December 8, 2024

Odia Express

Leading Odia News Portal of Odisha

ଏହାକୁ ମାତ୍ର ତିନି ଦିନ ସେବନ କରନ୍ତୁ ଆଉ ତାର ଲାଭ ନିଶ୍ଚିତ ଭାବରେ ଦେଖନ୍ତୁ..

ସକାଳୁ ଖାଲି ପେଟରେ କିମ୍ବା ରାତିରେ ଶୋଇବା ସମୟରେ ଏହି କଳାଜିରା ଖାଇ ନିଅନ୍ତୁ ତାହେଲେ ଆପଣଙ୍କୁ ମାତ୍ର ୩ ଦିନରେ ଆପଣଙ୍କୁ ଏହାର ଫରକ ଦେଖିବାକୁ ମିଳିଯିବ।ଆପଣ ପ୍ରାୟ ସବୁ ସ୍ଥାନରେ କଳା ଜିରା ସେବନ କରିବାର ଲାଭ ଦେଖିଥିବେ।ଆପଣ ଜାଣିଥିବେ କଲାଜିରାର ତେଲ ଆପଣଙ୍କ ପାଇଁ କେତେ କାର୍ଯ୍ୟକାରି ହୋଇଥାଏ।ଆଉ ତାକୁ ସେବନ କରିବା ଦ୍ୱାରା ଆମ ହୃଦୟ ପାଇଁ ବହୁତ ଭଲ ହୋଇଥାଏ,ଆଉ ଏହି କଳା ଜିରା ଆମ ଶରୀରର ପ୍ରକୃତି ଅନୁସାରେ ମାନେ ଆମ ଶରିରରେ ଥିବା ବାତ୍ତ ପିତ୍ତ ଓ କଫ ପାଇଁ ଆପଣ ସକାଳୁ ଖାଲି ପେଟରେ କଳାଜିରାର ସେବନ କରିବାର ଅଛି।ଆଉ ଆପଣଙ୍କୁ ଏକଥା କେହି କହିନଥାନ୍ତିକି ଆପଣ ଏହାକୁ ଭୁଲ ଭାବରେ ସେବନ କଲେ ଆପଣଙ୍କ ଶରୀରରେ ଏହାର ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇଥାଏ।ଆଜି ଆମେ ଆପଣଙ୍କୁ କହିବୁକି ଯଦି ଆପଣଙ୍କ ଶରୀରର ପ୍ରକୃତି ଅନୁସାରେ ଆପଣ କଳାଜିରାର ସେବନ ସକାଳୁ ଖାଲି ପେଟରେ ନହେଲେ ରାତିରେ ଶୋଇବା ସମୟରେ କରୁଛନ୍ତି ତାହେଲେ ଏହାର ୧୫ ଟି ବଢିଆ ଲାଭ ଆପଣଙ୍କୁ ମିଳିଥାଏ।

କଳାଜିରାର ଲାଭ ଆଖି ପାଇଁ,ଯଦି ଆପଣଙ୍କ ଦୃଷ୍ଟିଶକ୍ତି କ୍ଷୀଣ ହେବାରେ ଲାଗିଛି,ତାହେଲେ ଏହାର ପ୍ରୟୋଗ ମାତ୍ର ୨ ମାସ ଭିତରେ ଆପଣଙ୍କ ଦୃଷ୍ଟି ଶକ୍ତି ବଢ଼ାଇ ଦେଇ ଥାଏ।ଆପଣଙ୍କୁ ନେବାର ଅଛି ଗୋଟେ ଗିଲାସ ଗାଜର ରସ ତାପରେ ଆପଣଙ୍କୁ ସେଥିରେ ଗୋଟେ ଚାମୁଚ କଳାଜିରାର ତେଲ ମିଶେଇବାର ଅଛି।ଆଉ ଏହାକୁ ସକାଳୁ ଖାଲି ପେଟରେ ସେବନ କରିବାର ଅଛି।ଆଉ ଏହାକୁ ସବୁଦିନ ସେବନ କରିବେ, ତାପରେ ଆପଣଙ୍କୁ ଖାଲି ପାଦରେ ଘାସ ଉପରେ ଚାଲିବାର ଅଛି।ଆଉ ଯଦି ଏହି ଉପାୟ ଆପଣ ୨-୩ ମାସ ନିୟମିତ କରୁଛନ୍ତି ତାହେଲେ ଆପଣଙ୍କ ଆଖି ଜନିତ ସମସ୍ୟା ଦୂର ହୋଇଯିବ।ତାପରେ ଚାଲନ୍ତୁ ଜାଣିବା ଦ୍ବିତୀୟ ଲାଭ ବିଷୟରେ,ମୁଣ୍ଡ ବିନ୍ଧା ପାଇଁ କଳାଜିରାର ଲାଭ।ଯେତେବେଳ ଆପଣଙ୍କୁ ଭୟଙ୍କର ରୁ ଭୟଙ୍କର ମୁଣ୍ଡ ବିନ୍ଧା ହୋଇଥାଏ,ସେତେବେଳେ ଆପଣ ଗୋଟେ କପ ଗ୍ରିନ ଟିରେ ଗୋଟେ ଚାମୁଚ କଳାଜିରାର ରସ ମିଶେଇ ସେବନ କଲେ ୩-୪ ମିନିଟ ଭିତରେ ଆପଣଙ୍କ ମୁଣ୍ଡ ବିନ୍ଧା କମିଯିବ।

