୍ଚର୍ଯ୍ୟଜନକ ଫାଈଦାବିଷୟରେ କହିବାକୁ ଯାଊଛୁ, ଯାହାକୁ ଜାଣିଲେ ଆପଣ ଆଗାମୀ ଥର ଏହାକୁ ପକାଇବା ପୁର୍ବରୁ ଭାବିବେ ।

୧) କମଳାର ଚୋପା ସ୍ୱାଦ ସେମିତି କଡା ହୋଇଥାଏ , କିନ୍ତୁ ଆପଣଙ୍କ ପାଚନତନ୍ତ୍ରକୁ ଭଲ କରିଥାଏ , ଓ ଏହା ସହ ଆପଣଙ୍କ ମେଟାବଲିଜିମ୍ ଗତିକୁ ବଢାଇଥାଏ,  ହଁ ଆଜ୍ଞା, ଯଦି ଆମେ ଏହା କହିବୁ କି ଏହା ମୋଟାପା ଓ କୋଲେଷ୍ଟ୍ରୋଲ୍ ଦୁହେଁକୁ କାବୁ କରିଥାଏ , ଏହା କହିବା କିଛି ଭୁଲ୍ ହେବ ନାହିଁ ।

୨) କହିଦେବୁ କି କମଳାର ଚୋପା ସୁକ୍ଷ୍ମଜୀବ ବିରୋଧୀ ତତ୍ତ୍ୱରେ ଭରପୁର୍ ହୋଇଥାଏ, ଏଥିରେ ଏସିଡିଟି, ହାର୍ଟବର୍ଣ୍ଣ, ମତଲି, ବାନ୍ତି ଆଦି ଗଂମ୍ଭୀର ସମସ୍ୟା ଦୁର ହୋଇଯାଏ ।

୩) କମଳାର ଚୋପାରେ ଫ୍ଲେବେନର୍ଡସ୍ ଭରପୁର୍ ମାତ୍ରାରେ ରହିଥାଏ, ଯାହା କୋଲୋନ୍ କ୍ୟାନ୍ସର ପରି ରୋଗ ସହ ଲଢିବାରେ ବହୁତ ସାହାଯ୍ୟ କରେ , ଏହା ଛଡା ଲିଭର୍ କୁ ସୁସ୍ଥ୍ୟ ରଖିକରି ତାହାକୁ ସଠିକ୍ କ୍ରିୟାରେ ରଖିଥାଏ ।

୪) ଏବେ ଏହା ସମସ୍ତେ ଜାଣିଛନ୍ତି କି କମଳାର ଚୋପା ଭିଟାମିନ୍ ସି ରେ ଭରପୁର୍ ହୋଇଥାଏ ,ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ, କିନ୍ତୁ ଏହା ସହ ଭିଟାମିନ୍ ସି ଆପଣଙ୍କ ତ୍ୱଚାପାଇଁ ବହୁତ ଲାଭକାରୀ ହୋଇଥାଏ ।

୫) ଯଦି ଆପଣଙ୍କ ତ୍ୱଚାରେ କେଉଁଠି ବ୍ଲାକ୍ ହେଡସ୍ ଅଛି , ତେବେ ଏମିତିରେ କମଳାର ଚୋପା ଆପଣଙ୍କ ତ୍ୱଚାକୁ ସଫା, ବେଦାଗ୍, ଓ ଚମକଦାର୍ କରିବାରେ ସହାୟତା କରିଥାଏ,  ହଁ ଆଜ୍ଞା ଆପଣ ଚାହିଁଲେ କମଲାର ଚୋପାକୁ ସ୍କ୍ରବ୍ ହିସାବରେ ବ୍ୟବହାର କରିପାରିବେ , ଏଥିରେ ଆପଣଙ୍କ ଚେହେରା ଚମକଦାର୍ ହୋଇଯିବ

Leave a Reply

Your email address will not be published. Required fields are marked *