March 14, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମେ କିପରି ଆମ ଆଣ୍ଠୁ ଗଣ୍ଠି ରୋଗକୁ ଠିକ କରି ପାରିବା ସେ ବିଷୟରେ ଜାଣିବା..

ଆଜି ଆମେ ଜାଣିବା ଆମ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟାକୁ ଆମେ କିପରି ଠିକ କରି ପାରିବା ସେ ବିଷୟରେ ଆମ ଜାଣିବା।ବହୁତ ଲୋକ ସିରା ଦୁର୍ବଳତା କାରଣରୁ ଓ ଆଣ୍ଠୁ ଗଣ୍ଠି ବିନ୍ଧା ଓ ସିରା ଅସୁବିଧା କାରଣରୁ ନିଜର ହାତ ଗୋଡ଼ ଆଣ୍ଠୁ ଭଲ ଭାବରେ ଚଳପ୍ରଚଳ କରିନଥାଏ।ନିଜ କାମ ନିଜେ କରି ଲାରନ୍ତି ନାହିଁ।ନିଜର ସବୁ କାମ କରିବା ଆଗରୁ ଆଉ ଅନ୍ୟ କାହାର ସାହାଯ୍ୟ ନେବାକୁ ପଡେ।ଏ ସବୁର ମୁଖ୍ୟ କାରଣ ହେଉଛି ଆମ ଶରୀରରେ ବାତ୍ତ ବଢିବା ଦ୍ୱାରା ହୋଇଥାଏ।ଯେତେବେକେ ଶରୀରର ଆମ ବାତ୍ତର ଅସୁବିଧା ହୋଇଥାଏ ଏହା ଆମ ସିରା ଓ ହାଡ଼ ଭିତରେ ଆସି ବସିଯାଏ ଓ ଆମକୁ ଚଳପ୍ରଚଳ କରି ବାରେ ଅସୁବିଧା ହୋଇଥାଏ।

ଏହି ସବୁ ଅସୁବିଧାକୁ ଠିକ କରିବା ପାଇଁ ଆପଣ ନିଜ ଘରେ ଥିବା ଜିନିଷର ବ୍ୟବହାର କରି ପାରିବେ।ଆଉ ଏହି ଉପାୟକୁ ତିଆରି କରିବା ବହୁତ ସହଜ ହୋଇଥାଏ।ଆପଣଙ୍କ ଅସହ୍ୟନିୟ ଵିନ୍ଧା ବିନ୍ଧିରୁ ଆପଣଙ୍କୁ ଏହି ଘରୋଇ ଉପାୟ ସହାୟତା କରିପାରେ।ଆପଣ ଏହି ପାନୀୟ ପ୍ରସ୍ତୁତ କରିବା ସହିତ ଆପଣ ଗୋଟେ ମୁଦ୍ରା କରିବେ ଯାହାଦ୍ୱାର ଆପଣ ନିଜ ଆଣ୍ଠୁଗଣ୍ଠି ସମସ୍ୟାରୁ ରକ୍ଷା କରି ପାରିବେ।ଏବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହେଉଛି ଏହାର ଉପାୟ ଓ ଏଥିରେ ବ୍ୟବହୃତ ହେଉଥିବା ସାମଗ୍ରୀ।

ଆପଣ ପ୍ରଥମେ ଗୋଟେ ଵାସନ ନେବେ ତାପରେ ଏହାକୁ ଗ୍ୟାସ ଉପରେ ବସେଇ ଫ୍ଲେମ ଅନ କରିନେବେ।ତାପରେ ଆପଣ ୪୦୦ ଏମ.ଏଲ ପାଣି ମିଶେଇବେ।ତାପରେ ମିଶେଇବାର ଅଛି ଏଥିରେ ଗୋଟେ ଚାମୁଚ ଜୁଆଣି।ଜୁଆଣି ଆମ ଶରୀରରୁ ସବୁ ପ୍ରକାରର ବାତ୍ତ ତତ୍ୱକୁ ବାହାରକୁ ପଠେଇଥାଏ।ଆଉ ଆମ ଆଣ୍ଠୁଗଣ୍ଠି ବିନ୍ଧାବିନ୍ଧି ଓ ବିଭିନ୍ନ ପ୍ରକାର ସମସ୍ୟାରେ ଅସୁବିଧା ହୋଇଥାଏ।ହୃଦୟ ଜିନିତ ରୋଗୀ ମାନଙ୍କ ପାଇଁ ଏହି ପାନୀୟ ବହୁତ ଭଲ ଭବାରେ କାମ କରିଥାଏ।ଚେହେରା ଜନିତ ସମସ୍ୟା ସବୁ ଠିକ କରିଥାଏ।

ତାପରେ ଆମକୁ ଯାହା ମିଶେଇବାର ଅଛି ସେ ହେଉଛି ତେଜପତ୍ର,ଏହି ତେଜପତ୍ର ଆମ ଶରୀରର ବର୍ଜ୍ୟ ବସ୍ତୁକୁ ବାହାରକୁ କାଢ଼ିଥାଏ।ଆଉ ଏହି ତେଜ ପତ୍ର ଆଣ୍ଠୁ ଗଣ୍ଠି ଫୁଲା ସମସ୍ୟାକୁ ଭଲ କରିବାରେ ଭବାରେ ସାହାଯ୍ୟ କରିଥାଏ।ବେଶି ନାହିଁ ଗୋଟେ ବଡ଼ ତେଜପତ୍ର ମିଶେଇ ନେବେ।ଆପଣ ସେ ଦୁଇଟି ଜିନିଷକୁ ସେ ପର୍ଯ୍ୟନ୍ତ ଫୁଟେଇବେ ଯେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ପାଣି ଅଧା ନରହି ଯାଇଛି।ତାପରେ ଆପଣ ପାଣିକୁ ଗୋଟେ ଗିଲାସକୁ କାଢି ଆଣିବେ।ଆଉ ଏହି ଥିରେ ମିଶେଇବାର ଅଛି ଗୋଟେ ଚାମୁଚ ଗୁଡ଼।ଆଉ ଏହାକୁ ଭଲ ଭାବରେ ଚାମୁଚ ସାହାଯ୍ୟ ରେ ଗୋଳେଇ ନବେ।

ଏବେ ଆସନ୍ତୁ ଜାଣିବା ଏହାକୁ କେମିତି ପିବା ଓ କିପରି ପିବା ?ଆପଣ ସକାଳୁ ସକାଳୁ ନିଜ ନିତ୍ୟକର୍ମ ସାରିକି ଆସିବେ ଓ ଖାଲି ପେଟରେ ଏହାକୁ ସେବନ କରିବାର ଅଛି।ଆଉ ଏହାକୁ ଖାଲି ପେଟରେ ପିବା ଦ୍ୱାରା ଆମ ଶରୀର ଉପରେ ବହୁତ ଭଲ ଭବାରେ କାର୍ଯ୍ୟ କରେ ଓ ଫୁଲା ଫୁଲି ଓ ବିନ୍ଧା ବିନ୍ଧି ଭଳି ସମସ୍ୟା ଦୁର କରିଥାଏ।ଆପଣ ଏହାକୁ ରାତିରେ ପ୍ରସ୍ତୁତ କରିନେବେ ଆଉ ଶୋଇବା ଆଗରୁ ଏହି ପାନୀୟ ସେବନ କରିବାର ଅଛି।ଆଉ ଆପଣ ଦିନକୁ ପ୍ରାୟ ସମୟ ସୁର୍ଯ୍ୟ ମୁଦ୍ରା କରିବାର ଅଛି।

Leave a Reply

Your email address will not be published. Required fields are marked *