କାଉ ଦେଇଥାଏ ଧନ ଓ ମୃତ୍ୟୁର ଏହି ଖାସ୍ ସଙ୍କେତ , ୪ ନମ୍ବର ବାଲାର ସଙ୍କେତ ବଦଳାଇଦେଇଥାଏ ଆପଣଙ୍କ ଜୀବନ
ଏମିତି ପଶୁ ଓ ପକ୍ଷୀଙ୍କ ଶୁଭତା ଓ ଅଶୁଭତା ଆଙ୍କିବା ଭୁଲ୍ କଥା ଅଟେ , କିନ୍ତୁ ଯଦି ହିନ୍ଦୁ ଧର୍ମର କଥା କହିବା ତେବେ ହିନ୍ଦୁ ଧର୍ମ ଅନୁସାରେ କେବଳ ନିଜ ଆବାଜ୍ କାରଣରୁ କାଉ ଏକ ଅଶୁଭ ପକ୍ଷୀ ମାନାଯାଏ । ହଁ ଆଜ୍ଞା, କେବଳ ଏତିକି ନୁହେଁ ଏହା ଛଡା ଶାସ୍ତ୍ରରେ କାଉର ଯମ ଦୁତ ବି କୁହାଯାଏ , ବୋଧେ ଏହି କାରଣରୁ ଯେବେ କେଉଁ ରୋଷେଇ ଘରର ଆଖପାଖରେ କେଉଁ କାଉ ଚିତ୍କାର କରିଥାଏ । ତେବେ ଲୋକେ ଉଡାଇଦେଇଥାନ୍ତି , ଏମିତିରେ କହିବା ଭୁଲ୍ ହେବନାହିଁ କି ଲୋକେ କାଉ କୁ ଅଶୁଭ ପକ୍ଷୀ କହିବା ମାନନ୍ତି ନାହିଁ , ଏହା ସହ ଏମିତି କୁହାଯାଇଛି କି କାଉ ବାସ୍ତବରେ ଯମଲୋକ ଯାଇକରି ପୃଥିବୀର ସବୁ କଥା କହିଥାଏ । ମାନେ ସିଧା ଶବ୍ଦରେ କହିଲେ କାଉ ପୃଥିବୀର ଲୋକଙ୍କ ଲେଖା ସବୁ ଯାଇକରି ଯମରାଜକୁ କହିଥାଏ , କିଛି ବିଶେଷଜ୍ଞଙ୍କ ମାନିବା କଥା କି କାଉ ବାସ୍ତବରେ ମନୁଷ୍ୟ ଦୁତ ବୋଲି ଜଣାଯାଏ , ତେବେ ଏମିତିରେ ମାନବକୁ କ୍ଷତି ପହଞ୍ଚାଇବା ପାରେ, ଏମିତି କୁହାଯାଏ କି ଯମରାଜ ସହ କାଉ ମନୁଷ୍ୟର ଶୁଭ ଓ ଅଶୁଭ ଜିନିଷର ସଙ୍କେତ ଦେଇଥାଏ, ଏଥିପାଇଁ କାଉ ଏକ ପ୍ରକାରର ସଙ୍କେତ ସୁଚକ ବୋଲି କୁହାଯାଏ , ଏହା ବିଷୟରେ ନିଶ୍ଚିତ ଜାଣିଥିବାକୁ ଇଚ୍ଛୁକ ଥିବେ , ତେବେ ଆପଣଙ୍କୁ କହିଦେବୁ କି କାଉ କିପରି କେବେ ଏହି ସଙ୍କେତ ଦେଇଥାଏ ।
୧) ଆମର ପୁର୍ବପୁରୁଷ କାଉ ଦ୍ୱାରା ଆମକୁ ସଂମ୍ପର୍କ କରୁଥିଲେ , ଓ ଆମକୁ ଜୀବନରେ ଆସୁଥିବା ଘଟଣା ବିଷୟରେ ସୁଚିତ କରୁଥିଲେ , ଏମିତି ମାନାଯାଏ କି ଯଦି କାଉର ଦଳ ଆପଣଙ୍କ ଘରେ ଆସିକରି ବସେ ତେବେ ଏହା ଘରର ମାଲିକ ଉପରେ କେଉଁ ବିପଦ ଆସିବାର ସଙ୍କେତ ଦେଇଥାଏ, ଏଥିପାଇଁ ଏହି କଥାକୁ କେବେ ବି ଅଣଦେଖା କରିବା ଉଚିତ୍ ନୁହେଁ ।
