December 7, 2024

Odia Express

Leading Odia News Portal of Odisha

ଦଶହରା ଦିନ ନଡିଆ ସହ ଯୋଡି ହୋଇଥିବା କିଛି ଉପାୟ ଆପଣଙ୍କ ଆର୍ଥିକ ଅସୁବିଧାକୁ କରିଦେବ ଦୁର, ବହୁତ ଅସୁବିଧାର ହେବ ସମାଧାନ

ହିନ୍ଦୁ ଧର୍ମରେ ଏମିତି ବହୁତ ଜିନିଷ ହୋଇଥାଏ, ଯାହା ଶୁଭ କାର୍ଯ୍ୟରେ ପ୍ରୟୋଗ ହୋଇଥାଏ, ଏହି ଜିନିଷରୁ ଗୋଟିଏ ହେଲା ନଡିଆ, ଯେବେ କେଉଁ ଶୁଭକାର୍ଯ୍ୟ ହୋଇଥାଏ, ତେବେ ନଡିଆକୁ ଭଙ୍ଗା ହୋଇଥାଏ , ନଡିଆକୁ ଆମେ ଶ୍ରୀଫଳ ବି କହିଥାଉ, ଶ୍ରୀ ମତଲବ ହୋଇଥାଏ ଲକ୍ଷ୍ମୀ, ଯଦି ଆପଣ କେଉଁ ନୁଆ ଜିନିଷ କିଣିକରି ଆଣୁଛନ୍ତି କିମ୍ବା ନୁଆଘରର ଶୁଭାରମ୍ଭ କରୁଛନ୍ତି ତେବେ ସବୁଠାରୁ ପ୍ରଥମେ ନଡିଆ ଭାଙ୍ଗିବା ଜରୁରୀ ହୋଇଥାଏ , ଏହା ଛଡା ଯଦି ଆପଣ ଦଶହରାକୁ ନଡିଆ ସହ ଯୋଡି ହୋଇଥିବା କିଛି ଉପାୟ କରନ୍ତି ତେବେ ଏଥିରେ ଆପଣଙ୍କ ଜୀବନ ସହ ଓ ଧନ ସଂବନ୍ଧିତ ଅସୁବିଧାର ସମାଧାନ ହୋଇଯିବ । ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଦଶହରା ଖରାପ ଉପରେ ଭଲର ଜୀତ୍ ହୋଇଥାଏ,  ଯଦି ଆପଣ ଏହି ଦିନରେ ନଡିଆର କିଛି ସାଧାରଣ ଉପାୟ କରିବେ , ତେବେ ଆପଣ କରଜରୁ ମୁକ୍ତିପାଈବେ ,ଓ ଆର୍ଥିକ ଅସୁବିଧା ଦୁର୍ ହୋଇଯିବ, ନଡିଆ ସହ ଯୋଡି ହୋଇଥିବା ଉପାୟ କରିଲେ ମାତା ଲକ୍ଷ୍ମୀଙ୍କର ଅପାର କରୁଣା ମିଳିପାରିବ ।

ଏହି ସଂସାରରେ ବ୍ୟକ୍ତି ନିଜ ଜୀବନରେ କେବେ କେଉଁ କାରଣରୁ ପଇସା ଉଧାର ନେଇଥାଏ, କିନ୍ତୁ ଉଧାର ନେଇଥିବା ପଇସା ସୁଜିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥେ, ଯଦି ଆପଣ ନିଜ କରଜରୁ ମୁକ୍ତିପାଇବାକୁ ଚାହୁଁଛନ୍ତି ତେବେ ଦଶହରା ଦିନ ପ୍ରାତଃ କାଳରେ ଉଠିକରି ସ୍ନାନ କଲାପରେ ନିଜ ଲମ୍ବା ଅନୁସାରେ କଳା ରଙ୍ଗର ଫିତା ନେଇଯାଆନ୍ତୁ , ଏହାପରେ ନଡିଆ ଉପରେ ତାକୁ ଗୋଡାଇଦିଅନ୍ତୁ , ଏତେ କରିବାପରେ ନଡିଆକୁ ରଖିକରି ପୁଜା କରିବାର ଅଛି, ଏହାପରେ ନଡିଆକୁ କେଉଁ ପୋଖରି କିମ୍ବା ନଦୀରେ ପ୍ରବାହିତ କରିଦେବେ , ତାହା ସହ ଭଗବାନଙ୍କୁ କରଜରୁ ମୁକ୍ତିପାଇବାକୁ ପ୍ରାର୍ଥନା କରିବାକୁ ହେବ , ଏହି ଉପାୟ କରିକି ଆପଣ ଶିଘ୍ର କରଜରୁ ମୁକ୍ତ ହୋଇଯିବେ ।

