December 6, 2024

Odia Express

Leading Odia News Portal of Odisha

୨୦୨୧ରେ ପ୍ରଥମଥର ଶନିଦେବ ବଦଳାଉଛନ୍ତି ନିଜ ଚାଲ୍ ୨୬ ଜାନୁୟାରୀପରେ ମିଳିବ ଏହି ରାଶିମାନଙ୍କୁ କୁବେରର ଖଜଣା

ଯଦି ଆମେ ହିନ୍ଦୁ ଧର୍ମର କଥାକହିବା ତେବେ ହିନ୍ଦୁ ଧର୍ମରେ ଶନି ଏମିତି ଏକ ଗ୍ରହ ଅଟନ୍ତି ଯାହା ଲାଭ ଓ ହାନି ଦୁହେଁଙ୍କ ପାଇଁ ଜଣାଯାଆନ୍ତି , ଓ ଏହି ଗ୍ରହକୁ ସବୁଠାରୁ ଅଲଗା ବୋଲି ଜଣାଯାଏ , କାରଣ ଏହି ଚାଲ୍ ଦିଗ ପରିବର୍ତ୍ତନରୁ ଲାଭ ହୋଇପାରେ , କାରଣ ଏହାର ଚାଲି ଓ ଦିଗ ପରିବର୍ତ୍ତନରୁ କାହାକୁ ବି ଲାଭ ହୋଇପାରେ,  ଓ ହାନି ବି ହୋଇପାରେ, ଶାସ୍ତ୍ରରେ ଶନିଙ୍କୁ ଏକ କ୍ରୋଧୀ ଗ୍ରହ ରୁପେ ଜଣାଯାଏ , କାରାଣ ଯେଉଁ ବ୍ୟକ୍ତି ଉପରେ ଶନିଙ୍କ ପ୍ରକୋପ ହୋଇଥାଏ । ତାଙ୍କ ଜୀବନରେ ଅସୁବିଧାରେ ଘେରେଇ ହୋଇ ରହେ , ମଣିଷ ଜୀବନରେ ଗ୍ରହ ନକ୍ଷତ୍ର ସମୟ ସମୟରେ ନିଜ ଚାଲି ବଦଳାଇଥାନ୍ତି , ଓ ଏହି ପରିବର୍ତ୍ତନ କାରଣରୁ ରାଶିର ବି ପ୍ରଭାବ ପକାଇଥାଏ । ଶାସ୍ତ୍ରନୁସାରେ ଶନି ନିଜ ଚାଲ ବଦଳାଇଥାନ୍ତି ଯାହାର କାରଣ ୨୬ ଜାନୁୟାରୀ ପରେ ଏହି ୫ଟି ରାଶିର ଲୋକଙ୍କ ଭାଗ୍ୟ ଚମକିବାର ଅଛି, ଆଜି ଆମେ ଆପଣଙ୍କୁ ଏହି ୫ ଟିରାଶିର ବିଷୟରେ କହିବୁ , ଯାହାର ଭାଗ୍ୟ ୨୦୨୦ ରେ ବଦଳିବାର ଅଛି, କାରଣ ତାଙ୍କର କୁଣ୍ତଳୀରେ ଶନିଦେବଙ୍କ କୃପା ବୃଷ୍ଟି ହେବାର ଅଛି ।

ବୃଷ ରାଶି- ଶନିଙ୍କ ଏହି ପରିବର୍ତ୍ତନ କାରଣରୁ ତାଙ୍କର୍ ପାରିବାରିକ ଜୀବନରେ ଆସୁଥିବା ସବୁ ଅସୁବିଧା ଶେଷ ହେବାକୁ ଯାଉଛି, ଓ ଜୀବନରେ ଖୁସି ଆସିବାର ଅଛି , ଆପଣଙ୍କୁ ବିବାହିତ ଜୀବନରେ ମିଠାସ୍ ଆସିବ , ଓ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ , ବିଜନେସ୍ କରିବାବାଲା ଧନର ପୁରା ଲାଭ ହେବ , ଯଦି ଆପଣ ନୁଆ ଘର ନେବାର ଭାବୁଛନ୍ତି ତେବେ ସମୟରେ ଆପଣଙ୍କ ପାଇଁ ବହୁତ ଭଲ ଯିବାର ଅଛି ।

