September 12, 2024

Odia Express

Leading Odia News Portal of Odisha

କଣ ଆପଣଙ୍କ ମୁଣ୍ତ ସବୁବେଳେ ପୀଡା ରହୁଛି, ତେବେ କରନ୍ତୁ ଏହି ଉପାୟ – କେବଳ ୭ଦିନରେ ଦୁର ହୋଇଯିବ ଆପଣଙ୍କ ସମସ୍ୟା

ଆଜିକାଲିର ଏହି କର୍ମବ୍ୟସ୍ତ ଜୀବନରେ କାମରେ ବ୍ୟସ୍ତ ରହିବା ଯୋଗୁଁ ମୁଣ୍ତବିନ୍ଧା ହେବା ଏକ ସାଧାରଣ କଥା ହୋଇସାରିଛି ମୁଣ୍ତ ବିନ୍ଧାର କାରଣ ଚିନ୍ତା, ଅନିଦ୍ରା, ଥକାପଣ, ନ୍ୟୁଟ୍ରିସନ୍ କମି ହେବା ଦ୍ୱାରା ହୋଇଥାଏ , ମୁଣ୍ତ ବିନ୍ଧା କୁ ଯଦି ଧ୍ୟାନ ନଦେବା ତେବେ ଏହା ମାଇଗ୍ରେନ୍ ସମସ୍ୟା ବି ହୋଇଥାଏ , ମୁଣ୍ତବିନ୍ଧା ସମସ୍ୟା ତ ଆଜିକାଲିର ସମୟରେ ସାଧାରଣ ହୋଇସାରିଛି, କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଦରକାର ନାହିଁ , ଆଜି ଆମେ କିଛି ଉପାୟ କହିବାକୁ ଯାଊଛୁ, ଯାହା ଆପଣଙ୍କ ଘରେ କରି ଏଥିରୁ ମୁକ୍ତି ପାଇପାରିବେ । ମୁଣ୍ତବିନ୍ଧା ଅସଲରେ ନର୍ଭସ୍ ସିଷ୍ଟମ୍ ଓ ଗଳା ସହ ଯୋଡି ହୋଇଥିବା ସମସ୍ୟା ଅଟେ, ସକାଳ ସକାଳୁ ମୁଣ୍ତ ବିନ୍ଧା ସହ ଉଠିବା ମତଲବ ପୁରା ଦିନ ବର୍ବାଦ ହୋଇଯାଏ , ମୁଣ୍ତ ବିନ୍ଧା ଏକ ବହୁତ ସାମାନ୍ୟ ସମସ୍ୟା ଅଟେ , କିନ୍ତୁ ବହୁତଥର ଅଧିକା ଜୋରରେ ବିନ୍ଧା ହେବା ଏହା ସହ୍ୟକରିବାର ସୀମାପରେ ହୋଇଯାଏ , ଏମିତି ବଜାରରେ ବହୁତ ପ୍ରକାରର ମେଡିସିନ୍ ଅଛି, ଯାହା ମୁଣ୍ତ ବିନ୍ଧାର ଅସୁବିଧାରୁ ଦୁର କରିବାପାଇଁ ମିଳିଥାଏ , ଏଥିରେ କିନ୍ତୁ ସାଇଡ୍ ଇଫେକ୍ଟ ବି ହୋଇଥାଏ, ଯାଃଆ ଶରୀରର ବାହାର ଲବଣ ଯୋଗୁଁ ରୋଗ ମାଡିବସେ,  ଯଦି ଆପଣ ଚାହିଁବେ ଏହି ଘରୋଇ ଉପାୟ ଦ୍ୱାରା ଆପଣଙ୍କ ମୁଣ୍ତବିନ୍ଧା ଦୁର କରିପାରିବେ ।

