January 25, 2025

Odia Express

Leading Odia News Portal of Odisha

ଏହି ଉପାୟ ଆପଣଙ୍କ ଅସନା ଓ ହଳଦିଆ ଦାନ୍ତକୁ ସଫା କରି ଦେବ – ଆପଣଙ୍କ ଦାନ୍ତ ମାତ୍ର କିଛି ମିନିଟ ରେ ମୋତି ପରି ଧଳା ଦେଖାଯିବ…

ପ୍ରାୟ ସମୟରେ ଏହା ଦେଖିବାକୁ ମିଳେକି ଲୋକଙ୍କର ଦାନ୍ତ ଧଳାରୁ ହଳଦିଆ ହୋଇଯାଏ।ଏମିତି ନୁହେଁକି ସେମାନେ ନିଜର ଦାନ୍ତକୁ ସଫା କରନ୍ତି ନାହିଁ।ଆପଣ ଗୋଟେ ସାଧାରଣ କଥା ଭାବନ୍ତୁ ଆଜିକାଲି ଦାଣ୍ତ କିଏ ସଫା ନକରେ।ଦାନ୍ତ ଗୋଟେ ଲୋକର ମୁଖ୍ୟ ପରିଚୟ ଅଟେ।ଆଉ ଏହି ଦାଣ୍ତ ଯେତବେଳେ ଅସନା ଓ ହଳଦିଆ ହୋଇଯାଏ ସେ ସମୟରେ ସେ ଲୋକ କାହା ଆଗରେ ମନ ଖୋଲି ଟିକେ ହସିବାକୁ ମଧ୍ୟ ତାର ଇଚ୍ଛା ହୁଏନାହିଁ।ଆଉ ଏହି ଦାନ୍ତକୁ ଆମର ବ୍ୟକ୍ତିତ୍ବର ଗୋଟେ ଅବିଛେଦ ଅଙ୍ଗ ଭାବରେ ଆମେ ଜାଣିରଖିବା ଉଚିତ।ଆମର ଏହି ହଳଦିଆ ଓ ଅସନା ଦାନ୍ତ ଆମକୁ ବାହାରେ ସମାଲୋଚନାର ପାତ୍ର ହେବାରେ ବାଧ୍ୟ କରିଥାଏ।

ଆଜିକାଲି କିଏ ବ୍ରସ ନ କରୁଛି ବ୍ରସ ସମସ୍ତେ କରିବା ସତ୍ତ୍ୱେ ସେମାନଙ୍କ ଦାନ୍ତ ହଲଦିଆ ପଡିଥାଏ।ଦାଣ୍ତ କେବଳ ଖାଦ୍ୟ ଚୋବେଇବା କାମରେ ଆସିନଥାଏ।ଏହା ଆମର ସୌନ୍ଦର୍ଯ୍ୟ ବଢେ଼ଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଏହି ଖରାପ ଓ ଅସନା ଦାଣ୍ତ କାରଣରୁ ପ୍ରାୟ ସମୟରେ ଲୋକ କାହା ଆଗରେ କିଛି କହିବା ଓ ହସିବା ସମୟରେ ଲଜ୍ଜ୍ୟା ଅନୁଭବ କରନ୍ତି।ଆଉ ରହି ସଂସାୟାରୁ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରର ଟୁଥ ପେଷ୍ଟ ବ୍ୟବହାର କରନ୍ତି।ଏମିତି କରିବା ପରେବି ସେମାନଙ୍କୁ କୌଣସି ପ୍ରକାରର ଲାଭ ମିଳିନଥାଏ।ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏମିତି ଉପାୟ ନେଇ ଆସିଛୁ ଦାଣ୍ତ ନା କେବଳ ମୋତି ଭଳି ଚିକ ଚିକ କରିବ ଏହା ସୁସ୍ଥ ମଧ୍ୟ ରହିବ।

