February 6, 2025

Odia Express

Leading Odia News Portal of Odisha

୧୮ ବର୍ଷ ପରେ ହେଲା ରାଶିର ମହାପରିବର୍ତ୍ତନ, ଏହି ୫ ଟି ରାଶିକୁ ମିଳିବାର ଅଛି ଶନିଦୋଷରୁ ମୁକ୍ତି

ଆମର ପବିତ୍ର ଗ୍ରନ୍ଥ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନର ଉପଦେଶ ଦେଇକରି ଏକ ବାକ୍ୟ କହିଥିଲେ କି ପରିବର୍ତ୍ତନ ସଂସାରର ନିୟମ ଅଟେ, ଠିକ୍ ସେହି ପ୍ରକାରରେ ଆମ ଜୀବନରେ ପରିବର୍ତ୍ତନ ହେବ୍ ସ୍ୱଭାବିକ ହୋଇଥାଏ , ଆମର ଜୀବନରେ ବହୁତ ଛୋଟ ମୋଟ ପରିବର୍ତ୍ତନ ହୋଇଥାଏ,  କିନ୍ତୁ ଆମର ଜୀବନରେ କେବେ କେବେ ଏମିତି ପରିବର୍ତ୍ତନ ଆସିଯାଏ , ଯାହା ଆମର ଜୀବନରେ ପୁରା କାୟା ପଲଟାଇଦିଏ , ଯେଉଁଠି କେବେ କେବେ ପରିବର୍ତ୍ତନ କେବେ ଅସୁବିଧାର ଜଡ ହୋଇଯାଏ,  ତେବେ ସେମିତି କେବେ କେବେ ଏହି ବଡ ପରିବର୍ତ୍ତନ ଆମର ଜୀବନରେ ସଫଳତାର କାମ ହୋଇଯାଏ , ଆମର ଜୀବନରେ ଉତଥାନପତନ ହେଉଛି, ଯାହାର ସଂବନ୍ଧ କେଉଁ ଗ୍ରହର ଚାଲିଚଳଣି ଉପରେ ହୋଇଥାଏ,  ଯେଉଁ କଥାକୁ ବର୍ଣ୍ଣନ ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ କରାଯାଇଛି, ଜ୍ୟୋତିଷ୍ୟଙ୍କ କଥା ମାନିଲେ , କିଛି ଏମିତି ପରିବର୍ତ୍ତନରସଙ୍କେତ ମିଳୁଛି, ଯାହା ଆମର ଜୀବନରେ ବହୁତ ନିର୍ଣ୍ଣାୟକ ସିଦ୍ଧ ହେବାର ଅଛି କାରଣ ଆମେ ଆପଣଙ୍କୁ କହିଦେବୁ କି ଏହି ଥର ଗ୍ରହର ଚାଲିଚଳଣିରୁ ରାହୁ ଓ କେତୁ ୧୮ ବର୍ଷର ପରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି , ଯାହାର କାରଣରୁ ବହୁତ ରାଶିର ଜାତକ ପ୍ରଭାବିତ ହେବ ।ଜ୍ୟୋତିଷ୍ୟଙ୍କ କଥା ମାନିଲେ ରାହୁ କର୍କଟ ରାଶି ଓ କେତୁ ମକର ରାଶିରେ ପ୍ରବେଶ କରିବେ , ଏହି କାରଣ ଅଟେ ଯାହାର ପାଇଁ ସବୁ ରାଶିର ଉପରେ ଏହାର ଅଲଗା ଅଲଗା ପ୍ରଭାବ ପଡିବ , ରାହୁ ଓ କେତୁ ୧୮ ମାସର ପରେ ଦ୍ୱିତୀୟ ରାଶିର ଗୋଚର କରିବେ , ଏମିତି ସଂଯୋଗ୍ ପୁର୍ବରୁ ୧୧ ଜାନୁୟାରୀ ୧୯୯୯ କୁ ହୋଇଥିଲା,  ଯାହା ଆଉଥରେ ହେବାକୁ ଯାଉଛି, ତେବେ ଆସନ୍ତୁ ଏହି ପରିବର୍ତ୍ତନରୁ ସବୁ ରାଶିର ଜାତକରେ କଣ ପ୍ରଭାବ୍ ପଡିବ ଜାଣିବା ।