ଏହି ଉପାୟକୁ ଆପଣ କେଉଁଠି ବି କରିପାରିବେ , ନିଜ ଅଫିସ୍ ରେ କାମକରୁଥିବା ବେଳେ ଆପଣାଇପାରିବେ , ଏହାପାଇଁ ଆପଣଙ୍କ ମୁଣ୍ତରୁ ସବୁ ଖରାପ ଚିନ୍ତାଧାରା ଦୁର କରିବାକୁ ହେବ,  ଓ ନିଜକୁ ଶାନ୍ତ ରଖିବାକୁ ଦିଅନ୍ତୁ , ଏହି ଘରୋଇ ଉପାୟର ଏକ ଭଲ କଥା ଏହା କି ଏହା ସଂପୁର୍ଣ୍ଣ ସୁରକ୍ଷିତ ଅଟେ, ମସ୍ତିଷ୍କ ଶୀରରେ ରକ୍ତ ସଂଞ୍ଚୟ ରହିଲେ ମୁଣ୍ତବିନ୍ଧା ହୋଇଥାଏ, ଅର୍ଥାତ୍ ବ୍ଲଡ୍ କୋଟିଙ୍ଗ୍ ଏକ କାରଣ ହୋଇପାରେ । ଯଦି ମୁଣ୍ତ ବିନ୍ଧା ହେଉଛି ତେବେ ପରୀକ୍ଷା କରିନେବା ଉଚିତ୍ , ବ୍ଲଡ୍ ପ୍ରେସର ଯୋଗୁଁ ଲଗାତାର ମୁଣ୍ତବିନ୍ଧା ହୋଇପାରେ, ଓ ବ୍ଲଡ୍ ପ୍ରେସର୍ କମ୍ ରହିଲେ ମୁଣ୍ତରେ ଅକ୍ସିଜେନ୍ ମିଳିପାରେନାହିଁ , ଯାହାର କାରଣରୁ ମୁଣ୍ତ ବିନ୍ଧା ହୋଇଥାଏ, ଏମିତିରେ ବ୍ଲଡ୍ ପ୍ରେସର୍ ଯାଞ୍ଚକରିବା ଜରୁରୀ ହୋଇଥାଏ, ଚିନ୍ତାରେ ଚେହେରା ଓ କପାଳ ମାଂସପେଶୀରେ ଚିନ୍ତା ବଢିଲେ ମୁଣ୍ତବିନ୍ଧା ହୋଇଥାଏ, ଜ୍ୱର କିମ୍ବା ମୁଣ୍ତବିନ୍ଧା ମସ୍ତିସ୍କର ଧମନିକୁ ବ୍ୟାପିଲେ ମୁଣ୍ତ ବିନ୍ଧା ହୋଇଥାଏ ।

୧) ଆକ୍ୟୁପ୍ରେସର୍ ଦ୍ୱାରା- ପୁରୁଣା ସମୟରୁ ଲୋକଙ୍କ ମୁଣ୍ତବିନ୍ଧାରୁ ମୁକ୍ତି ପାଇବାପାଇଁ ଆକ୍ୟୁପ୍ରେସର୍ ପ୍ରୟୋଗ କରି ଆସୁଛେ ମୁଣ୍ତବିନ୍ଧା ସ୍ଥିତିରେ ଆପଣ ନିଜ ଦୁହେଁ ହାତର ସାମ୍ନାରେ ନେଇ ଆସନ୍ତୁ, ଏହାପରେ ଗୋଟେ ହାତରେ ଅନ୍ୟ ହାତର ଆଙ୍ଗୁଠି ଓ ଇନଡେକ୍ସ ଫିଙ୍ଗର୍ ମଧ୍ୟରେ ଜାଗାରେ ହାଲକା ହାତରେ ମସାଜ୍ କରନ୍ତୁ ଏମିତି କରିଲେ ଆପଣଙ୍କ ମୁଣ୍ତବିନ୍ଧାରୁ ଆରାମ ମିଳିବ ।

