February 6, 2025

Odia Express

Leading Odia News Portal of Odisha

ପିତାଙ୍କ ଦ୍ଵାରା 1200 କୋଟି ଦେବା ପରେ ମଧ୍ୟ କେହି ଏହି ଝିଅ ସହିତ ବିବାହ କରିବାକୁ ଚାହୁଁନାହାନ୍ତି , କାରଣ ଜାଣିଲେ ଆପଣଙ୍କ ହୋଶ ଉଡିଯିବ

ଏହି ଦୁନିଆରେ ବୋଧହୁଏ ଏପରି ପିତା ଥିବେ, ଯାହାର ମନରେ ନିଜର ଝିଅର ବିବାହକୁ ନେଇ କୌଣସି ଆଶା ନଥିବ। ଜଣେ ପିତା ସବୁବେଳେ ଚାହାନ୍ତି ଯେ ତାଙ୍କର ଝିଅ କୁ ବହୁତ ଭଲ ବର ମିଳୁ। ଠିକ ଏପରି ହିଁ ଆଶା ହଂକଙ୍ଗ ରେ ଏକ ଅର୍ବପତି ପିତା ନିଜର ଝିଅ ନିମନ୍ତେ ଦେଖିଛନ୍ତି। ସେହି ଝିଅ ଯିଏ ବିବାହ କରିବାକୁ ଚାହେଁ ନାହିଁ। ଯଦିଓ, ତାଙ୍କର ଝିଅ ବହୁତ ସୁନ୍ଦରୀ ଅଟେ। ପିତା ତାଙ୍କର ଝିଅକୁ ବିବାହ ନିମନ୍ତେ ରାଜି କରେଇବା ଲୋକଙ୍କୁ ମଧ୍ୟ କୋଟି କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ହଂକଙ୍ଗରେ ଅନେକ ଜାହାଜର ମାଲିକ ଏବଂ ପ୍ରପର୍ଟି ଡେଭେଲପର ସୋସିଲ ଚାଓ ଜେ ସୁଙ୍ଗ ନିଜର ଝିଅ ସହିତ ବିବାହ କରିବା ବାଲାଙ୍କୁ ପ୍ରାୟ 1200କୋଟି ଟଙ୍କା ଦେବାର ପ୍ରସ୍ତାବ ରଖିଛନ୍ତି ।

ତଥାପି ମଧ୍ୟ ସେହି ଝିଅର ବିବାହ କାହିଁକି ହୋଇପାରୁ ନାହିଁ

କାହିଁକି ବିବାହ କରିବା ପାଇଁ ଅରାଜି – ହଂକଙ୍ଗ ନିବାସୀ ମିଷ୍ଟର ସୋସିଲ ଚାଓ ଙ୍କର ଝିଅର ନାମ ଜିନୀ ଚାଓ ଅଟେ। ତାହାର ଆୟୁ 24ବର୍ଷ ଅଟେ। ଏମିତିରେ ଏହା ଦ୍ବିତୀଯଥର ଅଟେ ଯେବେ ସେ ମିଡିଆରେ ଚର୍ଚ୍ଚିତ ଅଟେ। ଏହାର ଠିକ 4ବର୍ଷ ପୂର୍ବରୁ ମଧ୍ୟ ସେ ନିଜର ବିବାହ କଥାକୁ ନେଇ ଚର୍ଚାରେ ରହିସାରିଛି। ପ୍ରକୃତରେ କଥା ଏହା ଜେ ଚୀନର ଅର୍ବପତି ବ୍ୟବସାୟୀ ସୋସିଲ ଚାଓ 4ବର୍ଷ ପୂର୍ବେ ନିଜର ଝିଅର ବିବାହ ନିମନ୍ତେ ଚିନ୍ତା କରିଥିଲେ। ଏଥିପାଇଁ ସେ ନିଜର ଝିଅକୁ ଅନେକ ପୁଅଙ୍କ ସହ ସାକ୍ଷାତ କରେଇଥିଲେ। କିନ୍ତୁ ତାଙ୍କର ଝିଅ ସମସ୍ତ ପୁଅଙ୍କୁ ଖାରଜ କରିଦେଇଥିଲେ।

ତାପରେ ବ୍ୟସ୍ତ ହୋଇ ଯେବେ ପିତା ନିଜର ଝିଅକୁ ଏହାର କାରଣ ପଚାରିଲେ ତାସହିତ ଏହା ମଧ୍ୟ ପଚାରିଲେ ଜେ, ତାକୁ କିପରି ପୁଅ ଆବଶ୍ୟକ ତ ଝିଅର ଉତ୍ତର ଶୁଣିକି ପିତା ଆହୁରି ଅଧିକ ଟେନସନରେ ଆସିଗଲେ। ଝିଅର ଉତ୍ତର ଥିଲା ଜେ ତାକୁ ପୁଅ ନୁହେଁ ବରଂ ଝିଅ ପସନ୍ଦ ଅଟେ। ମନେତାହାର ଝିଅ ସମଲୈଙ୍ଗିକ ଅଟେ। ସେ ଲେସବିୟାନ ଅଟେ। ଏତିକି ନୁହେଁ ସେ ବିଗତ 6ବର୍ଷରୁ କୌଣସି ଝିଅ ସହିତ ରିଲେଶନସିପରେ ମଧ୍ୟ ଅଛି। ଏହା ଶୁଣିକି ଜେକୌଣସି ପିତାଙ୍କର ହୋଶ ଉଡିଯିବ। ଏହି ଅବସ୍ଥା ମିଷ୍ଟର ଚାଓଙ୍କର ଥିଲା ।

