February 18, 2025

Odia Express

Leading Odia News Portal of Odisha

ବରାହ ପୁରାଣ ଅନୁସାରେ ଏହି ୨ ରଙ୍ଗର କପଡା ପିନ୍ଧିକରି କେବେ ଭୁଲରେ କରନ୍ତୁ ନାହିଁ ପୁଜା, ନହେଲେ ରୁଷ୍ଟ ହୋଇଯିବେ ଦେବ ଓ ଲାଗିବ ମହାପାପ

ପୁଜା ଶବ୍ଦ ଏକ ଅନୋଖା ଶବ୍ଦ ଅଟେ ,ଯେଉଁଠି ଅପାର ଶକ୍ତି ହୋଇଥାଏ , ଶାସ୍ତ୍ର ଅନୁସାରେ ନିଜ ମନର ଭାବକୁ ପ୍ରଭୁଙ୍କ ନିକଟରେ ପହଞ୍ଚାଇବାପାଇଁ ସାଧନକୁ ଆମେ ପୁଜା କହିଥାଉ,  ସାଧାରଣତଃ ଆମେ ସମସ୍ତେ ପୁଜାପାଠରେ ମହତ୍ତ୍ୱ ରଖିଥାଉ, ଓ ଲୋକେ ନିଜ ଶ୍ରଦ୍ଧାନୁସାରେ ନିଜ ଇଷ୍ଟଦେବଙ୍କୁ ପୁଜା ଅର୍ଚ୍ଚନା ବି କରନ୍ତି , କିନ୍ତୁ ବହୁତ ଲୋକେ ପୁଜା ସଂବନ୍ଧି ଜରୁରୀ ନିୟମ ବିଷୟରେ ଅବଗତ ହୋଇନଥାନ୍ତି । ଆମର ଧର୍ମ ଶାସ୍ତ୍ରରେ ସବୁଦିନ ପୁଜା ପାଠ କରାଯିବା ଉଚିତ୍ , ଓ କିଛି ନିୟମ ବିଷୟରେ କୁହାଯାଇଛି ଯାହା ସମସ୍ତଙ୍କୁ ଏହି ବିଷୟରେ ଜଣାନଥଏ ,ଯେବେ କି ଶାସ୍ତ୍ରର ମାନିଲେ ପୁଜା ସମୟରେ ବିଶେଷ ସାବଧନତା ରଖିବା ଉଚିତ୍ , ଅନ୍ୟଥା ଆପଣଙ୍କ ଦ୍ୱାରା କରାଯାଇଥିବା ପୁଜା ଇଶ୍ୱରଙ୍କୁ ସ୍ୱିକାର ହୋଇନଥାଏ, ଆଜି ଆମେ ଆପଣଙ୍କୁ ପୁଜା ସଂବନ୍ଧି ଏମିତି କିଛି ସାବଧନତା ବିଷୟରେ କହିବାକୁ ଯାଉଛୁ, ଯାହାର ଧ୍ୟାନ ଆପଣଙ୍କୁ ରଖିବା ଜରୁରୀ ଅଟେ, ଶାସ୍ତ୍ରରେ ଯେଉଁ ପ୍ରକାରରେ ଆମର ଦୈନିକ ଜୀବନର ସବୁ କ୍ରିୟାକଳାଅ ବିଷୟରେ ଉଚିତ୍ ଦିଗ ନିର୍ଦ୍ଧେଶ ହୋଇଛି , ଠିକ୍ ସେହି ପ୍ରକାରରେ ଭଗବାନଙ୍କ ପୁଜା ପାଇଁ କିଛି ଜରୁରୀ କଥା କୁହାଯାଇଛି ଯାହାର ଆମେ ମନରୁ ପାଳିବା ଉଚିତ୍ , ଏମିତିରେ ଯଦି ପୁଜାପାଠ କରୁଥିବା ସମୟରେ ସାବଧନତା ନରଖାଯାଏ ତେବେ ଏହା ପୁଜା ଯୋଗ୍ୟ ହୁଏ ନାହିଁ ,ଯାହାକୁ ଆପଣ ବୁଝୁଥିବେ

