February 14, 2025

Odia Express

Leading Odia News Portal of Odisha

ଏହି ମଜାଦାର୍ ଜୋକ୍ସଗୁଡିକ ପଢି ଆପଣଙ୍କ ହସ ଆଉ ଅଟକି ପାରିବନି, ବିଶ୍ୱାସ ହେଉନି ଯଦି ଥରେ ପଢିକରି ଦେଖିନିଅନ୍ତୁ

ହସିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପିଁ ବହୁତ ଭଲ ହୋଇଥାଏ , ହସିବା ବହୁତ ରୋଗରୁ ମୁକ୍ତି ମିଳିଥାଏ , ଆଜିର ବ୍ୟସ୍ତତା ଜୀବନରେ ଲୋକେ ହସିବା ଭୁଲିଗଲେଣି, କିନ୍ତୁ ହସିବା ସେତେ ହିଁ ଜରୁରୀ ହୋଇଥାଏ ଯାହାକି ଏକ ବ୍ୟକ୍ତିକୁ ନିଶ୍ୱାସ ନେବା,  ବ୍ୟକ୍ତିକୁ ସବୁବେଳେ ହସିବା ରହିବା ଦରକାର, ଆଜି ଆମେ ସେଥିପାଇଁ ଆପଣଙ୍କ ପାଇଁ ହସିବା ପାଇଁ ସୋସିଆଲ୍ ମିଡିଆର ୧୦ ଟି ବଢିଆ ଜୋକ୍ସନେଇକରି ଆସିଛୁ, ଯାହାକୁ ପଢିଲେ ଆପଣଙ୍କ ହସ ଆଉ ଅଟକିବ ନାହିଁ,  ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ,  ଆଜି ଆମେ ଆପଣଙ୍କ ପାଇଁ ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆପଣଙ୍କୁ ହସାଇ ହସାଇ ବେଦମ୍ କରିଦେବ , ତେବେ ଆସନ୍ତୁ ନଜର ପକାଇବା ଏହି ଜୋକ୍ସ ଗୁଡୀକ ଉପରେ ନଜର ।

୧) ପୁଅ- ତୁମେ ଝିଅମାନେ ଏତେ ସୁନ୍ଦର କଣ ପାଇଁ ହୋଇଛ ? ଝିଅ- କାରଣ ଭଗବାନ ଆମକୁ ନିଜ ହାତରେ ବନାଇଛନ୍ତି , ପୁଅ- କହୁଛ ତ ଏମିତି ଯେମିତି ଆମକୁ ଭଡାରେ ମୁଲିଆ ଭାବେ ଜନ୍ମ କରାଇଛନ୍ତି ।

୨) ପୁଅ- ଝିଅକୁ- ତୁମର ସାର୍ଟ ଫାଟି ଯାଇଛି, ଝିଅ- ତୁମେ ବୁଝିପାରିବନି, ଏହା ଆଜିକାଲିର ଫ୍ୟାସନ୍ ଅଟେ , ପୁଅ- କଣ ତୁମେ ଫଟାଇଲେ ଫ୍ୟାସନ୍ ଓ ଆମେ ଫଟାଇଲେ ସିଧା ପୋଲିସ୍ ଷ୍ଟେସନ୍ ।

୩) ଏକ ସର୍ଭେ ଅନୁସାରେ ଆଜି ବି ନିଜ ଦେଶରେ ତୁ ପ୍ୟାର୍ ହେ କିସି ଔର୍ କା, ତୁମ୍ଭେ ଚାହତା କୋଇ ଔର୍ ହେ, ଏହି ଗୀତ ବାଜିଲେ ୧୦ ରୁ ୮ ଜଣପୁଅ ଭାବୁକ ହୋଇଯାଉଛନ୍ତି ।

୪) ସାନ୍ତା- ଜଙ୍ଗଲ ବାଟ ଦେଇଯାଉଥିଲା,  ସାମ୍ଣାରେ ଏକ ଗଛରେ ଓହଳିଥିବା ସାପକୁ ଦେଖି ସେ ଅଟକିଗଲା,  ଓ ସାପକୁ ଧରି କହିଲା,  କେବଳ ଝୁଲିଲେ କିଛି ହେବନି, ମା କୁ କୁହ କମପ୍ଲାନ୍ ପିଆଇବ , ସାନ୍ତାର ଏବେ ଅନ୍ତିମ ସଂସ୍କାର କାଲି ୧୦ ଟାରେ ଅଛି ।