ମେଷ ରାଶି- ଏହି ରାଶିର ଜାତକକୁ ବହୁତ ପରିଶ୍ରମ କରିବାକୁ ଦରକାରପଡିପାରେ, ନିଜ ମୁଲ୍ୟବାନ ସମୟର ସଦୁପଯୋଗ କରନ୍ତୁ, ଏଥିରେ ଆପଣଙ୍କୁ କିଛି ଲାଭ ମିଳିବାର ଯୋଗ ହେଉଛି , ତାହା ସହ ଏହା ବି ଚେଷ୍ଟା କରନ୍ତୁ କି ଆପଣଙ୍କ ଯାହା ଆବଶ୍ୟକ କାର୍ଯ୍ୟ ଅଛି ତାହା ଦ୍ୱିପହର ପର୍ଯ୍ୟନ୍ତ ସମାପ୍ତ ହୋଇଯାଉ, ଶତ୍ରୁଙ୍କ ଦ୍ୱାରା କିଛି ଅସୁବିଧା ସମ୍ମୁଖୀନ ହୋଇପାରନ୍ତି ।

ବୃଷ ରାଶି- ଏହି ରାଶିର୍ ଜାତକରେ ବହୁତ ଲାଭ ହୋଇପାରେ ,ତାହା ସହ ତାଙ୍କ ଉପରେ ଶନିଦେବଙ୍କ କୃପା ରହିବ , କେଉଁ  କଥାକୁ ନେଇକରି ଆପଣ ଅସୁବିଧାରେ ପଡିପାରନ୍ତି  ଯାହା ଆପଣଙ୍କୁ ଚିନ୍ତାରେ ପକାଇପାରେ , ନିଜ ଜିଦ୍ଧି ସ୍ୱଭାବରୁ ନିୟନ୍ତ୍ରଣ ରଖନ୍ତୁ , ନହେଲେ କାହା ସହ ଲଢେଇ ଝଗଡା ହୋଇପାରେ ।

ମିଥୁନ ରାଶି- ଏହି ରାଶିର ଜାତକରେ ଯିଏ ବି ଅସୁବିଧାରେ ଗତି କରୁଛନ୍ତି , ଏହି ସମୟରେ ତାଙ୍କ ସମସ୍ୟାଗୁଡିକ ନିବାରାଣ ହେବ , କିନ୍ତୁ ଘର ସଂବନ୍ଧି ଅସୁବିଧା ରହିବ ଯାହାର କାରଣରୁ ଧନର ବ୍ୟୟ  ବହୁତ ଅଧିକା ରହିପାରେ,  କିଛି ବି କାର୍ଯ୍ୟ କରୁଥିବା ସମୟରେ ସାବଧାନୀ ରଖନ୍ତୁ , ତାହା ସହ ଜଲଦି କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ  ।

କର୍କଟ ରାଶି- ଏହି ରାଶିର ଜାତକରେ ଅଚାନକ ଧନ ଲାଭ ହେବ , କିଛି ଅସୁବିଧା ପରେ ଏବେ ସୁଖ ପ୍ରାପ୍ତିର ଯୋଗ ହେଉଛି, ଆସୁଥିବା ସମୟରେ ଆପଣଙ୍କ ପାଇଁ ସୁଖମୟ ହେବ , କିନ୍ତୁ ସମୟ ସମୟରେ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ , କର୍କଟ ରାଶିର ବାଲାଙ୍କ ପାଇଁ କୁଣ୍ତଳୀରେ ଶନିଦେବ ପ୍ରସନ୍ନ ହୋଇପାରେ ।

ସିଂହ ରାଶି- ଏହି ରାଶିର ଜାତକରେ ଜୀବନରେ କିଛି ପରିବର୍ତ୍ତନ ହେବ , ଯାହାକୁ ଏହି ଅସୁବିଧାର ସାମ୍ନାକରିବାକୁ ପଡିପାରେ, ଶାରରୀକ କଷ୍ଟ କାରଣରୁ ଖର୍ଚ୍ଚ ହୋଇପାରେ,  ଆପଣଙ୍କ କ୍ୟାରିୟରରେ ସଫଳତା ପାଇବାକୁ ହେଲେ ନୁଆ ଯୋଜନା ଆପଣାଇବାକୁ ପଡିବ,  ଡରନ୍ତୁ ନାହିଁ , ସବୁ ଅସୁବିଧାର ସାମ୍ନା କରିବାପରେ ଆପଣଙ୍କ ଭଲ ସମୟ ଆରମ୍ଭ ହେବାର ଯୋଗ ହେଉଛି, ସିଂହ ରାଶିର୍ ଜାତକରେ ଶନିଙ୍କ କୃପା ରହିବ,  ଶନିଙ୍କ ଦୋଷର ମୁକ୍ତି ମିଳିବ ।