ସିଂହ ରାଶି- ଶନିଙ୍କ ଏହି ପରିବର୍ତ୍ତନ କାରଣରୁ ସିଂହ ରାଶିର ଜୀବନରେ ସୁଖର ଅନେକ ସାଧନରେ ବୃଦ୍ଧି ହେବ, ଏମାନଙ୍କୁ ଧନର ଲାଭ ହେବ,  ଯଦି ବହୁତ ସମୟରୁ ଆପଣ କେଉଁ ବାହାନ କିଣିବାର ଯୋଜନା କରୁଛନ୍ତି ତେବେ କିଣିବା ସହଜ ହେବ,  ବହୁତ ଦିନରୁ ରହିଥିବା ଚିନ୍ତାରୁ ଆରାମ ମିଳିବ , ଏହି ରାଶିର୍ ଲୋକଙ୍କ ପାଇଁ ଆସୁଥିବା ସମୟ ବହୁତ ମଙ୍ଗଳମୟ ହେବ,  ଆପଣଙ୍କୁ ବହୁତ ସାରା ଖୁସି ମିଳିବ , ଓ ବିଦେଶ ଯାତ୍ରା କରିବାର ଯୋଗ ହେଉଛି ।

କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ପାଇଁ ଏହି ପରିବର୍ତ୍ତନ ବହୁତ ଲାଭଦାୟକ ହେବ , ଶନିଙ୍କ ଏହି ପରିବର୍ତ୍ତନରୁ ଚାକିରି କରୁଥିବା ଲୋକଙ୍କୁ ଆହୁରି ଲାଭ ମିଳିବ,  ବିଶେଷ ଧନ ପ୍ରାପ୍ତି ହେବାରୁ ଏହି ରାଶିର ଲୋକେ କେଉଁ ଗଂମ୍ଭୀର ରୋଗରୁ ପୀଡିତ ଅଛନ୍ତି ତେବେ ସେଥିରୁ ମୁକ୍ତି ମିଳିବ,  ଭାଇ ଭଉଣୀଙ୍କ ସଂମ୍ପର୍କକୁ ଚାଲି ଆସୁଥିବା ଅସୁବିଧା କମ୍ ହୋଇଯିବ ।

ଧନୁ ରାଶି- ଧନୁ ରାଶିର ଲୋକଙ୍କ ଜୀବନରେ ସବୁ କିଛି ବଦଳିବାର ନଜର୍ ଆସୁଛି, ଧନୁ ରାଶିର ଲୋକଙ୍କ ଭାଗ୍ୟଦୟ ହେବ , ବହୁତ ସମୟରୁ ଅଟକୁଥିବା ପଇସା ଫେରିପାରିବେ , ଶତ୍ରୁଙ୍କୁ ହାର୍ ସାମ୍ନା କରିବାକୁ ପଡିପାରେ, ଏହା ଛଡା ଖର୍ଚ୍ଚରେ କାବୁ ରଖନ୍ତୁ , କାରଣ ଖର୍ଚ୍ଚ ଅଧିକା ହେବାର ଆସାର ହେବ ।

ମକର ରାଶି- ମକର ରାଶିର ଆୟରେ ବୃଦ୍ଧି ହେବ , ଯଦି ଆପଣ ନୁଆ ଘର କିମ୍ବା ବାହାନ କିଣିବାକୁ ଯାଉଛନ୍ତି , ତେବେ ଏହି ସମୟ ଶୁଭ ଅଟେ, ଆପଣଙ୍କୁ ଧନ ଲାଭ ହେବାର ଅଛି, ଆପଣଙ୍କ ବଡ ଭାଇ ଭଉଣୀ ସଂମ୍ପର୍କରେ ସୁଧାର ଆସିବ , ଓ ଆପଣଙ୍କ ଧନ ଲାଭ ପ୍ରାପ୍ତି ହେବ

Leave a Reply

Your email address will not be published. Required fields are marked *