୨) ଏହା ଛଡା ଯଦି କାଉ ଆପଣଙ୍କ ଘର ଉପରେ ବସି ଆବାଜ୍ ଦେଇଥାଏ ,ଓ ଏହା ପୁର୍ବ କିମ୍ବା ଉତ୍ତର ଦିଗରେ ଶୁଣାଇଦିଏ , ତେବେ ଏହାର ମତଲବ ଆପଣଙ୍କ ଦିନ ଭଲ କଟିବାର ଅହି, ଯାହା ବାସ୍ତବିକ ଶୁଭ ସଙ୍କେତ ହୋଇଥାଏ , ସେମିତି ଆପଣଙ୍କୁ ଜଣାଇଦେବୁ କି ଏହି ସ୍ତ୍ରୀ ସୁଖ ମିଳିବାର ସଙ୍କେତ ମାନାଯାଏ , ଏହାର ମତଲବ ଏହା କି ଏବେ ଆପଣଙ୍କ ଜୀବନରେ ସ୍ତ୍ରୀ ସୁଖ ମିଳିବାର ଅଛି ।
୩) ସେମିତି ଯଦି ଘରର ଛାତରେ କାଉ ଦକ୍ଷିଣ ପଟ ଆଡକୁ ମୁହଁ କରିକି କହେ ତେବେ ଏହା ଆପଣଙ୍କ ପାଇଁ ଭଲ ସଙ୍କେତ ନୁହେଁ , ହଁ ଆଜ୍ଞା ଏହାର ମତଲବ ଏହା କି ସେହି ଘରର କେଉଁ ସଦସ୍ୟ ଦୁନିଆଁରୁ ଅଲବିଦା କହିଦେବେ , ମାନେ ଯମଲୋକ ସଙ୍କେତ ମାନାଯାଏ ।
୪) ଏହା ଛଡା ଯଦି କେଉଁ ମଣିଷ କାଉ କେଉଁ ବାସନରେ ପାଣି ପିଉଥିବାର ଦେଖିଲେ ତେବେ ଏହାର ମତଲବ ହୋଇଥାଏ କି ସେହି ମଣିଷର ଧନ ଲାଭ ହେବାର ଅଛି, ମାନେ ଏହା ବାସ୍ତବରେ ଭଲ ସଙ୍କେତ ଅଟେ , ଏହା ସହ ଯେଉଁ କାମ ପାଇଁ ମଣିଷ ଯାଉଛି , ସେହି କାମକୁ ସେ ସଫଳତା ପାଇବ ।
୫) ଯଦି କେଉଁ କାଉ ରୁଟି କିମ୍ବା ମାଉଁସ ଖଣ୍ତ ନେଉଥିବାର ଦେଖିଲେ ତେବେ ଏହାର ମତଲବ ହୁଏ କି ଆପଣ କେଉଁ ବଡ ଇଛା ପୁରା ହୋଇଯିବ ।
୬) ଯଦି କେଉଁ କାଉ କେଉଁ ବ୍ୟକ୍ତି ମୁଣ୍ତ୍ ଉପରେ ଆକ୍ରମଣ କରିଦିଏ ତେବେତାହା ଅଶୁଭ ସଙ୍କେତ ବୋଲି ଜଣାଯାଏ , ଏହା ଛଡା ଯଦି କାଉ ବ୍ୟକ୍ତିର ମୁଣ୍ତ ଉପରେ ଆସି ବସିଯାଏ , ତେବେ ଏହାର ମତଲବ ଏହା କି ସେହି ବ୍ୟକ୍ତିର ଖରାପ ଦିନ ଆସିବାର ଅଛି, ଏହା ବି ମାନିବାର ଅଛି କି ସେ ବ୍ୟକ୍ତି ଦୁନିଆଁ ଛାଡି ଯାଇପାରେ ।
୭) ଯଦି ଆପଣ ସକାଳୁ କେଉଁ ଆଡେ ଯାଉଛନ୍ତି , ଓ ଏମିତିରେ କାଉ ଉଡିକରି ଆପଣଙ୍କ ପାଦ ଛୁଇଁଦିଏ ତେବେ ଏହା ଶୁଭ ସଙ୍କେତ ମାନାଯାଏ , ଏହାର ମତଲବ ଏହା କି ଆପଣଙ୍କ ଜୀବନରେ ଉନ୍ନତି ମିଳିବାର ଅଛି ।
୮) ଯଦି କାଉ କେଉଁ ମଣୀଷର ସାମ୍ନାରେ ଲାଲ ରଙ୍ଗର ବସ୍ତ୍ର ପକାଇଦେବେ , ତେବେ ଏହାର ମତଲବ ହୁଏ କି ମଣିଷର ଖରାପ ସମୟ ଆରମ୍ଭ ହୋଇଯାଇଛି ।