February 14, 2025

Odia Express

Leading Odia News Portal of Odisha

ହାତର ଆଙ୍ଗୁଠିରେ କଳାଜାଇ, କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି, ଜାଣନ୍ତୁ ଏହାର ମହତ୍ତ୍ୱ

କଳାଜାଇ ଏକ ବ୍ୟକ୍ତିର ସୁନ୍ଦରତାରେ ଆହୁରି ଶୋଭା ବଢାଇଦେଇଥାଏ, ସେମିତି ଅନ୍ୟ ଏକ କଳାଜାଇ ବ୍ୟକ୍ତିର ସ୍ୱଭାବକୁ ବ୍ୟକ୍ତ କରିଦିଏ , କଳାଜାଇ ସବୁ ପ୍ରକାରର ଶାରରୀକ, ଆର୍ଥିକ, ଏବଂ ଚରିତ୍ର ବିଷୟରେ ବହୁତ୍ କିଛି ଦର୍ଶାଇଥାଏ , କଳାଜାଇ ପ୍ରଭାବରୁ ଆମର ଲିଙ୍ଗରୁ କେବେ ଅଲଗା ହୋଇନଥାଏ, କଳାଜାଇ ସମସ୍ତଙ୍କ ଶରୀରରେ ହୋଇଥାଏ, ଓ ଶରୀରରେ କଳାଜାଇ ଥିଲେ ବ୍ୟକ୍ତି ଏହା ଜାଣିବାକୁ ଇଚ୍ଛାପ୍ରକଟ କରେ କି ଏହାର ଫଳ କଣ ମିଳିବ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆପଣଙ୍କ ହାତରେ ଆଙ୍ଗୁଠିରେ କଳାଜାଇ ଆପଣଙ୍କ ଜୀବନରେ କେଉଁ ରହସ୍ୟ ବିଷୟରେ ଉଜାଗର କରିବ ।

୧) ଅନାମିକା ଆଙ୍ଗୁଠି- ଯେଉଁ ବ୍ୟକ୍ତିର ଅନାମିକ ମାନେ ରିଙ୍ଗ୍ ଫିଙ୍ଗର୍ ସଂବନ୍ଧ ସୁର୍ଯ୍ୟ ପର୍ବତ ସହ ହୋଇଥାଏ, ଏହି ଆଙ୍ଗୁଠିର ପୁର୍ବ ଭାଗ ଉପରେ କଳାଜାଇ ଥିଲେ ଏମିତି ବ୍ୟକ୍ତି ନିଜ ହିଁ କର୍ମର କାରଣରୁ ନିଜ ସାମାଜିକ ପ୍ରତିଷ୍ଠାକୁ ହାନି ପହଞ୍ଚାଇଥାଏ, ଏମିତି ଲୋକ କ୍ରୋଧୀ ସ୍ୱଭାବର ହୋଇଥାନ୍ତି , ଯାହାର କାରଣରୁ ତାଙ୍କୁ କ୍ଷତି ସହିବାକୁ ପଡିଥାଏ , ଏହି ଆଙ୍ଗୁଠିର ଦ୍ୱିତୀୟ ଭାଗରେ କଳାଜାଇ ହେବା କମଜୋର୍ ସଂମ୍ପର୍କ ଆଡକୁ ଇଶାରା କରିଥାଏ, ଏହି କଳାଜାଇ କହିଥାଏ କି ଆପଣଙ୍କ ସଂମ୍ପର୍କ ମଜବୁତ୍ ତୁ ଆଗକୁ ବଢିପାରିବନାହି, ଅନାମିକା ଆଙ୍ଗୁଠିର ତୃତୀୟ ଭାଗରେ କଳାଜାଇ ହେବା ଏହି କଥାର ସଙ୍କେତ ଦେଇଥାଏ କି ସେ ବ୍ୟକ୍ତି ମାନସିକ ରୁପରେ ଦୁର୍ବଳ ଅଛି, ଓ ତାହା ମଧ୍ୟରେ ଆତ୍ମବିଶ୍ୱାସର ଅଭାବ ଅଛି ।

