June 28, 2025

Odia Express

Leading Odia News Portal of Odisha

ଏହି ୫ ଟି ରୋମାଣ୍ଟିକ୍ ସାୟରି ଥରେ ନିଶ୍ଚିତ ଆପଣଙ୍କ ଗାର୍ଲଫ୍ରେଣ୍ତକୁ କହିଦିଅନ୍ତୁ , ଖୁସିରେ ନାଚି ଉଠିବେ ସେ – ପୁଅ ମାନେ ନିଶ୍ଚୟ ପଢନ୍ତୁ

ପ୍ରେମ ଏପରି ଏକ ଜିନିଷ ଅଟେ ଯାହା କେବେ କାହାକୁ ହେଲେ ସେ ଦିନ ରାତି ସେ ବିଷୟରେ ହିଁ ଭାବିବସେ , ଯେବେ କେଉଁ ମନ ପୁରା ଭାବେ ପ୍ରେମରେ ପଡିଯାଏ , ତେବେ ସେଥିରୁ ବାହାରକୁ ବାହାରିବା ବହୁତ ମୁସକିଲ୍ ହୋଇଯାଏ , ଆପଣ ଯେଉଁଠି ବି ଯାଆନ୍ତୁ , କିଛି ସମୟ ପାଇଁ ସେହି ଚେହେରା ନାଚି ଉଠେ , ଗୀତ ଶୁଣିଲେ ତା କଥା ମନେ ପଡିଯାଏ , ଫିଲ୍ମ ଦେଖନ୍ତୁ ସେଥିରେ ନିଜ ପ୍ରେମକୁ ମିଶାଇଦେଇଥାଉ, ପ୍ରେମ ଏମିତି କିଛି ହୋଇଥାଏ ଯାହା ପୃଥିବୀରୁ ଆକାଶ ସହ ସମାନ ହେଲା ଭଳି ଲାଗେ ।

ଯେବେ ପ୍ରେମ ହୋଇଥାଏ , ତେବେ ତାହାର ନିବେଦନ ଜରୁରୀ ହୋଇଥାଏ , ସମୟ ସମୟରେ ସାମ୍ନାବାଲାର ଫିଲ୍ ବି କରାଇବାକୁ ପଡିଥାଏ ,କି ଆପଣ ତାଙ୍କୁ କେତେ ଜୀବନରୁ ବଳି ଅଧିକା ଭଲ ପାଆନ୍ତି , ନିଜ ପ୍ରେମକୁ ନିବେଦନ କରିବାପାଇଂ ସାୟେରୀରୁ କିଛି ଅନ୍ୟ ବିକଳ୍ପ ନାହିଁ , ଝିଅଙ୍କୁ ରୋମାଣ୍ଟିକ୍ ପୁଅ ଭଲ ଲାଗନ୍ତି , ଓ ସମସ୍ତେ ଏହା ଜାଣିଛେ କି ସାୟେରୀ ରେ ବହୁତ ରୋମାନ୍ସ ହୋଇଥାଏ ।

ଆପଣ ଯେବେ ବି କେଉଁ ଝିଅକୁ ଇମ୍ପ୍ରେସ୍ କରିବାକୁ ଚାହୁଁଛନ୍ତି ତେବେ ରୋମାଣ୍ଟିକ୍ ସାୟେରି ଶୁଣାଇଦିଅନ୍ତୁ , ତାଙ୍କ ମନ ଆପଣଙ୍କ ଆଡକୁ ଟାଣି ହୋଇଆସିବ , ଏହା ସହ କହିଦେବୁ କି ଯଦି ଆପଣ କେଉଁ ଝିଅକୁ ପ୍ରଥମଥର ମନ ଦେଇବସିଛନ୍ତି ତେବେ ସାୟରୀ ବହୁତକାମକୁ ଆସିପାରେ, ସାୟେରି ଶୁଣିବାପରେ ଝିଅ କିଛି ନା କିଛିକହେ ଏହି କଥାର ଗ୍ୟାରେଣ୍ଟି ଅଛି, ଆପଣଙ୍କୁ ତା ବଦଳରେ କିନ୍ତୁ ଚାପୁଡା ପଡିବନାହିଁ , ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ୫ ଟି ବଢିଆ ସାୟେରୀ ସେୟାର୍ କରିବାକୁ ଯାଉଛୁ, ଯାହା ଖାସ୍ କରି ଆପଣଙ୍କ ପାଇଁ ହିଁ ଆସିଛି, ଯଦି ଆପଣଙ୍କୁ ଗୋଟିଏ ବି ସାୟେରୀ ଆପଣଙ୍କ ପ୍ରେମିକାକୁ ପଠାଇଦେବେ , ତେବେ ସେ ଆପଣଙ୍କ ଦିୱାନୀ ହୋଇଯିବ , ତେବେ ଆସନ୍ତୁ ଆଉଥରେ ଏହି ରୋମାଣ୍ଟିକ୍ ସାୟେରୀ ବିଷୟରେ ଟିକିଏ ଶୁଣିନେବା ।