ଯଦି ଆପଣଙ୍କ ଆର୍ଥିକ ଅସୁବିଧାରେ ଗତି କରୁଛନ୍ତି ତେବେ ଦଶହରା ଦିନ ଏକ ଜଟା ବାଲା ନଡିଆ ଆଣନ୍ତୁ , ଏହା ସହ ଗୋଲାପର ଫୁଲ, ପଦ୍ମଫୁଲ ଗୋଟେ ମାଳା, ଗୋଲାପି ଓ ଧଳା ରଙ୍ଗର କପଡା, ମିଠା, ଦୁଇଟି ଜନେଉ ନେଇକରି କେଉଁ ଲକ୍ଷ୍ମୀ ମାଙ୍କ ମନ୍ଦିରରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ , ଏହାପରେ ଆପଣଙ୍କୁ କର୍ପୁର ଓ ଦୀପ ଜଳାଇକରି ମା ଲକ୍ଷ୍ମୀଙ୍କୁ ଆରତୀ କରିବାକୁ ହେବ , ଶ୍ରୀ କନକଧାର ସ୍ରୋତର ଜପ କରିବେ , ଏହି ଉପାୟ କରିଲେ ଆର୍ଥିକ ଅସୁବିଧା ଦୁର ହୋଇଯାଏ । ଯଦି ଆପଣଙ୍କୁ କାମ କାର୍ଯ୍ୟରେ ସଫଲତା ପାଇବାର ଅଛି ଏଥିପାଇଁ ଦଶହରା ଦିନ ଲାଲ ରଙ୍ଗର୍ ସୁତା କପଡାରେ ଏକ ନଡିଆ ଗୋଡାଇ ଜଳରେ ପ୍ରବାହିତ୍ କରିଦିଅନ୍ତୁ , ନଡିଆ ପ୍ରବାହିତ କରୁଥିବା ସମୟରେ ନିଜ ମନୋକାମନା ବି ମନରେ ଦୋହରାଇବେ , ଏହି ସାଧାରାଣ ଉପାୟରୁ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।

ଯଦି ଆପଣ ଆର୍ଥିକ ସ୍ଥିତି ମଜବୁତ୍ କରିବାକୁ ଚାହୁଁଛନ୍ତି ତେବେ ଏହାପାଇଁ ମଲ୍ଲୀର ତେଲରେ ସିନ୍ଦୁର ମିଶାଇକରି ନଡିଆରଉପରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ, ଏବେ ସେହି ନଡିଆକୁ ନେଇ ହନୁମାନ ମନ୍ଦିର ଯାଆନ୍ତୁ ଓ ଅର୍ପଣ କରିଦିଅନ୍ତୁ  ଏହାପରେ ହନୁମାନଜୀଙ୍କୁ ଗୁଡ, ଚଣା ଓ ଭୋଗଲଗାଇବାକୁ ହେବ,  ଓ ରୁଣମୋଚକ ମଙ୍ଗଳ ସ୍ରୋତ ପାଠ କରିବାକୁ ହେବ,  ଏଥିରେ ଆର୍ଥିକ ଅସୁବିଧା ଦୁର ହୋଇଯିବ

Leave a Reply

Your email address will not be published. Required fields are marked *