କେବଳ ୫ ମିନିଟ ରେ ଥଣ୍ଡା,ଜ୍ଵର କାଶ ଓ କଫ ତଣ୍ଟିର ସବୁ ପ୍ରକାରର ସମସ୍ୟାରୁ ଆମକୁ ଆଜାଦି ମିଳିବ…
ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଅଛୁ,କମ ଜିନିଷରେ ତିଆରି ହେବା ଵାଲା,ବହୁତ ଶିଘ୍ର କାମ କରୁଥିବା କେତେକ ଜିନିଷ ଆମେ ନେଇ ଆସିଅଛୁ।ଥଣ୍ଡା,କାଶ,କଫ, ଗଳା ଦରଜ ହେଉଥିବା,ଗଳାରେ ତଣ୍ଟ ସିଲ ହେବା ଆଉ ତଣ୍ଟି ସଲ ସଲରୁ ଆମକୁ ଦୁରେଇ ରଖିବ।ଏହା ଏମିତି ଏକ ଘରୋଇ ଔଷଧ ଅଟେ ଯାହାର କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ନଥାଏ।ଯଦିବି ଆପଣଙ୍କୁ ଏ ସବୁ ସମସ୍ୟା ନାହିଁ ତଥାପି ଆପଣ ଏହାର ପ୍ରୟୋଗ ସବୁଦିନ କରନ୍ତୁ।ଏହାର କାରଣ ହେଲା ଏବେ ଋତୁ ପରିବର୍ତ୍ତନ ହେଉଛି ଆଉ ଥଣ୍ଡା ଜ୍ଵର ହେବାର ସମ୍ଭାବନା ରହିଥାଏ ତେଣୁ ଆମକୁ ଏହାକୁ ସେବନ କରିବା ଉଚିତ।ଏବେ ଆସନ୍ତୁ ଜାଣିବା ଏହାକୁ ବନେଇବାର ଉପାୟ।ଆମକୁ ଏଠି ଦରକାର ଗୋଟେ ଆଉ ତାର ଅଧା ଚାମୁଚ ହଳଦି,ଆପଣ ଚାହିଁଲେ ଗୋଟାଏ ହଳଦୀ ଆଣି ତାକୁ ସୁଖେଇ ଗୁଣ୍ଡ କରିନେବେ ନହେଲେ ଆପଣ ବଜାରରେ ମିଳୁଥିବା ପ୍ୟାକେଟ ହଳଦୀର ବ୍ୟବହାର କୃପାରିବେ।
ତାପରେ ଆମକୁ ନେଵାରେ ଅଛି ଲୁଣ।ଦେଖିବାକୁ ଗଲେ ଲୁଣ ୩ ପ୍ରକାରର ପ୍ରଥମେ ସାଧାରଣ ଲୁଣ ଯାହାକୁ ଆମେ ପ୍ରତିଦିନ ଖାଉଛୁ,ଆଉ ଏହାକୁ କୌଣସି ଘରୋଇ ଉପାୟରେ ବ୍ୟବହାର କରିବା ନାହିଁ।ଦ୍ଵିତୀୟରେ ଆମେ ନେବା କଳା ଲୁଣ ବା ବିଟ ଲୁଣ,ଆଉ ଏହାର ମଧ୍ୟ ଆମକୁ ବ୍ୟବହାର କରିବାର ନାହିଁ।ତୃତୀୟରେ ଆସିବ ସିନ୍ଧା ଲୁଣ ବା ସାମୁଦ୍ରିକ ଲୁଣ,ଏହାକୁ ହିଁ ଆମ ଘରୋଇ ଉପାୟରେ ବ୍ୟ ହ୍ର କରିବାର ଅଛି ଏହାର ହିଁ ଲାଭ ହେବ।ତୃତୀୟ ଜିନିଷ ହେଉଛି ଆମର ଡାଲଚିନ,ଆପଣ ଏହାର ଛୋଟିଆ ଖଣ୍ଡକୁ ଭାଙ୍ଗି ନେବେ ଓ ତାକୁ ଗୁଣ୍ଡ କରିନେବେ।ଏହି ଡାଲଚିନି ପକେଇବା ଦ୍ୱାରା ଆପଣଙ୍କ କାଶ ଓ ଥଣ୍ଡା ଠିକ ହେବ।
