September 11, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ନାଁ ବି ଅଛି ଏହି ଅକ୍ଷରରେ ତେବେ ଆପଣ ଦିନେ ନା ଦିନେ ନିଶ୍ଚିତ ଧନୀ ଲୋକଙ୍କ ଭିତରେ ଜଣେ ହେବେ ..

ଆମେ ସମସ୍ତେ ନିଜ ଜୀବନରେ ଆସୁଥିବା ଘଟଣା ଗ୍ରହ ଓ ନକ୍ଷତ୍ର ଉପରେ ନିର୍ଭର କରିଥାଏ , ସେମିତି ଆପଣଙ୍କୁ କହିଦେବୁ କି ଏହି ୯ ଟି ନକ୍ଷତ୍ର ଜନ୍ମ ନେଉଥିବା ଲୋକ ଅଚାନକ ଖରାପ ସମୟ ଓ ଅସୁବିଧାରେ ପଛକୁ ଛାଡି ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଯାଆନ୍ତି , ଯେଉଁଥିରେ କିଛି ଲୋକ ଏମିତି ହୋଇଥାନ୍ତି , ଯାହାଙ୍କ ଭାଗ୍ୟଦୟ ବହୁତ କମ୍ ବୟସରେ ହୋଇଯାଏ , ଓ ସେମିତି କିଛି ଲୋକ ହୋଇଥାନ୍ତି , ଯାହାଙ୍କ ଜୀବନରେ ଅଚାନକ କିଛି ଭଲ ପରିବର୍ତ୍ତନ ଦେଖିବାକୁ ମିଳିଯାଏ , ହଁ ଆଜ୍ଞା ଏମାନଙ୍କ ଜୀବନରେ ପରିବର୍ତ୍ତନ କିଛି ଏପରି ହୋଇଥାଏ , ଯାହାକି ତାଙ୍କ ସ୍ଥିତି ସୁଧୁରିଯାଇଥାଏ , ଓ କମ୍ ସେ କମ୍ ପରିଶ୍ରମ କରି ଅଧିକା ସଫଳତା ପାଇନିଅନ୍ତି । ଏହା ତାଙ୍କର ନକ୍ଷତ୍ରର ପ୍ରଭାବରୁ ହୋଇଥାଏ , ଓ ଏହି କାରଣରୁ ତାଙ୍କ ଭାଗ୍ୟ ଚମକିଯାଏ , ଓ ଜବ୍ ଓ ବିଜନେସ୍ ରେ ଅଚାନକ ଲାଭ ହୋଇଥାଏ,  ଭାଗ୍ୟର୍ କଣ କହିବା ତାଙ୍କୁ କେବେ ଅନ୍ୟଙ୍କ ପରିଶ୍ରମର ଫାଇଦା ମିଳିଯାଏ , ଜ୍ୟୋତିଷ୍ୟ ଅନୁସାରେ ଏମିତି ମାନାଯାଏ କି ବ୍ୟକ୍ତିର ଜୀବନରେ ଜନ୍ମ କୁଣ୍ତଳୀ ଅନୁସାରେ ଚାଲିଥାଏ , କେବେ କଣ ଭଲ ହୋଇଯିବ , ଓ କେବେ ସମସ୍ୟାର ସାମ୍ନା କରିବାକୁ ପଡିବ,  ଏହା ସବୁ କୁଣ୍ତଳୀରେ ଦେଖିକରି ଜାଣିପାରିବେ ।

୧) ପୁନର୍ବସୁ ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକ ଗୁରୁଙ୍କ ପ୍ରଭାବ ହୋଇଥାଏ । ଏହି କାରଣରୁ ତାଙ୍କୁ ଅଧିକାଂଶ କାମରେ ସଫଳତା ମିଳିଯାଏ , ଆପଣଙ୍କୁ ଏହା ବି କହିଦେବୁ କି ଏହି ଭାଗ୍ୟ ବଡ ଭଲ ହୋଇଥାଏ , ଭାଗ୍ୟ ଅଚାନକ ବଦଳି ଯାଇଥାଏ,  ତାହା ସହ୍ ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକ ବିଦ୍ୱାନ, ବୁଦ୍ଧିମାନ ଓ ଭଲ ସ୍ୱଭାବର ହେବା ସହ ଧନବାନ ହୋଇଥାନ୍ତି ।