ଏ ଅଟେ 1200କୋଟି ଟଙ୍କାର ପୁରସ୍କାରର ପ୍ରସ୍ତାବର କାରଣ

ଏହାପରେ ତ ଚାଓ ତୁରନ୍ତ ଏହା ଘୋଷଣା କରିଦେଲେ ଜେ ତାଙ୍କର ଝିଅ ସହିତ ବିବାହ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ 400କୋଟି ଟଙ୍କା ଦିଆଯିବ। କିନ୍ତୁ ଏପରି ଝିଅ ସହିତ ବିବାହ କରିବା ସହଜ ନଥିଲା। ଏଥିପାଇଁ କିଛି ପୁଅ ତ ସତ୍ୟତା ଜାଣିକି ଫେରିଗଲେ। କିନ୍ତୁ କିଛି ପୁଅଙ୍କୁ ଏହି ଝିଅ ନିଜେ ହିଁ ରିଜେକ୍ଟ କରିଦେଲା । ଏବେ ଝିଅର ନମାନିବା କାରଣରୁ ପିତାଙ୍କୁ ପୁଣି ଝିଅର ବିବାହର ଚିନ୍ତା ଘାରୁଛି। କିନ୍ତୁ ଏଥର ସେ ମୂଲ୍ୟ ବଢେଇ 1200କୋଟି ଟଙ୍କା ମଧ୍ୟ କରିଦେଇଛନ୍ତି । ଏତେ ଅଧିକ ମୂଲ୍ୟ ଶୁଣିକି ଦୂର ଦୂରରୁ ପୁଅ ମାନେ ଲାଇନ ଲଗେଇଲେ। ଏବେ ପ୍ରତ୍ୟେକ ପୁଅ ଜିନୀକୁ ଖୁସି କରିବା ନିମନ୍ତେ ଚେଷ୍ଟା କରୁଛନ୍ତି। କିନ୍ତୁ ଜିନୀ ଏହା ପରିଷ୍କାର କରିଦେଇଛି ଜେ ସେ ବିବାହ କରିବ ନାହିଁ ।

ଯାହା କୁହନ୍ତି ଜେ ଆପଣ ଧନ ଦ୍ଵାରା ସବୁକିଛି କିଣିପାରିବେ କିନ୍ତୁ ଖୁସି ଏବଂ ଶାନ୍ତି ନୁହେଁ। ସେହି ଅବସ୍ଥା ଆଜି ଜିନୀର ପିତାଙ୍କର ଅଟେ। ସେ ଚାହିଁ ମଧ୍ୟ ନିଜର ଝିଅର ବିବାହ କରିପାରିନାହାନ୍ତି । ଏତେ ବଡ ପୁରସ୍କାର ରଖିବା ସତ୍ବେ ମଧ୍ୟ ତାଙ୍କୁ ନିଜ ଝିଅ ନିମନ୍ତେ ଗୋଟିଏ ପ୍ରସ୍ତାବ ମିଳୁନାହିଁ । କିନ୍ତୁ ଯେଉଁ ପ୍ରକାରର ଜୀବନ ତାଙ୍କର ଝିଅ ଚାହୁଁଛି ସେଥି ନିମନ୍ତେ ତାଙ୍କର ପିତା ମିଷ୍ଟର ଚାଓ ପ୍ରସ୍ତୁତ ନୁହନ୍ତି। ସେ ନିଜର ଝିଅକୁ ସାଧାରଣ ଜୀବନ ବଞ୍ଚୁଥିବାର ଦେଖିବାକୁ ଚାହାନ୍ତି। କିନ୍ତୁ ତାଙ୍କର ଚେଷ୍ଟା ବିଫଳ ହୋଇଛି। ଏଥିପାଇଁ ଏବେ ମିଷ୍ଟର ଚାଓଙ୍କୁ ନିଜର ଚିନ୍ତା ଛାଡି ନିଜର ଝିଅର ଚିନ୍ତାଧାରା ଆପଣେଇବାକୁ ହେବ। ଆପଣଙ୍କୁ କଣ ଲାଗୁଛି ଜେ କଣ ପ୍ରକୃତରେ ଆଜିର ସମୟରେ ଜଣେ ପିତାଙ୍କ ନିମନ୍ତେ ଏସବୁ ମାନିବା ସହଜ ହେବ?

Leave a Reply

Your email address will not be published. Required fields are marked *