March 23, 2025

Odia Express

Leading Odia News Portal of Odisha

ରାତିରେ ପରିଶ୍ରା କରିବାପାଇଁ ଉଠିବା ଲୋକ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନହେଲେ ହୋଇପାରନ୍ତି ହଇରାଣ

ମନୁଷ୍ୟ ନିଜ ଜୀବନରେ ଏମିତି ବହୁତ ଭୁଲ୍ କରିଥାଏ , ଯାହା ତାହାର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ , ଓ ପରେ ସେହି ଭୁଲ୍ ପାଇଁ ମନୁଷ୍ୟକୁ ବହୁତ୍ ଅସୁବିଧା ହୋଇଥାଏ , ମନୁଷ୍ୟ ଜାଣିବୁଝିକରି ସେମିତି କିଛି ଭୁଲ୍ କରିନଥାଏ, ବରଂ ଅଜଣାରେ କିଛି ଏମିତି ଭୁଲ୍ କରିଦେଇଥାଏ , ଯାହାର କାରଣରୁ ତାହାପରେ ସେ ନାନାପ୍ରକାରର ଅସୁବିଧା ହୋଇଥାଏ , ଓ ଗୋଟେ ହିଁ ଏମିତି ଭୁଲ୍ ନୁହେଁ ଯାହା ଅଧିକାଂଶ ଲୋକ କରିଥାନ୍ତି , ଆପଣ ଭାବୁଥିବେ କି ସେ କେଉଁ ଭୁଲ୍ ଅଟେ ଯାହା ମନୁଷ୍ୟ ସବୁଦିନ କରିଥାଏ , ଓ ତାହାକୁ ଜଣାନଥାଏ କି ସେ କଣ ଭୁଲ୍ କରୁଛି, ତେବେ ଆମେ ଆପଣଙ୍କୁ କହିଦେବୁ କି ସେ ଭୁଲ୍ ହେଲା ରାତିରେ ଉଠିକରି ପରିଶ୍ରା କରିବା, ପ୍ରତ୍ୟେକ ବ୍ୟକ୍ତି ପାଇଁ ପରିଶ୍ରା କରିବା ପ୍ରକିୟା ସାମାନ୍ୟ ହୋଇଥାଏ ।

ପରିଶ୍ରା କରିବା ଦ୍ୱାରା ଶରୀରକୁ ହାନିକାରକ ଓ ବିଷାକ୍ତ ତତ୍ତ୍ୱ ବାହାରକୁ ବାହାରିଥାଏ, ଓ ଶରୀର ସଫା ଓ ସୁସ୍ଥ୍ୟ ହୋଇଯାଏ , ପରିଶ୍ରା କରିବା ପାଣି ପିଇବା ଉପରେ ନିର୍ଭର କରିଥାଏ , ଯେଉଁ ଲୋକ ଅଧିକା ପାଣି ପିଇଥାନ୍ତି , ତାଙ୍କୁ ବାରମ୍ବାର ପରିଶ୍ରା କରିବାକୁ ଯିବାକୁ ପଡିଥାଏ । ଏହି ପ୍ରକାର ପରିଶ୍ରା କରିବା ଶରୀର ପାଇଁ ଫାଈଦାଦାୟକ ହୋଇଥାଏ,  ବହୁତ ଲୋକ ରାତିରେ ପାଣି ପିଇକରି ଶୋଇଥାନ୍ତି , ଯାହା ରାତିକୁ ନିଦରେ ପରିଶ୍ରା ଲାଗିଥାଏ , ଓ ଏମିତି ଲୋକ ନିଦରେ ଉଠିକରି ପରିଶ୍ରା କରିବାକୁ ଯାଆନ୍ତି , ବହୁତ ସାରା ଲୋକ ନିଦରେ ଉଠିକରି ତୁରନ୍ତ ପରିଶ୍ରା କରିବାକୁ ଚାଲିଯାଆନ୍ତି , ଯେଉଁ ଶରୀର ପାଇଁ କ୍ଷତିକାରକ ହୋଇଥାଏ , ଓ ଏମିତି କରିଲେ ସେହି ଲୋକଙ୍କୁ ଗଂମ୍ଭୀର ହୋଇପାରେ ।