୨) ମୃଗଶୀରା ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକଙ୍କ ଭାଗ୍ୟ ଅଚାନକ ପରିବର୍ତ୍ତନ ଆସିଥାଏ,  ଏତିକି ନୁହେଁ ଏମାନଙ୍କୁ ଅଧିକାଂଶ ଅପୋଜିଟ୍ ଜେଣ୍ତର୍ ଲୋକଙ୍କ ସାହାଯ୍ୟ ମିଳିଥାଏ , ଓ ତାହା ସହ କାମ ବାହାର କରିବାରେ ନିପୁଣ ହୋଇଥାନ୍ତି , ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏମାନଙ୍କର ଲଢେଇ ଝଗଡାରେ ମନ ନଥାଏ,  ଏମାନଙ୍କସହ ଏହି ଲୋକ ବିଦ୍ୱାନ ବିବେକଶୀଳ ଧନ ସନ୍ତାନ, ଓ ବନ୍ଧୁରୁ ପରିପୁର୍ଣ୍ଣ ହୋଇଇଥାନ୍ତି ।

୩) ଚିତ୍ରା ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକଙ୍କ ମଙ୍ଗଳ କୃପା ହୋଇଥାଏ, ଏମାନେ ଖାସକରି ସୌନ୍ଧର୍ଯ୍ୟ ପ୍ରସାଧନ ପ୍ରେମୀ, ଅଭିନୟରେ ଜାନକାର, ଚିତ୍ରକଳାର ସହ ବହୁତ ଦାମିକା ବସ୍ତୁର ବେପାର କରିବାରେ ମାହିର୍ ହୋଇଥାନ୍ତି , ଏମାନଙ୍କ ବ୍ୟକ୍ତିତ୍ୱ ପ୍ରଭାବଶାଳି ହୋଇଥାଏ , ଏମାନେ ଗଣିତ, ଗାୟନ, ଔଷଧୀ, ତଥା ଲେଖନକଲାରେ ବହୁତ ପଇସା କମାଇଥାନ୍ତି , ଏହି ନକ୍ଷତ୍ରରେ ଜନ୍ମ ନେଇଥିବା ଲୋକଙ୍କ ଭାଗ୍ୟ ଅଚାନକ ବଦଳିଯାଇଥାଏ ।

୪) ପୁଷ୍ପ ନକ୍ଷତ୍ର- ଏହି ନକ୍ଷତ୍ରରେ ଜନ୍ମ ନେଇଥିବ୍ ଲୋକଙ୍କ ଉପରେ ଶନିଙ୍କ କୃପା ରହିଥାଏ,  ଓ ଏମାନେ ବୁଦ୍ଧିମାନ, ଶୁଶିଳ, ଓ ନ୍ୟାୟ ପ୍ରିୟ ହୋଇଥାନ୍ତି , ଏମାନଙ୍କ ଭାଗ୍ୟ କାରଣରୁ ଏମାନଙ୍କ ସବୁ କାମ ପୁରା ହୋଇଯାଏ,  ଏମାନେ ଚାଲାକ୍ ଓ ଧାର୍ମିକ ହୋଇଥାନ୍ତି , ଏହି ନକ୍ଷତ୍ରର ଲୋକ ଭଲ କର୍ମ କରିବା ବାଲା ହୋଇଥାନ୍ତି  ଏମାନଙ୍କ ଭାଗ୍ୟ ଅଚାନକ ପରିବର୍ତ୍ତନ ହୋଇଯାଏ , ଯେବେ ସବୁକିଛି ଭଲ ହେବାକୁ ହୋଇଥାଏ,  ଓ ଏହା ସହ ଏହା ବି କହିଦେବୁ କି ଏମାନେ ଭଲ କବି, ଲେଖକ, ପତ୍ରକାର, ଓକିଲ, ପ୍ରଶାସନିକ, କାର୍ଯ୍ୟରେ ଦକ୍ଷ ବସ୍ତ୍ରାଭୁଷଣ, ଚାକର, ଓ ବାହାନ ଯୁକ୍ତ ହୋଇଥାନ୍ତି

Leave a Reply

Your email address will not be published. Required fields are marked *