୨) ପାଣିଦ୍ୱାରା- ପାଣି ଏକ ତରଳ ପଦାର୍ଥ ଅଟେ କିଛି କିଛି ବିଳମ୍ବରେ ପାଣୀ ଟିକିଏ ଟିକିଏ ମାତ୍ରାରେ ପାଣି ପିଇଲେ ମୁଣ୍ତ ବିନ୍ଧାରୁ ଆରାମ ମିଳିଥାଏ । ଥରେ ଆପଣଙ୍କୁ ଶରୀରରେ ହାଇଡ୍ରେଡ୍ ହୋଇଯିବ , ଓ ମୁଣ୍ତବିନ୍ଧା କମ୍ ହୋଇଯିବ ।

୩) ଲବଙ୍ଗ ଦ୍ୱାରା- ଲବଙ୍ଗ ଆପଣ ଘରୋଇ ଉପଚାର୍ କରିପାରିବେ , ସବୁଠାରୁ ପ୍ରଥମେ ତାୱାରେ ଲବଙ୍ଗର କିଛି ଖଣ୍ତକୁ ଗରମ କରିଦିଅନ୍ତୁ , ଏହି ଗରମ ହୋଇଥିବା ଲବଙ୍ଗକୁ ଏକ ରୁମାଲରେ ବାନ୍ଧିଦିଅନ୍ତୁ, କିଛି ସମୟପରେ ଏହି ପୁଟୁଳିକୁ ସୁଙ୍ଘୁଥାନ୍ତୁ, ଆପଣଙ୍କ ମୁଣ୍ତବିନ୍ଧାରୁ ଆରାମ ମିଳିବ ।

୪) ଗୋଲମରିଚ ଗୁଣ୍ତ, ଓ ପୁଦିନାର ଚାହା- ମୁଣ୍ତ ବିନ୍ଧା ହେଲେ ଗୋଲମରିଚ ଗୁଣ୍ତ ଓ ପୁଦିନାର ଚାହା ଫାଈଦା ଦାୟକ ହୋଇଥାଏ ।

୫) ସେଓରେ ଲୁଣ ପକାଇକରି ଖାଇଲେ- ଯଦି ଆପଣ ଚେଷ୍ଟା କରିବାପରେ ବି ଆପଣଙ୍କ ମୁଣ୍ତବିନ୍ଧା କମ୍ ହେଉନାହିଁ ତେବେ ଏକ ସେଓକୁ କାଟିଦିଅନ୍ତୁ , ଓ ସେଥିରେ ଲୁଣ ମିଶାଇକରି ଖାଆନ୍ତୁ, ଆପଣଙ୍କୁ ମୁକ୍ତି ମିଳିବ ।

୬) ତୁଳସୀର ପତ୍ରରୁ- ଆପଣ ବହୁତଥର ଦେଖିଥିବେ କି ଲୋକେ ମୁଣ୍ତବିନ୍ଧାରେ ଚାହା କଫି ପିଇଥାନ୍ତି, ଥରେ ତୁଳସୀ ପତ୍ରକୁ ପାଣିରେ ପକାଇକରି ତାହାର ସେବନ କରନ୍ତୁ , ଏହା କେଉଁ ଚାହାରୁ ଅଧିକା ଫାଈଦା ଅଧିକା ହେବ ।

୭) ନଡିଆର ତେଲକୁ ମସାଜ୍ କରନ୍ତୁ –ନଡିଆର ତେଲରୁ ୧୦-୧୫ ମିନିଟ୍ ମସାଜ୍ କରିଲେ ଆପଣଙ୍କ ମୁଣ୍ତ ବିନ୍ଧାରୁ ମୁକ୍ତି ମିଳିବ , ଯଦି ଆପଣ ଗରମ ସମୟରେ ମୁଣ୍ତ ବିନ୍ଧା ରେ ଅଛନ୍ତି , ତେବେ ଏହିପ୍ରକିୟା ଆପଣଙ୍କ ପାଇଁ କାରଗର ଅଟେ ।

Leave a Reply

Your email address will not be published. Required fields are marked *