ଏହି ଉପାୟରେ ବହୁତ ଅଧିକ ଅସର ଥାଏ,ଯାହା ବିଷୟରେ ଆପଣ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ।ଆମକୁ ନେବର ଅଛି ଏକ କଞ୍ଚା ହଳଦୀ ଆଉ ତାକୁ ଭଲ ଭାବରେ ଉପର ପରସ୍ତ ଛଡେ଼ଇ ନେବେ।ଆପଣ ଏହି ହଳଦୀର ସେତେବେଳେ ବ୍ୟବହାର କରିବେ ଯେତେବେଳେ ଆପଣଙ୍କ ଘରେ ହଳଦୀ ଗୁଣ୍ଡ ବା ସୁଖିଲା ହଳଦୀ ଗୁଣ୍ଡ ନଥିବା ବା ଆପଣ ବଜାର ଯାଇଆ ପାରୁ ନଥିବେ ସେତେବେଳେ ତାର ବ୍ୟବହାର କରିବେ।ଆପଣ ସେ କଞ୍ଚା ହଳଦୀର ଚୋପା ଛଡେଇ ସାରିବା ପରେ ତାକୁ ଭଲ ଭାବରେ ଛୋଟ ଛୋଟ ଭାଗରେ ସମ୍ପୂର୍ଣ୍ଣ ଗୁଣ୍ଡ ଗୁଣ୍ଡ କରି କାଟି ନେବା।ଆପଣ ଗୋଟେ ଖଣ୍ଡ କଞ୍ଚା ହଳଦୀର ଗୋଟେ ଇଞ୍ଚ ହଲଦୀକୁ ଛୋଟ ଛୋଟ କରି କାଟିବାର ଅଛି।
ତାପରେ ଗ୍ୟାସ ଉପରେ ଆପଣଙ୍କୁ ଏକ ସଫା ସଅସ୍ପେନ ବସେଇବେ, ସେ ସଅସ୍ପେନ ରେ ଗୋଟେ ଆଉ ଅଧା ଗିଲାସ ପାଣି ପକେଇ ନେବେ।ଆଉ ତାପରେ ଗ୍ୟାର ଫ୍ଲେମ କୁ ହାଇ କରିନେବେ।ତାପରେ ଆପଣ ଡେ କଟା ହେଇଥିବା ହଳଦୀ ପକେଇ ନେବେ ଆଉ ଯଦି ଆପଣ ହଳଦି ଗୁଣ୍ଡର ବ୍ୟବହାର କରୁଛନ୍ତି ତାହେଲେ ପାଣି ଫୁଟିବା ପରେ ଆପଣ ହଳଦୀ ଗୁଣ୍ଡ ପକାନ୍ତୁ।ତାପରେ ପରେ ଆପଣ ଏକ ଛୋଟ ଖଣ୍ଡ ଡାଲଚିନିର ପକେଇ ନେବେ।ଆପଣ ଏହାକୁ ସକାଳୁ ସକାଳୁ ପିଇବାର ଅଛି।ଆଉ ଏହାକୁ ସକାଳୁ ଚା ବଦଳରେ ପିଇବାର ଅଛି।ଏହା ପ୍ରସ୍ତୁତ ହେବା ମାତ୍ରକେ ଏହାର ସେବନ କରିନେବେ,ଏହାକୁ ଫ୍ରିଜରରେ ଷ୍ଟୋର କରି ରଖିବେ ନାହିଁ।ଆପଣ ଏହାକୁ ସକାଳୁ ସେବନ କରିବା ଦ୍ୱାରା ରାତିରୁ ଆମ ଶରୀରରେ ଥିବା କଫ,ଛାତି ଓ ଗଳାରେ ଥିବା କଫ ଯେମିତି ସାଙ୍ଗ ସାଙ୍ଗେ ବାହାରକୁ ଚାଲିଯିବ।