ତାହେଲେ ଏହି କଳାଜିରା ରସ କିପରି ପ୍ରସ୍ତୁତ କରିବେ ନା ଆପଣ ଗୋଟେ ଗିଲାସ ପାଣିରେ କଳାଜିରା ମିଶେଇ ତାକୁ ଫୁଟେଇବେ ଆଉ ତାପରେ ଯେଉଁ ପାଣି ବହାରିବ ତାକୁ ଗ୍ରିନ ଟିରେ ମିସେଇ ସେବନ କରିବେ।ଯଦି ଆପଣଙ୍କୁ ମଧୁମେହ ଭଳି ରୋଗ ଅଛି ତାହେଲେ ଆପଣ କଳାଜିରାର ସେବନ କରିବା ନିହାତି ଆବଶ୍ୟକ ଅଟେ।ଆପଣ କଳାଜିରାର ଗୁଣ୍ଡ ପ୍ରସ୍ତୁତ କରିବେ ଆଉ ତାକୁ ସେବନ କରି ପାରିବେ।ଗୋଟେ ଚାମୁଚ ଜେତୁନ ତେଲରେ ଗୋଟେ ଚାମୁଚ କଳାଜିରାର ତେଲ ମିଶେଇ ନିଜ ଚେହେରାରେ ନିୟମିତ ଭାବରେ ଲଗେଇଲେ ଆପଣଙ୍କ ତ୍ୱଚାର ସୁନ୍ଦରତା ଆହୁରି ବଢ଼ିବାରେ ଲାଗିବ।ଆଉ ଆପଣଙ୍କ ମୁହଁରେ ଯଦି ବ୍ରଣ ପାଇଁ ଦାଗ ଭଳି ସମସ୍ୟା ଆଦି ଦେଖାଯାଉଛି,ତାହେଲେ ଆପଣ ଗୋଟେ ଗିନା ଦହିରେ ଗୋଟେ ଚାମୁଚ ଲେମ୍ବୁ ରସ ମିଶେଇବେ,ତାପରେ ଗୋଟେ ଚାମୁଚ କଳାଜିରା ତେଲ ମିଶେଇ ନିଜ ଚେହେରାରେ ସପ୍ତାହରେ ଥରେ ଲଗେଇବେ।

ଆପଣ ଶୁଣିଥିବେ ଚୁଟି ଥରେ ଝଡିଗଲେ ପୁନର୍ବାର ଫେରି ପାରିବ ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଜାହାଦ୍ୱାର ଆପଣଙ୍କ ନୂଆ ଚୁଟି ଉଠିବାର ଲାଗିବ।ଆପଣଙ୍କୁ ବିରୁଡ଼ି ମହୁମାଛିର ବସା ନେବାର ଅଛି,ଆଉ ତାପରେ କୌଣସି ଲୁହା ପାତ୍ରରେ ହାଲ୍କା ଆଞ୍ଚରେ ୨୦୦ ଗ୍ରାମ କଳାଜିରା ତେଲରେ ତାକୁ ରାନ୍ଧିବାର ଅଛି,ଆଉ ତାପରେ ସେ ୧୦୦ ଗ୍ରାମ ହୋଇଗଲେ ତାକୁ ଛାଣି ନେବେ।ଆଉ ରାତିରେ ଶୋଇବା ସମୟରେ ତାକୁ ସବୁଦିନ ଚୁଟି ମୂଳରେ ମାଲିସ କରିବେ।

ଆଉ ତାପରର ସକାଳୁ ଉଠି ଖାଲି ପେଟରେ ନିଜ ନଖରେ ନଖ ଘଷିବେ ଆଉ ସେମିତି ସନ୍ଧ୍ୟା ବେଳେ ଖାଲି ପେଟରେ କରିବାର ଅଛି।ଓଜନ କମେଇବା ପାଇଁ ଆପଣ ଉଷୁମ ପାଣିରେ ଗୋଟେ ଚାମୁଚ ଆଲୋବେରା ଯୁସ,ଗୋଟେ ଚାମୁଚ ଅଁଳା ରସ ଆଉ ଗୋଟେ ଚାମୁଚ ମହୁ,ଗୋଟେ ଚାମୁଚ କଳା ଜିରା ତେଲକୁ ଭଲ ଭାବରେ ମିଶେଇ ନେବେ।ଆଉ ସକାଳୁ ଖାଳି ପେଟରେ ୩ ମାସ ପର୍ଯ୍ୟନ୍ତ ନିୟମିତ ଏହାର ସେବନ କରିବେ ଆଉ ଅନୁଲୋମ ବିଲୋମ,କପାଳଭାତି ପ୍ରାଣାୟମ କଲେ ଆପଣଙ୍କ ଓଜନ ନିହାତି ଭାବରେ ନିୟନ୍ତ୍ରଣରେ ଆସିଯିବ।ପୁରୁଷ ମାନଙ୍କ ଦୁର୍ବଳତା ପାଇଁ ଆପଣଙ୍କୁ ଗୋଟେ ଚାମୁଚ କଳାଜିରା ସକାଳୁ ସେବନ କରିବାର ଅଛି ଆଉ ତାସହିତ ଅଁଳାର ଗୁଣ୍ଡ ମଧ୍ୟ ସେବନ କରିବାର ଅଛି।

Leave a Reply

Your email address will not be published. Required fields are marked *