ସାପର କାତି ସହ ଯୋଡି ହୋଇଥିବା ରହସ୍ୟମୟୀ କଥାଗୁଡିକ ଜାଣିଲେ ଆପଣ ବି ହୋଇଯିବେ ଚକିତ

ଆମର ଦେଶରେ ଅନେକ ପ୍ରକାର ଜୀବ ଜନ୍ତୁ ଦେଖିବାକୁ ମିଳିଯାଆନ୍ତି , ଓ ଏଥିରୁ କିଛି ହାନିକାରକ ବି ହୋଇଥାନ୍ତି , ସେମିତି ଆପଣ ଆଖପାଖରେ ବହୁତ ଜୀବ ଦେଖିଥିବେ କିନ୍ତୁ ଆପଣଙ୍କୁ କେବେ ଅଚାନକ ସାପ ଦେଖାଗଲେ କଣ ଅବସ୍ଥା ହେବ ଏହା ଆପଣ ନିଜେ ଜାଣିପାରୁଥିବେ , ଆଜି ଆମେ ଆପନଙ୍କୁ ସାପର କାତି ସହ ଯୋଡି ହୋଇଥିବା ରୋଚକ କଥାଗୁଡିକ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଜାଣିବା ବହୁତ ଜରୁରୀ ହୋଇଥାଏ , ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଆଜି ଆମେ ସାପ ଶରୀରରେ ଯେଉଁ ଜିନିଷ ଗୁଡିକ ବିଷୟରେ କଥାବାର୍ତ୍ତା ହେବା ତାହା ହେଲା ସାପର କାତି ଯାହାକି ସାପର ଉପର ଛାଲ ବି କହିପାରିବା, ସେମିତି ଆପଣ ବହୁତ ଲୋକ ସାପର କାତି ଛାଡୁଥିବାର ଦେଖିଥିବେ
ଆପଣଙ୍କୁ କହିଦେବୁ କି ଏହି ପାରଦର୍ଶୀ ଦେଖାଯାଉଥିବା ବହୁତ ଲମ୍ବା କାତି ହୋଇଥାଏ, ଏହା ସାପର ଉପର ଚମଡା ହୋଇଥାଏ, ଏହା ଜାଣିବାକୁ ଆମ ମନରେ ଜିଜ୍ଞାସା ହୋଇଥାଏ , ଆମେ କଥା ହେବା ସାପର ଏହି ଧାର୍ମିକ ଦୃଷ୍ଟିରୁ ଦେଖାଯାଏ , ଭଗବାନ ଶିବଙ୍କ ଗଳାରା ଗହଣା ହୋଇଥାଏ, ଓ ଏହାକୁ ଭୋଳାନାଥଙ୍କ ସ୍ୱରୁପ ବୋଲି ମାନାଯାଏ । ଆପଣଙ୍କୁ କହିଦେବୁ କି ସବୁ ପ୍ରାଣିର ବାହାର ତ୍ୱଚା ସମୟ ସମୟରେ ମୃତ ହୋଇଥାଏ, ଓ ତାହା ଏକ ନିଶ୍ଚିତ ସମୟରେ ଯେବେ ପୁରୁଣା ହୋଇଥାଏ , ତେବେ ନୁଆ ତ୍ୱଚା ତାର ଜାଗା ନେଇଯାଏ , ସାପ ସହ ବି ଏମିତି ହୋଇଥାଏ, ଯେବେ ତାର ପୁରୁଣା ତ୍ୱଚା ମୃତ ହୋଇଯାଏ , ସେ ନିଜ ପୁରୁଣା କାତି ଛାଡି ନୁଆ କାତିରେ ପରିବର୍ତ୍ତନ ହୋଇଯାଏ, ଏମିତି ମାନାଯାଏ କି ସାପ ଏହି କାତି ଛଡାଇ ନିଜ ବୟସକୁ ବୃଦ୍ଧି କରେ , ଏହା ବି କହିଦେବୁ କି କାତି ଛାଡିବାପରେ ସାପ ତ୍ୱଚାର ଅଧିକା ସୁସ୍ଥ୍ୟ ଓ ଚମକଦାର ହୋଇଯାଏ ।
ଏବେ ଆସନ୍ତୁ ଆପଣଙ୍କୁ କହିବା ଏହାର ଫାଈଦା ବିଷୟରେ , ଯଦି ଆପଣଙ୍କୁ କେଉଁଠି ସାପର କାତି ମିଳିଯାଏ ତେବେ ତାହାକୁ ଘରକୁ ନେଇ ଆସନ୍ତୁ, ଓ ନିଜ ଆଲମୀରାରେ ରଖିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ଜୀବନରେ କେବେ ପଇସାର ଅଭାବ ହେବନାହିଁ, ଯେଉଁ ଲୋକ ନିଜ ଘରେ ଏହାକୁ ରଖନ୍ତି , ତାଙ୍କ ଜୀବନ ଅମୁଲ୍ୟ ହୋଇଯାଏ, ଓ ତାଙ୍କ ପାଖରେ ଧନ ସଂମ୍ପତ୍ତିର କୌଣସି ଅଭାବ ରୁହେ ନାହିଁ , ଓ ସେମାନେ ରୋଗମୁକ୍ତ ହୋଇଯାଏ , ଏହାକୁ ଯଦି ଆମେ ଶାସ୍ତ୍ର ଅନୁସାରେ ଦେଖିବା ତେବେ ଏହା ଦେବୀ ମାଙ୍କ ବାସ ହୋଇଥାଏ, କାରଣ ଦେବୀ ଲକ୍ଷ୍ମୀଙ୍କର ଜନ୍ମ ସମୁଦ୍ରରେ ହୋଇଥିଲା , ଓ ସମୁଦ୍ର ମନ୍ଥନରେ ଅନେକ ପ୍ରକାର ରଜୀବଙ୍କ ଜନ୍ମ ହୋଇଥିଲା , ଏଥିପାଇଁ ଯେଉଁ ସମୁଦ୍ରରୁ ଉତ୍ପନ୍ନ ହୋଇଥିଲା, ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ୍ ହୋଇଥାଏ ।
ସାପର୍ କାତି ଆପଣଙ୍କ ପାଇଁ ମୁଲ୍ୟବାନ ହୋଇଥାଏ, ଓ ଧନ କମାଇବାର ଜିନିଷ ହୋଇଥାଏ, ପ୍ରାଚୀନ କାଳରେ ଯଦି କଥା କହିବା ତେବେ ଆମର ଦେଶର ସାପ କାତି ବେପାର ହେଉଥିଲା, ଓ ଆଜି ଦୁରଦୁରାନ୍ତରୁ ବହୁତ ଇଲାକାରେ ସାପର କାତି ବିକ୍ରି ହେଉଛି, ତାନ୍ତ୍ରିକ ପୁଜାରେ ବି ସାପର କାତି ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ, ଓ ଏହା ଧନ ସଂବନ୍ଧିତ ବିଶେଷତା ଦିଆଯାଏ , ଯଦି ଆମେ ନିଜ ଜୀବନରେ ଏହି ଜିନିଷର ଉପଯୋଗ କରିବା ତେବେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିପାରିବ , ଓ ଆମ ଘରେ ଧନ ସମୃଦ୍ଧି ମିଳିପାରିବ