ଆଉ ଆପଣ ଚାହୁଁଛନ୍ତି ତ ରାତିରେ ଶୋଇବା ପୂର୍ବରୁ କିଛିଟା ଅଧିକ ଲାଭ ପାଇବେ।ତାପରର ଆପଣ ଏହାକୁ ୨-୫ ମିନିଟ ପର୍ଯ୍ୟନ୍ତ ପ ଟେଇବାକୁ ଲାଗିବେ।ତାପରେ ୨ ମିନିଟ ହେଲା ପରେ ଆମେ ଗ୍ୟାସର ଫ୍ଲେମ ବନ୍ଦ କରିନେବା,ଆଉ ତାପରେ ଏହାକୁ ଓଲ୍ହାଇ ଆଣିବେ।ଆମେ ଏହାକୁ ୨ ଟି ଉପାୟରେ ସେବନ କରିବା ଶିଖିବା ପ୍ରଥମେ ଗୋଟେ ବଡ଼ ଗିଲାସ ନେବେ ଓ ଦ୍ଵିତୀୟରେ ଆଉ ଏକ ଛୋଟ ଗିଲାସ ନେବେ।ଆଉ ସେ ଦୁଇଟି ଗିଲାସରେ ସେ ଔଷଧିକୁ ଛାଣି ପୁରେଇ ନେବା।ଆମେ ଯେଉଁ ଛୋଟ ଗିଲାଆରେ ଏହାକୁ କାଢିଚୁ ଆଙ ଏହାକୁ ସକାଳୁ ସକାଳୁ ଗୋଟେ ଚୁଟିକି ସାମୁଦ୍ରିକ ଲୁଣ ବା ସିନ୍ଧା ଲୁଣ ପକେଇ ସକାଳୁ ପିଅନ୍ତୁ।ଆପଣ ଚାହିଁଲେ ଏହାକୁ ରାତିରେ ମଧ୍ୟ ପିଇ ପାରିବେ।ଏମିତି କରିବା ଦ୍ୱାରା ଆପଣଙ୍କ ଥଣ୍ଡାରୁ ଆପଣଙ୍କ ଆରାମ ମିଳିବ।ଆଉ ଆପଣଙ୍କ କାଶ ଠିକ ହେବ ଓ ଆପଣଙ୍କୁ ଆରାମ ମିଳିବ।
ଯଦି ଆପଣଙ୍କୁ ହଳଦୀ ଆଉ ଲୁଣର ସ୍ୱାଦ ଭଲ ନ ଲାଗିଥାଏ ତାହେଲେ ଆପଣ ଚୁଲାରୁ ଓହ୍ଲେଇ ସାରିବା ପରେ ଆପଣ ସେଥିରେ ଗୋଟେ ଚାମୁଚ ମହୁ ମିଶେଇ ଦିଅନ୍ତୁ।ଏହି ମହୁ ଆମ ଶରୀରର ପାଇଁ ବହୁତ ଲାଭଦାୟୀ ହୋଇଥାଏ ଓ ଆମ ରୋଗପ୍ରତିରୋଧ ଡକ୍ଟ8 ବଢ଼େଇ ଥାଏ।ଆଉ ଚା ଭଳି ସକାଳୁ ଗରମ ଗରମ ଏହାକୁ ନେବାର ଅଛି।ତାପରେ ଯଦି ଆପଣ ଚାହୁଁଛନ୍ତି ତାହେଲେ ଲେମ୍ବୁରସକୁ ମଧ୍ୟ ଚୁପୁଡି ପାରିବେ।ଲେମ୍ବୁ ଭିଟାମିନ-ସି ରେ ଭରପୁର ହୋଇଥିବାରୁ ଆପଣଙ୍କୁ ବହୁତ ଆରାମ ମିଳିବ,ଏହାକୁ ଆପଣ ଦିନରେ ୩ ନେଇ ପାରିବେ।ତାପରେ ସେ ବଡ଼ ଗିଲାସରେ ଥିବା ଔଷଧି ରେ ଏକ ଚତୁର୍ଥାଂଶ ସିନ୍ଧା ଲୁଣ ମିଶେଇ ନେବେ।ଆପଣ ଏହାକୁ ଦିନରେ ୩ ଥର କୁଳୁକୁଳୁ କରିବାର ଅଛି।ଏହାଦ୍ୱାରା ଆପଣଙ୍କ ଗଳା ଜନିତ ସମସ୍ତ ସମସ୍ୟା ଦୂର ହୋଇହିବ।ଆପଣ ସେମିତି ୩ ମିନିଟ ପର୍ଯ୍ୟନ୍ତ କରିବଡ ଅଛି।