February 8, 2025

Odia Express

Leading Odia News Portal of Odisha

ଆଳୁରେ ଏହି ୩ ଟି ଜିନିଷ ମିଶାଇକରି ଚେହେରାରେ ଲଗାନ୍ତୁ, ଓ ତାପରେ ଦେଖନ୍ତୁ କମାଲ୍ , ପାର୍ଲର୍ ମହଙ୍ଗା ବ୍ଲିଚ୍ କୁ ବି ଭୁଲି ଯିବେ ଆପଣ

କୁହନ୍ତି କି ଚେହେରା ମଣିଷର ଆଇନା ହୋଇଥାଏ , ଏମିତିରେ ଯଦି ଆଇନାରେ ଦାଗ ଆସିଯାଏ , ତେବେ ଆଇନା ଅସୁନ୍ଦର ଦେଖାଯାଏ , ଓ ସେଥିରେ ଆମକୁ ବହୁତ ଖରାପ ଲାଗେ , ହଁ ଆଜ୍ଞା ଏହି ଦୁନିଆଁରେ ସବୁ ମଣିଷ ଚାହେଁ କି ସେ ଅନ୍ୟଙ୍କ ଠାରୁ ଭଲ ଦେଖାଯାଉ , ଓ ଖାସ୍ କରି ଝିଅମାନେ ନିଜ ଚେହେରାକୁ ସୁନ୍ଦର ଦେଖାଯିବାପାଇଁ କେତେ କେଜାଣୀ ପଇସା ଖର୍ଚ୍ଚ କରିଦିଅନ୍ତି , କିନ୍ତୁ ତାଙ୍କ ହାତରେ ନିରାଶା ଲାଗିଯାଏ , ଯଦି ଆପଣ ନିଜ ଚେହେରାରେ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ପ୍ରକିୟା କହିବାକୁ ଯାଊଛୁ, ଯାହାର ବ୍ୟବହାରରେ ଆପଣଙ୍କ ପାର୍ଲରର ବ୍ଲିଚିଙ୍ଗ୍ କୁ ବି ଭୁଲିଯିବେ ।

ହଁ ଆଜ୍ଞା କହିଦେବୁ କି ଏହି ଘରୋଇ ପ୍ରକିୟା ବନାଇବାପାଇଁ ଅଧିକା କିଛି କରିବାକୁ ପଡିବନାହିଁ ,ଖାଲି ଆଳୁରେ ତିନୋଟି ଜିନିଷ ମିଶାଇବାର୍ ଅଛି , ଓ ଏହାକୁ ଚେହେରାରେ ଲଗାଇବାର ଅଛି, ଏହାପରେ ସୁନ୍ଦରତା ଦୁଇଗୁଣା ବଢିଯିବ,  ଏହା ଏକ୍ ଘରୋଇ ପ୍ରକିୟା ଅଟେ,  ଏହା ଆପଣଙ୍କ ଚେହେରାରୁ ବୟସ ଦାଗ ବ୍ରଣ ଆଦି ଦୁର କରିଦେବ, ଏହା ପ୍ରାକୃତିକ ଅଟେ ଏଥିରେ କୌଣସି ସାଇଡ୍ ଇଫେକ୍ଟ ଦେଖାଯାଏ ନାହିଁ । ଆସନ୍ତୁ ଜାଣିବା ତାର ପ୍ରକିୟା ।

୧) ସବୁଠାରୁ ପ୍ରଥମେ ଏକ ଆଳୁ ନିଅନ୍ତୁ , ଓ ଭଲ ଭାବେ ତାକୁ ଧୋଇଦିଅନ୍ତୁ , ଏହାପରେ ଆଳୁର ଚୋପାକୁ ବାହାର କରି ତାହାର ଛୋଟ ଛୋଟ ଖଣ୍ତ କରିଦିଅନ୍ତୁ ,

୨) ଏହାପରେ ଏହି କଟା ହୋଇଥିବା ଆଳୁର୍ ଖଣ୍ତକୁ ଏକ ମିକ୍ସିରେ ମିଶାଇ ଜାର୍ ରେ ପକାଇଦିଅନ୍ତୁ, ତାପରେ ଏଥିରେ ଏକ ଚାମଚ ମୁଲେଠି ପାଉଡର୍ , ଏକ ଚାମଚ ଆଲୋବେରା ଜେଲ୍ ଓ ଏକ ଲେମ୍ବୁର ରସ ନେଇକରି ଚିପୁଡିଦିଅନ୍ତୁ, ତିନି ଜିନିଷ ପକାଇବାପରେ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ,

୩) ତାପରେ ଏହି ପେଷ୍ଟକୁ ଏକ ଚାମଚ ଚାଉଳର  ଅଟା ମିଶାଇଦିଅନ୍ତୁ , ଚାଉଳର ଅଟା ମିଶାଇବାପରେ ଏହି ଘରୋଇ ପ୍ରକିୟା ତିଆରି ହୋଇଯିବ, ଏହା ଛଡା ଚାଉଳର ଅଟା ଆପଣଙ୍କ ଚେହେରାରେ ଏକ ଅଲଗା ଚମକ ଆଣିଥାଏ,  ଓ ଏହା ଟୋନିଙ୍ଗ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।

୪) କହିଦେବୁ କି ଏହା ସବୁ କରିବାପରେ ଆପଣ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇଦେବେ , ଏହାକୁ ଭଲ ଭାବେ ପେଷ୍ଟ୍ କରି ଚେହେରାରେ ବ୍ଲିଚ୍ କରିବାର ଅଛି , ମାନେ ଏହି ପେଷ୍ଟକୁ ଭଲ ଭାବେ ଚେହେରାରେ ଲଗାଇବାର ଅଛି ଦଶ ମିନିଟ୍ ପର୍ଯ୍ୟନ୍ତ ନିଜ ଚେହେରାରେ ଏମିତି ଲଗାଇ ରଖନ୍ତୁ , ଦଶ ମିନିଟ୍ ପରେ ନିଜ ଚେହେରାକୁ ଧୋଇଦିଅନ୍ତୁ , ଏହା ଦ୍ୱାରା ଆପଣଙ୍କ ଚେହେରାରେ ଏକ ନୁଆ ଚମକ ଆସିଯିବ,  ଓ ବହୁତ ଫ୍ରେସ୍ ଫିଲ୍ କରିବେ ।

୫) ସେମିତି ଆପଣ ନିଜ ଚେହେରାକୁ ବ୍ଲିଚ୍ କରିବାପାଇଁ ପାର୍ଲରରେ ଏତେ ପଇସା ଖର୍ଚ୍ଚ କରୁଛନ୍ତି , ତେବେ ଏହି ଘରୋଇ ପ୍ରକିୟା ଥରେ ଆପଣାଇଦେଖନ୍ତୁ , କାରଣ ହୋଇପାରେ କି ଆପଣଙ୍କ ଆପଣାଇବାପରେ ଆପଣଙ୍କୁ ପାର୍ଲର୍ ଯିବା ଦରକାରପଡିବ ନାହୀଁ

Leave a Reply

Your email address will not be published. Required fields are marked *