୨) କନିଷ୍ଠିକା ଆଙ୍ଗୁଠି- କନିଷ୍ଠିକା ଆଙ୍ଗୁଠିର ସଂବନ୍ଧ ବୁଧ ପର୍ବତ ହୋଇଥାଏ । ଏହି ଆଙ୍ଗୁଠି ପୁର୍ବ ଭାଗରେ କଳାଜାଇ ହୋଇଥାଏ ତ ଏମିତି ବ୍ୟକ୍ତି ଧନ ବହୁତ ଲୋଭି ହୋଇଥାଏ । ଏମିତି ଲୋକ ଧନ ବହୁତ କମାଇବା ବି ହୋଇଥାଏ ଏହାପରେ ଧନ କୁ ନେଇକରି ଲୋଭ ବି ଅଧିକା ହୋଇଥାଏ । ଏହି ଆଙ୍ଗୁଠିର ଶେଷ ଭାଗରେ କଳାଜାଇକୁ ଦର୍ଶାଇଥାଏ, ବ୍ୟକ୍ତି ମସ୍ତିଷ୍କ ହିସାବରେ ବହୁତ ତେଜ୍ ଅଟେ , ଓ ବହୁତ ଭାବିକରି ଫଇସଲା ନେଇଥାଏ , କିନ୍ତୁ ଏହି କଳାଜାଇ ଏହି କଥାକୁ ସଙ୍କେତ ଦେଇଥାଏ , ଭବିଷ୍ୟରେ ଆପଣଙ୍କୁ କିଛି ବଡ କ୍ଷତି ହୋଇଥାଏ ।

୩) ତର୍ଜନୀ ଆଙ୍ଗୁଠି- ତର୍ଜନୀ ଆଙ୍ଗୁଠିର ସଂବନ୍ଧ ଗୁରୁ ପର୍ବତ ସହ ହୋଇଥାଏ , ଯଦି ଏହି ଆଙ୍ଗୁଠିର ପୁର୍ବ ଭାଗରେ କଳାଜାଇ ହୋଇଥାଏ , ତେବେ ଏହି କଥାର ଇଶାରା କରେ କି ବ୍ୟକ୍ତି ବହୁତଥର ଅହଂକାରରେ କଥା ହୋଇଥାଏ , ଏହି ଆଙ୍ଗୁଠିର ଦ୍ୱିତୀୟ ଭାଗରେ କଳାଜାଇ ତେବେ ହୋଇଥାଏ , ଯେବେ ଆପଣଙ୍କ କୁଣ୍ତଳିରେ ବୃହସ୍ପତି କିମ୍ବା ଶୁକ୍ରଗ୍ରହ ଅଶୁଭ ଫଳ ଦେଇଥାନ୍ତି , କୁହାଯାଏ କି ଏମିତି ଲୋକ ନିଜ ଭାବନାକୁ ନିୟନ୍ତ୍ରଣ ରଖିପାରନ୍ତି ନାହିଁ , ଓ ସହଜରେ କାହା ସହ ଯୋଡି ହୋଇପାରନ୍ତି ନାହିଁ ।

୪) ମଧ୍ୟମା ଆଙ୍ଗୁଠି-  ମଧ୍ୟମା ଆଙ୍ଗୁଠି ତଳେ ଶନି ପର୍ବତ ହୋଇଥାଏ, ଏହି ଆଙ୍ଗୁଠିର ପୁର୍ବରୁ ପ୍ରଥମ ଭାଗରେ ମହଜୁଦ୍ କଳାଜାଇ କହେ କି ଏହି ସଂବନ୍ଧିତ ବ୍ୟକ୍ତି ନିର୍ଣ୍ଣୟ କ୍ଷମତା ମଜବୁତ୍ ଅଛି, ଓ ତାଙ୍କ ଦ୍ୱାରା କରାଯାଇଥିବା ଫଇସଲା ସହ ଅନ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ଯେବେ କି ମଧ୍ୟମା ଆଙ୍ଗୁଠିର ଅନ୍ୟ ଭାଗରେ କଲାଯାଇ ହେବା ଦୁର୍ବଳ ଶରୀର ସହ ସଂମ୍ପର୍କ ରହସ୍ୟକୁ ଉଜାଗର କରିଥାଏ , ମଧ୍ୟମା ଆଙ୍ଗୁଠିର ତୃତୀୟ ଭାଗରେ କଳାଜାଇ ହେବା ଫୁସଫୁସ୍ ଦୁର୍ବଳ ହେବା ଚିହ୍ନ ହୋଇଥାଏ , ଯେଉଁ ଲୋକ ଲୁହା କିମ୍ବା ରସାୟନ ସଂବନ୍ଧିତ କ୍ଷେତ୍ରରେ ଯୋଡି  ହୋଇଛନ୍ତି , ତାଙ୍କ ପାଇଁ ଏହି କଳାଜାଇ ଅଧିକା ବିପଦପୁର୍ଣ୍ଣ ହୋଇଥାଏ । ଯେବେ କି ଏହି ଆଙ୍ଗୁଠିର ଶେଷ ଭାଗରେ କଳାଜାଇ ହେବା ଏହା ଦର୍ଶାଇଥାଏ କି ବ୍ୟକ୍ତି ଖାଦ୍ୟପେୟ ଭୁଲ୍ ଅଛି, ଏମିତି ଲୋକଙ୍କ ମଧ୍ୟରେ କିଛି ଖରାପ ଅଭ୍ୟାସ ବି ହୋଇଥାଏ ।

Leave a Reply

Your email address will not be published. Required fields are marked *