କନ୍ୟା ରାଶି- ଏହି ରାଶିର ଜାତକରେ ବ୍ୟବସାୟରେ ଲାଭ ହେବ, ବଡ ବୟସ୍କ ଲୋକଙ୍କ ସେବାରେ ରୁଚି ବଢିବ , ଧନ ହାନୀ ସଙ୍କେତ୍ ମିଳୁଛି, ଆପଣ କେଉଁ ବି କାମ ସଂମ୍ଭାଳିକରି କରନ୍ତୁ, କେଉଁ ବାଦ ବିବାଦ କରନ୍ତୁ ନାହିଁ , କନ୍ୟା ରାଶିର ଜାତକରେ ଶନିଙ୍କର କୃପା ମିଳିବ , ଏଥିରେ ସବୁ ବିଗଡିଥିବା କାମ ହୋଇଯିବ ।

ତୁଳା ରାଶି- ଏହି ରାଶିର ଜାତକରେ ଭାଗ୍ୟ ସବୁ କାମରେ ସାଥ୍ ଦେବ,  ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବାର ସଂଯୋଗ ହେଉଛି, ତାହା ସହ ଆପଣଙ୍କ ଆଖପାଖ ଲୋକ ଆପଣଙ୍କ ବ୍ୟବହାରରୁ ବହୁତ ପ୍ରଭାବିତ ହେବେ ।

ବିଛା ରାଶି- ଏହି ରାଶିର ଜାତକରେ ଦିନ ଭଲ ରହିବ , ଓ ଆପଣଙ୍କ ଚାକିରିରେ ପଦୋନ୍ନତି ହେବ , ତାହା ସହ ନିଜ ଅଧିକାରୀଙ୍କ ସହଯୋଗ ମିଳିବ , ଶୁଭ କାର୍ଯ୍ୟରେ ଯୋଜନା ହୋଇପାରେ,  ବୁଝାମଣାରେ କାମ କରିଲେ ଆବଶ୍ୟକତା ହେବେ , ସଫଳତା ନିଶ୍ଚିତ ହେବେ ।

ଧନୁ ରାଶି- ଏହି ରାଶିର ଜାତକରେ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ହେଉଛି, ତାହା ସହ ସମାଜରେ ମାନ ସମ୍ମାନ ମିଳିବ , ଆପଣଙ୍କ ଜୀବନରେ ଉତ୍ସାହ ମିଳିବ , ଓ ତାହା ସହ ଆପଣଙ୍କ ମିତ୍ରଙ୍କ ସହ ସାକ୍ଷାତ କରିବେ ,

ମକର ରାଶି- ଏହି ରାଶିର ଜାତକରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ, କିନ୍ତୁ କିଛି ଲାଭ ହେବାର ଯୋଗ ହେଉଛି, ଆପଣଙ୍କ ଘଏ ଶନିଦେବଙ୍କ କୃପା ପଡିବ, ତାହା ସହ ଚାକିରି କରୁଥିବା ଲୋକଙ୍କୁ ଏବେ ଚାକିରି ମିଳିବ ।

କୁମ୍ଭ ରାଶି-ଏହି ରାଶିର ଜାତକରେ ଶୁଭ ଦିନ ହେବ , ଓ ଆପଣଙ୍କ କାର୍ଯ୍ୟରେ ଲୋକଙ୍କ ପ୍ରଶଂସା ମିଳିବ , କ୍ୟାରିୟରରେ ସଫଳତା ମିଳିବ , ଯାହାଦ୍ୱାରା ଧନ ଲାଭ ହେବ , ଆପଣ ନିଜ ମନକୁ କଣ୍ଟ୍ରୋଲ୍ ରଖନ୍ତୁ , ଓ ହୋଇପାରିବ ଯଦି ବିବାଦରେ ପଡନ୍ତୁ ନାହିଁ ।

ମୀନ ରାଶି- ଏହି ରାଶିର ଜାତକ ପାଇଁ ବ୍ୟବସାୟରେ ଲାଭ ହୋଇପାରେ, ତାହା ସହ୍ କାର୍ଯ୍ୟ ପୁରା ହେବାର ମନରେ ଖୁସି ରହିବ , ଆପଣଙ୍କ ଧନକୋଷରୁ ବୃଦ୍ଧି ହେବ , ଓ ତାହା ସହ ଆପଣଙ୍କୁ ପ୍ରଫେସନାଲ୍ କାର୍ଯ୍ୟରେ ସଫଳତା ବି ମିଳିବ

Leave a Reply

Your email address will not be published. Required fields are marked *