ଆପଣ ଦେଖିଥିବେ ବଜାରରେ ଦାନ୍ତକୁ ସଫା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ଆସିଥାଏ।ଆପଣ ମଧ୍ୟ ଏହାର ପ୍ରୟୋଗ କରିଥିବେ କଣ ସତରେ ଏହାକୁ ବ୍ୟବହାର କରିବା ଦ୍ୱାରା ଆମ ଦାନ୍ତ ସଫା ହୋଇଥାଏ ? ଏହାକୁ ବ୍ୟବହାର କରୁଥିବା ଲୋକଠାରୁ ଅଧିକ କିଏ ଜାଣିଥିବ।ଏହାକୁ ବ୍ୟବହାର ପରେ ଲୋକମାନେ ନିଜେ ଯେତେବଳେ କୌଣସି ଲାଭ ପାଇ ନଥାବତୀ ସେମାନେ ବ୍ୟସ୍ତ ଓ ବିବ୍ରତ ହୋଇ ଘରୋଇ ଉପାୟ ଆଡ଼କୁ ଅଗ୍ରସର ହୁଅନ୍ତି।ଆଉ ଏହି ସବୁ ଘରୋଇ ଉପାୟ ବ୍ୟବହାର କରିବା ପୂର୍ବରୁ ଖୋଜିବାକୁ ଲାଗେ।ଆଜି ଆମେ ଆପଣଙ୍କ ସହିତ ଏମିତି ଏକ ଘରୋଇ ଉପାୟ ବାଣ୍ଟିବାକୁ ଯାଉଛୁ ଯାହାଦ୍ୱାରା ଆପଣ କେଵଳ ଗୋଟେ ମିନିଟରେ ହିଁ ନିଜ ଅସନା ହଳଦିଆ ଦାନ୍ତକୁ ମୋତି ଭଳି ଚିକ ଚିକ କରିପାରିବେ।

ଲୁଣ ଦାନ୍ତକୁ ସଫା କରିବାର ଏକ ବହୁତ ଚର୍ଚ୍ଚିତ ଓ ପୁରୁଣା ଉପାୟ ଅଟେ।ଲୁଣରେ ଅଳ୍ପ ମାତ୍ରାରେ ଚାରକୋଲ ମିଶାଇ ବେ ଓ ଦାନ୍ତ ସଫା କରିବେ ଏହା ଦ୍ୱାରା ଆପଣଙ୍କର ଦାନ୍ତର ହଳଦିଆ ପଣ ଦୁର ହୋଇଯିବ ଆଉ ଦାନ୍ତ ହୀରା ଭଳି ଚିକ ଚିକ କରିବାକୁ ଲାଗିବ।ଲେମ୍ବୁ ରସର ପେଷ୍ଟ ଏହା ଏକ ପ୍ରାକୃତିକ ଉପାୟ ଅଟେ,ଆପଣ ନିଜର ଦାନ୍ତ ସଫା କରିବା ପାଇଁ ଗୋଟେ ଗିଲାସ ସ୍ଵଛ ପାଣିରେ ଅଧା ଲେମ୍ବୁ ଚୁପୁଡି ରାତି ସାରା ନିଜ ବ୍ରସକୁ ରଖି ଛାଡ଼ିଦେବେ ଆଉ ସକାଳୁ ଏହାର ବ୍ୟବ୍ୟବହାର କରନ୍ତୁ।ଏହାଦ୍ୱାରା ନା କେବଳ ଦାନ୍ତ ଆପଣଙ୍କ ମାଢି ମଧ୍ୟ ଶୁସ୍ଥ ହେବାରେ ଲାଗିବ।ଆଉ ଦାନ୍ତରେ ଥିବା ହଳଦିଆ ଅଂଶ ଦୁର ହୋଇଯିବ।