୫)ମହିଳା ଦୋକାନୀକୁ- ଭାଇ, ଠିକ୍ ରେଟ୍ କୁହ, ସବୁବେଳେ ଆପଣଙ୍କ ଦୋକାନରୁ ଜିନିଷ ନେଉଛି, ଦୋକାନୀ- ମ୍ୟାଡାମ୍, କିଛି ତ ଭଗବାନଙ୍କୁ ଡର, ମୁଁ ଆଜି ହିଁ ତ୍ ଦୋକାନ ଖୋଲିଛି, ଆଜି ପ୍ରଥମ ଦିନ ମୋର ।

୬) କାଲି ରାତିକୁ ଏତେ ଧୁଆଁ ଥିଲା , ଅଗଣାରେ ଠିଆ ହୋଇକରି ୨ ଗୋଲ୍ଡ ଫ୍ଲାକ୍ ଉଡାଇଦେଲି, କାହାକୁ ଜଣାପଡିଲା ନାହିଁ ।

୭) ଏକ ଝିଅ ଟ୍ରେନରୁ ଓହ୍ଲାଇଲା ଓ ପାଖରେ ଠିଆ ହୋଇଥିବା ପୁଅକୁ ପଚାରିଲା ଏଇଟା କେଉଁ ଷ୍ଟେସନ, ପୁଅ- ଜୋର୍ ଜୋର୍ ରେ ହସିକରି କହିଲା,  ଏଇଟା ରେଲୱେ ଷ୍ଟେସନ ଅଟେ ପାଗେଳୀ ।

୮) ପପୁର ସ୍ତ୍ରୀ- ଦେଖ ହୋ , କାମ କରିବା ସମୟରେ ମୋତେ କିସ୍ ଫିସ୍ କରନି କି ହଇରାଣ କରନି, ତେବେ କାମକରୁଥିବା ଚାକରାଣୀ କହିଲା- ମ୍ୟାଡା, ଭଲ ଭାବରେ ବୁଝାଇଦିଅ, ମୁଁ ତ କହି କହି ଥକିଗଲିଣି ।

୯) ପୁଅ- ମୁଁ ତୁମକୁ ବହୁତ ଭଲ ପାଉଛି, ଝିଅ- କଣ ତୁମେ ମୋ ପ୍ରେମ ପାଇଁ ମଦ ଛାଡିଦେବ,  ପୁଅ- ହଁ ହଁ , ବିଲକୁଲ୍ ଛାଡିଦେବି, ଝିଅ- ତେବେ ଯା ଏଠୁ, ଯିଏ ମଦ ଛାଡିପାରିବ ସେ କାଲି ମୋତେ ଦରକାର ପଡିଲେ ବି ଛାଡିପାରିବ ।

୧୦) ଝିଅ- ମୋର ଜନ୍ମଦିନର ଗିଫ୍ଟ କାହିଁ ? ପୁଅ- ସେ ସାମ୍ନାରେ ଲାଲ ରଙ୍ଗର କାର୍ ଦେଖାଯାଉଛି ନା ? ଝିଅ- ହଁ ଦେଖାଯାଉଛି, ପୁଅ- ସେଇ ରଙ୍ଗର ନେଲ୍ ପୋଲିସ୍ ଆଣିଛି, ତୁମର ପାଇଁ।

୧) ଏକ ଦୋକାନୀ ଏକ ମହିଳାଙ୍କୁ ଲୁଗା ଦେଖାଇ ଦେଖାଇ ଥକିଗଲା , ଓ ଶେଷରେ ରାଗକୁ କାବୁ କରିକରି କହିଲା- ମୋତେ ଦୁଃଖ ଲାଗୁଛି କି ଆପଣଙ୍କୁ ଆମ ଦୋକାନର କିଛି ବି ଲୁଗା ପସନ୍ଦ ଲାଗିନା ନାହିଁ , ମହିଳା-  କିଛି କଥା ନୁହେଁ , ମୁଁ ସେମିତି ଏଠୁ ପରିବା ନେଇକରି ରାସ୍ତାରେ ଯାଉଥିଲି, ଦେଖୁଥିଲି କେଉଁଟା ପସନ୍ଦ କାଳେ ଆସିଯିବ , ଚେକ୍ କରିନେବି

Leave a Reply

Your email address will not be published. Required fields are marked *