February 18, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଗୋଇଁଠିରେ ସବୁବେଳେ ହେଉଥାଏ ପୀଡା, ତେବେ ଏମିତି କରନ୍ତୁ ଏହାର ରକ୍ଷା

ଆଜିର ସମୟରେ ସମସ୍ତେ ନିଜ ଲାଇଫ୍ ରେ ଏତେ ବ୍ୟସ୍ତ ହୋଇଯାଇଛନ୍ତି କି ତାଙ୍କୁ ନିଜ ପାଇଁ ସମୟ ବାହାର କରିପାରିବା ,ଅସଂମ୍ଭବ ହୋଇଯାଇଛି, ଓ ଯେତେ ବି ବିଜି ହୋଇଯାଉଛନ୍ତି ସେତେ ସମସ୍ୟା ଘେରେଇ ହୋଇଯାଉଛି, ହଁ ଆଜ୍ଞା ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଆଜିକାଲି ଆମର ଜୀବନଶୈଳୀ ଏମିତି କିଛି ହୋଇଯାଇଛି ଯାହା ଦିନ ରାତି ଦୌଡି ଦୌଡି ସମୟ ଅତିବାହିତ ହୋଇଯାଉଛି, କିନ୍ତୁ ଏହି ପ୍ରକାରରେ ନାନାପ୍ରକାରର ସ୍ୱାସ୍ଥ୍ୟ ସଂବନ୍ଧି ରୋଗ ଘେରେଇନେଇଯାଏ,  ଯେଉଁ ବିଷୟରେ ଜଣା ବି ପଡେନି, ହଁ ଏଥିରେ ଏକ ସାଧାରଣ ସମସ୍ୟା ଅଛି, ଯାହା ହେଲା ଗୋଇଁଠିରେ ଅସହନୀୟ ପିଡା, ଯାହାକି ବହୁତ ଲୋକଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ କଥା ଏହା କି ଆଜିକାଲି ବ୍ୟସ୍ତତା ରହିବା ଏକ ସମସ୍ୟା ସାଧାରଣ ହୋଇଯାଇଛି, ସବୁଠାରୁ ବଡ୍ କଥା ଏହା କି ଏହା କେଉଁ ବଡ ମେଡିସିନ୍ କିମ୍ବା ଏକ ଉପାୟରୁ ଠିକ୍ ହୋଇପାରିବନାହିଁ ଏଥିପାଇଁ ମେଡିସିନ୍ ସହ ଦୁରେଇ ରହିବା ଉଚିତ୍ , ଏହି ପ୍ରକାରର ରୋଗ ବହୁତ ଅଧିକା ପିଡା ଦାୟକ ଓ ଚିନ୍ତାର କାରାଣ ହୋଇପାରେ , କହିଦେବୁ କି ଗୋଇଁଠିରେ ଏହି ପୀଡା ମହିଳା ଓ ପୁରୁଷଙ୍କ ମଧ୍ୟରେ ହୋଇଥାଏ

ଏହି ପୀଡା କାରଣରୁ ଏହି ପୀଡାର କାରଣରୁ ଶରୀରରେ ନାନାପ୍ରକାରର ପୀଡା ଓ ରୋଗହେବାକୁ ଲାଗେ , ଏବେ ପ୍ରଶ୍ନ ଆସେ କି ଗୋଇଁଠିରେ ପୀଡା କଣାପାଇଁ ହୋଇଥାଏ , ଏହାର୍ ବଡ କାରାଣ ହେଲା ଉଚ୍ଛା ହିଲ୍ ଜୋତା ଓ ସାଣ୍ତେଲ୍ କାରଣରୁ ହୋଇଥାଏ, ଏହା ଛଡା ହାତ ବଢିବାକାରଣରୁ ବି ଗୋଇଁଠିରେ ପୀଡା ହୋଇଥାଏ । ଏତିକି ନୁହେଁ ଏହା ଛଡା ଟାଇଟ୍ କରି କପଡା ପିନ୍ଧିବା, କେଉଁଠି ପଡିଯିବା,  ପାଦ ଅଚାନକ ମୋଡି ହୋଇଯିବା,  ଅଧିକା ନିଦର ମେଡିସିନ୍ ଖାଇବା,  ବୟସର ସହ ମାଂସ କମି ହେବା , ଅଧିକା ସମୟ ଠିଆ ହୋଇ କାମ କରିବା,  ଶରୀରରେ ପୋଷକ ତତ୍ତ୍ୱର କମି, ମଧୁମେହ ବା ମୋଟାପା, ହାର୍ମୋନ୍ ସଂବନ୍ଧିତ ମେଡିସିନ୍ ଅଧିକା ନେବା ଏହି ରୋଗ ପାଇଁ ଆମନ୍ତ୍ରିତ କରିଥାଏ , ଏହା ଛଡା ଯଦି ଅଧିକା ଶୋଇବା ଖାଈବାରେ ଅଣ୍ଟା ଓ ପାଦର ସହ ପେଟରେ ନାନାପ୍ରକାରର ଚିନ୍ତା ନଦେବା ଓ ଆଦି କାରଣ ହୋଇପାରେ , ସେମିତି ଆପଣଙ୍କୁ କହିଦେବୁ କି ସବୁ ମନୁଷ୍ୟଙ୍କ ପାଦରେ ପ୍ରାୟ ୨୬ ଟି ହାଡ ହୋଇଥାଏ , ଏଥିରୁ ଗୋଇଁଠି ହାଡ ବଡ ହୋଇଥାଏ ।

ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ନିଜ ଗୋଇଁଠିକୁ ଆରାମ ଦେବାପାଇଁ ସେହି ଜାଗାରେ ଅଧିକା ଓଜନ ବା ଭାରି ଜିନିଷ ନ ଲଦନ୍ତୁ ।

ଏହା ଛଡା ଆଇସ୍ ପ୍ୟାକ୍ ଗୋଇଁଠିରେ ସବୁ ତିନି ରୁ ଚାରି ଘଣ୍ଟାରେ ୨୦-୩୦ ମିନିଟ୍ ପର୍ଯ୍ୟନ୍ତ ସେକନ୍ତୁ ।

ସେମିତି ଆପଣଙ୍କୁ କହିଦେବୁ କି ଏଥଲିଟ୍ ରୁ ବି ପୁର୍ବରୁ ଷ୍ଟ୍ରେଚିଙ୍ଗ୍ ବ୍ୟାୟାମ୍ ନିଶ୍ଚିତ କରନ୍ତୁ , କାରାଣ ପାଦ ସନ୍ତୁଳନ ବନାଇ ରଖିବାପାଇଁ ବ୍ୟାୟାମ୍ ବହୁତ ସାହାଯ୍ୟ କରିଥାଏ । ଏହା ସହ ଭଲ କ୍ୟାଲିଟିର ଜୋତା ପିନ୍ଧିଲେ ଆପଣଙ୍କ ଖେଳ ଓ ପାଦର୍ ହିସାବରେ ଅନୁକୁଳ ହୋଇଥିବ ।

ବହୁତ ଲୋକଙ୍କ ପାଦର ଗୋଇଁଠି ରେ ପୀଡା ହେବାରେ ବହୁତ ଅଧିକା ଜୋରରେ ଦୌଡିଥାନ୍ତି , ଏଥିପାଇଁ ଅଚାନକ ଗତିରୁ ଦୌଡନ୍ତୁ ନାହିଁ , ଅନ୍ୟଥା ସ୍ଥିତି ଗଂମ୍ଭୀର୍ର ହୋଇପାରେ

Leave a Reply

Your email address will not be published. Required fields are marked *