ପ୍ରଥମ ସାୟେରୀ-  “ଅଚ୍ଛା ଲଗତା ହୈ ତେରା ନାମ୍ ମେରେ ନାମ କେ ସାଥ୍ , ଜୈସେ କୋଇ ସୁବହ୍ ଜୁଡି ହୋ, କିସି ହସିନ୍ ଶ୍ୟାମ୍ କେ ସାଥ୍” । ମନେ ଅଛି ଛୁଆବେଳରେ ସ୍କୁଲର ଦିନରେ ଆମେ କିପରି ଲଭ୍ ଲେଟର୍ ନିଜ ପଛକଡ ହାତରେ ନେଇ ପ୍ରେମର୍ ପ୍ରଥମ ଅକ୍ଷର ଲେଖିକରି ହୃଦୟର ଚିହ୍ନ ବନାଇଦେଉଥିଲେ,  ନିଜ ପ୍ରେମୀର ନାଁ ସେଥିରେ ନିଜ ସହ ଲେଖିବା ବହୁତ ରୋମାଣ୍ଟିକ୍ ଫିଲ୍ କରୁଥିଲା । ସେମିତି ଏହି ନାଁ ନେଇକରି ଆପଣ ସାୟେରୀ ସେୟାର୍ କରିପାରିବେ ।

ଦ୍ୱିତୀୟ ସାୟେରୀ- “ଜାଦୁ ହୈ ଉସକି ହର୍ ଏକ୍ ବାତ୍ ମେଁ , ୟାଦ୍ ବହତ୍ ଆତି ହେ ଦିନ ଓ ରାତ୍ ମେଁ , କଲ୍ ଜବ୍ ଦେଖା ଥା ମୈନେ ସପନା ରାତ୍ କୋ, ତବ୍ ଭି ଉସକା ହି ହାତ୍ ଥା ମେରେ ହାତ୍ ମେଁ” । ଯଦି କେଉଁ ଝିଅ ବାରମ୍ବାର ଆପଣଙ୍କ ସ୍ୱପ୍ନରେ ଆସିବାକୁ ଲାଗେ , ତେବେ ବୁଝିଯିବେ କି ସଚ୍ଚା ପ୍ରେମ ଅଟେ, ଖାଲି ଏହି ସାୟେରୀ ତାଙ୍କୁ ପଠାଇଦିଅନ୍ତୁ ।

ତୃତୀୟ ସାୟେରୀ- “ଆପକୋ ମିସ୍ କରନା ରୋଜ୍ କି ବାତ୍ ହୋ ଗୟି, ଆପକୋ ୟାଦ୍ କରନା ଆଦତ୍ କି ବାତ୍ ହୋ ଗୟି, ଆପସେ ଦୁର୍ ରେହେନା କିସମତ୍ କି ବାତ୍ ହୋ ଗୟି, ମଗର୍ ଇତନା ସମଝ୍ ଏ ମେରେ ପ୍ୟାରେ ଅଜିଜ୍ କି ଆପକୋ ଭୁଲନା ଅପନେ ବସ୍ ସେ ବାହାର୍ କି ବାତ୍ ହୋ ଗୟି । ଏହି କଥା ୧୦୦ ପ୍ରତିଶତ ସଠିକ୍ ଅଟେ, ଯେବେ ଆମେ କାହାକୁ ପ୍ରେମ କରିଥାଉ, ତେବେ ରାତିଦିନ ତାବିଷୟରେ ହିଁ ଭାବିଥାଉ, ତାରକଥା ଆମ ଦିମାଗରୁ ବାହାରିବା ଯେପରି ଅସଂମ୍ଭବ ହୋଇଯାଏ ।

ଚତୁର୍ଥ ସାୟେରୀ- “ତେରି ଧଡକନ୍ ହି ଜିନ୍ଦେଗୀ କା କିସା ହେ ମେରା, ତୁ ଜିନ୍ଦେଗୀ କା ଏକ୍ ଏହମ୍ ହିସା ହେ ମେରା, ମେରି ମୋହାବତ୍ ତୁଝସେ , ସିର୍ଫ ଲଫଜୋ କି ନହିଁ ହୈ, ତେରି ରୁହ୍ ସେ ରୁହ୍ ତକ୍ କା ରିସ୍ତା ହେ ମେରା “ ଅସଲ ପ୍ରେମ ସଂମ୍ପର୍କ କେବଳ କଥା ମଧ୍ୟରେ ସିମିତ ହୋଇନଥାଏ, ବରଂ ଅସଲ ପ୍ରେମ ଦୁହେଁ ଆତ୍ମାକୁ ଗୋଟେ କରିଦିଏ , ଆପଣ ଏକ ଦ୍ରୁତ କନେକ୍ସନ୍ ଫିଲ୍ କରିବାକୁ ଲାଗନ୍ତି ।

ପଞ୍ଚମ ସାୟେରୀ- “ଆପସେ ରୋଜ୍ ମିଲନେ କୋ ଦିଲ୍ ଚାହତା ହୈ, କୁଛ୍ ସୁନନେ ସୁନାନେ କା ଦିଲ୍ ଚାହତା ହେ, ଥା ଆପକା ମନାନେ କା ଅନ୍ଦାଜ୍ ଐସା, କି ଫିର୍ ରୁଠ୍ ଜାନେ କୋ ଦିଲ୍ ଚାହତା ହେ, ଯେବେ କାହାକୁ ପ୍ରେମ ହୋଇଥାଏ , ତାକୁ ସବୁ ଅନ୍ଦାଜରେ ପ୍ରେମ ହୋଇଥାଏ , ତାପରେ ହୃଦୟରେ କେବଳ ତା ନା ହିଁ ଆସେ

Leave a Reply

Your email address will not be published. Required fields are marked *