ଏମିତିରେ ଶାସ୍ତ୍ରରେ କୁହାଯାଇଥିବା ନିର୍ଦ୍ଧେଶର ମାର୍ଗଦର୍ଶନ ଦେବା ଆମପାଇଁ ହିତକର ପ୍ରମାଣିତ ହେବ । ଯେମିତି ଆମେ ଜାଣିଛେ କି ଭାରତୀୟ ଜୀବନଧାରାରେ ଯେଉଁ ଗ୍ରନ୍ଥର ମହତ୍ତ୍ୱପୁର୍ଣ୍ଣ ସ୍ଥାନ ଅଛି ସେଥିରୁ ପୁରାଣର୍ରେ ଭକ୍ତି ଗ୍ରନ୍ଥର ରୁପରେ ବହୁତ ଗୁରୁତ୍ୱପୁର୍ଣ୍ଣ ଜଣାଯାଏ , ଏଥିରୁ ମାନବ ଜୀବନର ଉତ୍କର୍ଷ ଓ ଆପକର୍ସ ଅନେକ ଗାଧା ମିଳିଥାଏ , ଏହି ଗ୍ରନ୍ଥରେ ବରାହ ପୁରାଣ ଏକ ଏମିତି ଗ୍ରନ୍ଥ ଅଟେ ଯେଉଁଥିରେ ଭଗବାନ ଶ୍ରୀହରି ବରାହ ଅବତାରର ମୁଖ୍ୟ କଥା ସହ ଅନେକ ତୀର୍ଥ, ବ୍ରତ, ଯଜ୍ଞ, ଦାନ ଆଦି ବିସ୍ତୁତ ବର୍ଣ୍ଣନ କରିଛନ୍ତି । ବରାହପୁରାଣରେ ୨୧୭ ଟି ଅଧ୍ୟାୟ ଓ ପ୍ରାୟ ଦଶହଜାର ଶ୍ଳୋକ ଅଛି, ଯେଉଁଥିରେ ଭଗବାନ ବରାହ ଧର୍ମାପଦେଶ କଥାଗୁଡିକ ରୁପରେ ପ୍ରସ୍ତୁତ କରିଛନ୍ତି , ଏହି ଉପଦେଶରେ ପୁଜା ସହ ଯୋଡି ହୋଇଥିବା କିଛି ନିୟମ ବି ଅଛି, ଯେଉଁଠି ଭଗବାନ ବରାହ ପୁଜା ସହ ଯୋଡି ହୋଇଥିବା ନିଷେଧ କାମ କହିଛନ୍ତି , ଯାହାକୁ ପୁଜା ସମୟରେ କରିବା ଦ୍ୱାରା ବ୍ୟକ୍ତି ପାପର ଭାଗିଦାରି ହୋଇଥାଏ,  ଆସନ୍ତୁ ଜାଣିବା କେଉଁ କେଉଁ ସେହି କାମ ।

୧) ବରାହ ପୁରାଣରେ କେବେ ବି ଶବକୁ ସ୍ପର୍ଶ କରିବାପରେ ବିନା ସ୍ନାନ କରି ପୁଜା କରିବା ଅସିକାର୍ଯ୍ୟ ଅଟେ ।

୨) ବରାହପୁରାଣରେ କେବେ ବି ସଂମ୍ଭୋଗକରି ବିନା ସ୍ନାନ କରି ଭଗବାନଙ୍କୁ ପୁଜା କରିବା ଏକ ଅପରାଧ ସହ ସମାନ ହୋଇଥାଏ ।

୩) ରାଗ କରି ଯିଏ ଉପାସନା କରିଥାଏ, ସେମିତି ପୁଜାକୁ ଅସିକାର୍ଯ୍ୟ ପୁଜା ବୋଲି ଜଣାଯାଏ ।

୪) ବରାହପୁରାଣ ଅନୁସାର୍ କେବେ ବି ଅନ୍ଧାରରେ ଭଗବାନଙ୍କ ମୁର୍ତି କିମ୍ବା ଫଟୋକୁ ସ୍ପର୍ଶ କରିବା ଏକ ବହୁତ ବଡ ଅପରାଧ୍ ଅଟେ।

୫) ବରାହ ପୁରାଣ ଅନୁସାରେ ବିନା ଘଣ୍ଟି କିମ୍ବା ଶଙ୍ଖନାଦ ନକରି ପୁଜା କରିବା ଅନୁଚିତ୍ ।

୬)ପୁଜା ସମୟରେ କେଉଁ ପ୍ରକାର ବେଅର୍ଥକୁ କଥା କୁ ଆଲୋଚନା କର୍ରିବା ଅନୁଚିତ୍ ।

୭) କେବେ ଖାଇବାପରେ ବିନା କୁଳିକରି ପୁଜା କର୍ରିବା ଅନୁଚିତ୍ । ଏମିତି ପୁଜା ସ୍ୱୀକାର କରାଯାଏ ନାହିଁ

Leave a Reply

Your email address will not be published. Required fields are marked *