ଏକ ଶୋଧର ଜରିଆରେ ଏହି କଥା ସାମ୍ନାକୁ ଆସିଛି କି ଯେଉଁ ଲୋକ ଅଧିକା ଲୁଣ ଖାଉଛନ୍ତି , ସେହି ଲୋକଙ୍କୁ ତିନି ମାସରେ ନିରିକ୍ଷଣରେ ରଖାଯାଇଥିଲା,  ସେ ନିଦର ସମସ୍ୟାରେ ପିଡୀତ ଅଛନ୍ତି , ତାଙ୍କୁ କୁହାଗଲା କି ସେ ନିଜ ଆହାରରେ ଲୁଣକୁ କମ୍ କରନ୍ତୁ , ଯାହାଦ୍ୱାରା ସେମାନେଏହା କରିବା ଦ୍ୱାରା ତାଙ୍କର ବାରମ୍ବାର ପରିଶ୍ରା କରିବା କମ୍ ହୋଇଗଲା,  ଯିଏ ବାରମ୍ବାର ଅଧିକା ପରିଶ୍ରା କରୁଥିଲେ,  ଏହାର ପ୍ରଭାବ ଦିନରେ ସଫା ଦେଖାଗଲା, ଓ ତାଙ୍କ ଜୀବନର୍ ଗୁଣବର୍ତ୍ତାରେ ସୁଧାର ହେଲା,  ବୟସ ସହ ହାର୍ମୋନ୍ ବି ବଦଳିଲା,  ଏହି କାରାଣରୁ ରାତିରେ ଅଧିକା ପରିଶ୍ରା ଆସିବା ବୟସର ବଢିବା ସହ ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥି ବହୁତଥର ବଢିଯାଉଥିଲା , ବଡ ପ୍ରୋଷ୍ଟେଟ୍ ଟ୍ୟୁବ୍ ଉପରେ ପ୍ରେସର୍ ରହିପାରେ , ଓ ଏଥିରେ ପରିଶ୍ରା ବି ଅଧିକା ହେଉଥିଲା , କିନ୍ତୁ ପୁରାକାହାଣୀ ଏତିକି ନୁହେଁ , ନୌକ୍ଚୁରିଆ ଆପଣଙ୍କ ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ସମସ୍ୟାର ଏକ ସଙ୍କେତ ହୋଇଥାଏ , ଯେବେ ମନୁଷ୍ୟ ରାତିରେ ଶୋଇଥାଏ , ତେବେ ରକ୍ତର ପ୍ରବାହ ଦିମାଗ ଆଡକୁ ଆରାମ ଚାଲିଥାଏ

ଶୋଇବା ସମୟରେ ବ୍ୟକ୍ତିର ଦିମାଗ ଆରାମରେ ରହିଥାଏ , ଓ ଯେବେ ରାତିକୁ ନିଦରେ ପରିଶ୍ରା ଆସିଥାଏ , ଲାଗିଥାଏ କି ବ୍ୟକ୍ତି ଏକଦମ୍ ଉଠିକରି ପରିଶ୍ରା କରିବାରେ ଦୌଡୁଛି । ଏମିତି କରିଲେ ରକ୍ତର ପ୍ରବାହ ଏକଦମ୍ ଅଧିକା ତେଜ୍ ହୋଇକରି ଦିମାଗ ଆଡକୁ ଅଧିକା ପ୍ରବାହିତ ହୋଇଥାଏ , ଯାହାଦ୍ୱାରା ଦିମାଗ ସଂବନ୍ଧିତ ଅନେକ ଗଂମ୍ଭୀର ରୋଗ ହୋଇପାରେ , ଯେଉଁଥିରେ ବ୍ରେନ୍ ହାମରେଜ୍ ପରି ଗଂମ୍ଭୀର ରୋଗ ହେବାର ବିପଦ ରହିଥାଏ , ଅତଃ ଆପଣ ଏମିତି କରିବାରୁ ବଞ୍ଚନ୍ତୁ, କିନ୍ତୁ ଯଦି ରାତିରେ ପରିଶ୍ରା କରିବାକୁ ଉଠିବାକୁ ପଡେ ତେବେ ରାତିରେ ଉଠିକରି ତୁରନ୍ତ ପରିଶ୍ରା କରିବାପାଇଁ ନ ଯାଆନ୍ତୁ , ଉଠିବାପରେ ପ୍ରାୟ ୩-୫ ମିନିଟ୍ ପର୍ଯ୍ୟନ୍ତ ବିଛଣାରେ ବସନ୍ତୁ , ଓ ତାହାପରେ ପରିଶ୍ରା କରିବାକୁ ଯାଆନ୍ତୁ , ଯାହାଦ୍ୱାରା ଆପଣଙ୍କ ଶରୀରରେ ରକ୍ତ ସୁଚାରୁରୁପେ ଚାଲିବାରେ ଟିକିଏ ସମୟମିଳିଯାଉ

Leave a Reply

Your email address will not be published. Required fields are marked *