ତୁଳସୀରେ ଦାନ୍ତର ହଳଦିଆ ପଣ ଦୁର କରିବାର ଅବିଶ୍ଵସନୀୟ କ୍ଷମତା ରହିଛି।ତାସହିତ ତୁଳସୀ ଆମର ମୁହଁ ଓ ଦାନ୍ତ ରୋଗରୁ ଆମକୁ ରକ୍ଷା କରିଥାଏ।ତୁଳସୀ ପତ୍ରକୁ ଖରାରେ ସୁଖେଇ ଏହାକୁ ଗୁଣ୍ଡ କରି ପେଷ୍ଟରେ ମିଶେଇ ଦାନ୍ତକୁ ଘସିବା ଦ୍ୱାରା ଆମ ଦାନ୍ତ ସଫା ହୋଇଯାଇଥାଏ।କମଳା ଲେମ୍ବୁର ଚୋପା ଓ ତୁଳସୀ ପତ୍ରକୁ ସୁଖେଇ ଗୁଣ୍ଡ କରି ନେବେ ଆଉ ବ୍ରସ କରି ସାରିବା ପରେ ସବୁଦିନ ହାଲ୍କା ହାତରେ ନିଜ ଦାନ୍ତର ମସାଜ କରିବେ ସେଥିରେ ଥିବା ଭିଟାମିନ-ସି ଓ କ୍ୟାଲସିୟମ କାରଣରୁ ଦାନ୍ତ ମୋତି ଭଳି ଚିକ ଚିକ କରିବାକୁ ଲାଗିବ।ବେକିଙ୍ଗ ସୋଢ଼ା ବା ଖାଇବା ସୋଢ଼ା ଦାନ୍ତର ହଳଦିଆ ପଣକୁ ଦୁର କରିବା ପାଇଁ ଗୋଟେ ପ୍ରକାରର ଭଲ ବିକଳ୍ପ ହୋଇପାରେ।

ବେକିଙ୍ଗ ସୋଢ଼ା ବା ଖାଇବା ସୋଢ଼ା ଆମ ଦାନ୍ତକୁ ସଫା କରିବାର ସବୁଠାରୁ ଖାସ ଘରୋଇ ଉପାୟ ଅଟେ।ଵେକିଙ୍ଗ ସୋଢ଼ା ବା ଖାଇବା ସୋଢ଼ା ନିଜ ଗୁଣ ପାଇଁ ଏକ ଗୋଟିଏ ବଢିଆ ଉପାୟ ଅଟେ।ଦାନ୍ତକୁ ସଫା କରିବା ପାଇଁ ଏହା ଏକ ପ୍ରକାରର ଖାସ ବିକଳ୍ପ ଅଟେ।ବେକିଙ୍ଗ ସୋଢାକୁ ଦାନ୍ତରେ ରଗଡ଼ିବା ଦ୍ୱାରା ଦାନ୍ତର ହଳଦିଆ ପଣ ଦୁର ହୋଇଥାଏ।ବେକିଙ୍ଗ ସୋଢ଼ା ଓ ଲୁଣ ଅଳ୍ପ ମାତ୍ରାରେ ପେଷ୍ଟରେ ମିଶାଇ ବ୍ରସରେ ଲଗେଇ ଦାନ୍ତ ଘଷିବା ଦ୍ୱାରା ଆମ ଦାନ୍ତ ସଫା ହୋଇଥାଏ।ଲିମ୍ବ ସାହାଯ୍ୟରେ ମଧ୍ୟ ଆପଣ ନିଜ ଦାନ୍ତ ସଫା କରି ପାରିବେ।ଏହାର ବ୍ୟବହାର ପ୍ରାଚିନ କାଳରୁ ଚାଲି ଆସିଛି।ଏହି ଲିମ୍ବ ଦ୍ଵାରା ଆମ ଦାନ୍ତ ସଫା କରିବା ଓ ବ୍ୟାକ୍ଟେରିଆ ମାରିବାରେ ସାହାଯ୍ୟ କରିଥାଏ।ଏହା ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିସେପ୍ଟିକ ହୋଇଥାଏ।ସବୁଦିନ ଲିମ୍ବ କାଠିରେ ଦାନ୍ତ ସଫା କଲେ ଦାନ୍ତ ରୋଗ ହେବାର ସମସ୍ୟା ନଥାଏ ଆଉ ତାସହିତ ଦାନ୍ତର ହଳଦିଆ ପଣ ଦୁର ହୋଇଥାଏ।

Leave a Reply

Your email address will not be published. Required fields are marked *